www.samajalive.in
Saturday, December 6, 2025
15.1 C
Bhubaneswar

କମଳାର ରହିଛି ଏହି ଚମତ୍କାରୀ ଗୁଣ

– ସଠିକ ଭାବେ ଖାଦ୍ୟ ହଜମ ହୋଇଥାଏ।
– ଗ୍ୟାସଟିକ ସମସ୍ୟା ଥିଲେ, ଖାଦ୍ୟ ଭଲ ଭାବେ ହଜମ ହୋଇ ନଥିଲେ କମଳା ଖାଇଲେ ଖୁବ ଲାଭ ମିଳେ।
– ଭିଟାମିନ ସି ଥିବାରୁ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇଥାଏ।
ମୁହଁ ପାଇଁ ଲାଭଦାୟକ –
ମୁହଁ ପାଇଁ ମଧ୍ୟ କମଳା ଖୁବ ଲାଭଦାୟକ ଅଟେ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ମୁହଁର ସମସ୍ତ ଦାଗକୁ ଦୂର କରିବା ସହ ଉଜ୍ୱଳ ମଧ୍ୟ କରିଥାଏ। ଏହାକୁ ଖାଇବା ସହ ଏହାର ଚୋପାକୁ ମଧ୍ୟ ଶୁଖାଇ ପେଷି ଲଗାଇ ପରିବେ।
କୋଲେଷ୍ଟ୍ରୋଲ କମ କରିଥାଏ –
ଏହାକୁ ଖାଇବା ଦ୍ୱାରା କୋଲେଷ୍ଟ୍ରୋଲ ସ୍ତର ସଠିକ ରହିଥାଏ। ଫଳରେ ହୃଦୟ ଜନିତ ସମସ୍ୟା ଦୂର ହୋଇଥାଏ।
ବିଭିନ୍ନ ରୋଗରୁ ରକ୍ଷା କରିଥାଏ –
କମଳାରେ ଭିଟାମିନ ସି ରହିଛି, ଯାହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡ଼ାଣ୍ଟ ଭାବେ କାର୍ୟ୍ୟ କରିଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗରୁ ମଧ୍ୟ ରକ୍ଷା କରିଥାଏ।
ଏସିଡ଼ିଟି ଭଳି ସମସ୍ୟାରୁ ମୁକ୍ତି ମିଳିବା ସହ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories