ପୁଣି ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ; ଭାଟକୁମରଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବି. କ୍ରିଷ୍ଣା ମୃତ

ବ୍ରହ୍ମପୁର: ରବିବାର ପୁଣି ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲା ଭାଟକୁମରଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବି. କ୍ରିଷ୍ଣାଙ୍କ ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ…
Read More...

କ.ନୂଆଗାଁରେ ରାସ୍ତା କଡ଼ ଗଛରେ ମାଓ ବ୍ୟାନର

କନ୍ଧମାଳ : କନ୍ଧମାଳ ଜିଲା କ.ନୂଆଗାଁ ଥାନା ଅଞ୍ଚଳର କାକାବୁଢା ଘାଟିରେ ରବିବାର ମାଓ ବ୍ୟାନର ଦେଖାଯାଇଛି। ବହୁଦିନର ବ୍ୟବଧାନ ପରେ ଆଜି ସକାଳୁ ସକାଳୁ କ.ନୂଆଗାଁରୁ ବାଲିଗୁଡା ଯିବା ରାସ୍ତା ଘାଟିର କଡରେ ଗଛରେ…
Read More...

ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଠାରୁ ଖୋଲିଲା ମା’ବୈଷ୍ଣବୀ ଦେବୀଙ୍କ ମନ୍ଦିର

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ବନ୍ଦ ଥିବା ମା’ବୈଷ୍ଣବୀ ଦେବୀଙ୍କ ମନ୍ଦିର ଆଜି ଠାରୁ ଭକ୍ତଙ୍କ ପାଇଁ ଖୋଲା ଯାଇଛି। ଜମ୍ମୁ-କାଶ୍ମୀର ପ୍ରଶାସନ ୧୬ ଅଗଷ୍ଟ ଅର୍ଥାତ ଆଜି ଠାରୁ ମା’ବୈଷ୍ଣବୀ ଦେବୀଙ୍କ ଯାତ୍ରା ଆରମ୍ଭ…
Read More...

ବାରମ୍ବାର ବାପଘରକୁ ଯିବାକୁ ମହିଳା କରୁଥିଲେ ଜିଦି ; ଠେଙ୍ଗାରେ ପିଟି ହତ୍ୟା କଲେ ସ୍ୱାମୀ

ରାଜସ୍ଥାନ : ରାଜସ୍ଥାନର ବୁନ୍ଦୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଥିବା ରବିବାର ଜଣାପଡ଼ିଛି। ଜଣେ ମହିଳା ତାଙ୍କ ବାପ ଘରକୁ ଯିବାକୁ ବାରମ୍ବାର ଜିଦି କରିବାରୁ ତାଙ୍କ ସ୍ୱାମୀ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି।…
Read More...

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ୨ୟ ପୁଣ୍ୟତିଥି ; ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ…

ନୂଆଦିଲ୍ଲୀ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ପୁଣ୍ୟତିଥି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି…
Read More...

ଲଗାଣ ବର୍ଷା ଯୋଗୁ ମାଲକାନଗିରି ସ୍ଥିତି ବେହାଲ ; ଅନେକ ସ୍ଥାନ ଜଳମଗ୍ନ

ମାଲକାନଗିରି : ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା କାରଣରୁ ମାଲକାନଗିରି ଜିଲା ସ୍ଥିତି ବେହାଲ ହୋଇପଡ଼ିଛି। ଅନେକ ସ୍ଥାନ ଜଳମଗ୍ନ ହେବା ସହ ବାହ୍ୟ ଜଗତରୁ ମାଲକାନଗିରି ଜିଲା ବିଚ୍ଛିନ୍ନ ହୋଇଛି। ପାଙ୍ଗମ , ପୋଟେରୁ ,…
Read More...

ଛଅ ଦଶନ୍ଧିରେ ୨୮ ବର୍ଷ ବୃଦ୍ଧି ପାଇଛି ଆୟୁ ସୀମା

ନୂଆଦିଲ୍ଲୀ : ଆଜି ଭାରତ ନିଜର ୭୪ତମ ସ୍ୱତନ୍ତ୍ରତା ଦିବସ ପାଳନ କରୁଛି। ଏତେ ବର୍ଷ ମଧ୍ୟରେ ଭାରତ ବହୁ କ୍ଷେତ୍ରରେ ନୂତନ ସଫଳତା ହାସଲ କରିଛି। ଭାରତ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ, ଏହା ଆମର ଗର୍ବ। ଆମର…
Read More...

ବସ୍ତିବାସିନ୍ଦା ପାଳିଲେ ସ୍ବାଧୀନତା ଦିବସ

ଭୁବନେଶ୍ୱର : ଆଜି ୧୫ଅଗଷ୍ଟ ୭୪ ତମ ସ୍ୱାଧୀନତା ଦିବସ ଅବସରରେ ପ୍ରେମନଗର ୧୨ ନମ୍ବର ୱାର୍ଡ଼ର ବସ୍ତିବାସନ୍ଦାମାନଙ୍କ ଦ୍ୱାରା ବିଜେଡ଼ି ଜିଲା ସମ୍ପାଦକ ଦୁର୍ଗାପ୍ରସାଦ ପଣ୍ଡା ଏବଂ କିନ୍ନର ମହାସଂଘର ସଭାପତି ସୁଇଟି…
Read More...

ସାକ୍ଷୀଗୋପାଳରେ ସ୍ୱାଧୀନତା ଦିବସ ପାଳିତ ; ବୀର ଗୋବିନ୍ଦ ପୁରସ୍ଥିତ କୃଷି ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଉତ୍କଳମଣିଙ୍କ…

ସାକ୍ଷୀଗୋପାଳ : ଆଜି ୭୪ ତମ ସ୍ୱାଧୀନତା ଦିବସ, ସତ୍ୟବାଦୀ ଅଞ୍ଚଳରେ ସରକାରଙ୍କ କୋଭିଡ କଟକଣା ନିୟମ ଅନୁଯାଇ ସାମାଜିକ ସୁରକ୍ଷା, ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପାଳନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ବ୍ରହ୍ମପୁରରେ ସ୍ୱାଧୀନତା ଦିବସ ପାଳିତ

ବ୍ରହ୍ମପୁର : ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି ଟି. ଆପଙ୍ଗ ଆଓଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଖଲ୍ଲିକୋଟ କଲେଜ ପଡିଆରେ ବ୍ରହ୍ମପୁର ଉପଜିଲ୍ଲାପାଳ ଶିନ୍ଧେ ଦତତ୍ରେୟ ଭଉସାହେବଙ୍କ ତତ୍ତ୍ୱବଧାନରେ…
Read More...

ଟିଟିଲାଗଡ଼ରେ ସ୍ଥାନୀୟ ହାଇସ୍କୁଲ ପଡ଼ିଆ ଠାରେ ଜାତୀୟ ପତକା ଉତ୍ତୋଳନ କଲେ ଉପଜିଲ୍ଲାପାଳ

ଟିଟିଲାଗଡ଼ : ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ହାଇସ୍କୁଲ ପଡ଼ିଆ ଠାରେ ଜାତୀୟ ପତକା ଉତ୍ତୋଳନ କଲେ ଉପଜିଲ୍ଲାପାଳ ସୈାମେଶ ଉପାଧ୍ୟାୟ। କରୋନା କଟକଣା ନେଇ କେବଳ କୋଭିଡ଼ ଯୋଦ୍ଧା ପୁଲିସ…
Read More...

ସ୍ବାଧୀନତା ଦିବସରେ କରୋନା ଯୋଦ୍ଧାଙ୍କୁ ଭୁରିଭୁରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ୭୪ତମ ସ୍ୱତନ୍ତ୍ରତା ଦିବସ। ଏହି ଶୁଭ ଅବସରରେ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ…
Read More...

ସୁନ୍ଦର ନଖ ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

ତ୍ୱଚାର ସୁନ୍ଦରତା ସହ ହାତର ସୁନ୍ଦରତା ମଧ୍ୟ ଖୁବ ଆବଶ୍ୟକ। ହାତର ସୁନ୍ଦରତା ପାଇଁ ଏହାର ସଠିକ ଭାବେ ଯତ୍ନ ନେବା ସହ ନଖ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ। ନଖରେ ବିଭିନ୍ନ ସୁନ୍ଦର ସୁନ୍ଦର ନେଲ୍‍ ଆର୍ଟ ମଧ୍ୟ…
Read More...

ବାଙ୍ଗଲାଦେଶ ସୀମାରେ ଦୁର୍ଲ୍ଲଭ ପକ୍ଷୀ ; ମୂଲ୍ୟ ୧୫ ଲକ୍ଷ ଟଙ୍କା

ବାଙ୍ଗଲାଦେଶ : ବାଙ୍ଗଲାଦେଶ ସୀମାରେ ଦୁର୍ଲ୍ଲଭ ପକ୍ଷୀ । ବାଙ୍ଗଲାଦେଶ ସୀମାରେ ବିଏସଏଫ ଯବାନମାନେ ତଲାସି କରୁଥିବା ସମୟରେ ସେଠାରେ ଥିବା କିଛି ସନ୍ଦିଗ୍ଧ ଏକ ପିଞ୍ଜରା ପକାଇ ଦେଇ ପଳାଇଥିଲେ। ପିଞ୍ଜରାରେ ଦୁର୍ଲ୍ଲଭ…
Read More...

ରାଉରକେଲାର ଫୁଡ କୋର୍ଟରେ ଅଗ୍ନିକାଣ୍ଡ

ରାଉରକେଲା : ରାଉରକେଲାର କୋଏଲନଗର ଏନଏସି ମାର୍କେଟରେ ଥିବା ଫୁଡ କୋର୍ଟରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ପ୍ରାଥମିକ ସୂଚନା ଅନୁସାରେ ଅଗ୍ନିକାଣ୍ଡରେ ଦୋକାନ ସମ୍ମୁଖରେ ଥିବା ତିରପାଲ ଓ ଅସବାବପତ୍ର ଜଳି ଯାଇଛି। ନିଆଁ…
Read More...

ସୁଆଦିଆ ଫ୍ରାଏ ଚିକେନ

ଆବଶ୍ୟକ ସାମଗ୍ରୀ ଚିକେନ – ୫୦୦ ଗ୍ରାମ ( ବୋନ ଲେସ ) ରସୁଣ ବଟା – ୫ଚାମଚ ଅଦା ବଟା – ୪ଚାମଚ ଧନିଆ ଗୁଣ୍ଡ – ୨ଚାମଚ ଦହି – ୪ ଚାମଚ ହଳଦୀ ଗୁଣ୍ଡ – ଅଳ୍ପ ଲଙ୍କା ଗୁଣ୍ଡ – ୨ଚାମଚ ଗୋଲମରିଚ ଗୁଣ୍ଡ – ୧ଚାମଚ…
Read More...

ପାହାଡ଼ରୁ ଖସିଲା ପଥର ୨ ମୃତ, ଅନେକ ଆହତ

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶର ମଣ୍ଡୀରେ ପ୍ରବଳ ବର୍ଷା କାରଣରୁ ବହୁ ସମସ୍ୟା ସୃଷ୍ଟି ହୋଇଛି। ଶୁକ୍ରବାର ସକାଳ ସମୟରେ ମଣ୍ଡୀ ଜିଲାରେ ଶ୍ରୀ ହନୋଗୀ (ସରସ୍ୱତୀ)ଙ୍କ ମନ୍ଦିର ନିକଟରେ ୨ଟି ଯାନ ଉପରକୁ ପାହାଡରୁ ପଥର…
Read More...

ସଡକ ଦୁର୍ଘଟଣାରେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ

ରାଉରକେଲା : ସଡକ ଦୁର୍ଘଟଣାରେ ଜଣେ କୋଭିଡ ଯୋଦ୍ଧାଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି। ମୃତକ ହେଲେ ରଞ୍ଜନ କୁମାର ମଲ୍ଲିକ। ଆଜି ସକାଳ ପ୍ରାୟ ୧୧ଟା ରେ ପ୍ଲାଣ୍ଟ ସାଇଟ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସେ ରାଉରକେଲାର ଏକ…
Read More...

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ

ସୋର: ବାଲେଶ୍ୱର ଜିଲା ୧୬ନଂ ଜାତୀୟ ରାଜପଥ ଚଡକମରା ଠାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ ସିମୁଳିଆ ଥାନା ବରି ଅଞ୍ଚଳର…
Read More...

ମାଆଙ୍କ ସ୍ମୃତିରେ ବିଗ୍ ବି ପୁଣି ଲଗାଇଲେ କୃଷ୍ଣଚୂଡ଼ା ବୃକ୍ଷ

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡ଼ିଆ ସହ ସର୍ବଦା ଜଡ଼ିତ ଏହା ସଭିଏଁ ଜାଣନ୍ତି। ବିଭିନ୍ନ ପ୍ରକାର ପୋଷ୍ଟ କରି ନିଜ ପ୍ରଂଶସକଙ୍କୁ ପ୍ରେରଣା ମଧ୍ୟ ଦେଇଥାଆନ୍ତି। ବର୍ତମାନ ଏଭଳି ହିଁ ଏକ ପୋଷ୍ଟ…
Read More...

ବିଲେଇ ପାଇଁ ଆତ୍ମହତ୍ୟା

ଗାଜିୟାବାଦ : ଗାଜିୟାବାଦର ଇନ୍ଦିରାପୁରମ ଥାନା ଅନ୍ତର୍ଗତ ନିକଟବର୍ତୀ ଅଂଚଳରେ ଏକ ଘରୁ ଜଣେ ୧୪ ବର୍ଷ ନାବାଳକର ଆତ୍ମହତ୍ୟା କରିଥିବା ଶୁକ୍ରବାର ଜଣାପଡ଼ିଛି। ଆତ୍ମହତ୍ୟା କରିବାର କାରଣ ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ…
Read More...

ସ୍ୱଚ୍ଛ ଭାରତ ଯୋଜନାରେ ୬ ଲକ୍ଷ ହରିଲୁଟ୍‌, ଲୋକାୟୁକ୍ତ ନିଜେ କରିବେ ତଦନ୍ତ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନାର ଅର୍ଥ ବାସ୍ତବ କ୍ଷେତ୍ରରେ ଗ୍ରାମାଞ୍ଚଳରେ ରୂପାୟନ ହେଉନାହିଁ। କେଉଁଠାରେ ସରପଞ୍ଚ ଓ ବିଡିଓଙ୍କର ସଲାସୁତୁରା ଏବଂ ଅସାଧୁ କର୍ମଚାରୀଙ୍କ ମେଣ୍ଟ ଯୋଗୁଁ ଯୋଜନା…
Read More...

ଇଚ୍ଛାନୁସାରେ ଗାଡ଼ିରେ ଭରିପାରିବେନି ଇନ୍ଧନ

ଆଇଜଲ: ଏଣିକି ନିଜ ଗାଡ଼ିରେ ଇଚ୍ଛାନୁସାରେ କେହି ଇନ୍ଧନ ଭରିପାରିବେ ନାହିଁ। ଏଥିପାଇଁ ମିଜୋରାମ ସରକାର କଟକଣା ଜାରି କରିଛନ୍ତି। ସରକାରୀ ବିଜ୍ଞପ୍ତିରେ ମୋଟର ସାଇକଲ, ସ୍କୁଟର, କାର କିମ୍ବା ବସ୍‌ ଇତ୍ୟାଦି ପାଇଁ…
Read More...

ପିଟିଆଇ ଝାଡ଼ଖଣ୍ଡ ବ୍ୟୁରୋମୁଖ୍ୟଙ୍କ ଅକାଳ ବିୟୋଗ

ରାଞ୍ଚି: ବରିଷ୍ଠ ସାମ୍ବାଦିକ ତଥା ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ(ପିଟିଆଇ)ର ଝାଡ଼ଖଣ୍ଡ ବ୍ୟୁରୋମୁଖ୍ୟ ପି.ଭି. ରାମାନୁଜମ୍‍ ଓରଫ ରାଜୁ(୫୫)ଙ୍କର ଗୁରୁବାର ଅକାଳ ବିୟୋଗ ଘଟିଛି। କଟକ ସହରରେ ଜନ୍ମିତ ରାଜୁ ନିଜ ସହରରେ ଉଚ୍ଚ…
Read More...

ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ୱର: ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ହସ୍ତଗତ ସୂଚନା ଅନୁସାରେ…
Read More...

ବଲାଣିରୁ ୨ କରୋନା ଯୋଦ୍ଧାଙ୍କ ସହ ପରିବାରରୁ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ

ବଲାଣି : କେନ୍ଦୁଝର ଜିଲା ଅନ୍ତର୍ଗତ ଉପାନ୍ତ ଖଣି ଅଂଚଳ ବଲାଣି ଟାଉନସିପ୍ ରୁ ପୁଣି ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଗୁରୁବାର ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୨ ଜଣ ବଲାଣି ଖଣିର ନିଜସ୍ୱ ଡାକ୍ତରଖାନାର ଷ୍ଟାଫ…
Read More...

ସ୍ୱାଧୀନତା ଦିବସ ୨୦୨୦ : ସୋଲନର ସୁନେଲି ସୂର୍ଯ୍ୟମୁଖୀ ଫୁଲରେ ସଜାଯିବ ପ୍ରଧାନମନ୍ତ୍ରୀଙ୍କ ମଂଚ

ନୂଆଦିଲ୍ଲୀ : ଚଳିତ ବର୍ଷ ସ୍ୱତନ୍ତ୍ରତା ଦିବସ ଉପଲକ୍ଷେ ଦିଲ୍ଲୀର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଂଚକୁ ସଜାଇବା ପାଇବା ପାଇଁ ସୋଲନର ବିଶେଷ ଫୁଲର ବ୍ୟବହାର ହେବ। ସୋଲନର ସୁନେଲି ସୂର୍ଯ୍ୟମୁଖୀ…
Read More...

ଜାଣନ୍ତୁ କିଭଳି କରିବେ ଏଲୋବେରା ଫେସିଆଲ୍

ସହଜ ଉପାୟରେ ଘରେ ମଧ୍ୟ ଫେସିଆଲ କରି ଆପଣ ପାର୍ଲର ଭଳି ଚମକ ପାଇପାରିବେ। ଏଲେବେରା ଜେଲ୍ ସହଜରେ ପ୍ରତି ଘରେ ଉପଲବ୍ଧ। ଏହାର ଲାଭଦାୟକ ଗୁଣ ବିଷୟରେ ତ ସଭିଏଁ ଜାଣନ୍ତି। ଏହା ତ୍ୱଚା ପାଇଁ ଅମୃତ ସଦୃଶ। ପ୍ରାକୃତିକ…
Read More...

କରୋନାରୁ ଦୂରେଇ ରହିବା ପାଇଁ ଏଭଳି ହେବା ଆବଶ୍ୟକ ଆପଣଙ୍କ ଜୀବନଶୈଳୀ

ପିଲାଙ୍କୁ ଛୋଟ ଥିବା ସମୟରୁ ହିଁ କୁହାଯାଏ ସ୍ୱାସ୍ଥ୍ୟ ହିଁ ପ୍ରକୃତ ସମ୍ପଦ। ବିଶେଷ କରି ବର୍ତମାନ କରୋନା ମହାମାରୀ ସମୟରେ ସଭିଏଁ ଏହି କଥାର ତାତ୍ପର୍ଯ୍ୟକୁ ସଠିକ ଭାବେ ବୁଝିସାରିଥିବେ। ଥଣ୍ଡା, କାଶ, ଜ୍ୱର ଆଦି…
Read More...

ଆଜି ରାଜ୍ୟରୁ ୧୯୮୧ କରୋନା ପଜିଟିଭ ଚିହ୍ନଟ ; ଖୋର୍ଦ୍ଧା ଓ ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର : ଆଜି ରାଜ୍ୟରୁ ଆଉ ୧୯୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୨୫ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୭୫୬ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଗୁରୁବାର ଏଥିସହ…
Read More...

କନ୍ନୁର ବିମାନବନ୍ଦରରୁ ୪୫ ଲକ୍ଷର ସୁନା ଜବତ ; ୨ ଗିରଫ

କେରଳ : କେରଳର କନ୍ନୁର ଆର୍ନ୍ତଜାତୀୟ ବିମାନବନ୍ଦରରୁ ଅଧିକାରୀମାନେ ସୁନା ଜବତ କରିଥିବା ଗୁରୁବାର ଜଣାପଡ଼ିଛି। ଜବତ ସୁନାର ମୂଲ୍ୟ ପ୍ରାୟ ୪୫ ଲକ୍ଷ ହେବ ବୋଲି ଜଣାପଡ଼ିଛି। ଦୁବାଇରୁ ଫେରୁଥିବା ୨ ଯାତ୍ରୀଙ୍କ ନିକଟରୁ ଏହି…
Read More...

ଘରେ ଶୋଇଥିବା ନବଜାତକୁ ପାଟିରେ କାମୁଡ଼ି ନେଇଗଲା କୁକୁର ; କିଛି ସମୟ ପରେ ମିଳିଲା ମୃତଦେହ

କାନପୁର : ଉତରପ୍ରଦେଶ କାନପୁରରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଯାହାକୁ ଶୁଣି ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ। ଘରେ ଶୋଇଥିବା ଅବସ୍ଥାରେ ଏକ ନବଜାତକୁ ଏକ କୁକୁୁର ନିଜ ମୁହଁରେ କାମୁଡ଼ି ପଳାଇଥିଲା। ବହୁ…
Read More...

ପିଲାଙ୍କ ସହ ରେଳ ଧାରଣାରେ ମାଲଗାଡ଼ି ସମ୍ମୁଖକୁ ଆସି ମହିଳାଙ୍କ ଆତ୍ମହତ୍ୟା ;୨ ମୃତ, ୨ ଆହତ

ଝାଡ଼ଖଣ୍ଡ : ପାରିବାରିକ ବିବାଦରୁ କ୍ରୋଧରେ ଆସି ଜଣେ ମହିଳା ନିଜର ୩ ଜଣ ପିଲାଙ୍କୁ ନେଇ ଟ୍ରେନ ସମ୍ମୁଖକୁ ଡ଼େଇଁ ଆତ୍ମହତ୍ୟା କରିଥିବା ଗୁରୁବାର ଜଣାପଡ଼ିଛି। ଘଟଣାସ୍ଥଳରେ ମହିଳା, ୩ ଜଣ ପିଲାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ…
Read More...

ବାସ୍ତୁ ଉପାୟ : ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବର୍ତ୍ତମାନର ଶୈଳୀ ଜୀବନ ଓ କାର୍ୟ୍ୟର ବ୍ୟସ୍ତତା  କାରଣରୁ ଏହାର କୁପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଉତ୍ତମ ସ୍ୱାସ୍ଥ୍ୟ ତଥା ଶରୀରକୁ ରୋଗ ଦାଉରୁ ରକ୍ଷା କରିବାକୁ ସଠିକ ଖାଦ୍ୟପେୟ ସହ ଅନ୍ୟ କେତେକ ଦିଗ ପ୍ରତି…
Read More...

ପିଆଜ ମୁଡ଼ୁକି

ଆବଶ୍ୟକ ସାମଗ୍ରୀ ମଇଦା – ୩କପରୁ ସାମାନ୍ୟ କମ ପିଆଜ – ୩ଟି ଟମାଟୋ – ୧ଟି (ସରୁ ସରୁ କଟା ହୋଇଥିବା) ଲଙ୍କା ଗୁଣ୍ଡ – ୧ଚାମଚ ଟମାଟୋ ସସ – ୨ଚାମଚ ଚିଲି ସସ – ୧ଚାମଚ ସୋଢା – ଅଳ୍ପ ତେଲ – ଆବଶ୍ୟକ ପରିମାଣରେ…
Read More...

ନିଜକୁ କହିଥାଆନ୍ତି ପ୍ରଭୁ କୃଷ୍ଣଙ୍କ ବଂଶଧର : ଏପରି ଗାଁ ଯେଉଁଠାରେ ଖିର ବିକ୍ରି ନହୋଇ ବଣ୍ଟା ଯାଏ

ମହାରାଷ୍ଟ୍ର : ମହାରାଷ୍ଟ୍ରର ହିଙ୍ଗୋଲୀ ଜିଲାର ଏକ ଗାଁର ଲୋକେ ନିଜକୁ ପ୍ରଭୁକୃଷ୍ଣଙ୍କ ବଂଶଧର କହିଥାଆନ୍ତି। ଏଠାକାର ଲୋକେ ଖିର ବିକ୍ରି କରନ୍ତିନାହିିଁ  । ଏହାସହ ଆବଶ୍ୟକ ଓ ଅସହାୟଙ୍କୁ ମାଗଣାରେ ଦେଇଥାଆନ୍ତି।…
Read More...

ଆଜି ବିଶ୍ଵ ହାତୀ ଦିବସ ; ଚାଲିଗଲା ଆଉ ଏକ ହାତୀର ଜୀବନ

ସମ୍ବଲପୁର : ଆଜି ବିଶ୍ଵ ହାତୀ ଦିବସ ପାଳନ କରାଯାଉଥିବା ବେଳେ ଓଡିଶାରେ ପୁଣି ଏକ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାଟି ସମ୍ବଲପୁର ଜିଲା ଯୁଜୁମୁରା ବ୍ଲକ ଧମା ବନାଂଚଳ ଅଧିନସ୍ତ ଦିଗଜୋହରଣ ( କୋଳଗାଁ )…
Read More...

ବସକୁ ଧକ୍କା ଦେଲା କଣ୍ଟେନର; ୪ ମୃତ , ୮ ଆହତ

ଉତରପ୍ରଦେଶ : ଉତରପ୍ରଦେଶର ମଥୁରା ଜିଲାରେ ବୁଧବାର ସକାଳ ୭ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଠିଆ ହୋଇଥିବା ବସକୁ ଏକ କଣ୍ଟେନର ପଛ ପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୪…
Read More...

ଦୁନିଆର ସବୁଠାରୁ ଦାମୀ ଓ ମୂଲ୍ୟବାନ ପ୍ରଭୁକୃଷ୍ଣଙ୍କ ଏହି ପ୍ରତିମା

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ପଶ୍ଚିମରେ ଉତରପ୍ରଦେଶର ସୀମା ନିକଟ ଗଡ଼ବା ଜିଲାର ନିକଟରେ ବଂଶୀଧର ମନ୍ଦିର ରହିଛି। ଏହି ମନ୍ଦିରରେ ବିରାଜିତ ଭଗବାନ କୃଷ୍ଣଙ୍କର ପ୍ରତିମା ଦୁନିଆର ସବୁଠାରୁ ଦାମୀ ପ୍ରତିମା ବୋଲି ମାନ୍ୟତା ରହିଛି।…
Read More...

ଆଜି ରାଜ୍ୟରୁ୧୮୭୬ କରୋନା ପଜିଟିଭ ଚିହ୍ନଟ : ୫୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ଆଜି ରାଜ୍ୟରୁ ଆଉ ୧୮୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୮୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୬୯୪ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ବୁଧବାର ଏଥିସହ…
Read More...

ଓଲଟିଲା ଇଟ୍ଟା ବୋଝେଇ ଟ୍ରକ,୮ଘଣ୍ଟା ଗମନାଗମନ ଠପ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ଶିବ ମନ୍ଦିର ପାଖ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଉପରେ ରହିଥିବା  ଚିଲାଖଣ୍ଡି ପୁରୁଣା ପୋଲ ଉପରେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଏକ ଇଟ୍ଟା ବୋଝେଇ…
Read More...

ବସରେ ନିଆଁ ଲାଗି ୫ ଯାତ୍ରୀ ଜୀବନ୍ତ ଦଗ୍ଧ ; ୨୭ ଆହତ

କର୍ଣ୍ଣାଟକ : କର୍ଣ୍ଣାଟକର ଚିତ୍ରଦୁର୍ଗରେ ଏକ ଘରୋଇ ବସରେ ନିଆଁ ଲାଗିଥିବା ବୁଧବାର ଜଣାପଡ଼ିଛି। ଏଥିରେ ୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଜିଲା…
Read More...

ସିଂହ ସହ ଲଢୁଛି ହନି ବାଜର; ଭିଡ଼ିଓ ହେଉଛି ଭାଇରାଲ

ଜଙ୍ଗଲର ରାଜା ସିଂହ। ଯାହାର ଗର୍ଜନରେ ସମଗ୍ର ଜଙ୍ଗଲ କମ୍ପି ଉଠେ। ଯେ କେହି ପଶୁ ସିଂହର ସାମ୍ନାକୁ ଆସିଲେ ଭୟରେ ଏଣେତେଣେ ପଳାଇଥାଆନ୍ତି। ମାତ୍ର ସିଂହ ସହ ଛୋଟ ହନି ବାଜର ଲଢୁଥିବା ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ବେଶ…
Read More...

ଷ୍ଟ୍ରବେରି ଚକୋଲେଟ ଲସୀ

ଷ୍ଟ୍ରବେରି – ୨କପ ଦହି – ୧କପ ଚକୋଲେଟ – ୧କପରୁ କମ ଚିନି – ୨ ଚାମଚ କାଜୁ, ବାଦାମ - ଅଳ୍ପ ବରଫ ଖଣ୍ଡ - ଅଳ୍ପ ଗୋଲାପ ଜଳ – ସାମନ୍ୟ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଷ୍ଟ୍ରବେରିକୁ ଛୋଟ ଛୋଟ ଖଣ୍ଡ କରି କାଟି…
Read More...

ଗୁଡ଼ର ଏଭଳି ବ୍ୟବହାର ବିଷୟରେ ଜାଣିଛନ୍ତି କି ?

ଉତମ ସ୍ୱାସ୍ଥ୍ୟସହ ଗୁଡ଼ ତ୍ୱଚାର ସୁନ୍ଦରତା ପାଇଁ ମଧ୍ୟ ଖୁବ ଉପକାରୀ। ଗୁଡ଼ରେ ଥିବା ପୋଷକ ତତ୍ତ୍ୱ ବହୁ ରୋଗରୁ ମୁକ୍ତି ଦେବାକୁ ସହାୟତା ହୋଇଥାଏ। ତ୍ୱଚାରେ ଥିବା ଦାଗକୁ ଦୂର କରିଥାଏ। କେଶ ପାଇଁ ମଧ୍ୟ ବେଶ ଲାଭଦାୟକ।…
Read More...

ପତ୍ନୀଙ୍କ ସ୍ୱପ୍ନ ପୂରଣ ପାଇଁ ଗୃହ ପ୍ରବେଶ ସମୟରେ ସ୍ୱାମୀ ତିଆରି କଲେ ପ୍ରତିମୂର୍ତି

କର୍ଣ୍ଣାଟକ : ବର୍ତମାନ ଚାରିଆଡ଼େ କରୋନା ମହାମାରୀ ସଙ୍କଟ ରହିଛି। ଏଭଳି ସମୟରେ ଏବେ କର୍ଣ୍ଣାଟକରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଭଲ ପାଇବାର ଏକ ନୂତନ ପରିଭାଷା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟାପାରୀ…
Read More...

କୃଷକଙ୍କ ଘରୁ ଚୋରି ହେଲା ୧୦୦ କିଲୋ ଗୋବର ; କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଛତିଶଗଡ଼ : ଛତିଶଗଡ଼ରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ କୃଷକ ଘରୁ ଚୋରମାନେ ପ୍ରାୟ ୧୦୦ କିଲୋ ଗୋବର ଚୋରି କରି ନେଇଛନ୍ତି। ଘଟଣାଟି ଛତିଶଗଡ଼ର କୋରିୟା ଜିଲାର ଏକ ଗାଁର। ଏହି ଗାଁର ୨ କୃଷକ ନିଜ…
Read More...

ସବୁଠାରୁ ବିଷଧର ସାପ ଜନ୍ମ ଦେଲା ଏକାସହ ୩୩ ଛୁଆ

ସବୁଠାରୁ ବିଷଧର ସାପ ଭାବେ ଜଣାଶୁଣା ଚନ୍ଦନ ବୋଡ଼ା କୋମବାଟୋର ଚିଡ଼ିଆଖାନାରେ ୩୩ଟି ଛୁଆକୁ ଜନ୍ମ ଦେଇଛି। ଅନ୍ୟ ସାପ ତୁଳନାରେ ଏହା ଭିନ୍ନ ଅଟେ। ଏହାର ବିଶେଷତ୍ୱ ହେଉଛି ଏହା ଥରକେ ୪୦ ରୁ ୬୦ ଛୁଆଙ୍କୁ ଜନ୍ମ ଦେଇପାରେ।…
Read More...

ଆଜି ରାଜ୍ୟରୁ୧୩୪୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଆଜି ରାଜ୍ୟରୁ ଆଉ ୧୩୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୨୩ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ମଙ୍ଗଳବାର ଏଥିସହ…
Read More...

ଆଜି ପବିତ୍ର ଜନ୍ମାଷ୍ଟମୀ : ଏହି ସରଳ ଉପାୟରେ କରନ୍ତୁ ପୂଜାର୍ଚ୍ଚନା

ଆଜି ପବିତ୍ର ଜନ୍ମାଷ୍ଟମୀ। ଚଳିତ ବର୍ଷ ୧୧ ଓ ୧୨ ଉଭୟ ଦୁଇ ଦିନ ଜନ୍ମାଷ୍ଟମୀର ମୁହୂର୍ତ ରହିଛି। ଗୃହସ୍ଥ ଓ ପାରିବାରିକ ଲୋକେ ଆଜି ଜନ୍ମାଷ୍ଟମୀର ବ୍ରତ ରଖୁଛନ୍ତି। ଜାଣନ୍ତୁ କିଭଳି ଆଜି ପ୍ରଭୁଙ୍କ ଶୃଙ୍ଗାର କରିବେ ଓ…
Read More...

ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଘିଅ କ୍ଷୀର

ଲୋକେ ଘିଅରେ ପରଟା, ହାଲୱା , ଆଦି ପ୍ରସ୍ତୁତ କରି ଖାଇଥାଆନ୍ତି। ଅଧିକାଂଶ ଲୋକଙ୍କୁ ଦେଶୀ ଘିଅ ଖାଇବା ଖୁବ ପସନ୍ଦ। ମାତ୍ର କ୍ଷୀରରେ ଘିଅ ମିଶାଇ ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ହୁଏତ ସଭିଏଁ ଜାଣି ନଥିବେ।…
Read More...

କଷା ଭେଣ୍ଡି

ଆବଶ୍ୟକ ସାମଗ୍ରୀ ଭେଣ୍ଡି – ୨୫୦ ଗ୍ରାମ ଅଦା,ପିଆଜ.ରସୁଣ ବଟା ଲୁଣ ତେଲ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଭେଣ୍ଡିର ଶେଷ ଅଂଶକୁ କାଟି ଏହାକୁ ଅଧ ଫାଳ କରି କାଟନ୍ତୁ। ଏହା ପରେ…
Read More...

ପ୍ରଭୁ କୃଷ୍ଣଙ୍କୁ ପ୍ରିୟ ବଂଶୀ ଓ ଏହି ଜିନିଷ

ଜନ୍ମାଷ୍ଟମୀ ଉତ୍ସବ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମଦିନ ରୂପରେ ପାଳନ କରାଯାଏ। ପ୍ରଭୁଙ୍କ ନିକଟରେ ଏପରି କିଛି ଜିନିଷ ରହିଛି ଯାହା ସର୍ବ ସାଧାରଣଙ୍କ ପାଇଁ ବହୁ କିଛି ସନ୍ଦେଶ ଦେଇଥାଏ। ବଂଶୀ - ପ୍ରଭୁ କୃଷ୍ଣ ସବୁ ସମୟରେ…
Read More...

ମାଟି ତଳୁ ଶୁଭିଲା କାନ୍ଦର ଶବ୍ଦ ; ଉଦ୍ଧାର ହେଲା ନବଜାତ

ଝାଡ଼ଖଣ୍ଡ : କଥାରେ ଅଛି ରଖେ ହରି ତ ମାରେ କିଏ ? ଏହା ଯେତେବେଳେ ବାସ୍ତବରେ ଘଟେ ପ୍ରକୃତରେ ଆଶ୍ଚର୍ଯ୍ୟ ଲାଗେ। ଏଭଳି ହିଁ ଏକ ଘଟଣା ଝାଡ଼ଖଣ୍ଡରେ ଲୋହରଦଗା ଜିଲାର। ଏଠାରେ ଏକ ଶିଶୁକୁ ମାଟି ତଳୁ ଜୀବିତ ଅବସ୍ଥାରେ ଉଦ୍ଧାର…
Read More...

ଏକ ବର୍ଷର ପିଲାଟି ଚଢେଇଙ୍କୁ ଦେଉଛି ଦାନା , ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ

ଅନେକ ସମୟରେ ସୋସିଆଲ ମିଡ଼ିଆରେ ଏଭଳି କିଛି ଫଟୋ ଓ ଭିଡ଼ିଓ ଭାଇରାଲ ହୋଇଥିବା ଦେଖିବାକୁ ମିଳେ, ଯାହାକୁ ଦେଖି ମନ ଖୁସି ହୋଇଯାଇଥାଏ। ଏଭଳି ହିଁ କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଦେଖାଯାଉଛି ଯେଉଁଥିରେ ଏକ ବର୍ଷର…
Read More...

ଆଜି ରାଜ୍ୟରୁ ୧୫୨୮କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରୁ ଆଜି ଆଉ ୧୫୨୮କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ୯୪୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୮୦ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ସୋମବାର ଚିହ୍ନଟ…
Read More...

ଏହି ଜୀବର ନୀଳ ରକ୍ତରେ ପ୍ରସ୍ତୁତ ହୋଇପାରେ କରୋନା ଭ୍ୟାକ୍ସିନ: ଏକ ଲିଟର ରକ୍ତର ମୂଲ୍ୟ ୧୧ଲକ୍ଷ

ଏହି ଜୀବର ରକ୍ତର ମୂଲ୍ୟ ଖୁବ ମୂଲ୍ୟବାନ। ନୀଳ ରକ୍ତ ବିଶିଷ୍ଟ ଏହି ଜୀବର ଏକ ଲିଟର ରକ୍ତର ମୂଲ୍ୟ ପ୍ରାୟ ୧୧ଲକ୍ଷ। ବୈଜ୍ଞାନିକଙ୍କ ମତାନୁଯାୟୀ, ଏହି ଜୀବର ରକ୍ତରେ କୋଭିଡ଼-୧୯ର ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇପାରିବ। ଏହା…
Read More...

ମୋବାଇଲ ଟାୱାରରେ ଚଢି ଆତ୍ମହତ୍ୟା କଲେ ଯୁବକ

କନ୍ନୌଜ : ଉତରପ୍ରଦେଶର କନ୍ନୌଜରେ ଜଣେ ଯୁବକ ୧୬୦ ଫୁଟ ଉଚ୍ଚତା ବିଶିଷ୍ଟ ମୋବାଇଲ ଟାୱାରରେ ଚଢି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଉକ୍ତ ଯୁବକ ଜଣଙ୍କ ବିଶୁନଗଡ଼ର ଖରୌଲୀ ଗାଁର ବାସିନ୍ଦା। ଗାଁଲୋକେ ଘଟଣା ବିଷୟରେ ଜାଣି…
Read More...

ସ୍ୱାଦିଷ୍ଟ ଛତୁ ତରକାରୀ

ଆବଶ୍ୟକ ସାମଗ୍ରୀ ଛତୁ – ୪୦୦ ଗ୍ରାମ କଟା ପିଆଜ – ୧ଟି କଟା ଟମାଟୋ – ୧ଟି କଟା ଅଦା – ଅଳ୍ପ ରସୁଣ – ୪ରୁ ୫ଖଣ୍ଡ ବାଦାମ – ୫ରୁ ୬ଟି ହଳଦୀ ଗୁଣ୍ଡ – ଅଳ୍ପ ତେଜ ପତ୍ର – ୨ଟି ଡ଼ାଲଚିନି – ଅଳ୍ପ ଲଙ୍କା ଗୁଣ୍ଡ…
Read More...

ରାତିରେ ତ୍ୱଚାରେ ଲଗାନ୍ତୁ ଏହି ୩ଟି ଜିନିଷ

ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ ସଭିଏଁ ବହୁ ଉପାୟ ଆପଣେଇ ଥାଆନ୍ତି। ଏହାଛଡ଼ା ଅଧିକାଂଶ ସମୟ ଅଭାବ କାରଣରୁ ତ୍ୱଚା ଉପରେ ଅଧିକ ଧ୍ୟାନ ମଧ୍ୟ ଦେଇ ପାରି ନଥାଆନ୍ତି। ମାତ୍ର ଏପରି କେତେକ ଉପାୟ ରହିଛି ଯାହାକୁ ଆପଣେଇ…
Read More...

ସ୍ୱାଧୀନତା ଦିବସ : ତ୍ରିରଙ୍ଗା ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ପ୍ରତିବର୍ଷ ଅଗଷ୍ଟ ୧୫ ଖୁବ ଉତ୍ସାହ ଓ ଗୌରବ ସହ ପାଳନ କରାଯାଏ। କାରଣ ଏହି ୧୫ ଅଗଷ୍ଟ ୧୯୪୭ଦିନ ଭାରତ ଇଂରେଜଙ୍କ ଗୋଲାମିରୁ ମୁକ୍ତି ମିଳିଥିଲା। ସେବେ ଠାରୁ ହିଁ ଆମ ଦେଶରେ ପ୍ରତି ବର୍ଷ ୧୫ ଅଗଷ୍ଟକୁ ସ୍ୱାଧୀନତା ଦିବସ…
Read More...

କୋଭିଡ଼ କେନ୍ଦ୍ରରେ ଅଗ୍ନିକାଣ୍ଡ : ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ…

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାର କୋଭିଡ଼ କେନ୍ଦ୍ରରେ ଆଜି ଭୋର ସମୟରେ ହୋଇଥିବା ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ…
Read More...

ନେସନ୍ସ ପ୍ରାଇଡ଼ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇବ ସମାଜସେବୀ ମୀରା ପରିଡ଼ାଙ୍କ ନାମ

ଭୁବନେଶ୍ୱର : ନେସନ୍ସ ପ୍ରାଇଡ଼ ବୁକ ଅଫ ରେକର୍ଡ଼ରେ ସମାଜସେବୀ ମୀରା ପରିଡ଼ାଙ୍କ ନାମ ସ୍ଥାନ ପାଇବ। ନେସନ୍ସ ପ୍ରାଇଡ଼ ବୁକ ଅଫ ରେକର୍ଡ଼ର ନିର୍ଦ୍ଦେଶକ ଗୁଞ୍ଜନ ମେହତାଙ୍କ କହିବା ଅନୁଯାୟୀ, ଆସନ୍ତା ୧୪ ଅଗଷ୍ଟ ୨୦୨୦ର…
Read More...

ଆନ୍ଧ୍ରପ୍ରଦେଶର କୋଭିଡ଼ କେନ୍ଦ୍ରରେ ଅଗ୍ନିକାଣ୍ଡ ; ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାର କୋଭିଡ଼ କେନ୍ଦ୍ରରେ ଆଜି ଭୋର ସମୟରେ ହୋଇଥିବା ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ସୂଚନା ଯୋଗ୍ୟ, ବିଜୟୱାଡ଼ାର କୋଭିଡ଼ କେନ୍ଦ୍ରରେ ଆଜି ଅଗ୍ନିକାଣ୍ଡ…
Read More...

ଆନ୍ଧ୍ରପ୍ରଦେଶରେ କୋଭିଡ଼ କେନ୍ଦ୍ରରେ ଅଗ୍ନିକାଣ୍ଡ ; ୭ ମୃତ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାର କୋଭିଡ଼ କେନ୍ଦ୍ରରେ ଆଜି ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭ ମୃତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ନିଆଁ…
Read More...

ସ୍ୱାଧୀନତା ଦିବସ : ଦେଶ ପାଇଁ ମହାନ ପୁରୁଷଙ୍କ ବଳିଦାନ ; ସର୍ବଦା ହୃଦୟରେ ସେମାନେ ଚିରସ୍ମରଣୀୟ

ସ୍ୱାଧୀନତା ହେଉ ଅଥବା ସ୍ୱତନ୍ତ୍ରତା ଏହି ଶବ୍ଦର ଅର୍ଥ ଏକ ବ୍ୟକ୍ତି ଜୀବନରେ କ’ଣ ? ଏହି ଶବ୍ଦର ପ୍ରକୃତ ସତ୍ୟାସତକୁ ଜଣେ କେତେ ଅନୁଭବ କରିପାରିଛି। ଆମେ ଘରେ ବସି ଯେଉଁ ଶାନ୍ତିର ନିଶ୍ୱାସ ନେଉଛେ ତାହା କେବଳ ଆମର…
Read More...

ଜନ୍ମାଷ୍ଟମୀ ଅବସରରେ ଜାଣନ୍ତୁ କିଭଳି କରିବେ ପ୍ରଭୁଙ୍କୁ ପୂଜାର୍ଚ୍ଚନା ……

ଭାଦ୍ରକ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପ୍ରତିବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ ବେଶ ଧୂମଧାମରେ ପାଳନ କରାଯାଏ। ଚଳିତ ବର୍ଷ ଜନ୍ମାଷ୍ଟମୀ ପର୍ବ ୧୧-୧୨ ଅଗଷ୍ଟ। ତିଥି ଅନୁଯାୟୀ ଜନ୍ମାଷ୍ଟମୀ ୧୧ ଅଗଷ୍ଟ ସକାଳ…
Read More...

ଅଗଷ୍ଟ ୧୫ ସ୍ୱାଧୀନତା ଦିବସ : ସ୍ୱତନ୍ତ୍ରତାର ମିଠା ଅନୁଭବ

ଆଜି ଆମେ ମୁକ୍ତ ଆକାଶର ପକ୍ଷୀ। ସାରା ବିଶ୍ୱବ୍ରହ୍ମାଣ୍ଡରେ ସବୁ କୋଣରେ ରହିଛି ସ୍ୱାଧୀନତା । ଆମ ଦେଶର ମହକ, ସଂସ୍କୁତି , ଭାବନା ଭାଈଚାରାର ତୁଳନା ନାହିଁ। ଯେଉଁ କାରଣରୁ ଆମେ ନିଜକୁ ଗର୍ବିତ ଅନୁଭବ କରୁ। ପ୍ରତିବର୍ଷ…
Read More...

ପବିତ୍ର ଜନ୍ମାଷ୍ଟମୀ : ଜାଣନ୍ତୁ ରାଶି ଅନୁଯାୟୀ ଶୁଭଫଳ

ଚଳିତ ବର୍ଷ ଜନ୍ମାଷ୍ଟମୀ ପର୍ବ ୧୧-୧୨ ଅଗଷ୍ଟ। ତିଥି ଅନୁଯାୟୀ ଜନ୍ମାଷ୍ଟମୀ ୧୧ ଅଗଷ୍ଟ ସକାଳ ୦୯:୦୭ରୁ ଆରମ୍ଭ ହୋଇ ପରଦିନ ସକାଳ ୧୧:୧୭ ଯାଏଁ ରହିଛି। ଚଳିତ ବର୍ଷର ଜନ୍ମାଷ୍ଟମୀ ସମସ୍ତ ରାଶି ପାଇଁ ଶୁଭଫଳ ଦେଉଥିଲେ ମଧ୍ୟ…
Read More...

ମଦ ପାଇଁ ମାଆକୁ ଟାଙ୍ଗିଆରେ ହତ୍ୟା କଲା ପୁଅ

ଗୁରୁଗାଓଁ : ଜଣେ ମଦ୍ୟପ ପୁଅ ମଦ ପାଇଁ ଟାଙ୍ଗିଆରେ ନିଜ ବୟସ୍କ ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଦିଲ୍ଲୀ ଗୁରୁଗାଓଁ ସ୍ଥିତ ସିରୋଲରେ ଘଟିଥିବା ଶନିବାର ଜଣାପଡ଼ିଛି। ଉକ୍ତ ମହିଳା ଜଣଙ୍କ…
Read More...

ମାଛ ଜାଲରୁ ୭ଫୁଟର ଅଜଗର ସାପ ଉଦ୍ଧାର

ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତର ସାଉଣ୍ଡିଆ ଗ୍ରାମରେ ଶନିବାର ଏକ ଅଜଗର ସାପ ଉଦ୍ଧାର ହୋଇଛି। ସୂଚନା ଯୋଗ୍ୟ, ଜଣେ ବ୍ୟକ୍ତି ମାଛ ଧରିବା ଉଦ୍ଦେଶ୍ୟରେ ଜାଲ ବସାଇଥିବାବେଳେ ଜାଲରେ ୫ରୁ୭ଫୁଟ…
Read More...

ଗ୍ୟାସ ଲିକ୍ ରୁ ଅଗ୍ନିକାଣ୍ଡ; ୩ ଆହତ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ନିକିରି ଥାନା ଅନ୍ତର୍ଗତ ଧୂମାତ ଗାଁରେ ଗ୍ୟାସରେ ରୋଷେଇ କରୁଥିବା ବେଳେ ଶନିବାର ଅଘଟଣ ଘଟିଛି। ହଠାତ ଗ୍ୟାସ୍‌ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟି ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ…
Read More...

କେରଳ କୋଝିକୋଡ଼ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି; ସହାୟତା ପାଇଁ କେରଳ ଗଲା ୨ ବିମାନ

କୋଝିକୋଡ଼: କେରଳ କୋଝିକୋଡ଼ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା୧୮କୁ ବୃଦ୍ଧି ହୋଇଥିବା ବେଳେ ୧୨୭ ଆହତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ବିମାଳ ଚାଳକ, ବିମାନର ଦ୍ୱିତୀୟ ଚାଳକଙ୍କ ସମେତ ୧୮ ଜଣଙ୍କ…
Read More...

ଭୂ-କମ୍ପରେ ଥରିଲା ଗଞ୍ଜାମ-ଗଜପତି ; ରିକ୍ଟର ସ୍କେଲରେ ତିବ୍ରତା ୩.୮ ରେକର୍ଡ଼

ଗଞ୍ଜାମ : ଆଜି ସକାଳେ ଗଞ୍ଜାମ-ଗଜପତିରେ ଭୂ-କମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତିବ୍ରତା ୩.୮ ରେକର୍ଡ଼ କରାଯାଇଛି। ଗଞ୍ଜାମର ପାତ୍ରପୁର, ଚିକିଟି ,ଦିଗପହଣ୍ଡି ଓ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୋଲମ…
Read More...

ନିଜ ଗାଁ ମଶାଣିରେ ମୃତଦେହକୁ ମିଳିଲାନିଜାଗା; ପ୍ରଶାସନ ତରଫରୁ ନିର୍ଦ୍ଧାରିତ ପଡ଼ୋଶୀ ଗାଁରେ ହେଲା ଶବ ସତ୍କାର

ଦାରିଙ୍ଗବାଡ଼ି : ସମଗ୍ର ଦେଶରେ କରୋନା ନିଜର କାୟା ବିସ୍ତାର କରିଥିବା ବେଳେ ଏହି କରୋନା ଯୋଗୁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ…
Read More...

ଦହି ଖାଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଦହିରେ ଭରପୁର ମାତ୍ରାରେ କ୍ୟାଲସିୟମ, ପ୍ରୋଟିନ, ଭିଟାମିନ ଆଦି ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହା ଏକ ଏପରି ଖାଦ୍ୟ ଜିନିଷ ଯାହାକୁ ବର୍ଷକ ବାର ମାସ ଖାଇପାରିବା। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖେ।…
Read More...

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ : ଆଜି ମଧ୍ୟ ଏଠାକୁ ଆସନ୍ତି ପ୍ରଭୁ, ଜାଣନ୍ତୁ ଏହି ସ୍ଥାନ ସହ ଜଡ଼ିତ ରହସ୍ୟ

ପ୍ରତିବର୍ଷ ଭାଦ୍ରକ ମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ କରାଯାଏ। ଚଳିତ ବର୍ଷ ଏହା ଅଗଷ୍ଟ ୧୧ରେ ପାଳନ ହେଉଥିବା ବେଳେ ୧୨ ତାରିଖ ଦିନ ଏକ ନିଦ୍ଦିଷ୍ଟ ସମୟ ଯାଏଁ ମଧ୍ୟ…
Read More...

ପ୍ରଭୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ : ଆପଣାନ୍ତୁ ଏହି ଉପାୟ ପ୍ରାପ୍ତିି ହେବ ଶୁଭଫଳ

ସଭିଏଁ ଇଚ୍ଛା କରନ୍ତି ତାଙ୍କ ଘରେ ସୁଖଶାନ୍ତି ସର୍ବଦା ରହୁ। ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉତମ ରହୁ। ଧନସମ୍ପତି ବୃଦ୍ଧି ହେଉ। ମାତ୍ର ଅନେକ ସମୟରେ ଆମର ଇଚ୍ଛା ନଥିଲେ ମଧ୍ୟ ଅନେକ ସମୟରେ ମାନସିକ, ଶାରିରୀକ,ଆର୍ଥିକ…
Read More...

ଅଣ୍ଡାରୁ ଶୁଆ ଛୁଆକୁ ଏଭଳି ବଂଚାଇଛନ୍ତି ବ୍ୟକ୍ତି ; ଭିଡ଼ିଓ ହେଉଛି ଭାଇରାଲ

ମାଆ ଠାରୁ ବଡ଼ ଦୁନିଆରେ ଆଉ କିଛି ନାହିଁ। ମାଆ ସ୍ଥାନ କେହି କେବେ ନେଇପାରିବେ ନାହିଁ। କୁହାଯାଏ ପିଲାଟିର ଯତ୍ନ ଯେପରି ମାଆ ନେବ ସେପରି ଆଉ କେହି ନୁହେଁ। ଠିକ ମାଆ ଭଳି ମମତା ଦେଖାଇ ଜଣେ ବ୍ୟକ୍ତି ଏକ ନିରୀହ ଶୁଆ ଛୁଆର…
Read More...

ରାଜଧାନୀରେ ଓମଫେଡ୍ ପାର୍ଲରରୁ ଚୋରି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଚୋରି ଘଟଣାର ପୁନରାବୃତି ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଏହି ଘଟଣା ଖାରବେଳ ନଗର ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଶ୍ରିୟା ଛକରେ ଥିବା ଓମଫେଡ୍ ପାର୍ଲରରେ ଘଟିଥିବା…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୩ ମୃତ

ଯାଜପୁର : ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥରେ ରଥିଆ ଛକରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକକୁ ଏକ କାର ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି।…
Read More...

ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାର୍ଯ୍ୟ

୧- ବାସ୍ତୁ ଅନୁଯାୟୀ, ଘରର ଉତର-ପଶ୍ଚିମ ଦିଗ ଭଗବାନ କୁବେରଙ୍କ ସ୍ଥାନ ବୋଲି କୁହାଯାଏ। ଏହି ଦିଗରେ ଅସନା-ଅପରିଷ୍କାର ଜିନିଷ ପକାନ୍ତୁ ନାହିଁ।ଏପରି କରିବା ଦ୍ୱାରା ଘରେ ଅଯଥାରେ ଟଙ୍କା ପଇସା ଖର୍ଚ୍ଚ ହୋଇଥାଏ। ୨ –…
Read More...

ଘରକୁ ଏସି ନ ଆସିବାରୁ ଝିଅକୁ ହତ୍ୟା କଲେ ମହିଳା, ସ୍ବାମୀର ପ୍ରତିଆକ୍ରମଣରେ ଚାଲିଗଲା ସ୍ତ୍ରୀ ଜୀବନ

କଥାରେ ଅଛି କ୍ରୋଧ ଓ ଜିଦି ମନୁଷ୍ୟକୁ ଅନେକ ସମୟରେ ବିପଦରେ ପକାଇଥାଏ। ଘରକୁ ଏସି ନ ଆସିବାରୁ ଜଣେ ମହିଳା ନିଜ ଝିଅକୁ ହତ୍ୟା କରିଛନ୍ତି। ପରେ ସ୍ୱାମୀଙ୍କ ହାତରେ ତାଙ୍କର ମଧ୍ୟ ଜୀବନ ଯାଇଛି। ଏଭଳି ଏକ ଦୁଃଖଦ ଓ…
Read More...

ପିଜି ଡାକ୍ତରଙ୍କୁ ଜିଲାକୁ ପଠାଇଲେ ଏମକେସିଜିରେ ବାଧାପ୍ରାପ୍ତ ହେବ ରୋଗୀସେବା : କନିଷ୍ଠ ଡାକ୍ତର ସଂଘ

ବ୍ରହ୍ମପୁର: ରାଜ୍ୟର ବିଭିନ୍ନ ମେଡିକାଲ କଲେଜର ପିଜି ଡାକ୍ତରଙ୍କୁ କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲାକୁ ପଠେଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ଆଉ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି…
Read More...

ବୀରନରସିଂହପୁର ପଂଚାୟତରେ ପ୍ରବେଶ କଲା ମହାମାରୀ କରୋନା

ହରଭଙ୍ଗା : ବୌଦ୍ଧଜିଲାରେ ଗୁରୁବାର ଆଉ ୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ହରଭଙ୍ଗା ବ୍ଲକ ବୀରନରସିଂହପୁର ପଂଚାୟତ ନୂଆପଡାଗ୍ରାମର ଜଣେ ୨୮ବର୍ଷୀୟ ଯୁବକ ବୋଲି ଜଣାପଡିଛି।ତାଙ୍କୁ ମିଶାଇ…
Read More...

ରସୁଣର ଏଭଳି ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ ଜାଣିଛନ୍ତି କି ?

ରସୁଣ ଆମ ଶରୀର ପାଇଁ ବହୁ ଉପକାରୀ ଏହା ସଭିଁଏ ଜାଣନ୍ତି। ମୋଟା ପଣକୁ କମାଇବା ନିମନ୍ତେ,ମଧୁମେହ ରୋଗୀଙ୍କ ରୋଗର ନିୟନ୍ତ୍ରଣ, କୋଲେଷ୍ଟ୍ରଲ ଆଦି ବିଭିନ୍ନ ରୋଗ ଠାରୁ ରସୁଣ ଶରୀରକୁ ଦୂରରେ ରଖିବାରେ ସହାୟକ ହୋଇଥାଏ।…
Read More...

ମହିଳାଙ୍କ ପେଟରୁ ବାହାରିଲା ୨୪ କିଲୋ ଟ୍ୟୁମର

ମେଘାଳୟରେ ଡ଼ାକ୍ତରଙ୍କୁ ଏକ ବଡ଼ ସଫଳତା ମିଳିଛି। ଏଠାକାର ପଶ୍ଚିମ ଗାରୋ ହିଲ୍ସ ଜିଲାର ଏକ ହସ୍ପିଟାଲରେ ଡ଼ାକ୍ତରମାନେ ଜଣେ ମହିଳାଙ୍କ ପେଟ ଭିତରୁ ୨୪ କିଲୋର ଏକ ଟ୍ୟୁମର ବାହାର କରିଛନ୍ତି। ରିପୋର୍ଟ ଅନୁଯାୟୀ, ଉକ୍ତ…
Read More...

ବର୍ଷାରେ ବେହାଲ ମାୟା ନଗରୀ ; ରେଳ ଧାରଣାରେ ପାଣି, କାଲି ଗଡ଼ିବନି କୋଣାର୍କ ଏକ୍ସପ୍ରେସ

ମୁମ୍ବଇ : ବର୍ଷା ବେହଲା ହୋଇ ପଡ଼ିଛି ମାୟା ନଗରୀ ମୁମ୍ବଇ। ଲଗାତାର ବର୍ଷା କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ବିଭିନ୍ନ ସ୍ଥାନରେ ପାଣି ଭର୍ତି ହୋଇ ଯିବାରୁ ବହୁ ଲୋକେ ଜଳବନ୍ଦି ଅଂଚଳରେ ରହିଛନ୍ତି।…
Read More...

କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ ; ୮ ମୃତ

ଅହମ୍ମଦାବାଦ : ଗୁଜୁରାଟର ଅହମ୍ମଦାବାଦରେ ଥିବା ଏକ କୋଭିଡ଼ ହସ୍ପିଟାଲରେ ନିଆଁ ଲାଗି ୮ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ହୋଇଛି। ପ୍ରଥମେ ହସ୍ପିଟାଲର ଆଇସିୟୁ ବିଭାଗରେ ନିଆଁ ଲାଗିଥିଲା ବୋଲି…
Read More...

କିରୋସିନି ଢାଳି ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ

ସୋର : ବାଲେଶ୍ବର ଜିଲା ସୋର ଥାନା ନଟାପଡା ପଞ୍ଚାୟତ ରାଧାବଲ୍ଲଭପୁର ଗ୍ରାମର ଜଣେ ନାବାଳିକା ଦେହରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଥିବା ବୁଧବାର ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ, ଉକ୍ତ ନାବାଳିକା ଜଣଙ୍କ ଘରେ…
Read More...

ଆଜି ଆମ ହୃଦୟର ସ୍ପନ୍ଦନ ଓ ନିଶ୍ୱାସ କହୁଛି ଜୟ ଶ୍ରୀରାମ : ଲତା ମଙ୍ଗେସକର

ନୂଆଦିଲ୍ଲୀ : ଆଜି ପ୍ରଭୁ ରାମଙ୍କ ମନ୍ଦିର ପାଇଁ ଭୂମି ପୂଜା ଅବସରରେ ସୁପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର ଟ୍ୱିଟ କରି କହିଛନ୍ତି ଆଜି ଆମ ହୃଦୟର ସ୍ପନ୍ଦନ ଓ ନିଶ୍ୱାସ କହୁଛି ଜୟ ଶ୍ରୀରାମ। ଭୂମି ପୂଜା ଆରମ୍ଭ ହେବା…
Read More...

ଇତିହାସରେ ଆଜିର ଦିନ ସ୍ୱର୍ଣ୍ଣ ଅକ୍ଷରରେ ଲେଖା ଯିବ : ଅରୁଣ ଗୋବିଲ

ନୂଆଦିଲ୍ଲୀ: ଆଜି ହେଉଛି ଏକ ମହାନ ଓ ପବିତ୍ର ଦିନ। ଅଯୋଧ୍ୟାରେ ରାମମନ୍ଦିର ପାଇଁ ଭୂମି ପୂଜାର କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଶେଷ ହୋଇଛି।ଏଥିପାଇଁ ସମସ୍ତ ସୁରକ୍ଷା ଓ ବ୍ୟବସ୍ଥା କରାଯାଇଥିଲା।…
Read More...

ବାଇକକୁ ଧକ୍କା ଦେଲା ତେଲ ଟ୍ୟାଙ୍କର ; ଚାଳକ ମୃତ

ପାରାଦୀପ: ଜଗତସିଂହପୁର ଜିଲା ଅଠରବାଙ୍କୀ ଟର୍ମିନାଲ ଛକ ନିକଟରେ  ବୁଧବାର ଏକ ବାଇକକୁ ତେଲ ଟ୍ୟାଙ୍କର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ମୃତ୍ୟ ହୋଇଛି। ମୃତକ ଜଣକ କୁଜଙ୍ଗ ବ୍ଲକ ଚଟୁଆ ପଞ୍ଚାୟତ ପୋଖରିଆପଡା…
Read More...

ପ୍ରଭୁ ରାମଙ୍କ ମନ୍ଦିର ପାଇଁ ଭୂମିପୂଜା ଅବସରରେ ଜାଣନ୍ତୁ କ’ଣ ରହିଛି ଏହି ବସ୍ତ୍ରର ବିଶେଷତ୍ୱ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାର ସ୍ୱପ୍ନ ସତ ହୋଇଛି। ସାରା ଦେଶରେ ଏଥିପାଇଁ ଖୁସିର ଲହରୀ ଖେଳି ଯାଇଛି। ୧୨ଟା ପରେ ଶୁଭ ମୁହୂର୍ତରୁ ପୂଜା ଆରମ୍ଭ ହୋଇସାରିଛି। ଭୂମି ପୂଜା ପାଇଁ ପ୍ରଭୁ ରାମଙ୍କର…
Read More...

ସୁନ୍ଦର ଝୋଟି ଓ ଫୁଲରେ ସଜ୍ଜିତ ହୋଇଛି ଅଯୋଧ୍ୟାର ଗର୍ଭଗୃହ ; ଏହି ସ୍ଥାନରେ ବୈଦିକ ରୀତିରେ ପ୍ରଧାନମନ୍ତ୍ରୀ କରୁଛନ୍ତି…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ପ୍ରଭୁ ରାମଙ୍କ ମନ୍ଦିର ପାଇଁ ଭୂମି ପୂଜା ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ଏଥିପାଇଁ ରାମ ଜନ୍ମଭୂମି ପରିସରରେ ଗର୍ଭଗୃହସ୍ଥଳକୁ ଖୁବ ସୁନ୍ଦର ଭାବେ…
Read More...

ଅଗଷ୍ଟ ୭ ଓ ୮ଭବାନୀପାଟଣା ସହର ସଟଡ଼ାଉନ

ଭବାନୀପାଟଣା : କଳାହାଣ୍ଡି ଜିଲା ଭବାନୀପାଟଣାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କାରଣରୁ ଅଗଷ୍ଟ ୭ ଓ ୮ ତାରିଖ ଦୁଇଦିନ ଧରି ଭବାନୀପାଟଣା ସହରକୁ ସଡ୍ ଡାଉନ କରାଯାଇଛି ବୋଲି ବୁଧବାର…
Read More...

ପ୍ରଭୁ ରାମଙ୍କ ମନ୍ଦିର ପାଇଁ ଭୂମି ପୂଜା : ଜାଣନ୍ତୁ ହନୁମାନଗଡ଼ୀର ମହତ୍ୱ , ପ୍ରଭୁ ରାମଙ୍କୁ ଦର୍ଶନ କରିବା ପୂର୍ବରୁ…

ନୂଆଦିଲ୍ଲୀ : ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ଭୂମି ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ଆଉ କିଛି ସମୟର ଅପେକ୍ଷା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଭୂମି ପୂଜା ଓ ମନ୍ଦିରର ଶିଳାନ୍ୟାସ…
Read More...

ଆଜି ପ୍ରଭୁରାମଙ୍କ ମନ୍ଦିରର ଭୂମି ପୂଜା ; କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅଯୋଧ୍ୟା ଅଭିମୁଖେ ବାହାରିସାରିଛନ୍ତି…

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଲକ୍ଷ୍ନୌ ଅଭିମୁଖେ ବାହାରି…
Read More...

ସଡକ ଦୁର୍ଘଟଣାରେ ଏକ ମୃତ ୪ଆହତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବାଣପୁର-ବାଲୁଗାଁ ବାଇପାସ ନିକଟ ପାରିକଂସାରୀ ଛକରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ…
Read More...