www.samajalive.in
Saturday, December 6, 2025
15.1 C
Bhubaneswar

ଭିଜିଲାନ୍ସ ଜାଲରେ ସିଡ଼ିଭିଓ, ଲକ୍ଷାଧିକ ଟଙ୍କା ଜବତ

ମୟୁରଭଞ୍ଜ : ଭିଜିଲାନ୍ସ ଜାଲରେ ମୟୁରଭଞ୍ଜ ଜିଲା ମୁଖ୍ୟ ପ୍ରାଣୀଧନ ନିରୀକ୍ଷକ (ସିଡ଼ିଭିଓ) ଅଭୟ କୁମାର ତ୍ରୀପାଠୀ ଧରାପଡ଼ିଥିବା ଶୁକ୍ରବାର ଜଣାପଡ଼ିଛି। ସେ କାରରେ ଭୁବନେଶ୍ୱର ଯାଉଥିବା ସମୟରେ ବେତନଟୀ ପାଖରେ ବାଲେଶ୍ୱର ଭିଜିଲାନ୍ସ ଟିମ ଚଢାଉ କରିଥିଲା। ସିଡ଼ିଭିଓଙ୍କ ନିକଟରୁ ୩ଲକ୍ଷ ୯୧ ହଜାର ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି। ତାଙ୍କ ନିକଟରେ ଏତେ ଟଙ୍କା କେଉଁଠୁ ଆସିଲା ସେନେଇ ତଦନ୍ତ କରାଯାଇଛି। ଏହାସହ ତାଙ୍କ ବାରିପଦା ସରକାରୀ ବାସଭବନ, ଭୁବନେଶ୍ୱରର ଜୟଦେବ ବାଟିକା ଅଂଚଳରେ ଥିବା ବାସଭବନ, ବାରିପଦା କାର୍ଯ୍ୟାଳୟ ଓ ଭଡ଼ା ଘରେ ମଧ୍ୟ ଭିଜିଲାନ୍ସ ଟିମ ଚଢାଉ କରିଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories