www.samajalive.in
Saturday, December 6, 2025
19.1 C
Bhubaneswar

ବନବିଭାଗ କବଜାରେ ବଜ୍ରକାପ୍ତା ଚାଲାଣର ମାଷ୍ଟର ମାଇଣ୍ଡ ନୀଳକଣ୍ଠ

ଭୁବନେଶ୍ବର : ବନବିଭାଗ ବଜ୍ରକାପ୍ତା ଚାଲାଣର ଆଉ ଜଣେ ମାଷ୍ଟରମାଇଣ୍ଡକୁ ଧରିବାରେ ସଫଳ ହୋଇଛି। ଭୁବନେଶ୍ବର ଗଙ୍ଗନଗରର କୁଖ୍ୟାତ ଦଲାଲ ନୀଳକଣ୍ଠ ନାୟକକୁ ଗୁରୁବାର ବନବିଭାଗ ଗିରଫ କରିଛି।ନୀଳକଣ୍ଠ ହେଉଛି ବଜ୍ରକାପ୍ତା ଚାଲାଣର କିଙ୍ଗପିନ ଅଲ୍ଲୀର ଅନ୍ୟତନ ସହଯୋଗୀ। ନୀଳକଣ୍ଠକୁ ଗିରଫ ପରେ ବନବିଭାଗ ଏକତ୍ର ବସାଇ ଜେରା କରିବାକୁ ଯୋଜନା କରୁଛି। ବଜ୍ରକାପ୍ତା ଚୋରାଚାଲାଣ କରାବାର ଆଠଗଡ଼ରୁ ଭଦ୍ରକ, ଭୁବନେଶ୍ବର ପର୍ଯ୍ୟନ୍ତ ଲମ୍ବିଛି। ମାଷ୍ଟରମାଇଣ୍ଡ ନିଲକଣ୍ଠ ଗିରଫ ପରେ ଗିରଫ ଦାରି ସଂଖ୍ୟା ୨୦କୁ ଛୁଇଁଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories