www.samajalive.in
Saturday, December 6, 2025
15.1 C
Bhubaneswar

ଗୁରୁବାର ବିଶେଷ ; ରାଶି ଅନୁଯାୟୀ ଆପଣାନ୍ତୁ ଏହି ସହଜ ଉପାୟ

ମେଷ –
ଈଶ୍ୱରଙ୍କୁ ସ୍ମରଣ କରି ନିଜ ମଥାରେ ଚନ୍ଦନର ତିଲକ ଲଗାନ୍ତୁ।
ବୃଷ –
୯ଜଣ ଅସହାୟ କନ୍ୟାଙ୍କୁ ଭୋଜନ କରାନ୍ତୁ।
ମିଥୁନ –
ଭଗବାନ ଶିବଙ୍କୁ ଧ୍ୟାନ କରନ୍ତୁ।
କର୍କଟ –
କ୍ଷୀରରେ ମହୁ ମିଶାଇ ଶିବଲିଙ୍ଗଙ୍କୁ ଅର୍ପଣ କରନ୍ତୁ।
ସିଂହ –
ସୂର୍ୟ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ମଥାରେ ଲାଲ ତିଳକ ଲଗାନ୍ତୁ, ଲାଲ ରଙ୍ଗର ରୁମାଲ ନିଜ ପାଖରେ ରଖନ୍ତୁ।
କନ୍ୟା –
ମା’ କିମ୍ବା ନିଜ ଭଉଣୀଙ୍କୁ କିଛି ଉପହାର ଦିଅନ୍ତୁ।
ତୁଳା –
ପକ୍ଷୀଙ୍କୁ ଡ଼ାଲି, ମୁଗ ଖାଇବାକୁ ଦିଅନ୍ତୁ।
ବିଛା –
ସୂର୍ୟ୍ୟଦେବଙ୍କୁ ନମସ୍କାର କରିବା ସହ ମା’ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ।
ଧନୁ –
ଅଳ୍ପ କିଛି ଜାଇତ୍ରିଫଳ ନେଇ ଏକ କାଗଜରେ ନିଜ ମନସ୍କାମନା ଲେଖି ହଳଦିଆ କପଡ଼ାରେ ଏହାକୁ ବାନ୍ଧି ଘରର ପୂଜା ଘରେ ରଖି ଦିଅନ୍ତୁ।
ମକର –
ଆଜି କାହାକୁ ଧାର ଦିଅନ୍ତୁ ନାହିଁ।
କୁମ୍ଭ –
କଳା ରାଶି ଶନିଙ୍କ ମନ୍ଦିରରେ ଅର୍ପଣ କରନ୍ତୁ।
ମୀନ –
ଅସହାୟ ମହିଳାଙ୍କୁ କିଛି ବସ୍ତ୍ର ଦାନ କରନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories