ନିର୍ମାଣଧୀନ କୋଠା ଭୁଷୁଡ଼ି ୨ ମୃତ ; ଅନେକ ଫସି ରହିଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି

ପଞ୍ଜାବ : ପଞ୍ଜାବର ମୋହାଲି ଜିଲାର ଡ଼େରାବାସୀ ଅଞ୍ଚଳରେ ଏକ ନିର୍ମାଣଧୀନ କୋଠା ଭୁଷୁଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକେ ଏହାତଳେ ଦବିକି ରହିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ, ଏନଡ଼ିଆରଏଫ ଟିମ ପହଞ୍ଚି…
Read More...

ବାସ୍ତୁ ଉପାୟ : ଗାଈଙ୍କୁ ରୁଟି , ପିମ୍ପୁଡ଼ିକୁ ଅଟା ଦିଅନ୍ତୁ

ସକାଳୁ ପ୍ରତିଦିନ ନିଜ ହାତର ପାପୁଲି ଦେଖନ୍ତୁ – ପ୍ରତିଦିନ ସକାଳୁ ଉଠିବା ମାତ୍ରେ ନିଜ ହସ୍ତର ପାପୁଲିକୁ ଦେଖି ଏହାକୁ ନିଜ ମୁହଁରେ ଲଗାନ୍ତୁ। ପୌରାଣିକ ମାନ୍ୟତା ଅନୁଯାୟୀ, ପାପୁଲିର ଅଗ୍ର ଭାଗ ମା’ଲକ୍ଷ୍ମୀ, ମଧ୍ୟ…
Read More...

ମହିଳା ଖୋଲିଲେ କବାଟ ; ସାପ କଲା ସ୍ୱାଗତ

ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସାମ୍ନାକୁ ଆସିଛି। ଘରୁ ବାହାରକୁ ଯାଇଥିବା  ଜଣେ ମହିଳା ନିଜ ଘରକୁ କବାଟ ଖୋଲି ପ୍ରବେଶ କରିବା ମାତ୍ରେ ଏକ ସାପ ତାଙ୍କ ମୁଣ୍ଡ ଉପରେ ପଡିଲା। ଏହି ଘଟଣା ଆମେରିକାର ମିସିସିପିର। ଉକ୍ତ…
Read More...

ଏସିଡ଼ିଟି ଦୂର କରେ ଡାଲଚିନି, ଜିରା

ଆଜିକାଲି ଏସିଡ଼ିଟି ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଅଧିକ ପରିମାଣରେ ଖାଦ୍ୟ ଖାଇ ହେଉ କିମ୍ବା କେତେକ ଖାଦ୍ୟ ଖାଇବା ଦ୍ୱାରା ସ୍ୱତଃ ଏସିଡ଼ିଟି ସୃଷ୍ଟି ହୋଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବହୁ…
Read More...

୨୪ ଘଣ୍ଟାରେ ୩୦ ଜିଲାରୁ ୪ ହଜାର ୩୪୦ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ୪ ହଜାର ପାର ହେଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୩୦ ଜିଲାରୁ ୪ ହଜାର ୩୪୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର…
Read More...

ଡ଼୍ରଗ୍ସ ଲିଙ୍କ ଘଟଣା ; ଏନସିବିର କାର୍ଯ୍ୟାଳୟରେ ହାଜିର ହେଲେ ସିମୋନ ଖମ୍ବାଟା

ମୁମ୍ବଇ : ବଲିଉଡର ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାର ଅନୁସନ୍ଧାନ କରୁଥିବା ଏନସିବି ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି।  ଡ଼୍ରଗ୍ସ ଲିଙ୍କ ଘଟଣାରେ ବହୁ ସିନେ ତାରକାଙ୍କ…
Read More...

ମନ୍ଦିର ପରିସରରୁ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ; ହତ୍ୟା ଅଭିଯୋଗ

ବ୍ରହ୍ମପୁର : ବ୍ରହ୍ମପୁରର ବଡ଼ବଜାର ଥାନା ଅନ୍ତର୍ଗତ ରାଧାକୃଷ୍ଣ ମନ୍ଦିର ପରିସରରେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଥିବା ଗୁରୁବାର ଜଣାପଡ଼ିଛି। ମୃତଦେହ ନିକଟରେ ଦୁଇଟି ଇଟା ପଡ଼ିଥିବା ସହ ଇଟାରେ ଛେଚି…
Read More...

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେଖ୍‍ ମତଲୁବ ଅଲ୍ଲୀଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେଖ୍‍ ମତଲୁବ ଅଲ୍ଲୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିଯୋଗ ହୋଇଥିବା…
Read More...

ଡିଜିଙ୍କ ସହିତ ବିଏସ୍‌ଏଫ୍ ଏଡିଜିଙ୍କ ବୈଠକ ; ସ୍ବତନ୍ତ୍ର ମାଓ ରଣନୀତି ନେଇ ଆଲୋଚନା

ଭୁବନେଶ୍ବର : ରାଜ୍ୟର ମାଓ ଅଧ୍ୟୁଷିତ ଅଞ୍ଚଳରେ ଆଗକୁ ରଣନୀତି କିଭଳି ରହିବ ସେନେଇ ମଙ୍ଗଳବାର ପୁଲିସ ମହାନିର୍ଦେଶକ ଏବଂ ବିଏସ୍ଏଫ୍‌ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି। ସମ୍ପ୍ରତି କୋଭିଡ୍‌-୧୯…
Read More...

ସୁଆଦିଆ ପଲୋଉ

ଆବଶ୍ୟକ ସାମଗ୍ରୀ ଅରୁଆ ଚାଉଳ – ୨କପ ପିଆଜ – ୨ଟି ( କଟା ହୋଇଥିବା ) ଗାଜର, ସିମଲା ଲଙ୍କା, ମଟର, ଛତୁ – ୧କପ ଅଦା ରସୁଣ ବଟା – ୨ ଚାମଚ ସୋରିଷ – ଅଳ୍ପ ଗରମ ମସଲା – ୧ ଚାମଚ ଲଙ୍କା ଗୁଣ୍ଡ – ଅଳ୍ପ ବଡ଼ ଅଳେଇଚ…
Read More...

ବାର ଅନୁଯାୟୀ ଖାଦ୍ୟରେ ସାମିଲ କରନ୍ତୁ ଫଳ , ପନିପରିବା ; ମିଳିବ ଶୁଭଫଳ

ଜ୍ୟୋତିଷ ଶାସ୍ତ୍ରରେ ଫଳ ଖାଇବା ସହ ଜଡ଼ିତ କିଛି ନିୟମ ରହିଛି। ଶାସ୍ତ୍ରରେ ଖାଦ୍ୟ ଖାଇବାର ଅଭ୍ୟାସ , ସାପ୍ତାହିକ ଭୋଜନ ବିଷୟରେ ବର୍ଣ୍ଣନା କରାଯାଇଛି। ସଭିଁଙ୍କ ଭୋଜନର ଅଭ୍ୟାସ ପାଇଁ କିଛି ନିୟମ ରହିଛି।ଜାଣନ୍ତୁ ବାର…
Read More...

ଭୋଜନ ସହ ଜଡ଼ିତ ଏହି ନିୟମ ; ଖଟରେ ବସି କରନ୍ତୁ ନାହିଁ ଭୋଜନ

ଆଧୁନିକ ଜୀବନଶୈଳୀରେ ଅନେକ ସମୟରେ ଆମେ ଖାଦ୍ୟ ଖାଇବା ନୀତିନିୟମରେ ପରିବର୍ତ୍ତନ କରିଥାଉ। ପ୍ରଥମେ ଲୋକେ ଚଟାଣରେ ଆସନ ପକାଇ ଭୋଜନ କରୁଥିଲେ। ଖାଦ୍ୟ ଖାଇବା ସମୟରେ ଅନ୍ୟ କାହା ସହ କଥାବାର୍ତ୍ତା ମଧ୍ୟ କରୁନଥିଲେ।…
Read More...

ଶରୀରକୁ ଶକ୍ତି ଯୋଗାଇବା ସହ ରୋଗରୁ ରକ୍ଷା କରେ ; ଏହି ଖାଦ୍ୟ

ପାଳଙ୍ଗ ଶାଗ – ଏଥିରେ ପ୍ରଚୁର ପରିମାଣରେ ଫାଇବର ଥିବା ସହ କ୍ୟାଲୋରୀର ମାତ୍ରା କମ ଥାଏ। ଏହାକୁ ଖାଇବା ଦ୍ୱାରା ଆମେ ଖାଉଥିବା ବିଭିନ୍ନ ପ୍ରକାରର ଫାଷ୍ଟ ଫୁଡ଼ ଖାଦ୍ୟରୁ ଶରୀରକୁ ଯାଉଥିବା କ୍ଷତିକାରକ ପଦାର୍ଥକୁ ବାହାର…
Read More...

ରାଜ୍ୟରେ ୨୪ ଘଣ୍ଟାରେ ୪ ହଜାର ୧୮୯ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ପ୍ରତିଦିନ ୪ ହଜାର ଟପୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲାରୁ ୪ ହଜାର ୧୮୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୪୫୩ ଜଣ…
Read More...

ମହିଳାଙ୍କ ହାତରୁ କଦଳୀ ଖାଉଛି ଗୁଣ୍ଡୁଚି ମୂଷା

ଲକଡ଼ାଉନ ସମୟର ଏକ ଭିଡ଼ିଓ ଖୁବ ଭାଇରାଲ ହୋଇଥିଲା ଯେଉଁଥିରେ ଏକ ଶୋଷିଲା ଗୁଣ୍ଡୁଚି ପାଣି ଯେପରି ମାଗିକି ପିଉଥିବାର ଦେଖାଯାଇଥିଲା। ଠିକ ସେହିପରି ଆଉ ଏକ ଭିଡ଼ିଓ ଏବେ ବେଶ ଭାଇରାଲ ହେଉଛି ଯେଉଁଥିରେ ଦେଖାଯାଉଛି ଜଣେ…
Read More...

୧୨୪ ବର୍ଷ ପରେ ହିମାଳୟରେ ଦେଖାଯାଇଛି ଏହି ଦୁର୍ଲ୍ଲଭ ପ୍ରଜାତିର ଫୁଲ

ଆପଣଙ୍କ ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ ଯେ ହିମାଳୟର ଅନ୍ତର୍ଗତ ଜଙ୍ଗଲରେ ୧୨୪ ବର୍ଷ ପରେ ଏକ ଦୁର୍ଲ୍ଲଭ ପ୍ରଜାତିର ଫୁଲ ଦେଖିବାକୁ ମିଳିଛି। ବୈଜ୍ଞାନିକ ମାନେ ଏହି ଫୁଲକୁ ଲିପାରିସ୍‍ ପାଇଗମା (Liparis…
Read More...

ପାଉଁରୁଟି ଚାର୍ଟ

ଆବଶ୍ୟକ ସାମଗ୍ରୀ ପାଉଁରୁଟି – ୬ ଖଣ୍ଡ ସିଝା ଆଳୁ – ୨ଟି କଟା ଟମାଟୋ – ୧ଟି ଦହି – ୧କପ ରୁ କମ ପୁଦିନା ପତ୍ର – ଅଳ୍ପ କଟା ଧନିଆ ପତ୍ର – ଅଳ୍ପ ତେନ୍ତୁଳି ଚଟଣି – ଅଳ୍ପ ( ସାମାନ୍ୟ ଚିନି ପଡ଼ିଥିବା ) ବଟର –…
Read More...

ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ ଏହି ପରିବା ଓ ଫଳ

ଲାଲ ରଙ୍ଗର ପ୍ରତ୍ୟେକ ପନିପରିବା ଓ ଫଳରେ ବହୁ ପ୍ରକାରର ଭିଟାମିନ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ବହୁ ରୋଗରୁ ରକ୍ଷା ମିଳିଥାଏ।  ଲାଲ ରଙ୍ଗର ପରିବା ଓ ଫଳରେ ମଧ୍ୟ ବହୁ ପ୍ରକାରର ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି।…
Read More...

ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ରାଶି ଅନୁଯାୟୀ ପିନ୍ଧନ୍ତୁ ପୋଷାକ

ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ରାଶି ଅନୁଯାୟୀ ଜାଣନ୍ତୁ କେଉଁ ରଙ୍ଗ ପୋଷାକ ମହିଳାଙ୍କ ପାଇଁ ଶୁଭଙ୍କର । ମେଷ ରାଶି – ଏହି ରାଶିର ମହିଳାମାନେ ଲାଲ ଓ ଗୋଲ୍ଡେନ ରଙ୍ଗର ପୋଷାକ ଧାରଣ କରିବା ଶୁଭଙ୍କର। ବୃଷ ରାଶି – ଏହି…
Read More...

ଆଜି ଓ କାଲି ହାଇକୋର୍ଟ ବନ୍ଦ

କଟକ : ଆଜି ଓ ଆସନ୍ତା କାଲି ୨ ଦିନ ଓଡ଼ିଶା ହାଇକୋର୍ଟ ବନ୍ଦ। ହାଇକୋର୍ଟର କେତେକ ବିଭାଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ଛୁଟି ଦିନରେ ହାଇକୋର୍ଟ ପରିସରକୁ ବିଶୋଧନ…
Read More...

ରୋଗୀ କରୁଥିଲେ କଥାବାର୍ତ୍ତା ; ଡାକ୍ତର କଲେ ଅସ୍ତ୍ରୋପଚାର

ରାଜସ୍ଥାନ : ଅସ୍ତ୍ରୋପଚାର କକ୍ଷର ବାହାରେ ଠିଆ ହୋଇ ପରିଜନମାନେ ରୋଗୀର ଅସ୍ତ୍ରୋପଚାର ସୁରୁଖୁରେ ହେଉ ବୋଲି ପ୍ରାର୍ଥନା କରୁଥିବା ଶୁଣିଥିବେ, ମାତ୍ର ଟେବୁଲରେ ଏକ ରୋଗୀଙ୍କ ମସ୍ତିଷ୍କ ଅସ୍ତ୍ରୋପଚାର ହେଉଥିବା ସମୟରେ…
Read More...

୩୦ ଜିଲାରୁ ୪ ହଜାର ୨୪୨ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲାରୁ ୪ ହଜାର ୨୪୨ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୫୦୩ ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୭୩୯ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ…
Read More...

ଦମ୍ପତିଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତ ଆକ୍ରମଣ ; ଲୁଟିଲେ ସୁନାଗହଣା ସହ ଟଙ୍କା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଗାଁରେ ଦୁର୍ବୃତ୍ତମାନେ ଏକ ପରିବାରର ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରି ସୁନାଗହଣା ଓ ଟଙ୍କା ଲୁଟ କରିଥିବା ସୋମବାର ଜଣାପଡ଼ିଛି।…
Read More...

ଦେଶରେ ୨୪ ଘଣ୍ଟାରେ ୮୬ ହଜାର ୯୬୧ ନୂଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ପ୍ରତିଦିନ ହଜାର ହଜାର ସଂଖ୍ୟକ ନୂଆ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଦେଶରେ ୨୪ ଘଣ୍ଟାରେ ୮୬ ହଜାର ୯୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୩୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏବେ…
Read More...

ବିଶୃଙ୍ଖଳ ଆଚରଣ ପାଇଁ ରାଜ୍ୟ ସଭାର ୮ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : ବିଶୃଙ୍ଖଳ ଆଚରଣ ପାଇଁ ରାଜ୍ୟ ସଭାର ୮ ସାଂସଦଙ୍କୁ ସୋମବାର ନିଲମ୍ବନ କରାଯାଇଛି। ରାଜ୍ୟସଭାର ମତ ଲୋଡ଼ି ଏକ ସପ୍ତାହ ପାଇଁ ଅଧ୍ୟକ୍ଷ ଭେଙ୍କିଆ ନାଇଡ଼ୁ ସାଂସଦଙ୍କୁ ନିଲମ୍ବନ କରିଛନ୍ତି। କୃଷି ବିଲ ଆଲୋଚନାରେ…
Read More...

ମୁମ୍ବଇ ନିକଟ ଭିୱାଣ୍ଡିରେ କୋଠା ଭୁଷୁଡ଼ିବା ଘଟଣା : ମୃତ୍ୟୁ ସଂଖ୍ୟା ୧୦ କୁ ବୃଦ୍ଧି , ଉଦ୍ଧାର କାର୍ଯ୍ୟ ଜାରି

ମୁମ୍ବଇ : ମହାରାଷ୍ଟ୍ରର ମୁମ୍ବଇ ନିକଟ ଭିୱାଣ୍ଡିରେ କୋଠା ଭୁଷୁଡ଼ିବା ଘଟଣା : ମୃତ୍ୟୁ ସଂଖ୍ୟା ୧୦ କୁ ବୃଦ୍ଧି ପାଇଛି। ଏହାସହ ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ମଧ୍ୟ ସ୍ଥାନୀୟଲୋକେ ଓ ଏନଡ଼ିଆରଏଫ ଟିମ ଦ୍ୱାରା…
Read More...

ତ୍ୱଚା ପାଇଁ ଲାଭଦାୟକ ଟମାଟୋ, ହଳଦୀ ଗୁଣ୍ଡ, ମୁଲତାନି ମାଟି

ହଳଦୀ ଗୁଣ୍ଡ, ମୁଲତାନି ମାଟି ଓ ଚନ୍ଦନ – ହଳଦୀ ଗୁଣ୍ଡ, ମୁଲତାନି ମାଟି ଓ ଚନ୍ଦନ ଏହାକୁ ଏକ ପାତ୍ରରେ ମିଶାଇ ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ଲଗାଇବାର କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ। ଏହା ମଧ୍ୟ ମୁହଁର…
Read More...

ବାଘ ମୁଣ୍ଡ , ଛାଲ, ବାରହା ମାଂସ ସହ ବଜ୍ରକାପ୍ତା କାତି ଜବତ ; ୩ ଅଟକ

ନୂଆପଡ଼ା : ନୂଆପଡ଼ା ଜିଲା ଟିପାଝର ଗାଁରେ ବନ ବିଭାଗ ଚଢାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ବାଘ ମୁଣ୍ଡ ଓ ଛାଲ, ବାରହା ମାଂସ, ବଜ୍ରକାପ୍ତା କାତି ଜବତ କରିଛି ବୋଲି ରବିବାର ଜଣାପଡ଼ିଛି। ଏହାସହ ସମ୍ପୃକ୍ତ ଘଟଣାରେ ୩ ଜଣଙ୍କୁ…
Read More...

ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ; ୧୦ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ୩ ଦିନ ଯାଏଁ ଅଧିକାଂଶ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ୭ଟି ଜିଲା ଓ ଆସନ୍ତାକାଲି ୧୦ ଜିଲାକୁ ଅରେଞ୍ଜ  ଜାରି କରାଯାଇଛି।…
Read More...

ଆଉ ୧୦ କରୋନା ଆକ୍ରାନ୍ତ ମୃତ ; ମୃତ୍ୟୁ ସଂଖ୍ୟା ୭୦୧

ଭୁବନେଶ୍ୱର : ରାଜ୍ୟରେ ଆଉ ୧୦ ଜଣଙ୍କ ମୁଣ୍ଡ ନେଇଛି କରୋନା। ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୭୦୧ରେ ପହଞ୍ଚିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ କଟକ ଓ…
Read More...

ଆଉ ୪ ହଜାର ୩୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୦ହଜାର ନିକଟତର

ଭୁବନେଶ୍ୱର : ରବିବାର ରାଜ୍ୟରେ ଆଉ ୪ ହଜାର ୩୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୫୫୬ ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୭୭୪ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।…
Read More...

ବରିଷ୍ଠ ଦଇତା ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

ପୁରୀ : ବରିଷ୍ଠ ଦଇତା ସେବାୟତ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ ଘଟିଛି। ପୁରୀ ଜିଲା ମୁଖ୍ୟ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।…
Read More...

ଦେଶରେ ୨୪ ଘଣ୍ଟାରେ ୯୨ ହଜାର ୬୦୫ ଆକ୍ରାନ୍ତ ଚିହ୍ନଟ, ୧୧୩୩ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ରେକର୍ଡ଼ ସୃଷ୍ଟି କରୁଛି। ପ୍ରତିଦିନ ୯୦ ହଜାରୁ ଅଧିକ ଆକ୍ରାନ୍ତ ସୃଷ୍ଟି ହେଉଛନ୍ତି। ଦେଶରେ ୨୪ ଘଣ୍ଟାରେ ୯୨ ହଜାର ୬୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା…
Read More...

ବଡ଼ଗାଁ ଓ କୁତ୍ରା ଅଞ୍ଚଳରେ ୨ ହାତୀପଲଙ୍କ ଉପଦ୍ରବ ; ବ୍ୟାପକ ଫସଲ ନଷ୍ଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ କୁତ୍ରା ଅଞ୍ଚଳରେ ୨ ହାତୀପଲଙ୍କ ଉପଦ୍ରବ ନେଇ ରବିବାର ଜଣାପଡ଼ିଛି। ବଡ଼ଗାଁ ନିକଟ ମହାବୀର ପାହାଡ଼ ତଳି ଗାଁରେ ପଶି ହାତୀମାନେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଉଭୟ ହାତୀପଲରେ ୨୦ ରୁ…
Read More...

ଜାଣନ୍ତୁ କୁମ୍ଭୀର ପାଟିରୁ ନିଜକୁ କିଭଳି ରକ୍ଷା କଲା କଇଁଛ

ସୋସିଆଲ ମିଡ଼ିଆରେ ଏବେ ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି। ଭିଡ଼ିଓଟିରେ ଦେଖିବାକୁ ମିଳୁଛି ଗୋଟିଏ କୁମ୍ଭୀର ଏକ କଇଁଛକୁ ଖାଇବାକୁ ଚେଷ୍ଟା ଚଲାଇଛି। କଇଁଛ ମଧ୍ୟ କୁମ୍ଭୀର ଠାରୁ ନିଜକୁ ରକ୍ଷା କରିବାକୁ ଚେଷ୍ଟା ଜାରି ରଖିଛି।…
Read More...

ବରମୁଣ୍ଡା ବସଷ୍ଟାଣ୍ଡ ହେବ ଆନ୍ତରାଜ୍ୟ ବସ ଟର୍ମିନାଲ; ବସଷ୍ଟାଣ୍ଡରୁ ଆରମ୍ଭ ଉଚ୍ଛେଦ କାର୍ଯ୍ୟ

ଭୁବନେଦଶ୍ୱର : ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ ଆଗକୁ ଆନ୍ତରାଜ୍ୟ ବସ ଟର୍ମିନାଲ ପାଲଟିବ। ନୂଆ ବସ ଟର୍ମିନାଲ ପାଇଁ ଆଜି ଠାରୁ ବରମୁଣ୍ଡା ବସଷ୍ଟାଣ୍ଡରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ବିଡ଼ିଏ ପକ୍ଷରୁ…
Read More...

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା : ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା

ଭୁବନେଶ୍ୱର : ଓଲିଉଡ଼ର ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ବୈବାହିକ ଜୀବନରେ ସୃଷ୍ଟି ହୋଇଥିବା ବିବାଦ ଏବେ କୋର୍ଟଙ୍କ ବିଚାରଧୀନ ରହିଛି। ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ…
Read More...

ଆପଣଙ୍କ ଏହି ଅଭ୍ୟାସ ଦେଇଥାଏ ଶୁଭଫଳ

ଏଭଳି କିଛି ସରଳ ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ଗ୍ରହର ସ୍ଥିତି ସଠିକ ରହିବା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ସେଭଳି କିଛି ସରଳ ଉପାୟ ବିଷୟରେ..... ୧- ସକାଳୁ ଉଠିବା ମାତ୍ରେ ପ୍ରତିଦିନ ପିତା-ମାତା,…
Read More...

ମହୁର ଏଭଳି ସ୍ୱାସ୍ଥ୍ୟ ଉପକାରୀ ଗୁଣ ଜାଣିଛନ୍ତି କି ?

ମହୁକୁ ଭିନ୍ନ ଭିନ୍ନ ପ୍ରକାରର ମିଠା ଦ୍ରବ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଏ। ଏହାର ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ମଧ୍ୟ ରହିଛି। ଏହାକୁ ବିଭିନ୍ନ ପ୍ରକାରରେ ବ୍ୟବହାର କରାଯାଇ ସ୍ୱାସ୍ଥ୍ୟଜନିତ ବହୁ ସମସ୍ୟାକୁ…
Read More...

ରାଜଧାନୀରେ ୨୮୩୩ ଜଣ କୋଭିଡ଼ ଗାଇଡ଼ଲାଇନ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜୋରିମାନା ଆଦାୟ

ଭୁବନେଶ୍ୱର : କୋଭିଡ଼ ଗାଇଡ଼ଲାଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କମିଶନରେଟ ପୁଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଟ୍ୱିନ ସିଟିରେ କୋଭିଡ଼ ପରିଚାଳନାରେ କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ପରେ ନିୟମକୁ…
Read More...

ଗଛରେ ପିଟି ହେଲା କାର ; ୨ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅର୍ନ୍ତଗତ ଡ଼େଙ୍ଗୁଲା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଦୁର୍ଘଟଣାରେ ଏକ କାର ଗଛରେ ପିଟି ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ…
Read More...

ବଡ଼ ଧରଣର ଆକ୍ରମଣ ଯୋଜନା ପଣ୍ଡ ; ୯ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆର ସମେତ ଦେଶର ବିଭିନ୍ନ ସ୍ଥାନରେ ବଡ଼ ଧରଣର ଆକ୍ରମଣ ଯୋଜନା ରହିଥିବା ସୂଚନା ପାଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ,୯ ଜଣ ଅଲ- କାଏଦା ଆତଙ୍କବାଦୀଙ୍କୁ ଗିରଫ କରିଥିବା ଶନିବାର…
Read More...

ରାଜଧାନୀର ମେଣ୍ଢାଶାଳ ଛକରେ ଏକାଧିକ ଦୋକାନ ଉପରକୁ ମାଡ଼ିଗଲା ଟ୍ରକ, ୪ ଗୁରୁତର

ଭୁବନେଶ୍ୱର : ରାଜଧାନୀରେ ଆଜି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରର ଉପକଣ୍ଠରେ ମେଣ୍ଢାଶାଳ ଛକରେ ଏକ ପଥର ବୋଝେଇ ଟ୍ରକ ଏକାଧିକ ଦୋକାନ ଉପରକୁ ମାଡ଼ି ଯାଇ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪…
Read More...

ଦେଶରେ ୨୪ ଘଣ୍ଟାରେ ୯୩ ହଜାର ୩୩୭କରୋନା ପଜିଟିଭ ଚିହ୍ନଟ, ୧୨୪୭ କରୋନା ଆକ୍ରାନ୍ତଙ୍କ ମୃତ

ନୂଆଦିଲ୍ଲୀ : ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି। ଦେଶରେ ୨୪ ଘଣ୍ଟାରେ ୯୩ ହଜାର ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୪୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କରୋନା…
Read More...

ଶନିବାରର ବିଶେଷ ଉପାୟ

ଧାର୍ମିକ ମାନ୍ୟତା ଅନୁଯାୟୀ, ଶନିବାର ଦିନ ପ୍ରଭୁ ଶନିଦେବଙ୍କର କିଛି ବିଶେଷ ଉପାୟ କରିବା ଦ୍ୱାରା ଶନିଦୋଷରୁ ମୁକ୍ତି ମିଳିବା ସହ ପ୍ରଭୁଙ୍କ କୃପା ପ୍ରାପ୍ତି ହୋଇଥାଏ। ଶନିଦେବଙ୍କୁ କର୍ମଫଳ ଦାତା ବୋଲି କୁହାଯାଏ।…
Read More...

ଆକର୍ଷଣୀୟ କେଶ ପାଇଁ କେତେକ ଜାଣିବା କଥା

ତେଲ ଲଗାଇବା ପରେ ତୁରନ୍ତ ମୁଣ୍ଡ କୁଣ୍ଡାନ୍ତୁ ନାହିଁ – କେଶ ମୂଳରେ ତେଲ ମାଲିସ କରିବା ପରେ ସେପରି ରହିବାକୁ ଦିଅନ୍ତୁ, ତୁରନ୍ତ ମୁଣ୍ଡ କୁଣ୍ଡାନ୍ତୁ ନାହିଁ। ଏପରି କରିବା ଦ୍ୱାରା କେଶ ମୂଳ ଦୁର୍ବଳ ହୋଇ ଝଡ଼ିଥାଏ।…
Read More...

ମସଲା ମାଛ

ଆବଶ୍ୟକ ସାମଗ୍ରୀ ମାଛ – ୪୦୦ ଗ୍ରାମ ପିଆଜ – ୩୦୦ ଗ୍ରାମ ଟମାଟୋ – ୨୦୦ ଗ୍ରାମ ଲଙ୍କା ଗୁଣ୍ଡ – ଅଳ୍ପ ଲୁଣ – ଆବଶ୍ୟକ ପରିମାଣରେ ଜିରା ଗୁଣ୍ଡ – ଅଳ୍ପ ଧନିଆ ଗୁଣ୍ଡ – ଅଳ୍ପ ହଳଦୀ ଗୁଣ୍ଡ – ଅଳ୍ପ ଧନିଆ ପତ୍ର…
Read More...

କରୋନା ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଏହି ୧୦ଟି କଥା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ

କରୋନା ଭୂତାଣୁର ପ୍ରକୋପ ଦେଶ ଦୁନିଆରେ ଜାରି ରହିଛି। ଏଯାଏଁ ଏହାର ଏକ ସ୍ୱତନ୍ତ୍ର ଔଷଧ ନଥିବାରୁ ଏହା ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ମାତ୍ର ବର୍ତ୍ତମାନ ସୁରକ୍ଷା ଓ ସାବଧାନତା ମଧ୍ୟରେ ଆଗକୁ ନିଜ ପାଦ…
Read More...

ସୁମିଙ୍ଗ ପୁଲ୍‍ ନିକଟରେ ଶୋଇଥିଲେ ବ୍ୟକ୍ତି, ପହଞ୍ଚିଲା ଭାଲୁ

ଆମେରିକାର ମାସାଚୁସେଟ୍ସରେ ଜଣେ ବ୍ୟକ୍ତି ସୁମିଙ୍ଗ ପୁଲ୍‍ ନିକଟରେ ଥିବା ଏକ ସ୍ଥାନରେ ( ବସିବା ପାଇଁ ସ୍ଥାନ) ଶୋଇଥିଲେ। ସେହି ସମୟରେ ଏକ ଭାଲୁ ତାଙ୍କ ନିକଟକୁ ଆସି ତାଙ୍କୁ ନିଦରୁ ଉଠାଇବାକୁ ଚେଷ୍ଟା କରିଛି। କଥା…
Read More...

ସିବିଆଇଙ୍କ ଚଢାଉ ପରେ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ସି-ସୋର ଚିଟଫଣ୍ଡ ଲିଙ୍କ୍‍ ନେଇ ଆଜି ବରିଷ୍ଠ ବିଜେଡ଼ି ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଚଢାଉ କରିଛି। ତାଙ୍କ ଭୁବନେଶ୍ୱର ୟୁନିଟ ୧ ସ୍ଥିତ ଘରେ ଘଣ୍ଟାଏଁ ରୁ ଅଧିକ ସମୟ ଖୋଳତାଡ଼ ପରେ ସିବିଆଇ ଟିମ…
Read More...

କାଶ୍ମୀରର ପାରମ୍ପରିକ ଖାଦ୍ୟ

କେତେକ ପାରମ୍ପରିକ ଖାଦ୍ୟ କାଶ୍ମୀରରେ ଖୁବ ପ୍ରସିଦ୍ଧ। ସଭିଏଁ ହୁଏତ ଏହା ବିଷୟରେ ଜାଣି ନଥିବେ। ଜାଣନ୍ତୁ ସେହି ଖାଦ୍ୟ ବିଷୟରେ.... କାଶ୍ମୀର ପଲାଉ – ଏଠାରେ ପ୍ରସ୍ତୁତ ହେଉଥିବା କାଶ୍ମୀର ପଲାଉ ସୁନ୍ଦର ବାସ୍ନାର…
Read More...

ସି-ସୋର ଚିଟଫଣ୍ଡ ଲିଙ୍କ୍‍ ନେଇ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଚଢାଉ

ଭୁବନେଶ୍ୱର : ବରିଷ୍ଠ ବିଜେଡ଼ି ବିଧାୟକ ଦେବୀ ମିଶ୍ରଙ୍କ ଘରେ ଶୁକ୍ରବାର ସିବିଆଇ ଚଢାଉ କରିଛି। ସି-ସୋର ଚିଟଫଣ୍ଡ ମାମଲାରେ ଲିଙ୍କ୍‍ ନେଇ ଦେବୀ ମିଶ୍ରଙ୍କ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଘର ସହ ମୋଟ ୭ଟି ସ୍ଥାନରେ ସିବିଆଇ…
Read More...

ରାଜ୍ୟରେ ୨୪ ଘଣ୍ଟାରେ ୪ ହଜାର ୧୮୦ ନୂଆ କରୋନା ପଜିଟିଭ ଚିହ୍ନଟ ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର : ଦିନକୁ ଦିନ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ୨୪ ଘଣ୍ଟାରେ ୪ ହଜାର ୧୮୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୨ ହଜାର ୪୬୬ଜଣ ଚିହ୍ନଟ ହୋଇଥିବା…
Read More...

ଶୁକ୍ରବାର ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଶୁକ୍ରବାର ଦିନ ମା’ଙ୍କ ଶ୍ରୀଯନ୍ତ୍ରକୁ ଗାଈ କ୍ଷୀରରେ ଅଭିଷେକ କରନ୍ତୁ। ଅଭିଷେକ କରିଥିବା କ୍ଷୀରକୁ ଗୃହରେ ସମସ୍ତ କକ୍ଷରେ ଛିଞ୍ଚନ କରନ୍ତୁ। ଏପରି କରିବା ଦ୍ୱାରା ଘରର ଦରିଦ୍ରତା ଦୂର ହୋଇଥାଏ, ଘରେ ସୁଖସମୃଦ୍ଧି, ଧନ…
Read More...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ପ୍ରିୟ ଖାଦ୍ୟ ବିଷୟରେ ….

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଆଜିର ଏହି ଅବସରରେ ଜାଣନ୍ତୁ ମୋଦୀଙ୍କ କିଛି ପ୍ରିୟ ଖାଦ୍ୟ ବିଷୟରେ .... ଖଟା ଢୋକଲା – ପୋଷକ ତତ୍ତ୍ୱରେ ଭରପୁର ଗୁଜୁରାଟର ପ୍ରସିଦ୍ଧ ଖାଦ୍ୟ ଖଟା…
Read More...

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ : ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କୁ ସମସ୍ତ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ମୋଦୀଙ୍କ ଜନ୍ମଦିନ ଅବସରରେ ବହୁ ବିରିଷ୍ଠ, ବିଶିଷ୍ଟ ବ୍ୟକ୍ତି ଓ କଂଗ୍ରେସ ନେତା…
Read More...

ବିନ୍ଦୁଡିହିରେ ସେବା ସପ୍ତାହ ଉପଲକ୍ଷେ ଫଳ ବଣ୍ଟନ

ରେଙ୍ଗାଲି : ସମ୍ବଲପୁର ଜିଲା ରେଙ୍ଗାଲି ଅଞ୍ଚଳରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରୁ ବିଜେପି ପକ୍ଷରୁ ସପ୍ତାହ ବ୍ୟାପି ସେବା ସପ୍ତାହ ରୂପେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ରେଙ୍ଗାଲି…
Read More...

ଲଇଡାରେ ଉଦ୍ୟାନ ବିଭାଗ ପକ୍ଷରୁ ପରିବା ଚାଷ ପାଇଁ ମଞ୍ଜି ବଣ୍ଟନ

ରେଙ୍ଗାଲି : ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକ୍ ର ଲଇଡା ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟରେ ଆଜି ଉଦ୍ୟାନ ବିଭାଗ ପକ୍ଷରୁ ପନିପରିବା ଚାଷ କୁ ପ୍ରୋତ୍ସାହନ ଦେବା ଏବଂ ଉନ୍ନତ ମାନର ପରିବା ଚାଷ ପାଇଁ ମଞ୍ଜି  ବଣ୍ଟନ…
Read More...

୭ ବର୍ଷ କୁନି ବାଳକକୁ ରକ୍ତ କର୍କଟ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ରେଙ୍ଗାଲି : ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକ୍ ର ରାମଚନ୍ଦ୍ରନଗର ନିକଟସ୍ଥ କେଉଁଟଡିହି ଗ୍ରାମର କୌଶଳ କୁମାର ଖର୍ସେଲ ନାମକ ୭ବର୍ଷ ବୟସ୍କ କୁନି ବାଳକ ରକ୍ତ କର୍କଟ ରୋଗ ରେ ଆକ୍ରାନ୍ତ। ବାପା ଅଜିତ ଖର୍ସେଲ ପୁଅ ର…
Read More...

ଏସିଆ ଓ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ବିଚକ୍ଷଣ ଶିଶୁ ମାର୍କ ଅଗ୍ରୱାଲ

ଲଖନପୁର/ଝାରସୁଗୁଡ଼ା: ବିଚକ୍ଷଣ ଜ୍ଞାନ ବଳରେ ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରର ଜଣେ ୩ ବର୍ଷ ୮ ମାସର କୁନି ବାଳକ ମାର୍କ ଅଗ୍ରୱାଲ ନିକଟ ଅତୀତରେ ଏସିଆ ଓ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସଫଳ ହୋଇ ଗୌରବ ଅର୍ଜନ କରିଛନ୍ତି।…
Read More...

ରାସ୍ତାରେ ପଡ଼ିଛି ଶିଶୁର କଟାମୁଣ୍ଡ

ଅନୁଗୁଳ : ଅନୁଗୁଳ ଥାନା ଅନ୍ତର୍ଗତ ମିଶ୍ରପଡ଼ା ଛକ ଠାରୁ ଅଳ୍ପ ଦୂରରେ ଏକ ଅଭାବନୀୟ ଘଟଣା ଘଟିଥିବା ଗୁରୁବାର ଜଣାପଡ଼ିଛି। ମିଶ୍ରପଡ଼ା ଛକ ଠାରୁ ଅଳ୍ପ ଦୂରରେ ରାସ୍ତା ଉପରେ ଏକ ଶିଶୁର କଟା ମୁଣ୍ଡ ପଡ଼ିଥିବା ଦେଖାଯାଇଥିଲା।…
Read More...

ବରିଷ୍ଠ ବିଜେପି ନେତା ଆଶୋକ ସାହୁଙ୍କ ପରଲୋକ

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ଅବସର ପ୍ରାପ୍ତ ଆଇପିଏସ ଅଫିସର ଆଶୋକ ସାହୁଙ୍କ ଆଜି ପରଲୋକ ହୋଇଛି। କଟକ ପିଠାପୁରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ…
Read More...

ପ୍ଲାଜମା ଥେରାପିକୁ ସଫଳତା : ହଜାରେ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖାଦେଉଛି । ଏହାସହ ରାଜ୍ୟରେ କରୋନା ଚିକିତ୍ସା ପାଇଁ ବିଭିନ୍ନ ଚିକିତ୍ସା ପଦ୍ଧତି ଓ ଥେରାପି ଆପଣା ଯାଉଛି। ବର୍ତ୍ତମାନ ପ୍ଲାଜମା…
Read More...

ପବିତ୍ର ମହାଳୟା ଅମାବାସ୍ୟା ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା। ଏହି ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ। କରୋନା କଟକଣା ମଧ୍ୟରେ ଭୁବନେଶ୍ୱରର ବିନ୍ଦୁ ସାଗର ସମୂହ ପିଣ୍ଡଦାନ ପାଇଁ ବ୍ୟବସ୍ଥା କରାଯାଇଛି। ଏହାସହ…
Read More...

ଆଜି ପବିତ୍ର ମହାଳୟା ଅମାବାସ୍ୟା ; ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ

ସମ୍ବଲପୁର : ସମ୍ବଲପୁରରେ ଆଜି ପବିତ୍ର ମହାଳୟା ଅମାବାସ୍ୟା ଅବସରରେ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଛି। ଏହି ବେଶରେ ମା’ଧବଳ ବନାରସି ଶାଢୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାଆନ୍ତି। ମନ୍ଦିରର ସମସ୍ତ…
Read More...

ରେକର୍ଡ଼ ଭାଙ୍ଗୁଛି କରୋନା ; ୨୪ ଘଣ୍ଟାରେ ୯୭ ହଜାର ୮୯୪ ଆକ୍ରାନ୍ତ ଚିହ୍ନଟ ; ୧୧୩୨ ମୃତ

ନୂଆଦିଲ୍ଲୀ : ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି। ଦେଶରେ ୨୪ ଘଣ୍ଟାରେ କରୋନା ୯୭ ହଜାର ୮୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୩୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କରୋନା…
Read More...

ଜାଣନ୍ତୁ ବିବାହ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ବାର

ମେଷ – ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ସୋମବାର, ଶୁକ୍ରବାର କିମ୍ବା ମଙ୍ଗଳବାର ହେବା ଉଚିତ। ସନ୍ଧ୍ୟା ୭ଟା ପରେ ଏହି କାର୍ୟ୍ୟକ୍ରମ ରଖନ୍ତୁ ନାହିଁ। ଦେଖିବାକୁ ଆସିଥିବା ଅତିଥିଙ୍କୁ ଚାଉଳରେ…
Read More...

ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ୱର : ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର କରୋନା ଟେଷ୍ଟ କରାଯିବ ବୋଲି ବୁଧବାର ଜଣାପଡ଼ିଛି। ଆସନ୍ତା ୨୭ ଓ ୨୮ ଦୁଇଦିନ ସ୍ୱତନ୍ତ୍ର କ୍ୟାମ୍ପରେ ବିଧାୟକଙ୍କର କରୋନା ଟେଷ୍ଟ କରାଯିବ। ବିଧାୟକଙ୍କ ସହ…
Read More...

ଶିଖରପୁର ଲେବଲ କ୍ରସିଂ ନିକଟରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

କଟକ : କଟକର ଶିଖରପୁର ଲେବଲ କ୍ରସିଂ ନିକଟରେ ବୁଧବାର ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଭଦ୍ରକରୁ ଖୋର୍ଦ୍ଧା ଯାଉଥିବା ସମୟରେ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନଟିର ଗୋଟିଏ ବଗି ଲାଇନଚ୍ୟୁତ…
Read More...

ଟ୍ରକକୁ ପଛରୁ ପିଟିଲା ବାଇକ ; ୨ ମୃତ

ଦେବଗଡ଼ : ଦେବଗଡ଼-କୁଚିଣ୍ଡା ୫୩ ନମ୍ବର ଜାତୀୟ ରାଜପଥ କରଡ଼ାପାଳ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ବୁଧବାର ଜଣାପଡିଛି। ଟ୍ରକକୁ ଏକ ବାଇକ ପଛରୁ ପିଟିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି।…
Read More...

ଉଦ୍ଧାର ହେଲେ କେନାଲରେ ଫସିଥିବା ୨ ହାତୀ ଛୁଆ

କେନ୍ଦୁଝର : କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଜାମୁଦଲକ ଗାଁ ନିକଟ କାନପୁର ଡ଼୍ୟାମ କେନାଲରେ ଫସିଥିବା ୨ ହାତୀ ଛୁଆ ବୁଧବାର ଉଦ୍ଧାର ହୋଇଛନ୍ତି ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ, ଗତକାଲି ରାତିରେ ବୈତରଣୀ ନଦୀ ପଟରୁ ୨୨…
Read More...

ଆସୁଛି ଆଉ ଏକ ଲଘୁଚାପ ; ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଓ ଆନ୍ଧ୍ର ଉପକୂଳ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏନେଇ ପାଣି ପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ପ୍ରଭାବରେ…
Read More...

ଓଡ଼ିଶାର ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମ

ଭୁବନେଶ୍ୱର : ଓଡ଼ିଶାର ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଭୁବନେଶ୍ୱରରେ ବୁଧବାର କେନ୍ଦ୍ରୀୟ ଟିମ ପହଞ୍ଚିଛନ୍ତି। ଭାରତ ସରକାରଙ୍କ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ(ବାମପନ୍ଥୀ ଉଗ୍ରବାଦ ମୁକାବିଲା ବ୍ୟାପାର)…
Read More...

ଅଟୋକୁ ଧକ୍କା ଦେଇ ଓଲଟିଲା ଟ୍ରକ ୨ ମୃତ, ୬ ଗୁରୁତର

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଅଟୋକୁ ଧକ୍କା ଦେଇ ଏକ ଟ୍ରକ ଓଲଟି ପଡ଼ିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ…
Read More...

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଖାଁ ଖାଁ ପୂଜାମଣ୍ଡପ

ଭୁବନେଶ୍ୱର : ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। କରୋନା ସ୍ଥିତିରୁ ଚଳିତ ବର୍ଷ ପୂଜାପେଣ୍ଡାଲ ଫିକା ପଡ଼ିଛି। କରୋନା ମହାମାରୀ କାରଣରୁ ପ୍ରମୁଖ ଶିଳ୍ପନଗରୀରେ ପୂଜାମଣ୍ଡପ ଖାଁ ଖାଁ ରହିଛି। ସମସ୍ତ ସ୍ଥାନରେ…
Read More...

ଧଳା ରଙ୍ଗର ମଇଁଷି ଦେଖିଛନ୍ତି କି ?

ଆପଣ କେବେ ଧଳା ରଙ୍ଗର ମଇଁଷି ଦେଖିଛନ୍ତି କିମ୍ବା ଶୁଣିଛନ୍ତି କି ? ଉତ୍ତରରେ ଆପଣ କହିବେ ମଇଁଷି କେବଳ କଳା ରଙ୍ଗର। ମାତ୍ର କଥାଟା ସତ। ସମ୍ପୂର୍ଣ୍ଣ ଧଳା ରଙ୍ଗର ଏକ ମଇଁଷି ଛୁଆ ଜନ୍ମ ହୋଇଛି ବୋଲି ଜଣାପଡ଼ିଛି। ଏହି…
Read More...

ବାସ୍ତୁ ଉପାୟ : ଘରକୁ ଓ କର୍ମକ୍ଷେତ୍ରକୁ ସର୍ବଦା ସ୍ୱଚ୍ଛ ରଖନ୍ତୁ

କର୍ମକ୍ଷେତ୍ର ତଥା ଜୀବନରେ ସଫଳତା ପ୍ରାପ୍ତି ପାଇଁ ବାସ୍ତୁ ଶାସ୍ତ୍ରରେ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ ଏ ବିଷୟରେ ..... ସକାଳେ କିଛି ସମୟ ସୂର୍ୟ୍ୟ କିରଣରେ ନିଶ୍ଚୟ ରୁହନ୍ତୁ। ଏପରି କରିବା…
Read More...

ଗୋଲମରିଚର ଏହିଛି ଏହି ସ୍ୱାସ୍ଥ୍ୟ ଉପକାରୀ ଆଶ୍ଚର୍ଯ୍ୟଜନକ ଗୁଣ

ଆପଣଙ୍କ ରୋଷେଇ ଘରେ ଥିବା ଗୋଲମରିଚ କେବଳ ଯେ ମସଲା ତାହା ନୁହେଁ ବରଂ ଏହାର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ଯଦି ଆପଣ ଖାଲି ପେଟରେ ପାଣିରେ ଗୋଲମରିଚ ମିଶାଇ ସେବନ କରନ୍ତି ତେବେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ।…
Read More...

ଝାରପଡ଼ା ଜେଲରେ ବିଚାରଧୀନ କଏଦୀ ମୃତ ; ମୃତ୍ୟୁ ପରେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଝାରପଡ଼ା ଜେଲରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ଚିଟଫଣ୍ଡ ମାମଲାରେ ସେ ୨୦୧୯ରୁ ଜେଲରେ ଥିଲେ। ସୂଚନା ଅନୁଯାୟୀ , କିଛି ଦିନ ତଳେ ତାଙ୍କୁ ଜ୍ୱର…
Read More...

ଏକାସହ ନଦୀ ପାର ହେଉଛନ୍ତି ହାତୀପଲ

ଅନେକ ସମୟରେ ସୋସିଆଲ ମିଡ଼ିଆରେ ଏପରି କେତେକ ଭିଡ଼ିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖି ମନ ପ୍ରସନ୍ନ ହୋଇଯାଏ। ଏବେ ଏଭଳି ହିଁ ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି। ଯେଉଁ ଥିରେ ଦେଖିବାକୁ ମିଳୁଛି ହାତୀମାନଙ୍କର ଏକ ଦଳ ଏକାସହ…
Read More...

ଓଲଟିଲା ଚାଉଳ ବୋଝେଇ ଟ୍ରକ ; ଲୋକେ ବୋହିଲେ ଚାଉଳ ବସ୍ତା

ବିହାର : ବିହାରର ହାଜିପୁର ୩୨୨ ଜାତୀୟ ରାଜପଥରେ ଏକ ଚାଉଳ ବୋଝେଇ ଟ୍ରକ ଓଲଟି ଯାଇ ରାସ୍ତା ଯାକ ବିଛାଇ ହୋଇ ପଡିବା ପରେ ଏହା ଲୁଟ କରିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକ…
Read More...

ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲାରୁ ୩ ହଜାର ୬୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲାରୁ ୩ ହଜାର ୬୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୧୫୧ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୪୯୪ ଜଣ…
Read More...

ସଂସଦର ମୌସୁମୀ ଅଧିବେଶନ ୨ୟ ଦିନ ; ବଲିଉଡ଼କୁ ବଦନାମ କରିବାକୁ ଷଡଯନ୍ତ୍ର , ଜୟା ବଚ୍ଚନ

ନୂଆଦିଲ୍ଲୀ : କରୋନା ମହାମାରୀର ସ୍ଥିତିକୁ ନଜରରେ ରଖି ସୋମବାର ଠାରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ୧୮ ତାରିଖ ଯାଏଁ ଚାଲୁ ରହିବ। ଆଜି ଏହାର ୨ୟ ଦିନରେ ପ୍ରଥମେ ରାଜ୍ୟସଭାର ଅଧିବେଶନ ଆରମ୍ଭ ହୋଇଛି। ଲୋକସଭାର…
Read More...

ତ୍ୱଚା ପାଇଁ ଏଭଳି ବ୍ୟବହାର କରନ୍ତୁ ବନାନା ଫେସ ପ୍ୟାକ୍‍

କଦଳୀ କେବଳ ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ ବରଂ ଏହାର ଫେସ ପ୍ୟାକ ପ୍ରସ୍ତୁତ କରି ଲଗାଇବା ଦ୍ୱାରା ଆପଣଙ୍କ ତ୍ୱଚାର ଚମକ ବୃଦ୍ଧି ପାଇଥାଏ। କଦଳୀକୁ ବ୍ୟବହାର କରି ଭିନ୍ନ ଭିନ୍ନ ପ୍ରକାର ଫେଓ ପ୍ୟାକ ପ୍ରସ୍ତୁତ…
Read More...

ମାଲକାନଗିରିର ବିଲରେ ବଡ଼ ଧରଣର ବେଲୁନ

ମାଲକାନଗିରି : ମାଲକାନଗିରି ଜିଲାରେ ଏକ ଅଜଣା ବେଲୁନ ଉଡି ଆସି ବିଲ ଭିତରକୁ ପଡିଥିବା ସୋମବାର ଦେଖିବାକୁ ମିଳିଛି। ମୋଟୁ ଥାନା ଅନ୍ତର୍ଗତ ଏମ.ପି.ଭି ୮୩ ଗ୍ରାମରେ ଆଜି ଭୋର୍ ସମୟରେ ଜମି ମଧ୍ୟରେ ଏକ ବଡ଼ ଧରଣର ବେଲୁନ…
Read More...

ଖିର ନା ଦହି ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ କିଏ?

ଯେଉଁ ସମୟରେ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା କଥା ଆସେ ପ୍ରଥମେ ଖିର ଓ ଦହି କଥା ଆଲୋଚନା କରାଯାଏ। ଏହାସହ ଅନେକ ସମୟରେ ପ୍ରଶ୍ନ ମଧ୍ୟ ଉଠି ଥାଏ ଦହି ଓ ଖିର ମଧ୍ୟରୁ ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ କିଏ? ସେଭଳି…
Read More...

ସେଓ ନଡ଼ିଆ ମିଲ୍କ ସେକ୍‍

ସେଓ ନଡ଼ିଆ ମିଲ୍କ ସେକ୍‍ ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ। ଏଥିରେ ସ୍ୱାସ୍ଥ୍ୟ ଉପକାରୀ ବହୁ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି। ଜାଣନ୍ତୁ କିଭଳି ଏହାକୁ ପ୍ରସ୍ତୁତ କରିବେ.... ଆବଶ୍ୟକ ସାମଗ୍ରୀ ସେଓ – ୧କପ ଖିର…
Read More...

ଦୁଇ ମେଣ୍ଢାଙ୍କ ଲଢେଇ ; ମଝିରେ ଆସିଲା କୁକୁର , ଆଉ ତା”ପରେ….

ଅନେକ ସମୟରେ ସୋସିଆଲ ମିଡ଼ିଆରେ ଏଭଳି କିଛି କୌତୁକିଆ ଭିଡ଼ିଓ ଦେଖିବାକୁ ମିଳିଥାଏ ଯାହା ସଭିଁଙ୍କ ମନକୁ ଖୁସିରେ ଭରି ଦେଇଥାଏ। ଏଭଳି ହିଁ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ…
Read More...

ରେକର୍ଡ଼ ଭାଙ୍ଗୁଛି କରୋନା ; ରାଜ୍ୟରେ ୨୪ ଘଣ୍ଟାରେ ୪ ହଜାର ୧୯୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ଼ ଭାଙ୍ଗୁଛି। ରାଜ୍ୟରେ ୨୪ ଘଣ୍ଟାରେ ନୂଆ ୪ ହଜାର ୧୯୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨ ହଜାର…
Read More...

ଦୁର୍ଲ୍ଲଭ ପ୍ରଜାତିର ଲକ୍ଷାଧିକ ମୂଲ୍ୟର ୨ ମୁହଁ ବିଶିଷ୍ଟ ସାପର ଚୋରାଚାଲାଣ ; ଜଣେ ଗିରଫ

ଲଖୀମପୁର : ଉତ୍ତରପ୍ରଦେଶ ଲଖୀମପୁରର ଖୀରୀ ଜିଲାରେ ମିଟାଉଲୀ ଥାନା ଅନ୍ତର୍ଗତ କସ୍ତା କସୱେ ନିକଟରେ ଜଣେ ବ୍ୟକ୍ତିଙ୍କ ଠାରୁ ଦୁଇ ମୁହଁ ବିଶିଷ୍ଟ ଦୁର୍ଲ୍ଲଭ ସାପ ମିଳିବା ଘଟଣାରେ ପୁଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିଥିବା…
Read More...

କରୋନା ନିୟମ ଉଲ୍ଲଙ୍ଘନ ; ବନ୍ଧୁଙ୍କ ସହ ଘରେ କଲେ ପାର୍ଟୀ , ଜୋରିମାନା ୯ ଲକ୍ଷ

ବ୍ରିଟେନ : ବର୍ତ୍ତମାନ କରୋନା ପଜିଟିଭ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ସଠିକ ଭାବେ କରୋନା ନିୟମ ମାନି ରହିବା ପାଇଁ ପରାମର୍ଶ ଦିଆଯାଇଛି। ମାତ୍ର ବାରମ୍ବାର ଲୋକେ ଏହାକୁ ଉଲ୍ଲଙ୍ଘନ କରିବାକୁ ଲାଗିଛନ୍ତି।…
Read More...

ବିକାଶ ଅପହଞ୍ଚ ବଙ୍ଗଳାସାହି ଓ ଘୁଟୁସାହି ; ୧୫୦ ପରିବାର ଲୋକ ପାଇଁ ବାଉଁଶ ପୋଲ ଭରସା

କେଶଦୁରାପାଳ : ସରକାର ଲୋକମାନଙ୍କର ଗମନା ଗମନର ସୁବିଧାପାଇଁ ବିଭିନ୍ନ ଯୋଜନାରେ ବିକାଶ  କରି ଥିବାବେଳେ ବାସ୍ତବରେ ଏହାର ଚିତ୍ର ଓଲଟା ହୋଇଥିବା ଦେଖିବାକୁ ମିଳିଛି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ସିମାନ୍ତଚମ୍ପାଝର…
Read More...

ବାର ଅନୁଯାୟୀ ଖାଆନ୍ତୁ ଡ୍ରାଏଫ୍ରୁଟ୍ସ : ମିଳିବ ଶୁଭଫଳ

ଡ୍ରାଏଫ୍ରୁଟ୍ସ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ ବୋଲି ସଭିଏଁ ଜାଣନ୍ତି। ମାତ୍ର ଖୁବ କମ ଲୋକେ ଜାଣିଥିବେ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହାର ବିଶେଷତ୍ୱ ରହିଛି। ଏହାକୁ ପ୍ରତିଦିନ ସକାଳେ ଖାଇବା ଦ୍ୱାରା ଦିନ ଶୁଭ…
Read More...

ସାମ୍ବାଦିକ ସ୍ବର୍ଗତ ରଣଜିତ ଗୁରୁ ସ୍ମାରକୀ ଆନ୍ତର୍ଜାତିୟ ସମ୍ପାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର : ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ , ଜବାହରଲାଲ ନେହେରୁ ମହାବିଦ୍ୟାଳୟ , କୁଆଁପାଳ ଓ "ସେଣ୍ଟର ଫର ଆଦିବାସୀ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଓଡ଼ିଶା" ପକ୍ଷରୁ ବିଶିଷ୍ଟ ସାମ୍ବାଦିକ ସ୍ବର୍ଗତ ରଣଜିତ ଗୁରୁ…
Read More...

ସିଝାଲଙ୍କା ମଟନ କଷା

ଅଦାରସୁଣ ବଟା – ୪ଚାମଚ ମଟନ – ୭୫୦ ଗ୍ରାମ କଞ୍ଚାଲଙ୍କା – ଆବଶ୍ୟକ ଅନୁଯାୟୀ ସୋରିଷ ତେଲ – ଆବଶ୍ୟକ ଅନୁଯାୟୀ ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ ଲୁଣ – ଆବଶ୍ୟକ ଅନୁଯାୟୀ କଟା ଟମାଟୋ – ଆବଶ୍ୟକ ଅନୁଯାୟୀ କସ୍ତୁରୀ…
Read More...

ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର

ଫୁଲବାଣୀ : କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ଅନ୍ତର୍ଗତ କୁର୍ତମଗଡ ଠାରେ ମାଓବାଦୀ ସଂଗଠନ ପକ୍ଷରୁ ଧମକପୂର୍ଣ୍ଣ ପୋଷ୍ଟର ଓ ବ୍ୟାନେର ଲଗାଯାଇଥିବା ରବିବାର ଦେଖିବାକୁ ମିଳିଛି। ଏଥିରେ ପୂର୍ବତନ ସରପଞ୍ଚ ଶିରିଶ…
Read More...

ଗୋଆ ଜଙ୍ଗଲରେ ଆଲୋକ ପ୍ରଦାନ କରୁଥିବା ଦୁର୍ଲ୍ଲଭ ଛତୁ ; ରାତିରେ ଚମକୁଛି ପାହାଡ଼

ଆପଣ ଭିନ୍ନ ପ୍ରକାରର ଛତୁ (ମସରୁମ) ଦେଖି ଥିବେ ଓ ଖାଇଥିବେ। ମାତ୍ର ଆଲୋକ ପ୍ରଦାନ କରୁଥିବା ଛତୁ ବିଷୟରେ ଜାଣିଛନ୍ତି କି ଶୁଣିଛନ୍ତି କି? ଆଜ୍ଞା ହଁ କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଆଲୋକ ପ୍ରଦାନ…
Read More...

ଅଟା ପେଷିବା ପାଇଁ କାଢୁ ଥିଲେ ଗହମ ; ବାହାରିଲା ସାପ

ଉତ୍ତରପ୍ରଦେଶର ଲଖିମପୁର ଖୀରୀ ଜିଲାରେ ଫୁଲବେହଡ଼ ଥାନା ଅନ୍ତର୍ଗତ ସୁନ୍ଦରବଲ କସୱେ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏହି ଅଞ୍ଚଳରେ ବାସ କରୁଥିବା ଗୋଟିଏ ପରିବାରର ଏକ ମହିଳା ଗହମ ରଖାଯାଇଥିବା ଏକ ଡ଼୍ରମରୁ ଗହମ…
Read More...

କରୋନାରୁ ଆରୋଗ୍ୟ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ଼ଲାଇନ ଜାରି

ନୂଆଦିଲ୍ଲୀ : କରୋନା ଆକ୍ରାନ୍ତ ଆରୋଗ୍ୟ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରୋନା ପରବର୍ତ୍ତୀ ପରିଚାଳନା ନେଇ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି। କରୋନାରୁ ସୁସ୍ଥ ପରେ ପ୍ରତ୍ୟେହ ହାଲୁକା ବ୍ୟାୟାମ…
Read More...

କଲମ ଜଣାଏ ଆପଣଙ୍କ ଏହି ରହସ୍ୟ

ଦୈନନ୍ଦିନ ଜୀବନରେ କଲମର ବ୍ୟବହାର ସାଧାରଣ କଥା। ମାତ୍ର ଏହି କଲମ ଆପଣଙ୍କ ବିଷୟରେ କିଛି ରହସ୍ୟ ଜଣାଇଥାଏ। ଆଜ୍ଞା ହଁ , କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଲମ ଧରିବା ଶୈଳୀରୁ ଆପଣଙ୍କ  ବିଷୟରେ ବହୁ କିଛି ଜାଣି…
Read More...