ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବରିଷ୍ଠ ରାଜନେତା ପ୍ରଣବ ମୁଖାର୍ଜୀଙ୍କୁ ଅର୍ପଣ କଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଆଜି ଅପରାହ୍ନ ସମୟରେ ଦିଲ୍ଲୀର ଲୋଧୀ ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସତ୍କାର କରାଯିବ। ପ୍ରାୟ ୧୨ଟା ସମୟରେ ତାଙ୍କର ପ୍ରାର୍ଥିବ ଶରୀରର ଶେଷ ଦର୍ଶନ କରାଯିବ।…
Read More...

କଦଳୀ ବୃକ୍ଷର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ

କଦଳୀ ବୃକ୍ଷ ଖୁବ ପବିତ୍ର ବୋଲି ମାନ୍ୟତା ରହିଛି। ଅନେକ ଧାର୍ମିକ କାର୍ଯ୍ୟରେ ଏହାକୁ ପ୍ରୟୋଗ କରାଯାଏ। ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ କଦଳୀ ପ୍ରସାଦ ଭାବେ ମଧ୍ୟ ଅର୍ପଣ କରାଯାଏ। କଦଳୀର ପତ୍ରରେ ଭୋଗ ମଧ୍ୟ ବଣ୍ଟା…
Read More...

ଆଳୁ ମଟର ପୁଲାଉ

ଆବଶ୍ୟକ ସାମଗ୍ରୀ ଅରୁଆ ଚାଉଳ – ୨କପ ( ବତୁରାଇ ରଖନ୍ତୁ) ମଟର – ୧କପ ଆଳୁ – ୧କପ ଗାଜର - ଅଧ କପ କଞ୍ଚାଲଙ୍କା -୨ଟି ( କଟା ହୋଇଥିବା) ଗୋଲମରିଚ - ଅଳ୍ପ ତେଜପତ୍ର - ଅଳ୍ପ ଗୁଜୁରାତି - ଅଳ୍ପ ଲବଙ୍ଗ – ୪ଟି…
Read More...

୫ କୋଟି ମୂଲ୍ୟର ସିଂହାସନ ଚୋରି ହୋଇଥିବା ଅଭିଯୋଗ

ଏହା ସଭିଁଙ୍କୁ ଜଣା ଦେଶ ସ୍ୱାଧୀନ ହେବା ପୂର୍ବରୁ ଭାରତରେ ରାଜାଙ୍କ ଶାସନ ରହିଥିଲା। ୧୯୪୭ ମସିହା ପରେ ରାଜା ଶାସନ ବ୍ୟବସ୍ଥା ଶେଷ ହୋଇଥିଲା। ମାତ୍ର ବର୍ତ୍ତମାନ ମଧ୍ୟ ରାଜ ପରିବାର ସମ୍ପତିକୁ ନେଇ କଳହ ଲାଗି ରହିଛି…
Read More...

ସ୍ୱପ୍ନଶାସ୍ତ୍ର ଅନୁଯାୟୀ ପୂର୍ବପୁରୁଷ ସ୍ୱପ୍ନରେ ଦେଇଥାଆନ୍ତି ଏହି ସଙ୍କେତ

ସ୍ୱପ୍ନକୁ ଆମ ଜୀବନର ଏକ ଅଂଶ ବୋଲି କୁହାଯାଏ। ଲୋକେ ରାତିରେ ଶୋଇବା ସମୟରେ ଅଧିକାଂଶ ସ୍ୱପ୍ନ ଦେଖିଥାଆନ୍ତି। ସ୍ୱପ୍ନ ଶାସ୍ତ୍ରରେ ପ୍ରତ୍ୟେକ ସ୍ୱପ୍ନର ଅର୍ଥ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହା ଦ୍ୱାରା ବ୍ୟକ୍ତିଙ୍କ…
Read More...

ଗୋଟିଏ ଘରୁ ପରିବାରର ୩ ଜଣଙ୍କ ଜଳନ୍ତା ମୃତଦେହ ଜବତ ; ହତ୍ୟା ସନ୍ଦେହ

ଆଗ୍ରା : ଉତ୍ତରପ୍ରଦେଶର ଆଗ୍ରାରେ ଗୋଟିଏ ଘରୁ ସୋମବାର ସକାଳେ ୩ଟି ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ମୃତକ ମାନେ ସମ୍ପର୍କରେ ବାପା,ମା ଓ ଗୋଟିଏ ପୁଅ ବୋଲି କୁହାଯାଉଛି। ମୃତ ବ୍ୟକ୍ତି ଜଣଙ୍କର ଅର୍ଥାତ ଘରର ମାଲିକ…
Read More...

ଜୟନ୍ତରା ଗ୍ରାମରେ ଶୁଖିଲା ଖାଦ୍ୟସାମଗ୍ରୀ ବଣ୍ଟନ

ଯାଜପୁର : ଚଳିତ ବର୍ଷ ବୈତରଣୀ ନଦୀର ପ୍ରବଳ ବନ୍ୟାରେ ଯାଜପୁର ଜିଲା ପ୍ରଭାବିତ ହୋଇଛି। ଦଶରଥପୁର ବ୍ଲକ ସ୍ଥିତ ଜୟନ୍ତରା ମହାପାତ୍ର ସାହିର ପାଖାପାଖି ୬୦ ଘର ବାହ୍ୟଜଗତରୁ ବିଚ୍ଛିନ୍ନ ହେବା ସହ ୪ ଦିନ ହେବ ଜଳମଗ୍ନ ହୋଇ…
Read More...

ହୀରାକୁଦରେ ହ୍ରାସ ପାଉଛି ଜଳ ପତ୍ତନ ; ୩୬ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ହୀରାକୁଦ: ହୀରାକୁଦ ଡ଼୍ୟାମର ଜଳ ପତ୍ତନ ହ୍ରାସ ପାଉଛି। ଡ଼୍ୟାମର ଆଉ ୪ଟି ଗେଟ ବନ୍ଦ ହୋଇଥିବା ବେଳେ ଡ଼୍ୟାମରୁ ସକାଳ ୮ଟାରୁ ୩୬ଟି ଗେଟ ଦେଇ ଜଳ ନିଷ୍କାସନ ଚାଲୁଛି। ଡ଼୍ୟାମର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ…
Read More...

ପ୍ରାତଃ ଭ୍ରମଣ ହେଲା କାଳ ; ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

ଗଞ୍ଜାମ : ଗଞ୍ଜାମ ଜିଲାର ଆସିକା ଥାନା ଅନ୍ତର୍ଗତ ମୁଆପାଲିର ନଡ଼ା ଫାଣ୍ଡି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସୋମବାର ଜଣାପଡ଼ିଛି। ଏକ ଅଜଣା ଗାଡ଼ି ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ୨ ଜଣ…
Read More...

କେଶକୁ ସାମ୍ପୁ କରିବା ପୂର୍ବରୁ ଏହି ୫ଟି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

କେଶକୁ ସଫା ରଖିବା ନିତ୍ୟାନ୍ତ ଜରୁରୀ। କେଶ ସଫା ପାଇଁ ସାମ୍ପୁର ବ୍ୟବହାର ସାଧାରଣ କଥା । ମାତ୍ର ଭୁଲ ପ୍ରଣାଳୀରେ ସାମ୍ପୁ କରିବା ଦ୍ୱାରା କେଶ ପାଇଁ ଏହା କ୍ଷତିକାରକ ହୋଇଥାଏ। ଜାଣନ୍ତୁ .... ସାଧାରଣ ଭାବେ କେଶ ସଫା…
Read More...

ବାଲେଶ୍ବରର ବନ୍ୟା ପ୍ଲାବିତ ଅଞ୍ଚଳକୁ ପରିଦର୍ଶନ କଲେ ବରିଷ୍ଠ ସଚିବଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତି

ବାଲେଶ୍ବର : ବାଲେଶ୍ବର ଜିଲ୍ଲାର ବିଭିନ୍ନ ବନ୍ୟା ପ୍ଲାବିତ ଅଞ୍ଚଳକୁ ରାଜ୍ୟ ସରକାରଙ୍କ ବରିଷ୍ଠ ସଚିବ ବିଶାଳ ଦେବ୍ ପରିଦର୍ଶନ କରିଛନ୍ତି । ସଚିବଙ୍କ ସମେତ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ପ୍ରଶାସନିକ…
Read More...

ତୁଳସୀର ଏଭଳି ଚମତ୍କାରୀ ଗୁଣ ବିଷୟରେ ଜାଣିଛନ୍ତି କି ?

ତୁଳସୀର ସ୍ୱାସ୍ଥ୍ୟ ଉପକାରୀ ବହୁ ଗୁଣ ରହିଛି। ଅନେକ ରୋଗକୁ ଏହା ଶରୀରରୁ ଦୂରେଇ ରଖେ। ଏହାସହ ତ୍ୱଚା ପାଇଁ ମଧ୍ୟ ଏହା ଖୁବ ଲାଭଦାୟକ। ଜାଣନ୍ତୁ ଏହା ଆଶ୍ଚର୍ଯ୍ୟଜନକ ଲାଭ.... ତୁଳସୀରେ ବହୁ ପୋଷକ ତତ୍ତ୍ୱ ରହିଛି।…
Read More...

ଦେଶୀ ଘିଅ କଷା ମଟନ

ଆବଶ୍ୟକ ସାମଗ୍ରୀ ମଟନ – ୫୦୦ ଗ୍ରାମ ଘିଅ – ୧କପ ରୁ କମ ଦହି – ୧କପ ରୁ କମ କଟା ପିଆଜ – ୩ଟି ପେଷା ଟମାଟୋ – ୧ଟି କଞ୍ଚା ଲଙ୍କା – ୨ଟି ଗରମ ମସଲା – ୧ ଚାମଚ ଧନିଆ ଗୁଣ୍ଡ – ଅଳ୍ପ ମିଟ ମସଲା – ଅଳ୍ପ କଟା…
Read More...

କରୋନାକୁ ଅଣଦେଖା ; ଜାକଜମକ ପୂଜା ସହ ଲୋକେ ପାଳନକଲେ ଗଣେଶ ଭସାଣ

ଭୁବନେଶ୍ୱର : ସାରା ରାଜ୍ୟରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିସାରିଛି। ଏହାର କବଳରୁ ନିଜକୁ ରକ୍ଷା ସୁରକ୍ଷିତ ରଖିବା ପାଇଁ ସରକାର ବିଭିନ୍ନ ନିୟାବଳୀ ଲାଗୁ କରିଛନ୍ତି। ଦୀର୍ଘ ୫ ମାସ ହେବ ସାରା ରାଜ୍ୟ ତଥା…
Read More...

କରୋନାକୁ ହରାଇଲେ ୧୧୦ ବର୍ଷୀୟ ବୃଦ୍ଧ ମହିଳା

କେରଳ : କେରଳରେ ଜଣେ ୧୧୦ ବର୍ଷୀୟ ବୃଦ୍ଧ ମହିଳା କରୋନା ଭୂତାଣୁକୁ ହରାଇ ସୁସ୍ଥ ହୋଇଛନ୍ତି। ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଡ଼ାକ୍ତରଙ୍କ ସୂଚନା ଅନୁଯାୟୀ, ଉକ୍ତ ମହିଳା ଜଣଙ୍କ…
Read More...

୧ ଲକ୍ଷ ଟପିଲା କରୋନା ପଜିଟିଭ ସଂଖ୍ୟା ; ଆଜି ରାଜ୍ୟରୁ ୩ ହଜାର ୦୧୪ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ୩ ହଜାର ୦୧୪କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୬୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧୪୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।…
Read More...

ହୀରାକୁଦରେ କମୁଛି ଜଳସ୍ତର , ଯାଜପୁର ବରୀ ବ୍ଲକକୁ ଦିଆଯାଇଛି ସ୍ୱତନ୍ତ୍ର ଧ୍ୟାନ ; ଏସଆରସି

ଭୁବନେଶ୍ୱର : ଆଜି ଭୋରରୁ ହୀରାକୁଦରେ ଜଳ ପ୍ରବେଶ କମିବା ଆରମ୍ଭ କରିଛି। ହୀରାକୁଦରେ ଜଳ ପ୍ରବେଶ ଆଗକୁ ଆହୁରି କମିବା ଆଶା କରାଯାଉଛି। ମୁଣ୍ଡୁଳିରେ ସର୍ବାଧିକ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ, କାଲି ମଧ୍ୟାନ୍ନ…
Read More...

ମହାନଦୀ ବନ୍ୟାଜଳରେ ବୁଡ଼ିଲା ଅଂଶୁପା ହ୍ରଦ ପାର୍କ

କଟକ : ମୁଣ୍ଡଳୀରେ ହୀରାକୁଦର ପାଣି ପହଞ୍ଚିବା ପରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।ନରାଜଠାରେ ମହାନଦୀରେ ବିପଦ ସଙ୍କେତ ଠାରୁ ଉପରେ ବନ୍ୟାଜଳ ପ୍ରବାହିତ ହେବା ସହ ଦୟା, ଭାଗର୍ବି, କୁଶଭଦ୍ରା, ଚିତତ୍ରୋତ୍ପଳା ସମେତ…
Read More...

ଫ୍ରାଏ ଆଇସକ୍ରିମ

ଆବଶ୍ୟକ ସାମଗ୍ରୀ ଭାନିଲା ଆଇସକ୍ରିମ – ୨କପ ଚକୋଲେଟ ସିରଫ – ୩ ଚାମଚ ଆଇସକ୍ରିମ ସ୍କୁପ – ଆବଶ୍ୟକ ପରିମାଣରେ କଣ୍ଣଫ୍ଲୋର – ୨କପ ତେଲ – ଆବଶ୍ୟକ ଅନୁଯାୟୀ ମଇଦା – ୩ ଚାମଚ ଚେରି – ଅଳ୍ପ ପ୍ରସ୍ତୁତି ପ୍ରଣାଳୀ…
Read More...

ରାତିରେ ଖାଲିପେଟରେ ଶୋଇଲେ ହୋଇଥାଏ ଏହି ସମସ୍ୟା

ଅନେକ ସମୟରେ କାମ ପ୍ରଭାବ ହେଉ, ଥକ୍କାପଣ, କିମ୍ବା ରାଗ କାରଣରୁ ଲୋକେ ରାତି ସମୟରେ ଖାଦ୍ୟ ନଖାଇ ଖାଲିପେଟରେ ଶୋଇ ଯାଆନ୍ତି। କିଛି ଲୋକେ ମୋଟାପଣ ବୃଦ୍ଧି ଯୋଗୁଁ ରାତିରେ ଖାଦ୍ୟ ଖାଇନଥାଆନ୍ତି। ମାତ୍ର ଏହା ସ୍ୱାସ୍ଥ୍ୟ…
Read More...

ବାସ୍ତୁ ଉପାୟ : ଚାଲିବା ଅବସ୍ଥାରେ ଆଦୌ ପିନ୍ଧନ୍ତୁ ନାହିଁ ଅଳଙ୍କାର

ପ୍ରତ୍ୟେକ ଇଚ୍ଛା କରିଥାଆନ୍ତି ତାଙ୍କ ଜୀବନରେ ସର୍ବଦା ହସଖୁସି ରହୁ। ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ସେମାନେ ଦିନରାତି ଚେଷ୍ଟା କରିବା ସହ ପରିଶ୍ରମ ମଧ୍ୟ କରନ୍ତି। ମାତ୍ର କେତେକ ସମୟରେ ବିଭିନ୍ନ ଛୋଟ ବଡ଼ ସମସ୍ୟା…
Read More...

କୁକୁର ନେଉଛି ବର୍ଷା ପାଣିର ମଜା ; ଭିଡ଼ିଓ ଭାଇରାଲ

ଅନେକ ସମୟରେ ସୋସିଆଲ ମିଡ଼ିଆରେ ଏପରି ମଜାଳିଆ ଭିଡ଼ିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଥାଏ। ଯାହାକୁ ଦେଖି ସଭିଁଙ୍କ ମନ ଖୁସି ହୋଇଯାଏ। ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ଭିଡ଼ିଓରେ ଦେଖାଯାଉଛି ଏକ…
Read More...

ବାଙ୍କୀ ଗୟଳବାଙ୍କରେ ଘାଇ : ଅନେକ ସ୍ଥାନ ଜଳମଗ୍ନ

ଭୁବନେଶ୍ୱର/ କଟକ : ମହାନଦୀ ଅବବାହିକା ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାସହ ଉପକୂଳ ଜିଲାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ହୀରାକୁଦର ୪୬ଟି ଗେଟ ଖୋଲା ରହିଛି। ଏହାକୁ ଦୃଷ୍ଟିରେ…
Read More...

ଉତ୍ତରପ୍ରଦେଶର ଆଉ ଜଣେ ମନ୍ତ୍ରୀ ସତୀଶ ମାହାନା କରୋନା ପଜିଟିଭ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ସରକାରର ମନ୍ତ୍ରୀମଣ୍ଡଳର ଆଉ ଜଣେ ମନ୍ତ୍ରୀ ସତୀଶ ମାହାନା କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି। ମନ୍ତ୍ରୀ ନିଜେ ଟ୍ୱିଟ କରି ସେ କରୋନା ପଜିଟିଭ ବୋଲି ଜଣାଇଛନ୍ତି। ସେ ଟ୍ୱିଟ କରି…
Read More...

ଯାଜପୁରରେ ବନ୍ୟା ସ୍ଥିତି : ଶହ ଶହ ଗ୍ରାମ ପାଣି ଘେରରେ

ଭୁବନେଶ୍ୱର / ଯାଜପୁର: ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଆସନ୍ତା କାଲି ସକାଳ ୫ଟା ସୁଦ୍ଧା ମୁଣ୍ଡଳୀରେ ହୀରାକୁଦ ପାଣି ପହଞ୍ଚିବ। ବର୍ତ୍ତମାନ ମୋଟ ୪୪ଟି ଗେଟ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି…
Read More...

ରାଜ୍ୟରେ ଆଜି ୩ ହଜାର୨୫୨ କରୋନା ପଜିଟିଭ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ ଆଜି ୩ ହଜାର୨୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୮୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୨୬୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।…
Read More...

ଲୁଟେରା ଖସିବା ପରେ ମାଲିକ ଖାଇଲେ ମାଡ଼

ବିହାରର ନାଲନ୍ଦାରେ ଲୁଟର ଶିକାର ହୋଇଥିବା ଯୁବକକୁ ହିଁ ଲୁଟେରା ଭାବି ନିସ୍ତୁକ ମାଡ଼ ହୋଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମଧ୍ୟ ଉତ୍ତେଜନା ଥମି ନଥିଲା। ଲୋକେ ପୁଲିସ ଉପରେ ମଧ୍ୟ ଆକ୍ରମଣ…
Read More...

ମାତିଛନ୍ତି ଦଲାଲ; ବନ୍ୟାରେ ସାଧାରଣ ଲୋକଙ୍କୁ ପୋଲ ପାର କରିବାକୁ ନେଉଛନ୍ତି ପାଉଣା

ବାଲେଶ୍ୱର : ପୁଣି ଥରେ ମାନବିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାସ୍ତାରେ ବନ୍ୟାଜଳ ପ୍ରବାହିତ ଯୋଗୁ ମଟର ସାଇକେଲ ପାର କରିଦେବାକୁ ଅର୍ଥ ନେଉଥିବା ଜଣାପଡ଼ିଛି। ସାମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ଲୋକ ମାନଙ୍କର…
Read More...

୧୦୦ ବର୍ଷ ତଳର କେକ୍‍ ; ଆଜି ମଧ୍ୟ ରହିଛି ସତେଜ

କେକ୍‍ ର ନାଁ ଶୁଣିବା ମାତ୍ରେ ସଭିଁଙ୍କ ପାଟିରେ ପାଣି ଆସିଯାଏ। କାରଣ ଏହାର ସ୍ୱାଦ ଏଭଳି ଯେ ସଭିଏଁ ନଖାଇ ରହିପାରନ୍ତି ନାହିଁ। ମାତ୍ର ଆପଣ ଏଭଳି ଏକ କେକ୍‍ ବିଷୟରେ ଜାଣନ୍ତି କି ଯାହା ୧୦୦ ବର୍ଷ ତଳର ପୁରୁଣା। କଥାଟା…
Read More...

ତ୍ୱଚା ପାଇଁ ବ୍ୟବହାର କରନ୍ତୁ ବେସନ, ନିମପତ୍ର ଗୁଣ୍ଡ, ଗୋଲାପ ଜଳ

ତ୍ୱଚାର ଚମକ ବୃଦ୍ଧି କରିବା ପାଇଁ , ଗୋରା ରଙ୍ଗ କରିବାକୁ ବଜାରରେ ବିଭିନ୍ନ ପ୍ରସାଧନ ସାମଗ୍ରୀ ବିକ୍ରି ହେଉଛି। ମାତ୍ର ସେ ସମସ୍ତ ଜିନିଷରେ କେମିକାଲର ମାତ୍ରା ଥିବାରୁ ଏହାକୁ ଅଧିକ ବ୍ୟବହାର କରିବା ଅନୁଚିତ। ଏହାସହ…
Read More...

ବେସର ଇଲିସି

ଆବଶ୍ୟକ ସାମଗ୍ରୀ ଇଲିସି ମାଛ – ୭୦୦ ଗ୍ରାମ ଅଦା ରସୁଣ ବଟା – ୪ ଚାମଚ ସୋରିଷ ବଟା – ୨ ଚାମଚ ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ ଲୁଣ – ଆବଶ୍ୟକ ପରିମାଣରେ ଜିରା ଗୁଣ୍ଡ –…
Read More...

ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି : ଅନେକ ଅଞ୍ଚଳ ଜଳମଗ୍ନ

ଭୁବନେଶ୍ୱର : ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏନେଇ ସୂଚନା ଦେଇଛନ୍ତି। ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଆଦି ନଦୀରେ…
Read More...

ମଧୁମେହ ରୋଗୀମାନେ ଏହି ଦିଗ ପ୍ରତି ଧ୍ୟାନ ରଖନ୍ତୁ

ମଧୁମେହ ରୋଗୀଙ୍କୁ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବା ଆବଶ୍ୟକ। ଖାଦ୍ୟପେୟର ସଠିକ ଧ୍ୟାନ ନରଖିବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଇଥାଏ। ମାତ୍ର ମଧୁମେହ ରୋଗୀଙ୍କ ପାଇଁ ରକ୍ତରେ ଶର୍କରାର ମାତ୍ରା…
Read More...

ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ମହିଳା

ବିହାର : ବିହାର ଭାଗଲପୁରରେ ଏକ ଅଭାବୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଜଣେ ମହିଳା ନିଜ ପ୍ରେମିଙ୍କ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ, ଉକ୍ତ ମହିଳାଙ୍କ ଜଣଙ୍କ ନିଜ…
Read More...

ରାଜ୍ୟରେ ରେକର୍ଡ଼ ଭାଙ୍ଗୁଛି କରୋନା : ଆଜି ସର୍ବାଧିକ ୩ ହଜାର ୬୮୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ରେକର୍ଡ଼ ଭାଙ୍ଗୁଛି କରୋନା। ଆଜି ୩୦ ଜିଲାରୁ ସର୍ବାଧିକ ୩ ହଜାର ୬୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୪୧ଚିହ୍ନଟ ହୋଇଥିବା ବେଳେ…
Read More...

ସିଲିଣ୍ଡର ସହ ଘରକୁ ଆସିଲା ସାପ : ଲୋକେ ଭୟଭୀତ

ଗ୍ୟାସ ସିଲିଣ୍ଡର ଘରକୁ ଘର ବିତରଣ ହେବା ସାଧାରଣ କଥା । ମାତ୍ର ଆପଣ ଗ୍ୟାସ ଟାଙ୍କି ରଖିବା ସମୟରେ ସାବଧାନତା ଅବଲମ୍ବନ କରିବା ମଧ୍ୟ ଆବଶ୍ୟକ। କାରଣ ସିଲିଣ୍ଡର ସହ ସାପ ମଧ୍ୟ ଆସିପାରେ। ଏଭଳି ଏକ ଘଟଣା ହରିୟାଣାର…
Read More...

ସୁବର୍ଣ୍ଣପୁରରେ ବନ୍ୟା ପରିସ୍ଥିତି ; ତଳିଆ ଅଞ୍ଚଳ ଜଳମଗ୍ନ

ଭୁବନେଶ୍ୱର / ସୁବର୍ଣ୍ଣପୁର : କିଛି ଦିନରେ ବର୍ଷା ଲାଗି ରହିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି। ସୁବର୍ଣ୍ଣପୁରର ବିଭିନ୍ନ ପଞ୍ଚାୟତରେ ମହାନଦୀର ବନ୍ୟାଜଳ ପ୍ରବେଶ କରିଛି। ହୀରାକୁଦ ଗେଟ…
Read More...

ଜାଣତରେ ଅଜାଣରେ ହେଉଥିବା ଏହି ଭୁଲ ପାଇଁ ଅଯଥାରେ ହୋଇଥାଏ ଟଙ୍କା ଖର୍ଚ୍ଚ

ଅଧିକାଂଶ ଲୋକେ ଆବଶ୍ୟକ ପରିମାଣରେ ଟଙ୍କା ସଞ୍ଚୟ ନକରିପାରୁଥିବାରୁ ଚିନ୍ତିତ ରହିଥାଆନ୍ତି। ଏହାସହ ଘରେ ମଧ୍ୟଟଙ୍କା ପଇସାର ଅଭାବ ଦେଖାଯାଇଥାଏ। ବିନା କାରଣରେ ଅଯଥା ଖର୍ଚ୍ଚ ମଧ୍ୟ ହୋଇଥାଏ। ଆର୍ଥିକ ସମସ୍ୟା…
Read More...

ୱେଜ ରିଭିଜନ୍ ଫଇସଲା ନେଇ ସିଆଇଟିୟୁ ପକ୍ଷରୁ ଦାବି ପତ୍ର ପ୍ରଦାନ

ବଲାଣି : କେନ୍ଦୁଝର ଜିଲା ରାଷ୍ଟ୍ରାୟତ ଉଦ୍ୟୋଗ ଭାରତୀୟ ଇସ୍ପାତ ପ୍ରାଧିକାରଣ(ସେଲ୍) ଅନ୍ତର୍ଗତ ବଲାଣି ଲୌହ ଖଣିର ସିଆଇଟିୟୁ ସହ ସହବନ୍ଧିତ କେନ୍ଦୁଝର ମାଇନିଂ ୱାର୍କର୍ସ ୟୁନିୟନ୍ ପକ୍ଷରୁ ଦୀର୍ଘ ବର୍ଷ ଧରି ଲମ୍ବୀତ…
Read More...

ବର୍ଷାରେ ଭାଙ୍ଗିଲା ଘର ; ଯୁବକ ଗୁରୁତର

ରାଉରକେଲା: ଲଗାଣବର୍ଷା ଯୋଗୁ ରାଉରକେଲା ସହର ଏବଂ ବସ୍ତି ଅଂଚଳରେ ନାହିଁ ନଥିବା ଅସୁବିଧା ସୃଷ୍ଟି ହେଇଛି। ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ଅମରନାଥ ବସ୍ତିରେ ଘର ଭାଙ୍ଗିବା ଫଳରେ ଗୋଟିଏ ପରିବାରର ୨ ଜଣ ଆହତ…
Read More...

ରୂପାରେ ଝଲସିବ ଶ୍ରୀମନ୍ଦିର ଦ୍ୱାର

ପୁରୀ : କଥାରେ ଅଛି କାଳିଆ ସୁନା। ମାତ୍ର ଏବେ ଜଗତରନାଥ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିରର ଦ୍ୱାର ରୂପାରେ ଝଲସିବ ବୋଲି ଗୁରୁବାର ଜଣାପଡ଼ିଛି।ଶ୍ରୀମନ୍ଦିରର ଦ୍ୱାରରେ ଥିବା ୩ଟି ମୁଖ୍ୟ କବାଟରେ ପ୍ରଥମେ ରୂପା ଛାଉଣୀ…
Read More...

ଅସ୍ତ୍ରୋପଚାରର ଏକ ମାସ ପରେ ମହିଳାଙ୍କ ପେଟରୁ ବାହାରିଲା ତଉଲିଆ

ବିହାର: ବିହାରର ଗୟା ଅଂଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଅସ୍ତ୍ରୋପଚାରର ଏକ ମାସ ପରେ ଜଣେ ମହିଳାଙ୍କ ପେଟରୁ ଏକ ତଉଲିଆ ବାହାରିଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଡ଼ାକ୍ତର ଅସ୍ତ୍ରୋପଚାର ସମୟରେ…
Read More...

ଦୋବଲରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ଭଦ୍ରକ ଜିଲ୍ଲାପାଳ

ଦୋବଲ: ଭଦ୍ରକରେ ଲଗାଣ ବର୍ଷା ଯୋଗୁଁ ଧମାନଗର ବ୍ଲକ ଦୋବଲ ଅଞ୍ଚଳର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବୈତରଣୀ ଓ ତାହାର ଶାଖା ଗେଙ୍ଗୁଟି ନଦୀର ସ୍ଥିତି ଉଦବେଗଜନକ ରହିଛି । ଅଧିକ ବର୍ଷା ହେତୁ ତଳିଆ ଅଞ୍ଚଳରେ…
Read More...

ଘରକୁ ଆସୁଛି ନୂଆ ଅତିଥି : ସୋସିଆଲ ମିଡ଼ିଆରେ ଫଟୋ ସେୟାର କଲେ ବିରାଟ , ଅନୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପିତା ହେବାକୁ ଯାଊଛନ୍ତି। ସେ ସୋସିଆଲ ମିଡ଼ିଆରେ ନିଜ ପତ୍ନୀ ବଲିଉଡ଼ର ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ସେ…
Read More...

ଭଟ୍ଟାରିକା ମନ୍ଦିରରେ ପ୍ରବେଶ କଲା ବନ୍ୟାଜଳ ; ମା’ଙ୍କ ପ୍ରତିମାକୁ କରାଗଲା ସ୍ଥାନାନ୍ତର

କଟକ : ମହାନଦୀରେ ପ୍ରବାହିତ ବନ୍ୟାଜଳ ପ୍ରସିଦ୍ଧ ମହାମାୟା ମା’ଭଟ୍ଟାରିକାଙ୍କ ମନ୍ଦିରରେ ପ୍ରବେଶ କରିଛି। ଫଳରେ ମନ୍ଦିରଟି ଜଳମଗ୍ନ ହୋଇ ରହିଛି। ଗତକାଲି ରାତି ପ୍ରାୟ ୧ଟା ସମୟରେ ମନ୍ଦିରକୁ ଭିତରକୁ ଏହି ବନ୍ୟାଜଳ…
Read More...

୩୦ ହଜାର ଟଙ୍କା କିଲୋ ପ୍ରତି ବିକ୍ରି ହୋଇଥାଏ ଭାରତର ଏହି ପରିବା : ବିଦେଶରେ ମଧ୍ୟ ରହିଛି ଏହାର ଚାହିଦା

ଆପଣ ଜାଣନ୍ତି କି ଦେଶ ଓ ଦୁନିଆରେ ସବୁଠାରୁ ମହଙ୍ଗା ପରିବା କ’ଣ ? ଭାରତର ସବୁଠାରୁ ମହଙ୍ଗା ଏହି ପରିବା ହିମାଳୟ ଠାରୁ ମିଳିଥାଏ। ଭାରତର ଏହି ପରିବା ସାରା ଦୁନିଆର ଏହାର ଖୁବ ଚାହିଦା। ଆପଣଙ୍କୁ ଏହି ପରିବା ଏକ…
Read More...

ମା’ଲକ୍ଷ୍ମୀଙ୍କ କୃପା ପାଇଁ ନିଶ୍ଚୟ କରନ୍ତୁ ଏହି ଉପାୟ

ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଦେବୀ ଲକ୍ଷ୍ମୀଙ୍କର ବହୁ ରୂପ ରହିଛି। ଘରର ମହିଳା ତାଙ୍କର ଏକ ରୂପ ବୋଲି କୁହାଯାଏ। ଯେଉଁ ଘରେ ଗୃହର ଲକ୍ଷ୍ମୀ ପ୍ରସନ୍ନ ଓ ଖୁସି ରୁହନ୍ତି ସେଠାରେ ଦେବୀ ଲକ୍ଷ୍ମୀଙ୍କ କୃପା ସର୍ବଦା…
Read More...

ଚିକେନ ଟିକ୍କା

ଆବଶ୍ୟକ ସାମଗ୍ରୀ ଚିକେନ – ୫୦୦ ଗ୍ରାମ ( ବୋନଲେସ୍ ) ଦହି – ୧କପ କ୍ରିମ – ୧କପ ଗୋଲମରିଚ ଗୁଣ୍ଡ – ଅଳ୍ପ ଗରମ ମସଲା ଗୁଣ୍ଡ – ଅଳ୍ପ ଚାର୍ଟ ମସଲା – ଅଳ୍ପ ଜିରା ଗୁଣ୍ଡ – ଅଳ୍ପ ଲୁଣ – ଆବଶ୍ୟକ ପରିମାଣରେ…
Read More...

୨ ବାଘଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ; ଭିଡ଼ିଓ ଭାଇରାଲ

ରାଜସ୍ଥାନ : ରାଜସ୍ଥାନର ସବାଇ ମାଧୋପୁରରେ ରାନଥାମବୋରେ ଜାତୀୟ ଉଦ୍ୟାନରେ ଦୁଇଟି ବାଘ ପରସ୍ପର ମଧ୍ୟ ଝଗଡ଼ା କରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ଦୁଇ ବାଘ ମଧ୍ୟରେ ହୋଇଥିବା ଏହି ଲଢେଇକୁ ଜଣେ…
Read More...

ଚୋରି ଜିନିଷ ଉଦ୍ଧାର ; ୪ ଗିରଫ

ଫୁଲନଖରା : ଜାତୀୟ ରାଜପଥ ନିର୍ମାଣ କାର୍ୟ୍ୟରେ ବ୍ୟବହୃତ ଧାତବ ସାମଗ୍ରୀ ଚୋରି କରିବା ଅଭିଯୋଗରେ ସଦର ଥାନା ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ସଦର ଥାନା ଗୋପାଳପୁର ଅଧିନ ଡିହସାହି ଗ୍ରାମର…
Read More...

ଖାଦ୍ୟ ଖାଇପାରୁନାହାଁନ୍ତି ଆକାଶ ;ପ୍ଲାଷ୍ଟିକଖାଦ୍ୟ ନଳୀରେ ବିତିଲାଣି ଏଗାର ବର୍ଷ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ କୋଡାଶିଙ୍ଗା ଗ୍ରାମର ଚକ୍ରଧର ବେହେରାଙ୍କ ଏଗାର ବର୍ଷ ତଳେ ଗୋଟିଏ ଶିଶୁପୁତ୍ର ଜନ୍ମ ହୋଇଥିଲା।ମାତ୍ର ଜନ୍ମରୁ ପିଲାର ଖାଦ୍ୟନଳୀ ନଥିବାରୁ ବାପା/ମାଆ କଟକ ମେଡିକାଲ…
Read More...

ବର୍ଷା ଓ କରୋନାରୁ ରକ୍ଷା ପାଇଁ ଏଭଳି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ବର୍ତ୍ତମାନ ଚାରିଆଡ଼େ କରୋନା ମହାମାରୀ ସଭିଁଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିସାରିଛି। ଏହାସହ କିଛି ଦିନ ହେବ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ତେଣୁ ଏଭଳି ସମୟରେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାକୁ ଆବଶ୍ୟକ।…
Read More...

ନଖ ଜଣାଇଥାଏ ଏହି ରହସ୍ୟ

ସଭିଏଁ ନଖକୁ ସୁନ୍ଦର କରି ରଖିଥାଆନ୍ତି। ଏହା ପ୍ରାୟ ଆପଣ ଦେଖିଥିବେ। ମାତ୍ର ନଖର ଆକାର ଓ ଏହାର ରଙ୍ଗ ଆପଣଙ୍କର ଆର୍ଥିକ ସ୍ଥିତି, ସ୍ୱଭାବ ବିଷୟରେ ବହୁ କିଛି ଜଣାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନଖ ସହ ଜଡ଼ିତ କିଛି…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ନୌରେ କାକୋରୀ ଥାନା ଅନ୍ତର୍ଗତ ଅଂଚଳରେ ଏକ ମର୍ମନ୍ତୁଦ ସଡ଼କ ଘଟିଥିବା ବୁଧବାର ଜଣାପଡ଼ିଛି। ୨ଟି ବସ ପରସ୍ପର ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି। ଚାଳକ ସମେତ ୪…
Read More...

ପାଖର ପଂଚାୟତରେ କିରୋସିନି ଯୋଗାଣକୁ ନେଇ ଉତ୍ତେଜନା

ଗଡ଼ମଧୁପୁର  : ଯାଜପୁରର ଧର୍ମଶାଳା ବ୍ଲକ ପାଖର ପଂଚାୟତରେ କିରୋସିନି ଉଠାଣ ଓ ଯୋଗାଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପାଖର ପଂଚାୟତର ରିଟେଲର ରଘୁନାଥ ପୃଷ୍ଟି ଗତ ସୋମବାର ପାଖର ଗ୍ରାମରେ କିରୋସିନି ବଣ୍ଟନ ପାଇଁ…
Read More...

ଚିତାବାଘ ଆକ୍ରମଣରେ ଛଅ ବର୍ଷର ଶିଶୁ ମୃତ

ଆସାମ : ଆସାମର ଗୌହାଟିରେ ଗୋଟିଏ ଚିତାବାଘ ଆକ୍ରମଣରେ ଏକ ୬ ବର୍ଷର ଛୁଆର ମୃତ୍ୟୁ ହୋଇଛି। ଗୌହାଟିର ମାଲୀଗାଁ ଅଂଚଳରେ ପିଲାଟି ନିଜ ସାଙ୍ଗମାନଙ୍କ ସହ ବାହାରେ ଖେଳୁଥିବା ସମୟରେ ହଠାତ ଚିତାବାଘଟି ଆକ୍ରମଣ କରିଦେଇଥିଲା।…
Read More...

ମହାରାଷ୍ଟ୍ରରେ କୋଠା ଭୁଷୁଡ଼ି ଘଟଣା ;୨୪ ଘଣ୍ଟା ପରେ ଜୀବିତ ଅବସ୍ଥାରେ ଉଦ୍ଧାର ହେଲେ ମହିଳା

ମହାରାଷ୍ଟ୍ର : ମହାରାଷ୍ଟ୍ରର ରାୟଗଡ଼ରେ ପାଞ୍ଚ ମହଲା କୋଠା ଭୁଷୁଡ଼ିବା ଘଟଣା ୩୬ ଘଣ୍ଟାରୁ ଅଧିକ ସମୟ ବିତି ସାରିଛି। ମାତ୍ର ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ମଧ୍ୟ ଜାରି ରହିଛି। ଗତକାଲି ରାତିରେ ଜଣେ ମହିଳାଙ୍କୁ ଜୀବିତ…
Read More...

ପଶ୍ଚିମବଙ୍ଗରେ ଭୂ-କମ୍ପ ଝଟକା : ରିକ୍ଟର ସ୍କେଲରେ ତିବ୍ରତା ୪.୧

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ଦୁର୍ଗାପୁରରେ ବୁଧବାର ସକାଳେ ଭୂ-କମ୍ପର ଝଟକା ଅନୁଭବ ହୋଇଛି। ପ୍ରାୟ ସକାଳ ୭ଟା ୫୪ ମିନିଟରେ ଭୂ-କମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୧ ରେକର୍ଡ଼ କରାଯାଇଛି। ମାତ୍ର…
Read More...

କୋରା ପନିର ପକୋଡ଼ା

ଆବଶ୍ୟକ ସାମଗ୍ରୀ ପାଉଁରୁଟି – ୧୨ଟି କ୍ଷୀର – ୨କପ ତେଲ – ଆବଶ୍ୟକ ପରିମାଣରେ କୋରା ପନିର – ୧କପ କଟା ପିଆଜ – ୨ଟି କଟା କଞ୍ଚା ଲଙ୍କା – ୨ଟି ଲୁଣ – ଆବଶ୍ୟକ ପରିମାଣରେ ଚାର୍ଟ ମସଲା ସସ – ଆବଶ୍ୟକ ପରିମାଣରେ…
Read More...

କମଳାର ରହିଛି ଏହି ଚମତ୍କାରୀ ଗୁଣ

- ସଠିକ ଭାବେ ଖାଦ୍ୟ ହଜମ ହୋଇଥାଏ। - ଗ୍ୟାସଟିକ ସମସ୍ୟା ଥିଲେ, ଖାଦ୍ୟ ଭଲ ଭାବେ ହଜମ ହୋଇ ନଥିଲେ କମଳା ଖାଇଲେ ଖୁବ ଲାଭ ମିଳେ। - ଭିଟାମିନ ସି ଥିବାରୁ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇଥାଏ। ମୁହଁ ପାଇଁ…
Read More...

ରାସ୍ତା ପାଇଁ ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ , ଚାଲିଗଲା ନବଜାତକର ଜୀବନ

ଯାଜପୁର : ରାସ୍ତା ପାଇଁ ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ ଚାଲିଗଲା ନବଜାତକର ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଯାଜପୁର ଜିଲା ବରୀ ବ୍ଲକ ଜୋରକୂଳ ଗାଁ ଦଳିତ ସାହିରେ ଘଟିଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ଜୋରକୂଳ ଗାଁର…
Read More...

ପେଟ୍ରୋଲପମ୍ପରେ ମ୍ୟାନେଜରଙ୍କୁ ଆକ୍ରମଣ : ୬୦ ହଜାର ଟଙ୍କା ଲୁଟ

ବାଲେଶ୍ୱର : ଚାନ୍ଦିପୁର ରାସ୍ତାରେ ଥିବା ସ୍ୱପ୍ନା-ଚାନ୍ଦି ପେଟ୍ରୋଲପମ୍ପରେ ପଶି ମ୍ୟାନେଜରଙ୍କୁ ଆକ୍ରମଣ ସହ ଟଙ୍କା ଲୁଟ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ପ୍ରାୟ ୬୦ ହଜାର ଲୁଟ ସହ ଲୁଟେରାମାନେ ସିସିକ୍ୟାମେରା ଭାଙ୍ଗି…
Read More...

ଯାତ୍ରା କରିବା ପୂର୍ବରୁ ଏହି ବାସ୍ତୁ ଟିପ୍ସ ପ୍ରତି ଧ୍ୟାନ ଦିଅନ୍ତୁ

ବାସ୍ତୁଶାସ୍ତ୍ରରେ କୌଣସି କାର୍ଯ୍ୟରେ ଯାତ୍ରା କରିବା ପୂର୍ବରୁ ସେଥିରେ ସଫଳତା ପ୍ରାପ୍ତି କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହାର ପାଳନ କଲେ  ଯାତ୍ରାକୁ ମଙ୍ଗଳକାରୀ ଓ ସଫଳ କରି ହୋଇଥାଏ। ଏଥିପାଇଁ କିଛି କଥା…
Read More...

ମାଲକାନଗିରିରେ ୟୁରିଆ ଅଭାବ, ୭ ହଜାର ମେଟ୍ରିକ ଟନ୍‍ ମଧ୍ୟରୁ ଆସିଛି କେବଳ ୫୭୩୮.୧୯୫ ମେଟ୍ରିକ ଟନ୍‍

ମାଲକାନଗିରି : ମାଲକାନଗିରି ଜିଲାରେ ବନ୍ୟାପରିସ୍ଥିତିରେ ବିଭିନ୍ନ ଅଂଚଳର ଚାଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବର୍ତମାନ ୟୁରିଆ ସାର ଅଭାବ ଦେଖା ଦେଇଛିା ସାର ଅଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ୟୁରିଆ ସଂଗ୍ରହ ନିମନ୍ତେ…
Read More...

ସ୍କୁଲରେ ଅଜଗର : ଲୋକେ ଭୟଭୀତ

ଉତ୍ତରପ୍ରଦେଶ : ପିଲାମାନେ ପାଠ ପଢିବା ପାଇଁ ବିଦ୍ୟାଳୟ ଯାଆନ୍ତି। ମାତ୍ର ସାପ ବର୍ତ୍ତମାନ ବିଦ୍ୟାଳୟ ଯାଉଛି। କଥା ଆଶ୍ଚର୍ଯ୍ୟ ଲାଗୁଛି। ଘଟଣାକ୍ରମେ ସାପ ଏକ ଏଭଳି ଜନ୍ତୁ ଯାହାକୁ ଦେଖି ଭୟଭୀତ ହେବା ସାଧାରଣ କଥା।…
Read More...

ଏହି ଟ୍ରେନରେ ଯାତ୍ରା କରିବେ କି ? ଟିକେଟର ମୂଲ୍ୟ ୧୮ ଲକ୍ଷ : ଜାଣନ୍ତୁ ଏହାର କାରଣ

ମହାରାଜା ଏକ୍ସପ୍ରେସର ଯାତ୍ରା ଦୁନିଆର ସବୁଠାରୁ ଦାମୀ ଓ ମହଙ୍ଗା ଟ୍ରେନ ଯାତ୍ରା ବୋଲି କୁହାଯାଏ। ଏହାର ବ୍ୟବସ୍ଥା ବଡ଼ ବଡ଼ ମହଙ୍ଗା ହୋଟେଲ ଠାରୁ ମଧ୍ୟ ଅତି ଉନ୍ନତ ବୋଲି କୁହାଯାଏ। ଏହି ଟ୍ରେନରେ ଯାତ୍ରୀମାନଙ୍କୁ ରାଜା…
Read More...

ମହାରାଷ୍ଟ୍ରର ରାୟଗଡ଼ରେ କୋଠା ଭୁଷୁଡ଼ିବା ଘଟଣା ; ଟ୍ୱିଟ କରି ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମହାରାଷ୍ଟ୍ର : ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ପାଞ୍ଚ ମହଲା ବିଶିଷ୍ଟ କୋଠାଘର ଭୁଷୁଡ଼ିବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଟ୍ୱିଟ କରିଛନ୍ତି। ସେ ଟ୍ୱିଟ କରି ଜଣାଇଛନ୍ତି ,…
Read More...

ପ୍ରଭୁ ହନୁମାନଙ୍କ ଏହି ଫଟୋ ଦେଇଥାଏ ଅନେକ ସମସ୍ୟାରୁ ମୁକ୍ତି

ସଭିଁଙ୍କ ପୂଜା ଘରେ ପ୍ରଭୁ ହନୁମାନଙ୍କ ଫଟୋ ରହିଛି। ମାତ୍ର ପ୍ରଭୁଙ୍କର ପଞ୍ଚମୁଖୀ ଅବତାର ଥିବା ଫଟୋ ଗୃହର କେଉଁ ସ୍ଥାନରେ ଲଗାଇଲେ କି ଫଳ ପ୍ରାପ୍ତି ହୋଇଥାଏ, ତାହା ହୁଏତ ସଭିଏଁ ଜାଣି ନଥିବେ। ଜାଣନ୍ତୁ ଏ ବିଷୟରେ…
Read More...

ପିଜୁଳିର ଏଭଳି ଉପକାରୀ ଗୁଣ ବିଷୟରେ ଜାଣିଛନ୍ତି କି ?

ପିଜୁଳିରେ ଆଣ୍ଟିଅକ୍ସିଡ଼ାଣ୍ଟ ,ମିନେରାଲସ ଭରପୁର ମାତ୍ରାରେ ରହିଛି, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ ଅଟେ। ଏଥିରେ ଭିଟାମିନ ସି ରହିଛି। ଏହା ଏକ ଉତ୍ତମ ଓ ସ୍ୱାସ୍ଥ୍ୟହିତକାରୀ ଫଳ ଅଟେ। ଏଥିରେ ରୋଗ ପ୍ରତିରୋଧକ…
Read More...

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ -୧୯ ପରୀକ୍ଷଣ ଅଭିଯାନ : ରାଉରକେଲାରେ ଗଡ଼ିଲା ସଞ୍ଜିବନୀ ରଥ

ରାଉରକେଲା : କୋଭିଡ ୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ବହୁବିଦ୍ଧ ପଦକ୍ଷେପ ନିଆଯାଉଥିବା ବେଳେ ଏବେ ଜିଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ -୧୯…
Read More...

ବାରମ୍ବାର ଦାବି ପରେ ପୁଣି ଗ୍ରାମବାସୀ ନିଜେ ତିଆରିକଲେ ଗ୍ରାମ ପାଇଁ କାଠପୋଲ

ଫୁଲବାଣୀ : ବାରମ୍ବାର ଦାବି ପରେ ପୁଣି ଗ୍ରାମବାସୀ ଗ୍ରାମ ପାଇଁ ନିଜେ କାଠପୋଲ ତିଆରି କରିଛନ୍ତି। ଏଭଳି ଘଟଣା କୋଟଗଡ ବ୍ଲକ ଅପହଞ୍ଚ ରଡିଗୁମା ପଂଚୟାତର ଜୁଡ଼ାବାଲି ଓ ନୁଆସାହି ଅଂଚଳରେ ଦେଖିବାକୁ ମିଳିଛି। ସୂଚନା…
Read More...

ଗଞ୍ଜେଇ ଜବତ ଘଟଣାରେ ଜଣେ ଗିରଫ, ୨୨କେଜି ଗଂଜେଇ ଜବତ

ବେଗୁନିଆ : ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଧଳାପଥର ଫାଣ୍ଡି ଅଧିନସ୍ଥ ଅଞ୍ଚଳରେ ଗଞ୍ଜେଇ ଜବତ ଘଟଣାରେ ଜଣଙ୍କୁ ଗିରଫକରାଯାଇଥିବା ସହ ୨୨କେଜି ଗଂଜେଇ ଜବତ କରାଯାଇଛି। ସମ୍ପୃକ୍ତ ଘଟଣାରେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ…
Read More...

ଧଳା କେଶକୁ କଳା କରିବାରେ ଦେଶୀ ଘିଅର ବ୍ୟବହାର

କେଶର ସଠିକ ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ମାତ୍ର କେଶ ରଙ୍ଗ ଧଳା ହେବା ପୁରୁଷ ହେଉ ଅଥବା ମହିଳା ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା। ମୁଖ୍ୟତଃ କମ ବୟସରେ କେଶ ରଙ୍ଗ ଧଳା ହେବା ଅନ୍ୟ ଏକ ପ୍ରଧାନ ସମସ୍ୟା। ଭୁଲ…
Read More...

କିଲୋ ପ୍ରତି ୧୨୦୦ ଏହି ପରିବାର ମୂଲ୍ୟ ; ୨ ଦିନ ମଧ୍ୟରେ ଖାଇବା ଆବଶ୍ୟକ

ପନିପରିବା ପ୍ରତ୍ୟେକଙ୍କ ଘରର ଏକ ନିତ୍ୟାବଶ୍ୟକ ଜିନିଷ। ମାତ୍ର ଅଧିକରୁ ଅଧିକ ବିଭିନ୍ନ ପ୍ରକାର ପରିବାର ମୂଲ୍ୟ କିଲୋ ପ୍ରତି ୧୦୦ ଶୁଣିଥିବେ। ମାତ୍ର କିଲୋ ପ୍ରତି ୧୨୦୦ ଟଙ୍କା ଏକ ପରିବା ବିଷୟରେ ଜାଣିଛନ୍ତି କି ?…
Read More...

ପଥର ତଳେ ଚାପି ହୋଇ ଜେସିବି ଚାଳକ ସମେତ ୩ ମୃତ

ଉତ୍ତରାଖଣ୍ଡ : ଟିହରୀ ଅଂଚଳରେ କାମ କରି ଫେରୁଥିବା ସମୟରେ ୩ ଜଣ ଶ୍ରମିକଙ୍କ ପଥର ତଳେ ଚାପି ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଟିହରୀ ଅଂଚଳରେ କାମ କରୁଥିବା ସମୟରେ ଜେସିବି ଚାଳକ ସମେତ ୩ ଜଣ ଶ୍ରମିକଙ୍କର ମୃତ୍ୟୁ…
Read More...

ଖାଦ୍ୟ ସାମଗ୍ରୀର ପ୍ୟାକେଟରେ ଆସିଥାଏ କରୋନା ଭାଇରସ!

ବର୍ତ୍ତମାନ ସାରା ବିଶ୍ୱ ପାଇଁ କରୋନା ମହାମାରୀ ଏକ ମୁଖ୍ୟ ସମସ୍ୟା ପାଲଟି ସାରିଛି। ତେବେ କିଭଳି ଭାବେ କରୋନା ଠାରୁ ନିଜକୁ ଦୂରେଇ ରଖିବେ ସେନେଇ ବିଭିନ୍ନ ପ୍ରକାର ନିୟମାବଳୀ ମଧ୍ୟ ଲାଗୁ କରାଯାଇଛି।ଏଭଳି କେତେକ…
Read More...

ସ୍ୱାସ୍ଥ୍ୟ ପାଇଁ ଭିଟାମିନ ସିର ଆବଶ୍ୟକତା

ଭିଟାମିନକୁ ଆମ ଶରୀର ଆପେ ଆପେ ପ୍ରସ୍ତୁତ କରିନଥାଏ, ବରଂ କେତେକ ନିର୍ଦ୍ଦିଷ୍ଟ ଖାଦ୍ୟରୁ ହିଁ ଶରୀରକୁ ଭିଟାମିନ ସି ମିଳିଥାଏ। ଭିଟାମିନ ସି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ଏହା ଶରୀରକୁ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା…
Read More...

ବାର ଅନୁଯାୟୀ ବ୍ୟବହାର କରନ୍ତୁ ଫେସ ପ୍ୟାକ

ସୁନ୍ଦର ଓ ସୁସ୍ଥ ତ୍ୱଚା ପାଇଁ ସଭିଁଙ୍କ ଇଚ୍ଛା। ଘରେ ମଧ୍ୟ ଆପଣ ନିଜ ତ୍ୱଚାର ଯତ୍ନ ନେଇ ପାରିବେ। ତ୍ୱଚାକୁ ଉଜ୍ଜ୍ୱଳ ଓ ଗୋରା କରିପାରିବେ। ଜାଣନ୍ତୁ କିଛି ସହଜ ଉପାୟ ବିଷୟରେ ଯାହାକୁ ବାର ଅନୁଯାୟୀ ବ୍ୟବହାର କରିବେ…
Read More...

ସୁଆଦିଆ ଚଟପଟ ମଟନ

ଆବଶ୍ୟକ ସାମଗ୍ରୀ ମଟନ – ୫୦୦ ଗ୍ରାମ ତେଲ – ଆବଶ୍ୟକ ପରିମାଣରେ କଟା ପିଆଜ – ୩ଟି ଆଳୁ – ୩ଟି ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ- ଆବଶ୍ୟକ ପରିମାଣରେ ଲୁଣ – ଆବଶ୍ୟକ ପରିମାଣରେ ଗୋଟା ମସଲା –…
Read More...

ବିଲେଇଙ୍କୁ ହତ୍ୟା କରୁଛି କିଏ ?

ମୁମ୍ବଇ : ମୁମ୍ବଇର ସଟେ ଥାନା ଅନ୍ତର୍ଗତ ଧୋବନ୍ଦରରେ ହିଲ ଗାର୍ଡ଼ନ ବଙ୍ଗଲୋ ନାମ ସୋସାଇଟ ନିକଟ ଅଂଚଳରେ ଗତ କିଛି ଦିନ ମଧ୍ୟରେ ୧୯ଟି ବିଲେଇଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଲାଗି ରହିଥିବାରୁ…
Read More...

ଆଶା କର୍ମୀଙ୍କ ୧୦ ଲକ୍ଷ ଟଙ୍କା ହଡପ ଅଭିଯୋଗ

ବରଗଡ଼ : ବରଗଡ଼ ଜିଲା ଅନ୍ତର୍ଗତ ଝାରବନ୍ଧ ବ୍ଲକର ଡଭାଭ ସି ଏଚ ସି ଅଧିନରେ କାର୍ୟ୍ୟରତ ୭୨ ଜଣ ଆଶାକର୍ମୀଙ୍କ ୫ ମାସର ପ୍ରୋତ୍ସାହନ ରାଶି (ଇନଟେନସିଭ ଟଙ୍କା) ପାଖାପାଖି ୧୦ ଲକ୍ଷ ଟଙ୍କା ହଡପ ହୋଇଯାଇଥିବା ଅଭିଯୋଗ ହୋଇଛି।…
Read More...

କରୋନାକୁ ହରାଇଲେ ୧୦୩ ବର୍ଷୀୟ ବୃଦ୍ଧ

କେରଳ : ବର୍ତମାନ କରୋନା ମହାମାରୀ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ବହୁ ଲୋକେ ଏଥିରେ ମୃତ୍ୟୁ ବରଣ କରୁଛନ୍ତି। ମାତ୍ର ଜଣେ ୧୦୩ ବର୍ଷୀୟ ଜଣେ ବୃଦ୍ଧ କରୋନାକୁ ମାତ୍ ଦେଇଛନ୍ତି। ସେ କରୋନାରେ ପୀଡ଼ିତ ଥିଲେ ଓ…
Read More...

ସ୍ୱାମୀ ଓ ୨ ଛୁଆଙ୍କ ହତ୍ୟା ପରେ ମହିଳା ଡ଼ାକ୍ତରଙ୍କ ଆତ୍ମହତ୍ୟା ଅଭିଯୋଗ

ନାଗପୁର : ମହାରାଷ୍ଟ୍ରର ନାଗପୁର ଏକ ଅଭାବନୀୟ ଘଟଣା ଘଟିଥିବା ବୁଧବାର ଜଣାପଡ଼ିଛି। ଜଣେ ମହିଳା ଡ଼ାକ୍ତର ନିଜ ସ୍ୱାମୀ ଓ ୨ ଛୁଆଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳା ଡ଼ାକ୍ତରଙ୍କ ସ୍ୱାମୀ…
Read More...

ହାତୀପଲଙ୍କ ଉପଦ୍ରବ ; ଘର ଭାଙ୍ଗିବା ସହ ନଷ୍ଟ କଲେ ଧାନ ଫସଲ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲାର ଭରସୁଆଁ ଓ ଜରଡ଼ା ଅଂଚଳରେ ୧୦ ଟିକିଆ ହାତୀପଲଙ୍କ ଉତ୍ପାତ ଜାରି ରହିଥିବା ବୁଧବାର ଜଣାପଡ଼ିଛି। ହାତୀମାନେ ୩ଟି ଘର ଭାଙ୍ଗିବା ସହ ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି। ଏହାସହ କୋଇଡ଼ା ଅଂଚଳରେ…
Read More...

ରାଶି ଅନୁଯାୟୀ କରନ୍ତୁ ଏପରି ପୂଜାର୍ଚ୍ଚନା : ମିଳିବ ଶୁଭଫଳ

ମେଷ: ଏହି ରାଶିର ବ୍ୟକ୍ତିମାନଙ୍କ ମନ ସର୍ବଦା ଚଞ୍ଚଳ ରୁହେ। ଏଥିପାଇଁ ଏହି ରାଶିର ଲୋକମାନେ ହନୁମାନଙ୍କୁ ପୂଜା କରିବା ଉଚିତ। ପୂଜା ସମୟରେ ଲାଲ ରଙ୍ଗର ଫୁଲ ବ୍ୟବହାର କରନ୍ତୁ। ବୃଷ: ଏହି ରାଶିର ବ୍ୟକ୍ତିମାନେ ଜିଦିଆ…
Read More...

ମଙ୍ଗଳକାରୀ ଓ ବିଘ୍ନହର୍ତ୍ତା ପ୍ରଭୁ ଗଣେଶ : ଜାଣନ୍ତୁ ଏହି ମହତ୍ୱପୂର୍ଣ୍ଣ କଥା

ଭାଦ୍ରବ ମାସର ଶୁକ୍କ ପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ଭାବେ ପୂଜା କରାଯାଇଥାଏ। ଚଳିତ ବର୍ଷ ଗଣେଶ ପୂଜା ଅଗଷ୍ଟ ୨୨ ତାରିଖରେ ପାଳନ ହେଉଛି। ଯେକୌଣସି ଶୁଭ କାର୍ୟ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଭୁ ଗଶେଣଙ୍କର ପୂଜା…
Read More...

ପ୍ରଭୁ ଗଣେଶଙ୍କ ପୂଜାରେ ଆପଣାନ୍ତୁ ଏହି ଉପାୟ

‘’ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ ନିର୍ବିଘ୍ନଂ କୁରୁମେ ଦେବ ସର୍ବକାର୍ଯ୍ୟେଷୁ ସର୍ବଦା’’। ଭାଦ୍ରବ ମାସର ଶୁକ୍କ ପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ଭାବେ ପୂଜା କରାଯାଇଥାଏ। ପ୍ରଭୁ ଶ୍ରୀଗଣେଶ ଆମ…
Read More...

ପ୍ରଥମ ପୂଜ୍ୟ ପ୍ରଭୁ ବିଘ୍ନହର୍ତ୍ତା ; ଜଡ଼ିତ ରହିଛି ଏହି ପୌରାଣିକ କଥା

ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀରେ ଶ୍ରୀଗଣେଶଙ୍କ ପୂଜା ପାଳନ କରାଯାଇଥାଏ। ଚଳିତ ବର୍ଷ ଗଣେଶ ପୂଜା ଅଗଷ୍ଟ ୨୨। ହିନ୍ଦୁ ଧର୍ମରେ ବହୁ ଦେବାଦେବୀଙ୍କୁ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥାଏ।…
Read More...

ଚଳିତ ବର୍ଷ ଗଞ୍ଜାମରେ ପାଳନ ହେବନି ଗଣେଶ ପୂଜା

ଗଞ୍ଜାମ : ଗଞ୍ଜାମରେ ଚଳିତ ବର୍ଷ ଗଣେଶ ପୂଜା ପାଳନ କରାଯିବ ନାହିଁ। କୋଭିଡ କଟକଣା ଭିତରେ ଗଂଜାମ ଜିଲା ରହିଥିବା କାରଣରୁ ଜିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି। ଅତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ…
Read More...

ପୁଣି ମାଓବାଦୀଙ୍କ ପୋଷ୍ଟର ; ମାଓ ସଂଗଠନର ବନ୍ଦ ଡାକରାକୁ ସଫଳ କରିବାକୁ ପୋଷ୍ଟରରେ ଉଲ୍ଲେଖ

କନ୍ଧମାଳ : ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ଫିରିଙ୍ଗିଆ ଥାନା ଅନ୍ତର୍ଗତ ପୋକାରୀ ଘାଟିରେ ଗଛକାଟି ରାସ୍ତା ଅବରୋଧ କରିବା ସହ ପୋଷ୍ଟର ମାରିଛନ୍ତି । ଏହାସହ ଆଜି ଠାରୁ ମାଓ ସଂଗଠନର ବନ୍ଦ ଡାକରାକୁ…
Read More...

ସାପ ଖାଉଥିଲା ମୂଷା ; ଦଂଶନରେ ଚାଲିଗଲା ଯୁବକଙ୍କ ଜୀବନ , ଜାଣନ୍ତୁ କିପରି …..

ଉନ୍ନାଓ : ଖାଦ୍ୟ ଖାଇବା ସମୟରେ କାହାରିକୁ ମଧ୍ୟ ହଇରାଣ କରିବା ଉଚିତ ନୁହେଁ। ସେ ମନୁଷ୍ୟ ହୁଅନ୍ତୁ ଅଥବା ଜୀବଜନ୍ତୁ। ନଚେତ ଏହାର କୁପରିମାଣ ଭୋଗ କରିବାକୁ ପଡ଼ିଥାଏ। ଏଭଳି ଏକ ଘଟଣା ଉତରପ୍ରଦେଶର ଉନ୍ନାଓ ଜିଲାରେ…
Read More...

ଦଳେଇପୁଟରେ ପୁଣି ବୋମାମାଡ

ଖୋର୍ଦ୍ଧା: ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଦଳେଇପୁଟ ଗାଁରେ ପୁଣି ବୋମା ମାଡ଼ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ଗାଁର ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ପୁଣି ଦୁଇଟି ବୋମା ମାଡ଼ ହୋଇଛି। ଏଥିରେ କେହି…
Read More...

କେକ୍ ଖାଇବା ସମୟରେ ନାକରୁ ବାହାରିଲା ୨ ବର୍ଷ ପୂର୍ବେ ପଶିଥିବା ଖେଳାନା ଅଂଶ ; ବାପା ମାଆ ଆଶ୍ଚର୍ଯ୍ୟ

ନ୍ୟୁଜିଲ୍ୟାଣ୍ଡ : ପିଲାମାନେ ଖେଳିବା ସମୟରେ ସାଧାରଣତଃ କିଛି ନା କିଛି ଜିନିଷ ପାଟି କିମ୍ବା ନାକ ଭିତରେ ଭର୍ତି କରି ଦେଇଥାଆନ୍ତି। ଏପରି ହିଁ ଏକ ଘଟଣା ନ୍ୟୁଜିଲ୍ୟାଣ୍ଡର। ଏଠାରେ ଗୋଟିଏ ପିଲା ଖେଳୁଥିବା ସମୟରେ ନିଜ…
Read More...

ଟଙ୍କା ଲୁଟ ବିଫଳ ; ଦୁର୍ବୃତ ଜାଳିଲେ ଏଟିଏମ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ଅନ୍ତର୍ଗତ କଲେଜ ରୋଡ଼ରେ ଦୁର୍ବୃତମାନେ ଏଟିଏମକୁ ଜାଳି ଦେଇଥିବା ମଙ୍ଗଳବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ କଲେଜ ରୋଡ଼ରେ ଥିବା ଏସବିଆଇ ଏଟିଏମରୁ ଟଙ୍କା ଲୁଟ କରିବା ସମୟରେ ବିଫଳ…
Read More...

ବସ ଷ୍ଟାଣ୍ଡରେ ସିଂହ କରୁଛନ୍ତି ଗଧ ଶିକାର ; ଭିଡ଼ିଓ ଭାଇରାଲ

ଗୁଜୁରାଟ : ସିଂହ ଶିକାର କରୁଥିବା ଦୃଶ୍ୟର ଭିଡ଼ିଓ ଅନେକ ଥର ଦେଖିଥିବେ। ମାତ୍ର ଜନବସତି ଅଂଚଳକୁ ଆସି ସିଂହ ଶିକାର କରିଥିବା ଦୃଶ୍ୟ ଏବେ ଖୁବ ଭାଇରାଲ ହେଉଛି। ଗୁଜୁରାଟର ଆମ୍ରେଲି ଜଙ୍ଗଲ ଠାରୁ ୨୦ କିମି ଦୂରରେ ଅବସ୍ଥିତ…
Read More...

ମୁମ୍ବଇ କ୍ରାଉଫୋର୍ଡ଼ର ବଜାରରେ ଅଗ୍ନିକାଣ୍ଡ

ମୁମ୍ବଇ : ମୁମ୍ବଇର  କ୍ରାଉଫୋର୍ଡ଼ର ଏକ ବଜାରରେ ବଜାରରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣାସ୍ଥଳରେ ଦମକଳ ଗାଡ଼ି ପହଂଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଛି। ଏଯାବତ…
Read More...

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର ; ୨ ମୃତ , ୨ ଗୁରୁତର

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଜିଙ୍କିରିଆ ଛକ ଠାରେ ସୋମବାର ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।…
Read More...

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ

ଭୁବନେଶ୍ୱର : ସୋମବାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହାସହ କହିଛନ୍ତି ମୁଁ ସୁସ୍ଥ ଅଛି , ନିକଟରେ…
Read More...

ରାସ୍ତାରେ ଥିବା କାରରେ ପଶିଲା ସାପ ; ଆଉ ତା’ପରେ…..

ବିହାର : ସାପର ନାଁ ଶୁଣିବା ମାତ୍ରେ ଭୟଭୀତ ହେବା ସାଧାରଣ କଥା। କାରରେ ଲୋକେ ବସିଥିବା ଅବସ୍ଥାରେ ହଠାତ ଯଦି ଏକ ବିଷଧର ସାପ ତା’ମଧ୍ୟକୁ ପଶିଯାଏ। ତେବେ ଘଟଣାଟିକୁ କଳ୍ପନା କଲେ ମଧ୍ୟ ଭୟରେ ଲୋମ ଟାଙ୍କୁଠି ଉଠିଥାଏ।…
Read More...

ରାସ୍ତା କଡ଼ରେ ବେଂଚ ତଳେ ଥିଲା କୁମ୍ଭୀର ; ଲୋକେ ଭୟଭୀତ

ଗୁଜୁରାଟ : ଗୁଜୁରାଟରେ ଗତ ୩ ଦିନ ହେବ ପ୍ରବଳ ବର୍ଷା ଯୋଗୁ ସହରରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ସୁରଟରେ ବନ୍ୟାର ପରିସ୍ଥିତି ଦେଖା ଦେଇଥିବା ବେଳେ ବଡ଼ୋଦରା ସହର ଭିତରେ ପାଣି ପଶିଯାଇଛି।ବର୍ଷା ଫଳରେ ରାସ୍ତାଘାଟ…
Read More...