ଅନୁଗୁଳ : ଅନୁଗୁଳ ଜିଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦର ବସଲାସାହି ନିକଟ ମଶାଣିରୁ ବ୍ୟାଗରେ ଭର୍ତ୍ତି ଏକ ସଦ୍ୟଜାତ ଶିଶୁକନ୍ୟା ଗୁରୁବାର ଉଦ୍ଧାର ହୋଇଛି। ସକାଳେ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଶିଶୁଟିର କାନ୍ଦ ଶୁଣି ତା’କୁ ଉଦ୍ଧାର କରିଥିଲେ ବୋଲି ଜଣାପଡ଼ିଛି। ତେବେ ଶିଶୁ କନ୍ୟାଟିକୁ କିଏ ଓ କେଉଁ କାରଣରୁ ପକାଇ ଦେଇଛି ଏନେଇ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।
Popular Categories



