କ୍ୱାରେଟାଇନ କେନ୍ଦ୍ରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ, ମୃତ୍ୟୁର କାରଣ ଅସ୍ପଷ୍ଟ

ଭଦ୍ରକ : ଭଦ୍ରକ ଜିଲା କୋରକୋରା ପଂଚାୟତ କ୍ୱାରେଟାଇନ କେନ୍ଦ୍ରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ହୋଇଥିବା ନେଇ ବୁଧବାର ଜଣାପଡ଼ିଛି। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଗତକାଲି ଉକ୍ତ ବ୍ୟକ୍ତି ଜଣଙ୍କ କଲକାତାରୁ ଫେରି…
Read More...

‘ରଜ ପିଠା-ପାଟିକୁ ଲାଗେ ଖୁବ ମିଠା’

‘ରଜ ପିଠା ଖାଇବାକୁ ପାଟିକୁ ଲାଗେ ଖୁବ ମିଠା’ ରଜ ପର୍ବ ଆସିବା ମାତ୍ରେ ପୁରପଲ୍ଲୀ ଚାରିଆଡ଼େ ଆନନ୍ଦ ଉଲ୍ଲାସରେ ଭରିଯାଏ। ରଜ ପର୍ବର ଏକ ମୁଖ୍ୟ ଖାଦ୍ୟପେୟ ହେଉଛି ଏହାର ପିଠାପଣା। ମାଆ, ମାଉସୀ, ଖୁଡ଼ି, ନାନୀ ସଭିଏଁ…
Read More...

ରଜରେ ଶୋଭାପାଏ ରଜ ପାନ ……….

ରଜ ପର୍ବର ଅନ୍ୟ ଏକ ଆକର୍ଷଣ ହେଉଛି ପାନ। ରଜ ସହ ପାନ ଯୋଡ଼ି ହୋଇ ଏହା ବନ୍ଧୁତାର ଡ଼ୋରିକୁ ସୁଦୃଢ କରିଥାଏ। ଏହି ପାନର ଚମକ ଓ ମହକ ଅନ୍ୟ ଦିନ ମାନଙ୍କରେ ବିକ୍ରି ହେଉଥିବା ପାନ ଠାରୁ ସ୍ୱତନ୍ତ୍ର ହୋଇଥାଏ। ଯେଭଳି…
Read More...

ରଜ ବିଶେଷତ୍ୱ ଦୋଳି ଓ ପିଠାପଣା

ବରଷକ ପରେ ପୁଣି ଆସିଛି ରଜ ପର୍ବ। କୁଆଁରୀ କନ୍ୟାଙ୍କ ପାଇଁ ଖେଳି ଯାଇଛି ଆନନ୍ଦର ଲହରୀ। ଏହା ଏପରି ଏକ ପର୍ବ ଯେ ସାଙ୍ଗରରେ ଆନନ୍ଦଭରା ଏକ ସୁନ୍ଦର ବାତାବରଣ ସଭିଁଙ୍କ ପାଇଁ ନେଇ ଆସେ।ପ୍ରତ୍ୟେକ ପର୍ବ ପାଳନର ଏକ…
Read More...

ପରମ୍ପରା ଓ ଆନନ୍ଦ ଉଲ୍ଲାସର ପର୍ବ ‘ରଜ’

‘’ବନସ୍ତେ ଡ଼ାକିଲା ଗଜ ବରଷକେ ଥରେ ଆସିଛି ରଜ ଆସିଛି ରଜ ଲୋ ଘେନି ନୂଆ ସଜବାଜ’’। କୁହାଯାଏ ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ପ୍ରତ୍ୟେକ ପର୍ବ ପାଳନ ପଛରେ ସ୍ୱତନ୍ତ୍ର ମହତ୍ୱ ଓ ପରମ୍ପରା ରହିଛି। ସେଭଳି କେତେକ…
Read More...

ଖରାଦିନେ ଖାଆନ୍ତୁ ଅଙ୍ଗୁର : ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ଖୁବ ଲାଭଦାୟକ

ଖରାଦିନେ ନିଜ ସ୍ୱାସ୍ଥ୍ୟ ଓ ତ୍ୱଚାର ବିଶେଷ ଭାବେ ଯତ୍ନ ନେବା ଆବଶ୍ୟକ। ସୁସ୍ଥ ରହିବା ପାଇଁ ଅଧିକ ମାତ୍ରାରେ ଫଳର ସେବନ କରିବା ପାଇଁ ପରାମର୍ଶ ଦିଆଯାଇଥାଏ।ସମସ୍ତ ପ୍ରକାର ଫଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ମାତ୍ର…
Read More...

ହରିୟାଣାରେ ଓଡ଼ିଆ ଯୁବକ ମୃତ; କାରଣ ଅସ୍ପଷ୍ଟ

ମୟୁରଭଞ୍ଜ : ମୟୁରଭଞ୍ଜ ଉଦଳା ବ୍ଲକର ଜଣେ ଓଡ଼ିଆ ଯୁବକଙ୍କ ହରିୟାଣାରେ ମୃତ୍ୟୁ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। କେଉଁ କାରଣରୁ ତାଙ୍କ ମୃତ୍ୟୁ ହୋଇଛି ସେନେଇ କୌଣସି ସ୍ପଷ୍ଟତା ମିଳି ପାରି ନାହିଁ। ଉକ୍ତ ଯୁବକଙ୍କ ବିବାହ…
Read More...

ରାଜ୍ୟରେ ଓଏସଆରଟିସି ବସ ଚଳାଚଳ ସ୍ୱଭାବିକ ; ରାଜଧାନୀରୁ ୨୨ଟି ସହରକୁ ଚାଲୁଛି ବସ୍

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି ) ବସ ଚଳାଚଳ ସ୍ୱଭାବିକ ହୋଇଛି। ରାଜଧାନୀରୁ ୨୨ଟି ସହରକୁ ବସ୍ ଚଳାଚଳ କରୁଥିବା ନେଇ ଜଣାପଡ଼ିଛି। ପ୍ରାର୍ଥମିକ ପର୍ଯ୍ୟାୟରେ ୬୬ଟି…
Read More...

ଯୁବକଙ୍କ ମୃତଦେହ ଉଦ୍ଧାର

କଟକ : କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ସୁଦୁସାହିଲୋ ଭୋଇସାହିରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ତାଙ୍କ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି।…
Read More...

ବାସ୍ତୁ ଟିପ୍ସ : ସରଳ ଓ ସହଜ ଉପାୟ ଜୀବନରେ ଭରିଦିଏ ହସଖୁସିର ବାତାବରଣ

ଯେଉଁ ଗୃହରେ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ ଓ ଉତମ ବୁଝାମଣା ଥାଏ, ତାହା ସ୍ୱର୍ଗ ସମାନ ଶାନ୍ତି ମିଳେ ବୋଲି କୁହାଯାଏ। ସେହି ଘରେ ସର୍ବଦା ଦେବୀ ଦେବତାଙ୍କ କୃପା ରହିଥାଏ ବୋଲି ମାନ୍ୟତା ରହିଛି। ବାସ୍ତୁ ଶାସ୍ତ୍ରରେ…
Read More...

ଜାଣିଛନ୍ତି କି ; ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ବିଟ୍ ପତ୍ର

ବିଟ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ସଭିଏଁ ଜାଣନ୍ତି। ମାତ୍ର ଏହା ପତ୍ରର ସ୍ୱାସ୍ଥ୍ୟ ଉପକାରୀ କି କି ଗୁଣ ରହିଛି ସେ ବିଷୟରେ ଜାଣିଛନ୍ତି କି ? ଏହା ଉତମ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ....... ୧-…
Read More...

ଛଣା ସେଉ ଚୁଡ଼ା ଉପମା

ଚୁଡ଼ା – ୨କପ ପିଆଜ – ୨ଟା (କଟା ହୋଇଥିବା) ଆଳୁ – ୨ଟି (କଟା ହୋଇଥିବା) ଲଙ୍କା – ୨ଟି ସୋରିଷ - ଅଳ୍ପ ଲୁଣ - ଆବଶ୍ୟକ ପରିମାଣରେ ବାଦାମ - ଅଳ୍ପ ହଳଦୀ ଗୁଣ୍ଡ - ଅଳ୍ପ ଧନିଆପତ୍ର - ଅଳ୍ପ ଲେମ୍ବୁ ରସ – ୧…
Read More...

ବାଲି ମାଫିଆଙ୍କ ସକ୍ରିୟତା ; ଟ୍ରକରେ ଚାଲାଣ ହେଉଛି ଚୋରା ବାଲି

ବାଲେଶ୍ୱର : ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅଧିନ କାଠପାଳ ଅଂଚଳରେ ପ୍ରବାହିତ ହୋଇଥିବା ସୋନନଦୀରେ ବାଲି ମାଫିଆ ଅଧିକ ସକ୍ରିୟ ହୋଇଉଠିଛନ୍ତି । ପୂର୍ବରୁ ନୀଳଗିରି ତହସିଲଦାର ଚଢ଼ାଉ କରି ଫାଇନ ଆଦାୟ ସତ୍ତ୍ବେ ମଧ୍ୟ…
Read More...

ଗାଁ ପାଖ ଜଙ୍ଗଲରୁ ଶିଶୁ କନ୍ୟା ଉଦ୍ଧାର

ଢେଙ୍କାନାଳ : ପୁଣି ଅଲୋଡ଼ା ଶିଶୁ କନ୍ୟା। ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ହରିଡ଼ାପଦର ଗାଁ ପାଖ ଜଙ୍ଗଲରୁ ସୋମବାର ଏକ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଗୋଟିଏ ଦମ୍ପତି ଉକ୍ତ ଶିଶୁ କନ୍ୟାକୁ ଉଦ୍ଧାର କରିଥିବା…
Read More...

ରାସ୍ତାରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ : ଜଣେ ମୃତ, ୩ ଗୁରୁତର

ସମ୍ବଲପୁର : ସମ୍ବଲପୁର ଜିଲା ଅଇଁଠାପାଲି ଛକ ନିକଟ ଜାତୀୟ ରାଜପଥରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଏକ ଟ୍ରକ ମାଡ଼ି ଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩…
Read More...

୨୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ , ଯୁବକ ଗିରଫ

କଟକ : କଟକ ଜିଲା ପୀରବଜାରରୁ ଅବକାରୀ ବିଭାଗ ଚଢାଉ କରି ସୋମବାର ପ୍ରାୟ ୨୭୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୮ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସମ୍ପୃକ୍ତ…
Read More...

ଗୁଟଖା ଓ ପାନ ମସଲା ଭର୍ତି ଟ୍ରକ ଜବତ,୨ ଗିରଫ

ରାୟଗଡ଼ା : ରାୟଗଡ଼ାରୁ ଏକ ଗୁଟଖା ଓ ପାନ ମସଲା ଭର୍ତି ଟ୍ରକ ଚାନ୍ଦିଲି ପୁଲିସ ଜବତ କରିଥିବା ସୋମବାର ଜଣାପଡ଼ିଛି।ଜବତ ଗୁଟଖା ଓ ପାନ ମସଲାର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସମ୍ପୃକ୍ତ…
Read More...

ବାଘ ଛାଲ ରାକେଟର ପର୍ଦ୍ଦାଫାଶ, ୨ ଗିରଫ

ଭୁବନେଶ୍ୱର : ସୋମବାର ଏକ ବାଘ ଛାଲ ରାକେଟର କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ପର୍ଦ୍ଦାଫାଶ କରିଥିବା ଜଣାପଡ଼ିଛି। ନାୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚରୁ ସମ୍ପୃକ୍ତ ଘଟଣାରେ ୨ ଜଣ ବାଘ ଛାଲ ବେପାରୀଙ୍କୁ ଗିରଫ କରିଛି।ଏହାସହ…
Read More...

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଓ ଦକ୍ଷିଣ ଓଡ଼ିଶାରେ ୧୦ରୁ ପ୍ରବଳ ବର୍ଷା

ଭୁବନେଶ୍ୱର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୪୮ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡିଶାରେ ଆସନ୍ତା…
Read More...

ତ୍ୱଚାର ସୁନ୍ଦରତାକୁ ଦ୍ୱିଗୁଣିତ କରିବା ପାଇଁ ସପ୍ତାହକୁ ଥରେ ଆପଣାନ୍ତୁ ଏହି ଉପାୟ

ତ୍ୱଚାର ଚମକ ବୃଦ୍ଧି ପାଇଁ , ସୁନ୍ଦରତା ବଜାୟ ରଖିବା ପାଇଁ ଏହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଘରେ ସରଳ ଉପାୟ ଅବଲମ୍ବନ କରି ଆପଣ ନିଜ ତ୍ୱଚାର ସୁନ୍ଦରତାକୁ ଦ୍ୱିଗୁଣିତ କରି ପାରିବେ। ସେଭଳି କେତେକ ସରଳ ଉପାୟ…
Read More...

ଜାଣନ୍ତୁ କେଉଁ ପଶୁପକ୍ଷୀଙ୍କୁ ଭୋଜନ କରାଇବା ଦ୍ୱାରା କି ଶୁଭଫଳ ପ୍ରାପ୍ତି ହୋଇଥାଏ

ହିନ୍ଦୁ ଧର୍ମରେ ବିଭିନ୍ନ ପଶୁପକ୍ଷୀ ବହୁ ଦେବୀଦେବତାଙ୍କ ସହ ଜଡ଼ିତ ବୋଲି କୁହାଯାଏ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ପଶୁପକ୍ଷୀଙ୍କର ବିଶେଷ ମହତ୍ୱ ବର୍ଣ୍ଣନା କରାଯାଇଛି। ପଶୁପକ୍ଷୀଙ୍କ ମଧ୍ୟରେ ଅନିଷ୍ଟ ଦୂର କରିବାର କ୍ଷମତା…
Read More...

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ମୌସୁମୀ ଜୁସ

ଫଳରେ ବିଭିନ୍ନ ପ୍ରକାର ପୋଷକ ତତ୍ୱ ଭରପୁର ମାତ୍ରାରେ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ ଓ ଆବଶ୍ୟକ। ସେଭଳି କେତେକ ଫଳ ମଧ୍ୟରେ ସ୍ୱାସ୍ଥ୍ୟ ଉପକାରୀ ଏକ ଫଳ ହେଉଛି ମୌସୁମୀ। ଏହାର ସ୍ୱାଦ ମଧ୍ୟ ଖଟା-ମିଠା।…
Read More...

ମାଛ କୋରମା

ଆବଶ୍ୟକ ସାମଗ୍ରୀ ମାଛ – ୫୦୦ ଗ୍ରାମ ହଳଦୀ ଗୁଣ୍ଡ - ଅଳ୍ପ ଲଙ୍କା ଗୁଣ୍ଡ - ଅଳ୍ପ ଲୁଣ - ଆବଶ୍ୟକ ପରିମାଣରେ ଦହି – ୫୦ ଗ୍ରାମ ପିଆଜ – ୨ ଟା (କଟା ହୋଇଥିବା) ତେଜପତ୍ର – ୨ଟା ଅଦା ରସୁଣ ବଟା – ୨ ଚାମଚ…
Read More...

ବାଡ଼ିରେ ଫୁଟିଛି ବିରଳ ପାରିଜାତ ଫୁଲ , ଦେଖିବାକୁ ଲୋକଙ୍କ ଗହଳି

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ହାତିଗୋଡା ପଞ୍ଚାୟତର ଚାଇବାଇଁଶୀ ଗ୍ରାମରେ ରବିବାର ବିରଳ ପାରିଜାତ ଫୁଲ ଫୁଟିଥିବାର ଦେଖାଯାଇଛି। ଶିକ୍ଷା ବିଭାଗରେ କାର୍ଯ୍ୟରତ ଥିବା ଗ୍ରାମର ଭୂବନ ବିଶ୍ୱାଳଙ୍କ…
Read More...

ରାଜ୍ୟରେ ଆଉ ୭୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରବିବାର ରାଜ୍ୟରେ ଆଉ ୭୫ ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ରେ ପହଚିଛି। ଚିହ୍ନଟ ୭୫ ଜଣଙ୍କ ମଧ୍ୟରୁ କ୍ୱାରେନଟାଇନ କେନ୍ଦ୍ରରୁ ୭୨ ହୋଇଥିବା ବେଳେ ଲୋକାଲ କେସ…
Read More...

କରୋନା ଅପଡ଼େଟ୍ : ଦେଶରେ କରୋନା ମୃତ୍ୟୁ ସଂଖ୍ୟା୬,୯୨୯, ଦିନକରେ ୯,୯୭୧ ଆକ୍ରାନ୍ତ, ୨୮୭ଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦିନକୁ ଦିନ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ଆଜି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୬,୯୨୯ରେ ପହଞ୍ଚି ଥିବା ବେଳେ ଦିନକରେ ୯,୯୭୧ ଜଣ ଆକ୍ରାନ୍ତ ଓ ୨୮୭ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…
Read More...

ବନ୍ଦ ହେବ ନାହିଁ ୨୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୨୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରିବା ନେଇ ହୋଇଥିବା ନିଷ୍ପତିକୁ ସ୍ଥଗିତ ରଖାଯାଇଛି। ଶନିବାର ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା…
Read More...

ଶୁଭଫଳ ପ୍ରାପ୍ତିର ସୂଚନା ଦେଇଥାଏ ; ଏହି ସଙ୍କେତ

ଉତମ ସ୍ୱାସ୍ଥ୍ୟ ସହ ଭାଗ୍ୟ ଯଦି ଆପଣଙ୍କୁ ଶୁଭଫଳ ପ୍ରଦାନ କରେ ତେବେ ସଫଳତା ନିଶ୍ଚୟ ପ୍ରାପ୍ତି ହୋଇଥାଏ। ଦୈନନ୍ଦୀନ ଜୀବନରେ ଆମକୁ ବେଳେ ଏପରି କିଛି ସଙ୍କେତ ମିଳିଥାଏ, ଯାହା ଶୁଭଫଳ ପ୍ରାପ୍ତି ହେବାର ସୂଚନା ଦେଇଥାଏ।…
Read More...

ଖରାଦିନେ ନିଶ୍ଚୟ କେଶରେ ଲଗାନ୍ତୁ ମେହେନ୍ଦୀ ; ମିଳିବ ଅନେକ ଲାଭ

ଖରାଦିନେ ଅତ୍ୟଧିକ ଗରମ ଅନୁଭବ ହୋଇଥାଏ। ଏହି ଗରମ ଦାଉରୁ ରକ୍ଷା ପାଇବା ପାଇଁ ସଭିଏଁ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି। ଗରମର ପ୍ରଭାବରୁ ମୁକ୍ତି ପାଇବାକୁ ମେହେନ୍ଦୀ ବେଶ ଲାଭଦାୟକ ହୋଇଥାଏ। ଜାଣନ୍ତୁ କିଭଳି ଏହାକୁ…
Read More...

ସୁଜି ଦହି ଟୋଷ୍ଟ

ଆବଶ୍ୟକ ସାମଗ୍ରୀ ପାଉଁରୁଟି – ୬ ଖଣ୍ଡ ସୁଜି – ୧କପ ଦହି – ୧କପ ଟମାଟୋ - ଅଳ୍ପ( କଟା ହୋଇଥିବା) ସିମଲା ଲଙ୍କା - ଅଳ୍ପ ( କଟା ହୋଇଥିବା) ପିଆଜ – ୧ଟି ( କଟା ହୋଇଥିବା) ଗୋଲମରିଚ ଗୁଣ୍ଡ - ଅଳ୍ପ ଚାର୍ଟ ମସଲା…
Read More...

ଭୁଜାଲିରେ ହାଣି ୮ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

କେନ୍ଦୁଝର : କେନ୍ଦୁଝର ଜିଲା  ୪୯ ନମ୍ବର ଜାତୀୟ ରାଜପଥ  ସଦର ଥାନା ଅନ୍ତର୍ଗତ ଠାକୁରଡ଼ିହି ଛକରେ ଶନିବାର ସଶସ୍ତ୍ର ଡ଼କାୟତି ହୋଇଛି। ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୃତ ଭୁଜାଲିରେ ଆକ୍ରମଣ କରିବା ସହ ୮ ଲକ୍ଷ ଟଙ୍କା…
Read More...

ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଏହି ଫଳ ରସ

ଖରା ଦିନେ ସାଧାରଣତଃ ଅଧିକ ପରିମାଣରେ ପାନୀୟ ଦ୍ରବ୍ୟ ପିଇବା ଉଚିତ। ବିଶେଷ କରି ଫଳ ରସ। କେତେକ ନିର୍ଦ୍ଦିଷ୍ଟ ଫଳ ରହିଛି ଯାହାକୁ ଜୁସ ଭାବେ ପ୍ରସ୍ତୁତ କରି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ରୋଗ…
Read More...

ପ୍ରଭୁ ହନୁମାନଙ୍କ କୃପା ପ୍ରାପ୍ତି ପାଇଁ କିଛି ସରଳ ଉପାୟ

ପ୍ରଭୁ ହନୁମାନ ଖୁବ ଶୀଘ୍ର ସରଳ ପୂଜାର୍ଚ୍ଚନାରେ ପ୍ରସନ୍ନ ହୋଇଥାଆନ୍ତି ବୋଲି କୁହାଯାଏ। ଶନିବାର ଓ ମଙ୍ଗଳବାର ପ୍ରଭୁଙ୍କ ପୂଜା କଲେ ବିଶେଷ କୃପା ମିଳିଥାଏ ବୋଲି ମାନ୍ୟତା ରହିଛି। ଶାସ୍ତ୍ରରେ ପ୍ରଭୁଙ୍କୁ ପୂଜା କରିବାର…
Read More...

ଆଜି ପୁରୀ ସହରରେ ଲାଗୁ ହେବ ନାହିଁ ସଟ ଡ଼ାଉନ ନିୟମ

ପୁରୀ : ପୁରୀ ସହରରେ ଆଜି ସଟ ଡ଼ାଉନ ନିୟମ ଲାଗୁ ହେବ ନାହିଁ। ଗତକାଲି ୧୪୪ ଧାରା ଜାରି କରାଯାଇଥିବାରୁ ମ୍ୟୁନିସିପାଲିଟି ମଧ୍ୟରେ ଥିବା ସମସ୍ତ ଥାନା ଅଧିକାରୀ ମାନଙ୍କୁ ଆଜି ସହରରେ ସଟ ଡ଼ାଉନ ନିୟମ ଲାଗୁ ନ କରିବା ପାଇଁ…
Read More...

ଭୋଜନ ପ୍ରକୃତିର ଉପହାର, ଜାଣନ୍ତୁ ଏହା ସହ ଜଡ଼ିତ କିଛି ଆବଶ୍ୟକୀୟ ଟିପ୍ସ

ପ୍ରକୃତି ମନୁଷ୍ୟକୁ ନିଜର ଜୀବନ ଧାରଣ ପାଇଁ ଭୋଜନକୁ ଏକ ଉପହାର ରୂପରେ ଦେଇଛି। ମାତ୍ର ଖାଦ୍ୟଦ୍ରବ୍ୟ ପ୍ରତି ଓ ଭୋଜନ ପାଇଁ କେତେକ ବାସ୍ତୁ ଟିପ୍ସ ରହିଛି । ଜାଣନ୍ତୁ ........ - ସର୍ବଦା ଭୋଜନ କରିବା ପୂର୍ବରୁ ଅନ୍ନ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୯ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଓ କାର ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ…
Read More...

ଖିର ପିଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପ୍ରତିଦିନ ଖିର ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ବୋଲି ସଭିଏଁ ଜାଣନ୍ତି। ଏଥିରେ ବହୁ ପ୍ରକାର ଭିଟାମିନ ଓ ମିନେରାଲ୍ସ ରହିଛି। ଏହାସହ ଖିରରେ ଥିବା କ୍ୟାଲସିୟମ ହାଡ଼କୁ ଶକ୍ତ କରିବାରେ ବେଶ ସହାୟକ ହୋଇଥାଏ।ମାତ୍ର…
Read More...

ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ ଆପଣାନ୍ତୁ କିଛି ଖରାଦିନିଆ ଟିପ୍ସ

ଖରା ଦିନେ ସାଧାରଣତଃ ଶରୀରରୁ ଅଧିକ ଝାଳ ନିର୍ଗତ ହୋଇଥାଏ। ମାତ୍ର ବହୁ ସମୟରେ ଏପରି ଦେଖାଯାଏ, ଖରାର ପ୍ରଭାବରେ ଅଧିକ ଝାଳ ନିର୍ଗତ ହେବା କାରଣରୁ ତ୍ୱଚା ରଙ୍ଗ ଉପରେ ମଧ୍ୟ ଏହାର ପ୍ରଭାବ ଦେଖାଯାଏ। ବିଶେଷ କରି…
Read More...

ସାବୁଦାନା ସେଓ ଖିରୀ

ଆବଶ୍ୟକ ସାମଗ୍ରୀ ସାବୁଦାନା : ୧ କପ ଖିର : ୬କପ ଚିନି ; ୨କପରୁ କମ ସେଓ – ୩ ଚାମଚ ( କଟା ହୋଇଥିବା) କେସର - ଅଳ୍ପ ଡ଼ାଳିମ୍ବ ମଞ୍ଜି : ଅଳ୍ପ ଗୁଜୁରାତି ଗୁଣ୍ଡ : ଅଳ୍ପ ପ୍ରସ୍ତୁତିପ୍ରଣାଳୀ : ପ୍ରଥମେ…
Read More...

କେଶରେ ତେଲ ଲଗାଇବାର ଏହି ଉପକାରିତା ବିଷୟରେ ଜାଣିଛନ୍ତି କି ?

କେଶରେ ତେଲ ଲଗାଇବା ଖୁବ ଉପକାରୀ ଓ ଲାଭଦାୟକ। ଏହା ଦ୍ୱାରା କେଶର ଶୁଷ୍କପଣ ଦୂର ହୋଇଥାଏ ଏବଂ କେଶମୂଳକୁ ପୋଷକ ତତ୍ତ୍ୱ ଯୋଗାଇଥାଏ। ଫଳରେ କେଶ ଉପୁଡ଼ିବା, ରୂପି ହେବା ଆଦି ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ।…
Read More...

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

କାଲିମେଳା : ମାଲକାନଗିରି ଜିଲାର କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅଭାବରୁ ଜଣେ ଗୁରୁତର ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ମୃତକ ହେଲେ ପଡିଆ ବ୍ଲକ ଅନ୍ତର୍ଗତ…
Read More...

ପାରା ଅଲମ୍ପିକସ ନିମନ୍ତେ ଜୟନ୍ତୀଙ୍କ ଯୋଗ୍ୟତା ଅର୍ଜନ, ସତ୍ୟବାଦୀରେ ଆନନ୍ଦ ଲହରୀ

ସାକ୍ଷୀଗୋପାଳ  : ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ମାଣିତିର ଗ୍ରାମର ଜୟନ୍ତୀ ବେହେରା ରାଜ୍ୟର ପ୍ରଥମ ମହିଳା ପାରା ଧାବିକା ଭାବେ ଜାପାନର ଟୋକିଓ ଠାରେ ଆସନ୍ତା ଅଗଷ୍ଟ ୨୫ ଠାରୁ…
Read More...

କରୋନା ସଂକ୍ରମଣ ରୋକିବା ପାଇଁ ଜନଗଣନା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବା ପାଇଁ ଜନଗଣନା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଜନଗଣନାର ପ୍ରାଥମିକ ତାଲିକା ପ୍ରସ୍ତୁତ…
Read More...

ଇରାନରୁ ଆସିଥିବା ଦମ୍ପତି ରହସ୍ୟମୟ ଭାବେ ନିଖୋଜ – ତଦନ୍ତ ଜାରି

ଟିଟିଲାଗଡ଼ : ଇରାନ ଦେଶରୁ ଟିଟିଲାଗଡ଼ ଆସିଥିବା ଦମ୍ପତ୍ତି ନିଖୋଜ ଥିବା ନେଇ ଶୁକ୍ରବାର ଜଣାପଡ଼ିଛି। ଏନେଇ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଇରାନ ଦେଶରୁ ଉକ୍ତ ଦମ୍ପତି ଫେରି ଟିଟିଲାଗଡ଼ର…
Read More...

କରୋନା ଭୟ – ମେଟ୍ରୋ ରେଳରେ ଗୋଟେ ସିଟ ବ୍ୟବଧାନରେ ବସିବେ ଯାତ୍ରୀ

ନୂଆଦିଲ୍ଲୀ : ସାରା ଦେଶରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଏଯାବତ ୧୯୫ଟି ରୋଗୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ଯେଉଁଥିରୁ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଛି। କରୋନା ସଂକ୍ରମଣକୁ…
Read More...

ରୁଟି ମକା ଫ୍ରାଙ୍କି

ଆବଶ୍ୟକ ସାମଗ୍ରୀ ସିଝା ଆଳୁ - ଆବଶ୍ୟକ ପରିମାଣରେ କଟା ପିଆଜ – ୧ଟି କଟା କଞ୍ଚାଲଙ୍କା – ୨ ଚାମଚ ସିମଲା ଲଙ୍କା – ୧ଟି ମଇଦା – ୧କପ ତେଲ - ଆବଶ୍ୟକ ପରିମାଣରେ ବଟର - ଅଳ୍ପ ଟମାଟୋ ସସ – ୧ ଚାମଚ ଲଙ୍କା…
Read More...

ଗୁଗଲ ଡୁଡଲ: ଜାଣନ୍ତୁ କେଉଁ କାରଣରୁ ସ୍ୱତନ୍ତ୍ର ଆଜିର ଡୁଡଲ

ଗୁଗଲ ଗୁରୁବାର ବସନ୍ତ ଋତୁକୁ ସ୍ୱାଗତ କରି ଡ଼ୁଡଲ ପ୍ରସ୍ତୁତ କରିଛି। ଏହି ଡ଼ୁଡଲରେ ଏକ ଠେକୁଆ ନଜର ଆସୁଛି, ଯାହା ରଙ୍ଗ ବେରଙ୍ଗ ପବନ ବେଲୁନରେ ବୁଲିବାର ମଜା ନେଉଥିବା ଦେଖିବାକୁ ମିଳୁଛି। ଡ଼ୁଡଲ ବିଷୟବସ୍ତୁ(ଥିମ୍‍ )…
Read More...

ଚକ୍ଷୁର ସୌନ୍ଦର୍ଯ୍ୟ ପାଇଁ ଆପଣାନ୍ତୁ ଏହି ଉପାୟ

ଚକ୍ଷୁର ସୌନ୍ଦର୍ଯ୍ୟ ଆମ ମୁହଁର ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ। ତେଣୁ ଏହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଦୈନନ୍ଦିନ ଜୀବନର କେତେକ କାରଣ ହେତୁ ଚକ୍ଷୁ ଉପରେ ବହୁ ପ୍ରଭାବ ପଡ଼ିଥାଏ। ଯେପରି କମ୍ପ୍ୟୁଟର ସମ୍ମୁଖରେ…
Read More...

ନିୟମିତ ଖାଆନ୍ତୁ ଅମୃତଭଣ୍ଡା; ବୃଦ୍ଧି ପାଇଥାଏ ରୋଗ ପ୍ରତିରୋଧକ ଶକ୍ତି

ଅମୃତଭଣ୍ଡାକୁ ପାଚିବା ଅବସ୍ଥାରେ ଓ କଞ୍ଚାକୁ ବ୍ୟଞ୍ଜନ ଭାବେ ପ୍ରସ୍ତୁତ କରି ଖିଆଯାଏ। ଏହାକୁ ସୁବିଧାରେ ବଜାରରୁ ଆପଣ କିଣି ଆଣି ପାରିବେ। ଏହା ଶରୀରକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ଓ ବୃଦ୍ଧି…
Read More...

ସୁଖସମୃଦ୍ଧି ପାଇଁ ଗୃହରେ ରଖନ୍ତୁ ଏହି ଜିନିଷ

ଧାର୍ମିକ ମାନ୍ୟତା ଅନୁଯାୟୀ ଏପରି କିଛି ଜିନିଷ ଅଛି ଯାହାକୁ ଘରେ ରଖିବା ଖୁବ ଶୁଭ। ଏପରି କରିବା ଦ୍ୱାରା ଘରେ ସୁଖଶାନ୍ତି, ସମୃଦ୍ଧି, ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଜାଣନ୍ତୁ ସେହି ୫ଟି ଜିନିଷ ବିଷୟରେ..... ୧ –…
Read More...

ହନ୍ଦୱାରାରୁ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଜବତ

ଜମ୍ମୁ : ଜମ୍ମୁ-କଶ୍ମୀରର ହନ୍ଦୱାରାର ବାଦର ରାଜବାରର ଅଞ୍ଚଳରୁ ହନ୍ଦୱାରା ପୁଲିସ ଓ ସିଆପିଏଫର ୯୨ ବାଟାଲିୟନ ଯବାନଙ୍କ ଦ୍ୱାରା ବହୁ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ ହୋଇଛି। ତଲାସୀ ଅଭିଯାନ ଦ୍ୱାରା ରାଜବାରର…
Read More...

ପଣସର ରହିଛି ଏହି ସ୍ୱାସ୍ଥ୍ୟ ଉପକାରୀ ଗୁଣ; ବୃଦ୍ଧି ପାଇଥାଏ ରୋଗ ପ୍ରତିରୋଧକ ଶକ୍ତି

ପଣସ ଖାଇବା ଖୁବ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ। ଏହାକୁ ଫଳ ଭାବେ ଓ ପରିବା ଉଭୟ ଭାବେ ଖିଆଯାଏ। ଏଥିରେ ଭିଟାମିନ ଏ, ସି, ପୋଟାସିୟମ, କ୍ୟାଲସିୟମ, ଆଇରନ ଆଦି ଭରପୁର ମାତ୍ରାରେ ରହିଛି। ଏଥିରେ ପ୍ରଚୁର ମାତ୍ରାରେ…
Read More...

ଗଞ୍ଜାମରୁ ହଟିଲା ୧୪ ୪  ଧାରା ; ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ନିର୍ଦ୍ଦେଶ 

ଗଞ୍ଜାମ : କରୋନା ପାଇଁ ଗଞ୍ଜାମରେ ଲାଗୁ ହୋଇଥିବା ୧୪୪ ଧାରା ଗୁରୁବାର ପ୍ରତ୍ୟାହୃତ ହୋଇଛି। ମାତ୍ର  ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଲ୍‍ , ସିନେମା ହଲ୍‍ , ଜିମ୍‍ ଆଦି ପୂର୍ବପରି ବନ୍ଦ…
Read More...

ସ୍ଥାନୀୟଲୋକଙ୍କ ଦ୍ୱାରା ଗୋରୁ ବୋଝେଇ କଣ୍ଟେନର ଜବତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଗୁରୁବାର ସ୍ଥାନୀୟ ଲୋକଙ୍କ ଦ୍ୱାରା ଶତାଧିକ ଗୋରୁ ଥିବା ଏକ କଣ୍ଟେନର ଜବତ ହୋଇଛି। ଗୋରୁ ବୋଝେଇ ଟ୍ରକକୁ ସ୍ଥାନୀୟଲୋକେ ସଦର ପୁଲିସ ଜିମା ଦେଇଛନ୍ତି।…
Read More...

ଡ଼ାକ୍ତରଙ୍କୁ ମାଡ଼ ଅଭିଯୋଗରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଚଳ ; ରୋଗୀ ହନ୍ତସନ୍ତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ଆଳିରେ ଡ଼ାକ୍ତରଙ୍କୁ ମାଡ଼ ଅଭିଯୋଗରେ ଗୁରୁବାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଚଳ ହୋଇଛି। ଜରୁରୀକାଳିନ ବିଭାଗକୁ ଛାଡ଼ି ଅନ୍ୟ ସମସ୍ତ ବିଭାଗ ବନ୍ଦ ରହିଛି। ଫଳରେ ରୋଗୀମାନେ ହନ୍ତସନ୍ତ…
Read More...

ଜିପ୍‍କୁ ଧକ୍କା ଦେଲା ଟ୍ରକ ; ୧ ମୃତ , ୩ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପୁଲିସ ଜିପକୁ ଏକ ଟ୍ରକ ଧକ୍କା ଦେବାରୁ ଓଡ଼ିଶା ସଶସ୍ତ୍ର ପୁଲିସ ବାହିନୀ (ଓଏସଏପି) ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ…
Read More...

ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ ସାନିଟାଇଜର୍‍

କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିବାକୁ ସ୍ୱଚ୍ଛତା ଉପରେ ଅଧିକ ଧ୍ୟାନ ଦେବାକୁ କୁହାଯାଉଛି। ଡ଼ାକ୍ତର ଓ ବିଶେଷଜ୍ଞଙ୍କ ମତରେ ସ୍ୱଚ୍ଛତା ଦ୍ୱାରା ନିଜକୁ ଏହି ସଂକ୍ରମଣରୁ ରକ୍ଷା କରିହେବ। ବିଶେଷ କରି ହାତକୁ…
Read More...

ବୁଲି ଆସନ୍ତୁ ଧାର୍ମିକ ମହତ୍ତ୍ୱରେ ପରିପୂର୍ଣ୍ଣ ଥିବା ଏହି ପ୍ରସିଦ୍ଧ ମନ୍ଦିର

ମନ୍ଦିର ଗଲେ ଆତ୍ମାକୁ ଶାନ୍ତି ମିଳିଥାଏ ବୋଲି କୁହାଯାଏ। ବିଭିନ୍ନ ସ୍ଥାନରେ ଥିବା ମନ୍ଦିରର କିଛି ସ୍ୱତନ୍ତ୍ର ବିଶେଷତ୍ୱ ଅଛି। ଯେଉଁ କାରଣରୁ ତାହା ପ୍ରସିଦ୍ଧ। ମନ୍ଦିରରେ ଭଗବାନଙ୍କ ଦର୍ଶନ ସହ ଭ୍ରମଣର ସ୍ୱତନ୍ତ୍ର…
Read More...

କାଜୁ ବଟର ଚିକେନ 

ଆବଶ୍ୟକ ସାମଗ୍ରୀ ଚିକେନ - ୫୦୦ ଗ୍ରାମ ବଟର - ଆବଶ୍ୟକ ପରିମାଣରେ କାଜୁ ଗୁଣ୍ଡ – ୫୦ ଗ୍ରାମ କଣ୍ଣଫ୍ଲୋର – ୧୦୦ ଗ୍ରାମ ଲଙ୍କା ଗୁଣ୍ଡ - ଅଳ୍ପ ଅଦା ରସୁଣ ବଟା – ୪ ଚାମଚ ସିଝା ମକା ମଞ୍ଜି – ୪…
Read More...

ଗୃହରେ ସକରାତ୍ମକ ଶକ୍ତି ପାଇଁ କିଛି ସହଜ ଓ ସରଳ ଉପାୟ

ଜୀବନରେ ସକରାତ୍ମକ ଶକ୍ତିର ଖୁବ ଆବଶ୍ୟକତା ରହିଛି। ଏହି ସକରାତ୍ମକ ଶକ୍ତି ହିଁ ସୁଖଶାନ୍ତିର ମାଧ୍ୟମ। କାରଣ ଗୃହରେ ନକରାତ୍ମକ ଶକ୍ତିର ପ୍ରଭାବ ରହିଲେ ଏହାର କୁପ୍ରଭାବ ପରିବାରର ସମସ୍ତ ସଦସ୍ୟଙ୍କ ଉପରେ ପଡ଼ିଥାଏ। ତେଣୁ…
Read More...

ତୁଳସୀ ବିଷୟରେ କିଛି ଜଣା ଅଜଣା କଥା

ସଭିଁଙ୍କ ଘର ଅଗଣାରେ ଆପଣ ତୁଳସୀ ବୃକ୍ଷ ନିଶ୍ଚୟ ଦେଖିଥିବେ। ଏହାକୁ ପୂଜା କରାଯିବା ସହ ଏକ ଔଷଧୀୟ ବୃକ୍ଷ ବୋଲି ମଧ୍ୟ କୁହାଯାଏ। ଏହାକୁ ବହୁ ପାମ୍ପରିକ ରୂପରେ ଆୟୁର୍ବେଦିକ ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଏ।…
Read More...

ନନ୍ଦନକାନନ ଆସିଲେ ନୂଆ ଅତିଥି, ତେଣେ ଆଖି ବୁଝିଲା ସୁରଜ

ଭୁବନେଶ୍ୱର : ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଧବାର ଭୋର ସମୟରେ ୬ଟି ନୂଆ ଅତିଥି ଆସିଛନ୍ତି। ବିଳାସପୁର ଚିଡ଼ିଆଖାନାରୁ ନନ୍ଦନକାନନକୁ ୪ଟି ସିଂହ ଓ ୨ଟି କୋକିଶିଆଳି ଆସିଛିନ୍ତି। ବର୍ତ୍ତମାନ…
Read More...

କରୋନା ସଂକ୍ରମଣକୁ ରୋକିବା ପାଇଁ ପୌରପ୍ରଶାସନ ପକ୍ଷରୁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ

ଯାଜପୁର : କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ପୌରପ୍ରଶାସନ ପକ୍ଷରୁ ବୁଧବାର ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ପୌରପରିଷଦର ପୂର୍ବତନ ଅଧକ୍ଷ ଭବପ୍ରସାଦ ଦାସଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀ ମାନେ…
Read More...

ବିଲ ମଝିରେ ଯନ୍ତ୍ରଣାରେ ଛଟପଟ ହେଉଛି ଦନ୍ତା ହାତୀ; ଜଗି ରହିଛି ଅନ୍ୟ ଏକ ଦନ୍ତା

ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ତ ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ରାମେଶ୍ୱର ଛକ ଠାରୁ ଅଳ୍ପ ଦୂରରେ ମଲାଗୁଣୀ ନଦୀ ନିକଟ ବାଁବିଲି ମୌଜାରେ ବିଲ ମଧ୍ୟରେ ବୁଧବାର ଏକ ଦନ୍ତା ହାତୀଟି ଯନ୍ତ୍ରଣାରେ ଛଟପଟ…
Read More...

ଏମକେସିଜିରେ ଆଉ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ କରୋନା ୱାର୍ଡରେ ଆଉ ଜଣେ ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି। ସେ ଦିଗପହଣ୍ଡି ଅଞ୍ଚଳର ୭୦ ବର୍ଷୀୟ ବୃଦ୍ଧା ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ , ଉକ୍ତ ବୃଦ୍ଧା…
Read More...

କରୋନା ସତର୍କତା ; ମା’ ସମଲେଇ ଓ ମଙ୍ଗଳା ମନ୍ଦିରରେ କଟକଣା ଜାରି

ସମ୍ବଲପୁର : କରୋନା ପାଇଁ ସତର୍କତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି କାକଟପୁର ମା’ମଙ୍ଗଳା ଓ ସମ୍ବଲପୁରର ମା’ ସମଲେଇ ମନ୍ଦିରରେ ସୋମବାର କଟକଣା ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହକୁ ନ ଛାଡ଼ିବାକୁ ସେବାୟତଙ୍କୁ…
Read More...

କରୋନା ସତର୍କତା; ଘରୋଇ ବସ ପାଇଁ ଗାଇଡ଼ଲାଇନ , ଓଭରଲୋଡ଼ିଂ ମନା

ଭୁବନେଶ୍ୱର : କରୋନା ନେଇ ସତର୍କତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଘରୋଇ ବସ ପାଇଁ ସୋମବାର ଗାଇଡ଼ଲାଇନ ଜାରି ହୋଇଛି। ବସରେ ଓଭରଲୋଡ଼ିଂ ନକରିବାକୁ କଡ଼ା ନିର୍ଦ୍ଦେଶ, ସିଟ ଠାରୁ ଅଧିକ ଲୋକଙ୍କୁ ବସରେ ନେବାକୁ ବାରଣ…
Read More...

କରୋନା ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ପରୀକ୍ଷା ସ୍ଥଗିତ; ନିର୍ଦ୍ଧାରିତ ସମୟରେ ଚାଲୁ ରହିବ ଦ୍ୱାଦଶ…

ଭୁବନେଶ୍ୱର : କରୋନା ପାଇଁ ସତର୍କତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ବଡ଼ ପଦକ୍ଷେପ ସୋମବାର ନେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବା ସହ ପ୍ରଥମରୁ ନବମ ଶ୍ରେଣୀ…
Read More...

କରୋନା ପାଇଁ ସତର୍କତା ; ସପିଙ୍ଗ ମଲ ବନ୍ଦ ସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, କାକଟପୁର ମଙ୍ଗଳା ମନ୍ଦିରରେ କଟକଣା,…

ଯାଜପୁର/ସମ୍ବଲପୁର/ଗଞ୍ଜାମ/ଭଦ୍ରକ : କରୋନା ପାଇଁ ସତର୍କତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ଧାର୍ମିକ ଅନୁଷ୍ଠାନ ସହ ସପିଙ୍ଗ ମଲ ଭଳି ବିଭିନ୍ନ ସ୍ଥାନରେ କଟକଣା ଜାରି ହୋଇଛି। କରୋନା ପାଇଁ…
Read More...

ସୋମବାର ବିଶେଷ ; ପ୍ରଭୁ ଶିବଶଙ୍କରଙ୍କୁ ଏପରି କରନ୍ତୁ ପ୍ରାର୍ଥନା ଦୂର ହେବ ଅନେକ ସମସ୍ୟା

ସୋମବାର ପ୍ରଭୁ ଶିବଶଙ୍କରଙ୍କୁ ସମର୍ପିତ ଅଟେ। ପ୍ରଭୁଙ୍କର ପ୍ରତ୍ୟେକ ନାମର ନିର୍ଦ୍ଦିଷ୍ଟ ମହିମା ସହ ବିଶେଷ ଶକ୍ତି ମଧ୍ୟ ରହିଛି। ସେହି ନାମକୁ ସ୍ମରଣ କଲେ ଜୀବନରେ ସୁଖ ଭରି ଯାଏ। ଜାଣନ୍ତୁ ଏହାର ମହତ୍ତ୍ୱ....…
Read More...

ଓଡ଼ିଶାରେ ପ୍ରଥମ କରୋନା ରୋଗୀ ; ସ୍ପଷ୍ଟ କଲେ ସରକାର

ଭୁବନେଶ୍ୱର : ଓଡ଼ିଶାରେ ଜଣେ ଯୁବକ କରୋନାରେ ଆକ୍ରାନ୍ତ ଥିବା ନେଇ ସରକାର ସ୍ପଷ୍ଟ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବତ୍ର ବାଗଚୀ ଏନେଇ ସ୍ପଷ୍ଟ କରିଛନ୍ତି। ସୂଚନା ଯୋଗ୍ୟ, ଉକ୍ତ…
Read More...

ବିଷ ପିଇ ପରିବାରର ଆତ୍ମହତ୍ୟା ଉଦ୍ୟମ ; ଜଣେ ମୃତ

ସମ୍ବଲପୁର : ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଲଏଡ଼ା ରୁକୁଡ଼ିହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଗୋଟିଏ ପରିବାରର ୩ ଜଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି। ୩…
Read More...

ତାରାତାରିଣୀ ଯାତ୍ରାରେ ସାମିଲ ନହେବାକୁ ଜିଲ୍ଲାପାଳଙ୍କ ଅନୁରୋଧ

ଗଞ୍ଜାମ : ଗଞ୍ଜାମ ଜିଲାରେ କରୋନା ମୁକାବିଲା ପାଇଁ ଜିଲ୍ଲାପାଳ ତାରାତାରିଣୀ ଯାତ୍ରାକୁ ନେଇ ରବିବାର ଅନୁଷ୍ଠିତ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଗକୁ ଆସୁଥିବା ଚୈତ୍ର ପର୍ବରେ ସମାଗମ ନହେବାକୁ…
Read More...

ଲିଙ୍ଗରାଜ ମନ୍ଦିରରେ କରୋନା ସଂକ୍ରମଣ ଉପରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକ ଓ ସେବାୟତଙ୍କୁ କରୋନା ସଂକ୍ରମଣ ଉପରେ ସଚେତନତା କାର୍ଯ୍ୟକ୍ରମ ରବିବାର ଆରମ୍ଭ ହୋଇଛି। ପଦପ୍ରକ୍ଷାଳନ ନିକଟରେ ସାବୁନରେ ହାତ…
Read More...

ଶ୍ରୀମନ୍ଦିରରେ ଏପ୍ରିଲ ୧୫ ଯାଏଁ ଭିତର କାଠ ଦର୍ଶନ ବନ୍ଦ ; ମାସ୍କ ପିନ୍ଧିବେ ସେବାୟତ

ପୁରୀ : ପୁରୀରେ ଆଜି ଛତିଶା ନିଯୋଗ ବୈଠକରେ କରୋନା ମୁକାବିଲା ପାଇଁ ସମୀକ୍ଷା କରାଯିବା ସହ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଦର୍ଶନାର୍ଥୀ ନିଜ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମରେ ତଥ୍ୟ ଦେବା ବାଧ୍ୟତାମୂଳକ ବୋଲି…
Read More...

ରାଜଧାନୀର ବିଭିନ୍ନ ଔଷଧ ଦୋକାନରେ ଚଢାଉ

ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ଔଷଧ ଦୋକାନରେ ପୁଲିସ ପକ୍ଷରୁ ରବିବାର ଚଢାଉ କରାଯାଉଛି। ଲକ୍ଷ୍ମୀସାଗର ଅଞ୍ଚଳର ବିଭିନ୍ନ ଔଷଧ ଦୋକାନରେ ପୁଲିସ ଚଢାଉ କରିଛି। ଆବଶ୍ୟକ ସାମଗ୍ରୀ ମାସ୍କ, ହ୍ୟାଣ୍ଡ ୱାସ, ସାନିଟାଇଜର…
Read More...

ଆସନ୍ତା ୩୧ ଯାଏଁ ଧଉଳି ବନ୍ଦ ; ପର୍ଯ୍ୟଟନ ଅଧିକାରୀଙ୍କ ସୂଚନା

ଭୁବନେଶ୍ୱର : ସମଗ୍ର ବିଶ୍ୱରେ କରୋନା ଭାଇରସ ନିଜର କାୟା ବିସ୍ତାର କରିଥିବା ବେଳେ ଏଥିରେ ବହୁ ଲୋକଙ୍କ ମୃତ୍ୟୁ ହେବା ସହ ବର୍ତ୍ତମାନ ମଧ୍ୟ ଅନେକ ଲୋକେ ଆକ୍ରାନ୍ତ ରହିଛନ୍ତି। ତେଣୁ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଓ…
Read More...

ନାଟକ ପରିବେଷଣ ବେଳେ ଅଘଟଣ; ବାଣ ଫୁଟି ୬ ଆହତ

ଗଞ୍ଜାମ : ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଇଥିରା ଗାଁରେ ମହାଭାରତ ନାଟକ ଚାଲିଥିବା ବେଳେ ଏକ ଅଘଟଣ ଘଟିଥିବା ରବିବାର ଜଣାପଡ଼ିଛି। ଗାଁରେ ନାଟକ ପରିବେଷଣ ବେଳେ ବାଣ ଫୁଟି ୬ ଜଣ ଆହତ ହୋଇଛନ୍ତି। ୬ ଜଣ ଆହତଙ୍କୁ…
Read More...

ବିଷାକ୍ତ ଛତୁ ଖାଇ ଜଣେ ମୃତ, ୩ ଗୁରୁତର

ସମ୍ବଲପୁର : ସମ୍ବଲପୁର ଜିଲା କିସିଣ୍ଡା ଥାନା ଅନ୍ତର୍ଗତ ହିରାଲୋଇ ଗାଁରେ ରବିବାର ଏକ ଅଘଟଣ ଘଟିଛି। ବିଷାକ୍ତ ଛତୁ ଖାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ମୃତକ ଓ ଗୁରୁତର…
Read More...

ଟ୍ରକ ଓ କଣ୍ଟେନର ମୁହାଁମୁହିଁ ଧକ୍କା ; ଜଣେ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ବାରିକପୁର ନିକଟରେ ରବିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ଟ୍ରକ ଓ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇ କଣ୍ଟେନର ଚାଳକଙ୍କ ମୃତ୍ୟୁ ହୋଇଛି।…
Read More...

ଭଗବାନଙ୍କୁ ଦୀପ ଅର୍ପଣ କରିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପ୍ରତିଦିନ ଭଗବାନଙ୍କ ନିକଟରେ ଦୀପ ଲଗାଇବା ପୂଜାର ଏକ ବିଧି ଓ ଏହା ଆପଣ ପ୍ରତି ଘରେ ଦେଖିଥିବେ। ଭଗବାନଙ୍କୁ ଦୀପ ଅର୍ପଣ କଲେ ହିଁ ପୂଜା ସଂପୂର୍ଣ୍ଣ ହୋଇଥାଏ ବୋଲି ହିନ୍ଦୁ ଶାସ୍ତ୍ରରେ ମାନ୍ୟତା ରହିଛି। ଆଲୋକ ସର୍ବଦା…
Read More...

ବଟର କଫି

ଆବଶ୍ୟକ ସାମଗ୍ରୀ କ୍ଷୀର – ୪କପ ( ଭଲ ଭାବେ ଫୁଟା ହୋଇଥିବା ) ଚିନି – ୩ ଚାମଚ କଫି ଗୁଣ୍ଡ – ୨ ଚାମଚ ବଟର – ୪ ଚାମଚ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ କ୍ଷୀର ଗରମ କରନ୍ତୁ। କିଛି ସମୟ…
Read More...

ପ୍ରବଚନ ଶୁଣିଲେ କେବଳ ଖରାପ ଅଭ୍ୟାସରୁ ମୁକ୍ତି ମିଳେ ନାହିଁ ; ଏଥିପାଇଁ ନିଜକୁ ହିଁ ପ୍ରୟାସ କରିବାକୁ ପଡ଼େ

ଖରାପ ଅଭ୍ୟାସକୁ ନିଜ ଠାରୁ କିପରି ଦୂରେଇବେ, ଏହାକୁ ନେଇ ଏକ ଲୋକକଥା ରହିଛି। ପୁରାତନ କାଳରେ ଜଣେ ସନ୍ଥ ନିଜ ଆଶ୍ରମରେ ପ୍ରତିଦିନ ପ୍ରବଚନ ଦେଉଥିଲେ। ସେହି ସମୟରେ ଜଣେ ବ୍ୟକ୍ତି ଆସି ସନ୍ଥଙ୍କୁ କହିଲା ମତେ ମଦ୍ୟପାନ…
Read More...

ମାନସିକ ଚିନ୍ତା ଦୂର ପାଇଁ ବେଶ ସହାୟକ ଏହି ଖାଦ୍ୟ

ବ୍ୟସ୍ତବହୁଳ ଜୀବନ ଶୈଳୀ ଯୋଗୁ ବହୁ ଲୋକେ ମାନସିକ ଅଶାନ୍ତିରେ ସମୟ ଅତିବାହିତ କରିଥାଆନ୍ତି। ମାନସିକ ଦୁଶ୍ଚିତା କାରଣରୁ ଚିଡ଼ଚିଡ଼ା ଭାବ, କାର୍ଯ୍ୟରେ ଅନାଗ୍ରହ, ଅନିଦ୍ରା ଆଦି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।…
Read More...

ଉତ୍ତରପ୍ରଦେଶରେ କୁଆପଥର ବର୍ଷା ; ୩୩ ମୃତ, ବହୁ ଫସଲ ନଷ୍ଟ

ଲକ୍ଷ୍ନୌ : ଜଳବାୟୁରେ ପରିବର୍ତ୍ତନ ଓ କୁଆପଥର ସହ ପ୍ରବଳ ବର୍ଷା କାରଣରୁ ଉତ୍ତରପ୍ରଦେଶରେ ବହୁ ଧନଜୀବନ କ୍ଷୟକ୍ଷତି ହୋଇଛି। ଗୁରୁବାର ବିଳମ୍ବିତ ରାତି ଓ ଶୁକ୍ରବାର ପ୍ରବଳ କୁଆପଥର ବର୍ଷା ସହ ବଜ୍ରପାତରେ ଗଛ ଓ ପାଚେରୀ…
Read More...

ତ୍ୱଚା ପାଇଁ ଏପରି କରନ୍ତୁ ଅମୁଲର ବ୍ୟବହାର

ତ୍ୱଚା ପାଇଁ ଘରୋଇ ଉପାୟରେ ବିଭିନ୍ନ ପ୍ରକାର ଜିନିଷ ବ୍ୟବହାର କରାଯାଇଥାଏ। ସୁନ୍ଦର ତ୍ୱଚା ପାଇଁ ସପ୍ତାହକୁ ୨ ରୁ ୩ଥର ଫେସ ପ୍ୟାକର ବ୍ୟବହାର କରିବା ଉଚିତ। ବଜାରରେ ବିଭିନ୍ନ ପ୍ରକାରର ଫେସ ପ୍ୟାକ୍‍ ମିଳିଥାଏ, ମାତ୍ର…
Read More...

ଟ୍ରଲର-ଜିପ୍ ଧକ୍କା ; ୧୧ ମୃତ

ରାଜସ୍ଥାନ : ରାଜସ୍ଥାନର ଜୋଧପୁର ଜିଲାର ବାଲୋତରା-ଫଲୌଦୀ ରାଜମାର୍ଗରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲୋତରା-ଫଲୌଦୀ ରାଜମାର୍ଗରେ ଏକ ଟ୍ରଲର ଓ ଜିପ୍ ମଧ୍ୟରେ ଧକ୍କା ହୋଇ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଓ ୩ ଜଣ…
Read More...

ମଦ ଭାଟି ଉପରେ ଚଢାଉ; ବିପୁଳ ପରିମାଣରେ ମଦ ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲା ବାଲିଆପାଳ ବ୍ଳକ ଛକ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ମଦ ଭାଟି ଉପରେ ଶନିବାର ସକାଳୁ ସକାଳୁ ବସ୍ତା ଓ ବାଲେଶ୍ୱର ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଛି। ଚଢାଉ ସମୟରେ ବିପୁଳ ପରିମାଣରେ…
Read More...

ଦୁନିଆର ସବୁଠାରୁ ଦାମୀ କଙ୍କଡ଼ା : ମୂଲ୍ୟ ୧୧ଲକ୍ଷ

ଆଜି ପର୍ଯ୍ୟନ୍ତ କେବଳ ଆପଣ ଲାଲ ରକ୍ତ ଜୀବଙ୍କ ବିଷୟରେ ଜାଣିଥିବେ। ମାତ୍ର ନୀଳ ରଙ୍ଗ ରକ୍ତ ବିଶିଷ୍ଟ ଜୀବଙ୍କ ବିଷୟରେ ଶୁଣିଛନ୍ତି କି? ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଦୁନିଆରେ ଏପରି ମଧ୍ୟ ଏକ ଜୀବ…
Read More...

ଶୁକ୍ରବାର ବିଶେଷ : ଧନ ପ୍ରାପ୍ତି ପାଇଁ ଆପଣାନ୍ତୁ କିଛି ସରଳ ଉପାୟ

ଧାର୍ମିକ ମାନ୍ୟତା ଅନୁଯାୟୀ, ଶୁକ୍ରବାର କିଛି ଏପରି ଉପାୟ ଅଛି ଯାହାକୁ ଆପଣେଇବା ଦ୍ୱାରା ସୁଖଶାନ୍ତି ପ୍ରାପ୍ତି ସହ ଜୀବନର ବହୁ ସମସ୍ୟା ଦୂର ହୋଇଥାଏ। ଶୁକ୍ରବାର ଦିନ ମଧ୍ୟ ମା’ସନ୍ତୋଷୀଙ୍କ ବ୍ରତ ପାଳନ କରାଯାଏ। ଏହି…
Read More...

ବଟର ଚିଙ୍ଗୁଡ଼ି

ଆବଶ୍ୟକ ସାମଗ୍ରୀ ଚିଙ୍ଗୁଡ଼ି –୬୦୦ଗ୍ରାମ ବଟର – ୨ ଚାମଚ କଟା ପିଆଜ – ୨ଟି କ୍ଷୀର ସର – ୧ ଚାମଚ ଅଦା ରସୁଣ ବଟା - ଆବଶ୍ୟକ ପରିମାଣରେ କଟା ଟମାଟୋ – ୧ଟି ତେଲ - ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ - ଆବଶ୍ୟକ…
Read More...

ଏହି ଖାଦ୍ୟର ଅଧିକ ସେବନ ତ୍ୱଚା ପାଇଁ କ୍ଷତିକାରକ

ବହୁ ସମୟରେ ଆପଣ ଏପରି ଶୁଣିଥିବେ ଯେ ପାଟିକୁ ସୁଆଦିଆ ନ ଲାଗିଲେ ଲୋକେ ଖାଦ୍ୟ ଖାଇନଥାଆନ୍ତି। ଏହାସହ ଅଧିକାଂଶ ଲୋକେ କେବଳ ସୁଆଦିଆ ଖାଦ୍ୟ ଖାଇବାକୁ ହିଁ ପସନ୍ଦ କରିଥାଆନ୍ତି। ମାତ୍ର ସେଭଳି କେତେକ ଖାଦ୍ୟଦ୍ରବ୍ୟ ଆମ…
Read More...

କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ମୁକାବିଲା ପାଇଁ ୨୦୦ କୋଟିର ପାଣ୍ଠି ,୩୧ ଯାଏଁ…

ଭୁବନେଶ୍ୱର : କରୋନା ସମ୍ପର୍କରେ ବିଧାନସଭାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି। କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫…
Read More...

କେଶ ପାଇଁ ଖରାଦିନିଆ ଟିପ୍ସ

ଖରାଦିନ ଆରମ୍ଭ ହେଲାଣି। ଏହି ଦିନରେ ତ୍ୱଚା ସହ ଆମ କେଶର ମଧ୍ୟ ସଠିକ ଭାବେ ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। କାରଣ ଏହି ଦିନରେ ପ୍ରଦୂଷଣ, ସୂର୍ଯ୍ୟକିରଣ ଆଦି କାରଣରୁ କେଶ ଉପରେ ବହୁ କୁପ୍ରଭାବ ପଡ଼ିଥାଏ ଓ କେଶ ଶୁଷ୍କ ଓ…
Read More...

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। କରୋନା ପ୍ରତିଷେଧକ ଓ ଏନେଇ ପାଣ୍ଠି ବ୍ୟୟବରାଦ ପାଇଁ କ୍ୟାବିନେଟରେ…
Read More...

ଗାଧୋଇବା ବେଳେ ନଦୀରେ ବୁଡ଼ି ୨ ଯୁବକ ମୃତ

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାଟକୁରା ଚିତ୍ରୋତ୍ପଳା ନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ୨ ଯୁବକଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟଲୋକେ ଓ ଖବର ପାଇ ଅଗ୍ନିଶମ କର୍ମଚାରୀ…
Read More...

ଜୀବନର ମୂଳମନ୍ତ୍ର ; ଭଲ ସମୟରେ ଅଧିକ ଖୁସି ଓ ଖରାପ ସମୟରେ ଅଧିକ ଦୁଃଖିତ ହେବା ଉଚିତ ନୁହେଁ

ମହାଭାରତରେ ବର୍ଣ୍ଣିତ ବିଭିନ୍ନ ଶ୍ଳୋକ ଜୀବନକୁ ସହଜ , ସୁଖମୟ , ଚିନ୍ତାମୁକ୍ତ କରିବା ପାଇଁ ବେଶ ସହାୟକ ହୋଇଥାଏ। ସେଭଳି ଶ୍ଳୋକ ମାନଙ୍କ ମଧ୍ୟରୁ ଗୋଟିଏର ଅର୍ଥ ହେଉଛି; ଖରାପ ସମୟରେ ଅଧିକ ଦୁଃଖୀ ହେବା ଉଚିତ ନୁହେଁ କି…
Read More...

ତ୍ୱଚାର ଚମକ ବୃଦ୍ଧି ପାଇଁ ଆବଶ୍ୟକ ଟମାଟୋ ଫେସିଆଲ

ତ୍ୱଚାର ଚମକ ବୃଦ୍ଧି ପାଇଁ ବିଶେଷ କରି ଯୁବତୀ ଓ ମହିଳାମାନେ ଦାମୀ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଆନ୍ତି। ମାତ୍ର ତ୍ୱଚାର ଚମକ ବୃଦ୍ଧି କରିବା ପାଇଁ ଏପରି ଏକ ସାଧାରଣ ଓ ସହଜ ଘରୋଇ ଉପାୟ ରହିଛି ଯାହାକୁ ଆପଣାଇବା…
Read More...