ନୟାଗଡ଼ : ନୟାଗଡ଼ ଭାପୁର ବ୍ଲକ ଅନ୍ତର୍ଗତ କରବର ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ପୋଖରୀରେ ପଲିଥିନରେ ଏକ ନବଜାତ ଶିଶୁର ମୃତଦେହ ଭାସୁଛି। ପଲିଥିନରେ ବାନ୍ଧି ନବଜାତକୁ ପୋଖରୀରେ କେହି ଫିଙ୍ଗିଦେଇଥିବା ନେଇ ସନ୍ଦେହ କରାଯାଉଛି। ଉକ୍ତ ଘଟଣାକୁ ନେଇ ଅଧିକ ତଥ୍ୟ ଏଯାବତ ହସ୍ତଗତ ହୋଇପାରି ନାହିଁ।
Popular Categories



