www.samajalive.in
Saturday, December 6, 2025
26.1 C
Bhubaneswar

ମିଠା ଲସୀ

ଖୀର – ୧ ଲିଟର
ଚିନି – ଆବଶ୍ୟକ ପରିମାଣରେ
ବତୁରାଇଥିବା ବାଦାମ – ଅଳ୍ପ
ବତୁରାଇଥିବା କାଜୁ – ୪ ରୁ ୫ଟି
ପିସ୍ତା – ଅଳ୍ପ
କେସର – ଅଳ୍ପ
ଗୁଜୁରାତି – ଅଳ୍ପ
ଗୋଲମରିଚ – ଅଳ୍ପ
ଡ଼ାଲଚିନି – ସାମାନ୍ୟ
ଗୋଲାପ ପାଖୁଡ଼ା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାଇ କ୍ଷୀରକୁ ଭଲ ଭାବେ ଫୁଟାନ୍ତୁ। ବାଦାମ, କାଜୁ, ପିସ୍ତାରେ ସାମାନ୍ୟ କ୍ଷୀର ପକାଇ ଏହାକୁ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। କ୍ଷୀର ଫୁଟିବାକୁ ଆରମ୍ଭ କଲେ ଏଥିରେ ପ୍ରଥମେ ଚିନି କିଛି ସମୟ ପରେ କେସର ପକାଇ ପୁଣି ଫୁଟାନ୍ତୁ। ଏବେ ଡ଼ାଲଚିନି, ଗୁଜୁରାତି, ଗୋଲମରିଚ, ଗୋଲାପ ପାଖୁଡ଼ାକୁ ପେଷି ଗୁଣ୍ଡ ପ୍ରସ୍ତୁତ କରି ରଖନ୍ତୁ। ଏବେ ଫୁଟୁଥିବା କ୍ଷୀରରେ ପ୍ରସ୍ତୁତ ପେଷ୍ଟକୁ ପକାଇ ଗୋଳାଇ ଦିଅନ୍ତୁ। ୨ ରୁ ୩ ମିନିଟ ଗ୍ୟାସରେ ବସାଇବା ପରେ ପ୍ରସ୍ତୁତ ଗୁଣ୍ଡକୁ ପକାଇ ରଖନ୍ତୁ। ଥଣ୍ଡା ହେବା ପରେ ଏଥିରେ ବରଫ ଓ ସାମାନ୍ୟ ଗୋଲାପ ପାଖୁଡ଼ା ସଜାଇ ପିଅନ୍ତୁ। ପ୍ରସ୍ତୁତ ହୋଇଗଲା ମିଠା ଲସୀ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories