ଭୁବନେଶ୍ୱର : ରବିବାର ରାଜ୍ୟରେ ଆଉ ୭୫ ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ରେ ପହଚିଛି। ଚିହ୍ନଟ ୭୫ ଜଣଙ୍କ ମଧ୍ୟରୁ କ୍ୱାରେନଟାଇନ କେନ୍ଦ୍ରରୁ ୭୨ ହୋଇଥିବା ବେଳେ ଲୋକାଲ କେସ ୩ । ଆକ୍ଟିଭ କେସ ୧୧୨୯, ସୁସ୍ଥ ୧୭୧୬। ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
Popular Categories



