www.samajalive.in
Friday, December 5, 2025
20.1 C
Bhubaneswar

ଭାଲେଣ୍ଟାଇନ୍ସ ଡ଼େ : ମନର ସାଥିଙ୍କୁ ଦିଅନ୍ତୁ ରାଶି ଅନୁଯାୟୀ ଅମୂଲ୍ୟ ଉପହାର

ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ ସତ୍ୟ। ଏଭଳି ଏକ ଅନୁଭବ ଯାହା ଦୁଇଟି ହୃଦୟକୁ ଯୋଡ଼ି ଥାଏ। ଆଜି ହେଉଛି ଫେବୃଆରୀ ୧୪ ଭାଲେଣ୍ଟାଇନ୍ସ ଡ଼େ, ପ୍ରେମ ପାଇଁ ଦିନଟିଏ। ସାରା ଦେଶରେ ଆଜି ଭାଲେଣ୍ଟାଇନ୍ସ ଡ଼େ ପାଳନ କରାଯାଉଛି। ସଭିଁଙ୍କ ପାଇଁ ବିଶେଷ କରି ପ୍ରେମୀ ଯୁଗଳଙ୍କ ପାଇଁ ଏହି ଦିନ ଖୁବ ମହତ୍ତ୍ୱପୂର୍ଣ୍ଣ। ଜାଣନ୍ତୁ ରାଶି ଅନୁଯାୟୀ ଆଜି ଆପଣଙ୍କ ଭାଲେଣ୍ଟାଇନ୍ସ ଡ଼େ କିଭଳି ବିତିବ ଓ ମନର ସାଥିଙ୍କୁ କି ଉପହାର ଦେବେ।
ମେଷ ରାଶି – ଅଧିକ କ୍ରୋଧ କରନ୍ତୁ ନାହିଁ। ନିଜ ସାଥିଙ୍କୁ ଧଳା ରଙ୍ଗର ଗୋଲାପ ଦିଅନ୍ତୁ।
ବୃଷ ରାଶି – ସାଥିଙ୍କୁ ସନ୍ଦେହ କରନ୍ତୁ ନାହିଁ। ଚକୋଲେଟ ଉପହାର ଦିଅନ୍ତୁ। ଅଯଥା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ।
ମିଥୁନ ରାଶି – ପ୍ରେମ ସମ୍ପର୍କରେ ସ୍ଥିରତା ରହିବ। ନିଜ ଦାୟିତ୍ୱକୁ ସଠିକ ଭାବେ ପାଳନ କରନ୍ତୁ। ସାଥିଙ୍କୁ ହଳଦିଆ ରଙ୍ଗର ପୋଷାକ ଉପହାର ଦିଅନ୍ତୁ।
କର୍କଟ ରାଶି – ଆପଣଙ୍କ ଜୀବନରେ ମଧୁରତା ଭରି ରହିବ। ଚିନ୍ତା ଦୂର ହେବ। ସୁଗନ୍ଧିତ ଦ୍ରବ୍ୟ ନିଜ ସାଥିଙ୍କୁ ଉପହାରରେ ଦିଅନ୍ତୁ।
କନ୍ୟା ରାଶି – ସମ୍ପର୍କ ମଜଭୂତ ରହିବ। ସ୍ୱଭାବ ପ୍ରତି ଧ୍ୟାନ ଦିଅନ୍ତୁ। ସାଥିଙ୍କୁ ସଙ୍ଗୀତ ସମ୍ବନ୍ଧୀୟ ଦ୍ରବ୍ୟ ଉପହାର ଦିଅନ୍ତୁ।
ତୁଳା ରାଶି – ଅହଂକାର ଉପରେ ନିୟନ୍ତ୍ରଣ ରଖନ୍ତୁ। ସାଥିଙ୍କୁ ଚକୋଲେଟ ଉପହାର ଦିଅନ୍ତୁ।
ବିଛା ରାଶି – ସମ୍ପର୍କର ମୂଲ୍ୟ ପ୍ରତି ଅଧିକ ଗୁରୁତ୍ୱ ଦେବାସହ ସାଥିଙ୍କୁ ଅଧିକ ସମୟ ଦିଅନ୍ତୁ। ଆଭୂଷଣ ଉପହାର ଦିଅନ୍ତୁ।
ଧନୁ ରାଶି – ସାଥିଙ୍କୁ ଅଧିକ ସମୟ ଦିଅନ୍ତୁ। ରଙ୍ଗବେରଙ୍ଗର ଫୁଲ ଉପହାରରେ ଦିଅନ୍ତୁ।
ମକର ରାଶି – ସାଥିଙ୍କ ସହ ସମୟ ଅତିବାହିତ କରନ୍ତୁ। ବସ୍ତ୍ର ଓ ସୁଗନ୍ଧ ଦ୍ରବ୍ୟ ଉପହାର ଦିଅନ୍ତୁ।
କୁମ୍ଭ ରାଶି – ପ୍ରେମ ଓ ଦାୟିତ୍ୱରେ ସମନ୍ୱୟ ରକ୍ଷା କରନ୍ତୁ। ସାଥିଙ୍କୁ ଲାଲ ରଙ୍ଗର ଗୋଲାପ ଉପହାର ଦିଅନ୍ତୁ।
ମୀନ ରାଶି – ସମସ୍ତ ରାଗକୁ ଭୁଲି ସାଥିଙ୍କୁ ସମୟ ଦିଅନ୍ତୁ। ଆଭୂଷଣ ଉପହାରରେ ଦିଅନ୍ତୁ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories