ଭୁବନେଶ୍ୱର : ଡ଼୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ପୁଣି ଆଜି ସକାଳ ୭ଟାରୁ ସ୍ଲଟ ବୁକିଂ ଆରମ୍ଭ ହୋଇଛି। ଡ଼ିଏଲ ପାଇଁ ଚଳିତ ମାସ ୧୮ ତାରିଖରୁ ସ୍ଳଟ ବୁକିଂ କରିଥିବା ବ୍ୟକ୍ତିଙ୍କ ଟେଷ୍ଟ ଆରମ୍ଭ ହେବ। ସେହିଭଳି ଲର୍ଣ୍ଣି ଲାଇସେନ୍ସ ପାଇଁ ୨୨ ତାରିଖରୁ ସ୍ଲଟ ବୁକିଂ ଆରମ୍ଭ ଓ ୨୯ରୁ ଆରମ୍ଭ ହେବ ଟେଷ୍ଟ। ଟେଷ୍ଟିଂ ସମୟରେ ସାମାଜିକ ଦୂରତ୍ୱ ପାଳନ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆବେଦନକାରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି।
ଡ଼୍ରାଇଭିଂ ଲାଇସେନ୍ସ ପାଇଁ ଆଜି ଠାରୁ ସ୍ଲଟ ବୁକିଂ ଆରମ୍ଭ
Popular Categories



