www.samajalive.in
Thursday, December 11, 2025
23.1 C
Bhubaneswar

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଖାଁ ଖାଁ ପୂଜାମଣ୍ଡପ

ଭୁବନେଶ୍ୱର : ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। କରୋନା ସ୍ଥିତିରୁ ଚଳିତ ବର୍ଷ ପୂଜାପେଣ୍ଡାଲ ଫିକା ପଡ଼ିଛି। କରୋନା ମହାମାରୀ କାରଣରୁ ପ୍ରମୁଖ ଶିଳ୍ପନଗରୀରେ ପୂଜାମଣ୍ଡପ ଖାଁ ଖାଁ ରହିଛି। ସମସ୍ତ ସ୍ଥାନରେ କରୋନା କଟକଣା ମଧ୍ୟରେ କେବଳ ନୀତିରେ ନିରାଡ଼ମ୍ବର ସହ ପୂଜାର ଆୟୋଜନ କରାଯାଇଛି। କେବଳ ରୀତିନୀତିରେ ପୂଜା ପାଳନ କରାଯିବ। କୌଣସି ସାଜସଜ୍ଜା ଓ ଭିଡ଼ କରାଯିବ ନାହିଁ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories