www.samajalive.in
Monday, December 8, 2025
20.1 C
Bhubaneswar

ଲଇଡାରେ ଉଦ୍ୟାନ ବିଭାଗ ପକ୍ଷରୁ ପରିବା ଚାଷ ପାଇଁ ମଞ୍ଜି ବଣ୍ଟନ

ରେଙ୍ଗାଲି : ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକ୍ ର ଲଇଡା ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟରେ ଆଜି ଉଦ୍ୟାନ ବିଭାଗ ପକ୍ଷରୁ ପନିପରିବା ଚାଷ କୁ ପ୍ରୋତ୍ସାହନ ଦେବା ଏବଂ ଉନ୍ନତ ମାନର ପରିବା ଚାଷ ପାଇଁ ମଞ୍ଜି  ବଣ୍ଟନ କରାଯାଇଛି। ଏଥିରେ ୧୦୦ ଜଣ ଚାଷୀଙ୍କୁ ପରିବା ମଞ୍ଜି ବଣ୍ଟନ କରାଯାଇଛି। ଉଦ୍ୟାନ ବିଭାଗ ଯନ୍ତ୍ରୀ ରାଜେନ୍ଦ୍ର ଭୋଇ ଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ରେଙ୍ଗାଲି ଜୋନ୍ (୨)ଜିଲ୍ଲା ପରିଷଦ ସଭ୍ୟା ଉତ୍ପଲା ଧୁରୁଆ , ଧନକଉଡା ବ୍ଳକ୍ ଜିଲ୍ଲା ପରିଷଦ ସଭ୍ୟା ସରସ୍ବତୀ ମିର୍ଦ୍ଧା, ଷ୍ଟାଣ୍ଡିଂ କମିଟି ସଭ୍ୟ ଆଶିଷ ପଣ୍ଡା, ପ୍ରେମାନନ୍ଦ ବ୍ରିନେଦ, ସାମାଜିକ କର୍ମୀ ମୀତା ମେହେର, ପଙ୍କଜିନୀ ରାଉତ ପ୍ରମୁଖ ଯୋଗଦେଇଥିଲେ। ଏହାସହ ଚାଷୀ ମାନଙ୍କୁ ମଞ୍ଜି ବଣ୍ଟନ କରିଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories