www.samajalive.in
Monday, December 15, 2025
27.1 C
Bhubaneswar

ଭୋଜନ ପ୍ରକୃତିର ଉପହାର, ଜାଣନ୍ତୁ ଏହା ସହ ଜଡ଼ିତ କିଛି ଆବଶ୍ୟକୀୟ ଟିପ୍ସ

ପ୍ରକୃତି ମନୁଷ୍ୟକୁ ନିଜର ଜୀବନ ଧାରଣ ପାଇଁ ଭୋଜନକୁ ଏକ ଉପହାର ରୂପରେ ଦେଇଛି। ମାତ୍ର ଖାଦ୍ୟଦ୍ରବ୍ୟ ପ୍ରତି ଓ ଭୋଜନ ପାଇଁ କେତେକ ବାସ୍ତୁ ଟିପ୍ସ ରହିଛି । ଜାଣନ୍ତୁ ……..
– ସର୍ବଦା ଭୋଜନ କରିବା ପୂର୍ବରୁ ଅନ୍ନ ଦେବତା ଓ ମାତା ଲକ୍ଷ୍ମୀଙ୍କୁ ଧନ୍ୟବାଦ ଜଣାନ୍ତୁ। ଖାଦ୍ୟକୁ ଆବଶ୍ୟକ ପରିମାଣରେ ହିଁ ନିଅନ୍ତୁ। ଏହାକୁ ଫିଙ୍ଗନ୍ତୁ ନାହିଁ।
– ପୂର୍ବ ଦିଗକୁ  ମୁଖ କରି ଭୋଜନ କରନ୍ତୁ। ଏପରି କରିବା ଦ୍ୱାରା ଉତମ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ ଓ ଅନ୍ନର ଅଭାବ ହୋଇନଥାଏ। ଆୟୁ ବୃଦ୍ଧି ହୋଇଥାଏ।
– ସର୍ବଦା ଭୋଜନ କରିବା ପୂର୍ବରୁ ହାତ, ଗୋଡ଼ ଓ ମୁହଁକୁ ଭଲ ଭାବେ ଧୁଅନ୍ତୁ।
– ସର୍ବଦା ଭୂମିରେ ଏକ ଆସନ ପକାଇ ସେଥିରେ ବସି ଭୋଜନ କରନ୍ତୁ।
-ଖଟ ଉପରେ ବସି ଭୋଜନ କରିବେ ନାହିଁ। ଏପରି କରିବା ଦ୍ୱାରା ଗୃହରେ ଅଶାନ୍ତି ସୃଷ୍ଟି ହୋଇଥାଏ।
-ଭୋଜନ ପ୍ରସ୍ତୁତି ସମୟରେ ମନକୁ ଶାନ୍ତ ରଖନ୍ତୁ। ପରିବାର ସଦସ୍ୟଙ୍କ ଉତମ ସ୍ୱାସ୍ଥ୍ୟ କାମନା କରନ୍ତୁ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories