www.samajalive.in
Sunday, December 7, 2025
16.1 C
Bhubaneswar

ଏପରି କରନ୍ତୁ ମା’ ସରସ୍ୱତୀଙ୍କ ପୂଜା, ମିଳିବ ବିଦ୍ୟା ଓ ବୁଦ୍ଧିର ଆଶୀର୍ବାଦ

ମାଘମାସ ଶୁକ୍ଳପକ୍ଷର ପଞ୍ଚମୀ ତିଥିକୁ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ। ଏହି ଉପାସନା ପର୍ବକୁ ବସନ୍ତ ପଞ୍ଚମୀ କୁହାଯାଏ। ଆଜିର ଦିନରେ ବିବାହ, ଗୃହ ନିର୍ମାଣ ତଥା ଅନ୍ୟାନ୍ୟ ଶୁଭକାର୍ଯ୍ୟ କରାଯାଇଥାଏ। ବିଦ୍ୟାଦାୟିନୀ ମା’ ସରସ୍ୱତୀ ଛାତ୍ରଛାତ୍ରୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାଆନ୍ତି। ଯେଉଁ ମାନଙ୍କର ପାଠ ପଢିବାରେ ସମସ୍ୟା ରହିଥାଏ, ଏହି ଦିନ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ।
ଏପରି କରନ୍ତୁ ମା’ ସରସ୍ୱତୀଙ୍କ ପୂଜା……
– ଆଜିର ଦିନରେ ହଳଦିଆ କିମ୍ବା ଧଳା ବସ୍ତ୍ର ଧାରଣ କରନ୍ତୁ। କଳା ବସ୍ତ୍ର ପିନ୍ଧନ୍ତୁ ନାହିଁ।
– ଉତ୍ତର ଦିଗକୁ ମୁଖ କରି ମା’ଙ୍କୁ ପୂଜା କରନ୍ତୁ।
– ମା’ଙ୍କୁ ଶ୍ୱେତ ଚନ୍ଦନ, ହଳଦିଆ ଓ ଧଳା ଫୁଲ ଅବଶ୍ୟ ଅର୍ପଣ କରନ୍ତୁ।
– ଭୋଗରେ ଦହି, ମିଶ୍ରି ଓ ଲବଙ୍ଗ ମା’ଙ୍କୁ ନିଶ୍ଚୟ ଅର୍ପଣ କରନ୍ତୁ।
– କେସର ମିଶ୍ରିତ ଖିରୀ ଅର୍ପଣ କରନ୍ତୁ।
– ମା’ଙ୍କ ମନ୍ତ୍ର ଜପ କରନ୍ତୁ।
– ମନ୍ତ୍ର ଜପ ପରେ ପ୍ରସାଦ ଗ୍ରହଣ କରନ୍ତୁ।
– ମା’ଙ୍କ ସମ୍ମୁଖରେ ନୀଳ ସରସ୍ୱତୀ ସ୍ତୋତ୍ର ପାଠ କରନ୍ତୁ। ଏପରି କରିବା ଦ୍ୱାରା ଉତ୍ତମ ଜ୍ଞାନ ଓ ବୁଦ୍ଧି ପ୍ରାପ୍ତ ହୋଇଥାଏ।
– ମା’ଙ୍କ ଉପାସନାରେ ଏହି ସମସ୍ୟା ଦୂର ହୋଇଥାଏ……
ଯେଉଁମାନଙ୍କର ଏକାଗ୍ରତାରେ ସମ୍ୟା ସୃଷ୍ଟି ହୋଇଥାଏ, ସେମାନେ ଆଜି ଠାରୁ ପ୍ରତିଦିନ ସରସ୍ୱତୀ ବନ୍ଦନା ପାଠ କରନ୍ତୁ।
– ପାଠପଢା କକ୍ଷରେ ମା’ଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories