ଗୋରୁ ବୋଝେଇ ଭ୍ୟାନ ଜବତ ; ୨ ଅଟକ

ସାକ୍ଷୀଗୋପାଳ : ରାଜଧାନୀ ଭୁବନେଶ୍ୱର ସ୍ଥିତ ପଳାଶୁଣି ଛକରେ ୧୮ଟି ଗୋରୁ ବୋଝେଇ ଗାଡ଼ି ଜବତ ହୋଇଥିବା ଗୁରୁବାର ଜଣାପଡ଼ିଛି। ଏହି ଗାଡ଼ିକୁ ବଜରଙ୍ଗ ଦଳ ମଞ୍ଚେଶ୍ବର ଥାନା ପୁଲିସ ସହାୟତାରେ ପଳାଶୁଣି ଛକ ନିକଟରେ…
Read More...

ପୂଜାର୍ଚ୍ଚନାର କିଛି ଏଭଳି ମହତ୍ତ୍ୱ ବିଷୟରେ ଜାଣନ୍ତୁ

ହିନ୍ଦୁ ଧର୍ମରେ ବହୁ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଏ। ଭଗବାନଙ୍କ ସମସ୍ତ ରୂପର ମହତ୍ତ୍ୱ ବିଭିନ୍ନ ପ୍ରକାରର ରହିଛି। ମାନ୍ୟତା ଅନୁଯାୟୀ, କୌଣସି ଭକ୍ତ ସତ୍ୟ ମନରେ ପ୍ରାର୍ଥନା କରିବା ଦ୍ୱାରା ପ୍ରଭୁ ନିଶ୍ଚୟ ତା’ର…
Read More...

ରାଜ୍ୟରେ ୨ ହଜାର ୪୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ଖୋର୍ଦ୍ଧାରୁ ୩୬୮

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୪୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୪୬୨ଓ ୧୦୦୮ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ଏବେ ମୋଟ କରୋନା ଆକ୍ରାନ୍ତଙ୍କ…
Read More...

୨୪ ଘଣ୍ଟାରେ ନୂଆ ୬୭, ୭୦୮ ଆକ୍ରାନ୍ତ ଚିହ୍ନଟ ; ୮,୧୨,୩୯୦ ଚିକିତ୍ସାଧୀନ

ନୂଆଦିଲ୍ଲୀ :ଦେଶରେ କିଛି ଦିନ ହେବ ନୂଆ କରୋନା ପଜିଟିଭିଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। କିଛି ସପ୍ତାହ ପୂର୍ବରୁ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ପାର ହେଉଥିବା ବେଳେ…
Read More...

ମୁମ୍ବଇର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ , ଆଜି ମୁମ୍ବଇ ପାଇଁ ରେର୍ଡ଼ ଆଲର୍ଟ ଜାରି

ମୁମ୍ବଇ : ମହାରାଷ୍ଟ୍ରର ମୁମ୍ବଇ ଓ ଠାଣେ ସମେତ ବହୁ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ସ୍ଥିତି ବେହାଲ ହୋଇପଡିଛି। ପ୍ରବଳ ବର୍ଷା ପାଇଁ ଆଜି ଆଇଏମଡି ଦ୍ୱାରା ମୁମ୍ବଇ ପାଇଁ ରେର୍ଡ଼ ଆଲର୍ଟ ଜାରି କରାଯାଇଛି। ଭାରତୀୟ…
Read More...

ଚର୍ମର ଯତ୍ନ ପାଇଁ ଆବଶ୍ୟକୀୟ ଟିପ୍ସ

ଖରାରେ ଯିବାଆସିବା କରିବା ସମୟରେ ସୂତା ପୋଷାକ ପରିଧାନ କରନ୍ତୁ। ବଜାରରେ ବିକ୍ରି ହେଉଥିବା ତେଲ ଛଣା ଦ୍ରବ୍ୟକୁ ଅତ୍ୟଧିକ ଖାଇବା ଦ୍ୱାରା ଏହି ଚର୍ମ ଏଲର୍ଜି ହୋଇଥାଏ। ଏହାର ପ୍ରଭାବରେ ପେଟରେ କୃମି ସମସ୍ୟା ହୋଇଥାଏ।…
Read More...

ଭୁସଙ୍ଗପତ୍ର ଶୁଖିଲାଲଙ୍କା ମଟନ

ଆବଶ୍ୟକ ସାମଗ୍ରୀ ମାଂସ – ୫୦୦ ଗ୍ରାମ ଅଦା ରସୁଣ ବଟା – ୪ ଚାମଚ ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ ଲୁଣ – ଆବଶ୍ୟକ ପରିମାଣରେ ତେଲ – ଆବଶ୍ୟକ ପରିମାଣରେ ଘିଅ – ୩ ଚାମଚ କଞ୍ଚା ଲଙ୍କା – ୪ଟି ଗୋଟା ଜିରା –…
Read More...

ବାସ୍ତୁ ଉପାୟ ଓ ବୈବାହିକ ଜୀବନ

ଶୟନ କକ୍ଷରେ ନିଜ ବିବାହ ସମୟର ଫଟୋ ଲଗାନ୍ତୁ। ଏହା ଦ୍ୱାରା ଦମ୍ପତ୍ତିଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ହେବା ସହ ବୈବାହିକ ଜୀବନ ସୁଖମୟ ହୋଇଥାଏ। ପତିପତ୍ନୀ ଏକତ୍ରିତ ହସୁଥିବା ଚିତ୍ର ମଧ୍ୟ ଘରେ ନିଶ୍ଚୟ ଲଗାନ୍ତୁ।…
Read More...

ନବରାତ୍ର ସହ ଜଡିତ ଏହି ବିଶେଷତ୍ୱ

ନବରାତ୍ରରେ ଏକ ପାତ୍ରରେ ମାଟିରେ ଗହମ ଓ ଯଅକୁ ପୋତାଯାଇଥାଏ ଏବଂ ତାହା ନିକଟରେ କଳସର ସ୍ଥାପନା କରାଯାଇଥାଏ। ଏହାକୁ ପୂଜା କରାଯାଇଥାଏ। ମାତ୍ର ଏପରି କରିବାର କାରଣ ପଛରେ ଏକ ମୁଖ୍ୟ ଉଦ୍ଦେଶ୍ୟ ରହିଛି। ନବରାତ୍ରରେ ଯଅ…
Read More...

ଡ୍ରେନ କଡ଼ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା  ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଶିବ ମନ୍ଦିର ନିକଟ ରାସ୍ତା କଡ଼ରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିବା ବେଳେ ସେ…
Read More...

ବଜ୍ରାଘାତରେ ୨ ମୃତ

ନୟାଗଡ : ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଅନେକ ସ୍ଥାନରେ ବଜ୍ରପାତ ଫଳରେ ପ୍ରାଣହାନୀ ହେଉଥିବା ଜଣାପଡ଼ିଛି। ଏଭଳି ଏକ ଦୁଃଖଦ ଘଟଣା ନୟାଗଡ଼ ଜିଲା ଦଶପଲ୍ଲା ଡିହଗାଁରେ ଘଟିଥିବା ମଙ୍ଗଳବାର…
Read More...

ରାଜ୍ୟରେ ନୂଆ କରୋନା ଆକ୍ରାନ୍ତ ୨୬୦୪; ମୋଟ ଆକ୍ରାନ୍ତ ୨,୫୯,୫୪୧

ଭୁବନେଶ୍ୱର : ରାଜ୍ୟରେ କିଛି ସପ୍ତାହ ପୂର୍ବରୁ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର ହେଉଥିବା ବେଳେ କିଛି ଦିନ ହେବ ଏଥିରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୬୦୪…
Read More...

ଭାରସାମ୍ୟ ହରାଇ ଧାନ ବିଲକୁ ଓଲଟିଲା ଯାତ୍ରୀବାହୀ ବସ ; ୫ ଆହତ

ବାଲେଶ୍ୱର : ବାଲେଶ୍ୱର ଜିଲା ଡ଼ିଗିରିବାହୀ ଛକ ନିକଟରେ ମଙ୍ଗଳବାର ସକାଳ ସମୟରେ ଏକ ସଡକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ ଧାନ ବିଲ ମଧ୍ୟକୁ ଓଲଟି ପଡ଼ିବାରୁ ପ୍ରାୟ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।…
Read More...

କମୁଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ; ୨୪ ଘଣ୍ଟାରେ ୬୩,୫୦୯ ଆକ୍ରାନ୍ତ ଚିହ୍ନଟ ୭୩୦ ମୃତ

ନୂଆଦିଲ୍ଲୀ : କିଛି ସପ୍ତାହ ହେବ ଦେଶରେ କରୋନା ଆକ୍ରାନ୍ତଙ୍କ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ୨୪ ଘଣ୍ଟାରେ ୬୩,୫୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୩୦ ଆକ୍ରାନ୍ତଙ୍କ…
Read More...

ନିର୍ମାଣଧୀନ ପାଚେରି ଭୁଶୁଡି ୮ ମୃତ

ହାଇଦ୍ରାବାଦ : ତେଲେଙ୍ଗାନାରେ ଏକ ବଡ଼ ଅଘଟଣ ଘଟିଥିବା ମଙ୍ଗଳବାର ଜଣାପଡ଼ିଛି। ହାଇଦ୍ରାବାଦ ବାନ୍ଦଲାଗୁଡ଼ା ଅଞ୍ଚଳରେ ପ୍ରବଳ ବର୍ଷାରୁ ନିର୍ମାଣଧୀନ ପାଚେରି ଭୁଶୁଡି ପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ…
Read More...

୧୭ ଜିଲାକୁ ଘଡଘଡି ସହ ବର୍ଷା , ବଜ୍ରପାତ ସମ୍ଭାବନା; ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ପରେ ରାଜ୍ୟରେ ବହୁ ସ୍ଥାନରେ ବର୍ଷା ଲାଗି ରହିଛି। ଆଜି ପୂର୍ବାହ୍ନ ୧୧ଟା ଯାଏଁ ୧୭ ଜିଲାକୁ ଘଡଘଡି ସହ ବର୍ଷା , ବଜ୍ରପାତ ସମ୍ଭାବନା ନେଇ ପାଣିପାଗ…
Read More...

ଉଷୁମ ଖିର ସହ ଗୁଡ଼ ମିଶାଇ ପିଇଲେ ମିଳେ ଏହି ଆଶ୍ଚର୍ଯ୍ୟଜନକ ଲାଭ

ଖିରରେ ବହୁ ଭିଟାମିନ, ପୋଷକ ତତ୍ତ୍ୱ ରହିଛି। ଯାହା ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ। ମାତ୍ର ଆପଣ ଜାଣନ୍ତି କି ଉଷୁମ ଖିରରେ ଗୁଡ ମିଶାଇ ପିଇଲେ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ ହୋଇଥାଏ। ଏହା ଶରୀରରୁ ବହୁ ରୋଗକୁ ଦୂର…
Read More...

କିଛି ନୂଆ ଉପାୟରେ ଘରେ ପାଆନ୍ତୁ ପାର୍ଲର ଭଳି ଚମକ

ତ୍ୱଚାରେ ଫେସିଆଲ କରିବା ଦ୍ୱାରା ଯେଉଁ ଚମକ ଆସିଥାଏ, ତାହା ସଭିଁଙ୍କୁ ଖୁବ ଆନନ୍ଦ ଦେଇଥାଏ। ଏହି ଫେସିଆଲ ପାଇଁ ଅନେକ ସମୟରେ ପାର୍ଲର ଯିବାକୁ ପଡ଼ିଥାଏ। ପାର୍ଲର ଯାଇ ଫେସିଆଲ ସାଧାରଣତଃ ମହଙ୍ଗା ମଧ୍ୟ ହୋଇଥାଏ। ତେଣୁ…
Read More...

ଚାଉଳଗୁଣ୍ଡ ଖିରୀ

ଆବଶ୍ୟକ ସାମଗ୍ରୀ ଖିର – ୧ଲିଟର ରୁ କମ ଚାଉଳଗୁଣ୍ଡ – ୪ ଚାମଚ ଚିନି - ଆବଶ୍ୟକ ପରିମାଣରେ କାଜୁ – (କଟା ହୋଇଥିବା )୩ ଚାମଚ ପିସ୍ତା ବାଦାମ, ବାଦାମ – (କଟା ହୋଇଥିବା) ୩ ଚାମଚ ଗୁଜୁରାତି ଗୁଣ୍ଡ – ୧ ଚାମଚ…
Read More...

ରାସ୍ତାରେ ବୁଲୁଥିଲା ଚିତାବାଘ ; ଆସୁଥିଲେ ବାଇକ ଆରୋହୀ , ଆଉ ତା’ପରେ….

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବହରାଇଚ ଜିଲାର କତର୍ନିୟା ଘାଟରେ ମୁର୍ତିହା ରେଞ୍ଜରେ ଗ୍ରାମ ବିକାଶ ଅଧିକାରୀ ଜଙ୍ଗଲର ରାସ୍ତାରେ ଗାଁକୁ ଯାଉଥିବା ସମୟରେ ରାସ୍ତାରେ ଏକ ଚିତାବାଘ ବୁଲିଥିବାର ଦେଖିଥିବା ଜଣାପଡ଼ିଛି।…
Read More...

ଟ୍ରକକୁ ପଛରୁ ପିଟିଲା ଟ୍ରକ ; ଜଣେ ଚାଳକ ମୃତ ଜଣେ ଆହତ

ବ୍ରହ୍ମପୁର : ଜାତୀୟ ରାଜପଥ ୧୬ ନଂ ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଗତ ରାତି ସାଢ଼େ ୨ ଟା ସମୟରେ ୨ ଟ୍ରକ ମଧ୍ୟରେ ଦୁର୍ଘଟଣା ହୋଇଛି । ଏଥିରେ ଜଣେ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଚାଳକ ଗୁରୁତର ହୋଇ…
Read More...

୨୪ ଘଣ୍ଟାରେ ୨ ହଜାର ୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ସ୍ଥାନୀୟ ଆକ୍ରାନ୍ତ ୯୫୭

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ୨୪ ଘଣ୍ଟାରେ ୨ ହଜାର ୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧ କେନ୍ଦ୍ରରୁ ୧ହଜାର ୩୧୮ ଓ…
Read More...

ସମସ୍ତ ଦୁଃଖରୁ ମୁକ୍ତି ପାଇଁ ପ୍ରଭୁ ହନୁମାନଙ୍କୁ ସିନ୍ଦୂର ଅର୍ପଣ କରନ୍ତୁ

ମଙ୍ଗଳବାର ସନ୍ଧ୍ୟା ସମୟରେ ପ୍ରଭୁ ହନୁମାନଙ୍କୁ ଗୋଲାପ ଫୁଲର ମାଳା ଚଢାନ୍ତୁ। ଏହି ଉପାୟ ଦ୍ୱାରା ଧନ ଜନିତ ସମସ୍ୟା ଦୂର ହୋଇଥାଏ। ମଙ୍ଗଳବାର ଦିନ ବ୍ରତ ରଖିବା ସହ ସନ୍ଧ୍ୟା ସମୟରେ ବୁନ୍ଦିର ଲଡ଼ୁ ଭୋଗ କରି ଏହାକୁ…
Read More...

୯୫ ବୟସରେ ଓଡିଶୀ ନୃତ୍ଯ ଗୁରୁ ଧ୍ରୁବ ଚରଣ ବାରିକଙ୍କ ପରଲୋକ

ସୋର: ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ଧ୍ରୁବ ଚରଣ ବାରିକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା  ସେ ଗତ କିଛିଦିନ ତଳେ କରୋନା ରୋଗରୁ ମୁକ୍ତ ହୋଇ ଘରକୁ ଫେରିଥିଲେ। ୧୯୭୫ ମସିହାରେ ଜନତା କଳା…
Read More...

ଏସଟିଏଫ ଟିମ ଦ୍ୱାରା କଲରାପତରିଆ ବାଘ ଚମଡ଼ା ଜବତ ; ଜଣେ ଗିରଫ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଦ୍ୱାରା କଲରାପତରିଆ ବାଘ ଚମଡ଼ା ଜବତ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ଉକ୍ତ ଘଟଣାରେ ଜଣେ ଗିରଫ ମଧ୍ୟ ହୋଇଛି। ବାଘ ଗମଡ଼ା ବିକ୍ରି ଯୋଜନା ବେଳେ ସମ୍ବଲପୁର- ସୋନପୁର ସୀମା…
Read More...

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ; ଗଜପତିର ୫୦୦ ଲୋକଙ୍କୁ ସ୍ଥାନାନ୍ତର

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇସାରିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇସାରିଛି। ନବରଙ୍ଗପୁର ଓ ଗଜପତି ଜିଲାରେ ପ୍ରବଳ ବର୍ଷା କାରଣରୁ ଲୋକେ…
Read More...

ଏହି ସରଳ ବାସ୍ତୁ ଉପାୟ ସମ୍ପର୍କରେ ସର୍ବଦା ରଖେ ମଧୁରତା

ପ୍ରେମ ଦ୍ୱାରା ହିଁ ଜୀବନର ସମସ୍ତ ଡୋର ଜଡ଼ିତ। ପରସ୍ପର ମଧ୍ୟରେ ଥିବା ଭଲ ପାଇବା ହିଁ ଜୀବନକୁ ଉତ୍ତମ ଢଙ୍ଗରେ ବଞ୍ଚିବା ପାଇଁ ପ୍ରେରଣା ଦେଇଥାଏ। ନିଜ ପରିବାର ସଦସ୍ୟଙ୍କ ମଧ୍ୟରେ ସର୍ବଦା ଭଲ ପାଇବା ରହିବା ଦ୍ୱାରା ଜୀବନ…
Read More...

ଅନଲାଇନରେ ବ୍ୟକ୍ତି ୫ ଲକ୍ଷ ଦେଇ ମଗାଇଥିଲେ ବିଲେଇ ; ବାହାରିଲା ବାଘଛୁଆ

ପ୍ୟାରିସ : ଫ୍ରାନ୍ସରେ ଅନଲାଇନ ସପିଙ୍ଗର ଏକ ଅଜବଗଜବ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ବିଲେଇକୁ ଖୁବ ପସନ୍ଦ କରୁଥିବାରୁ ସେ ଘରେ ବିଲେଇ ପୋଷିବାକୁ ଚାହୁଁଥିଲେ। ଏହି କାରଣରୁ ସେ ଅନଲାଇନରେ ଏକ ବିଲେଇ ମଗେଇବାକୁ…
Read More...

ଘରୁ ଉଦ୍ଧାର ହେଲା ବିରାଟକାୟ ଅଜଗର

ୟମୁନାନଗର : ହରିୟାଣାର ୟମୁନାନଗର ଜିଲାର ଫେଜପୁରରେ ଏକ ଅଜଗର ସାପ କାରଣରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ସାପଟିର ଗତି ଖୁବ ଦ୍ରୁତ ଥିବାରୁ ବନ ବିଭାଗ କର୍ମୀଙ୍କୁ ଏହାକୁ କାବୁ କରିବାକୁ…
Read More...

ବିଜେପି ଛାଡି ବିଜେଡିରେ ମିଶିଲେ ରମାକାନ୍ତ ଭୋଇ

ଭୁବନେଶ୍ୱର : ପାଖେଇ ଆସୁଛି ଉପନିର୍ବାଚନ। ଏହି ସମୟରେ ବିଭିନ୍ନ ଦଳର ପ୍ରାର୍ଥୀ ଓ କର୍ମୀମାନଙ୍କର ଦଳ ଅଦଳବଦଳ ହେଉଥିବା ଦେଖିବାକୁ ମିଳିଛି। ତିର୍ତ୍ତୋଲ ଉପନିର୍ବାଚନ ର୍ପୂବରୁ ରମାକାନ୍ତ ଭୋଇ , ବିଜେପି (ଭାରତୀୟ…
Read More...

ବିଶେଷ ମହତ୍ତ୍ୱରେ ପରିପୂର୍ଣ୍ଣ ପରମ୍ପରା ସହ ଜଡ଼ିତ ଏହି କଥା

ମୋତି, ସିପ, ଶାଳଗ୍ରାମ ଶିଳା, ଶିବ ଲିଙ୍ଗ, ଶଙ୍ଖ, ଦୀପ, ପୂଜା ଯନ୍ତ୍ର, ମାଣିକ୍ୟ, ହୀରା, ଯଜ୍ଞ ସାମଗ୍ରୀ, ଫୁଲ, ପୁସ୍ତକ, ଜପମାଳା, ତୁଳସୀ ଜଟା, କର୍ପୂର, ଫୁଲ ହାର, ଗଙ୍ଗା ଜଳ, ସୁନା, ଚନ୍ଦନ, ଶାଳଗ୍ରାମ ପାଦୁକ…
Read More...

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କ୍ୟାଲସିୟମର ଆବଶ୍ୟକତା

କ୍ୟାଲସିୟମ ଶରୀର ପାଇଁ ଖୁବ ଆବଶ୍ୟକ। ଏହା ହାଡ଼କୁ ମଜଭୂତ କରିଥାଏ। ଏହାସହ ଏହା ପିଲାଙ୍କୁ ଶାରିରୀକ ବିକାଶରେ , ମାଂସପେଶୀକୁ ମଜଭୂତ କରିବାରେ ବେଶ ସହାୟକ ହୋଇଥାଏ। ଶରୀରରେ କ୍ୟାଲସିୟମର ଅଭାବ ହେଲେ ହାଡ଼ ଦୁର୍ବଳ…
Read More...

ମନ କିଣେ ଏହି ଟ୍ରେନର ଯାତ୍ରା : ଭଡା ୩.୮୦ ଲକ୍ଷରୁ ୯.୪୨ ଲକ୍ଷ

ଭାରତୀୟ ରେଳସେବାକୁ ଏସିଆର ଏକ ବୃହତ୍ତ ରେଳ ସେବା ବୋଲି କୁହାଯାଏ। ପର୍ଯ୍ୟଟକଙ୍କ ପାଇଁ ଆମ ଦେଶ ରାଜସ୍ୱ ସ୍ମାରକୀ, ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସହ ଭରି ହୋଇ ରହିଛି। ସେହିଭଳି ଦେଖିବାକୁ ଗଲେ ଏଭଳି ବହୁ ଟ୍ରେନ ରହିଛି…
Read More...

ପ୍ରାତଃ କାଳରେ ତୁଳସୀ ବୃକ୍ଷ ଠାରେ ଜଳ ଅର୍ପଣ କରି ପରିକ୍ରମା କଲେ , ପ୍ରାପ୍ତି ହୋଇଥାଏ ସୁଖସମୃଦ୍ଧି

ପ୍ରାତଃ କାଳରେ ତୁଳସୀ ବୃକ୍ଷ ଠାରେ ଜଳ ଅର୍ପଣ କରି ପରିକ୍ରମା କଲେ , ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ। ସନ୍ଧ୍ୟା ସମୟରେ ଘିଅର ଦୀପ ଲଗାଇଲେ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। କାର୍ତ୍ତିକ ମାସରେ ତୁଳସୀଙ୍କ…
Read More...

ବଜରଙ୍ଗ ଦଳ ପକ୍ଷରୁ ହନୁମାନ ମନ୍ଦିର ସଫେଇ କାର୍ଯ୍ୟକ୍ରମ

ଗଡ଼ମଧୁପୁର: ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଧର୍ମଶାଳା ଶାଖା ପକ୍ଷରୁ ଧର୍ମଶାଳା ବ୍ଲକ ଜେନାପୁର ହନୁମାନ ମନ୍ଦିର ପରିଷରରେ ଏକ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଆଜି ଦିନ ୧୦ ଘଟିକା ସମୟରେ ପ୍ରଖଣ୍ଡ ପକ୍ଷରୁ…
Read More...

ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଗଡ଼ମଧୁପୁର : ଧର୍ମଶାଳା ବ୍ଲକ ଅଣ୍ଟିଆ ପଂଚାୟତର ଅଣ୍ଟିଆ ତଳସାହିଠାରେ ଏକ ଅବସରକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଅବସରପ୍ରାପ୍ତ କୃଷି ଯୁଗ୍ମ ନିର୍ଦ୍ଦେଶକ ଭବାନୀ ଶଙ୍କର ମହାପାତ୍ରଙ୍କୁ ଉତ୍ତରୀୟ ଓ…
Read More...

ସକାଳ ସମୟରେ ଘରେ ଧାର୍ମିକ ସଙ୍ଗୀତ ବଜାନ୍ତୁ

ନିଜ ଚତୁଃପାଶ୍ୱର୍ରେ ସକରାତ୍ମକ ଶକ୍ତି ସୃଷ୍ଟି କରିବା ପାଇଁ ବାସ୍ତୁ ଶାସ୍ତ୍ରରେ କେତେକ ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ନକରାତ୍ମକ ଶକ୍ତି ଆମର ପ୍ରତ୍ୟେକ କାର୍ୟ୍ୟରେ ବାଧା ସୃଷ୍ଟି କରିଥାଏ। ଶାରିରୀକ ଓ…
Read More...

ବିଗ୍‍ ବିଙ୍କ ମୁଖରୁ ତାଙ୍କ ଅଭୁଲା ସ୍ମୃତିର ଏକ ଝଲକ୍‍

କେବଳ ଭାଗ୍ୟର ଭରସାରେ ମିଳିନଥାଏ ସଫଳତା। ଦକ୍ଷତାକୁ ନିଜର ପରିଶ୍ରମ ଦ୍ୱାରା ଚମକାଇବାକୁ ମଧ୍ୟ ପଡ଼ିଥାଏ। ଏହି କଥା ଗୁଡ଼ିକ ବଲିଉଡର ମେଗାଷ୍ଟାର, ବାଦଶାହ ବିଗ ବିଙ୍କ ପ୍ରତି ଯର୍ଥାତ ବୋଲି କହିଲେ କିଛି ମଧ୍ୟ ଭୁଲ ହେବ…
Read More...

ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଜନ୍ମଦିନ : ଜାଣନ୍ତୁ ତାଙ୍କ ସହ ଜଡ଼ିତ କିଛି ଜଣା ଅଜଣା କଥା

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଆଜି ଏଭଳି ଲକ୍ଷ ଲକ୍ଷ ଟ୍ୱିଟ ଓ ସନ୍ଦେଶ, ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ନିକଟରେ ପହଞ୍ଚି ସାରିସାରିଥିବ। ୧୯୪୨ ମସିହା ଅକ୍ଟୋବର ୧୧ରେ ବଲିଉଡର ବାଦଶାହ ଜନ୍ମଗ୍ରହଣ…
Read More...

ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ ; ଡାଳିମ୍ବ

ଡାଳିମ୍ବର ସେବନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ସୁସ୍ଥ ଓ ନିରୋଗ ରହିବା ପାଇଁ ନିୟମିତ ଡ଼ାଳିମ୍ବର ସେବନ କରିବା ଉଚିତ। ଏଥିରେ ଓମେଗା୫, କ୍ୟାଲସିୟମ, ପୋଟାସିୟମ, ଆଣ୍ଟି-ଅକ୍ସିଡ଼ାଣ୍ଟ, ଭିଟାମିନ ଏ, ସି, ଇ, ଆଇରନ,…
Read More...

ରାଜ୍ୟରେ ୨ହଜାର ୫୪୬ ନୂଆ କରୋନା ପଜିଟିଭ ଚିହ୍ନଟ ; ଖୋର୍ଦ୍ଧାରୁ ୪୧୦

ଭୁବନେଶ୍ୱର : ରାଜ୍ୟରେ କିଛି ସପ୍ତାହ ପୂର୍ବେ ନିୟମିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର ହେଉଥିବା ବେଳେ କିଛି ଦିନ ହେବ ଏଥିରେ ହାସ୍ର ପାଉଥିବା ଦେଖିବାକୁ ମିଳିଛି। ୨୪ ଘଣ୍ଟାରେ ୩୦ ଜିଲାରୁ ୨ହଜାର ୫୪୬ ନୂଆ…
Read More...

ଦୁନିଆର ସବୁଠାରୁ ଦାମୀ ବ୍ୟାଗ : ଯାହା ହୋଇଥିଲା କୋଟିଏ ଟଙ୍କାରେ ନିଲାମ

ସାରା ଦୁନିଆରେ ପ୍ରତିଦିନ କିଛି ନା କିଛି ଜିନିଷର ନିଲାମି ହେବା ସାଧାରଣ କଥା। ମାତ୍ର ନିଲାମି ଜିନିଷ ମଧ୍ୟରୁ କିଛି ଜିନିଷ ଏପରି ରହିଛି, ଯାହାର ଚର୍ଚ୍ଚା ସାରା ଦୁନିଆରେ ହୋଇଥାଏ। ଏଭଳି ହିଁ ବିଶେଷ ନିଲାମି ୨୦୧୮…
Read More...

ପ୍ରତିଦିନ ସକାଳୁ ଉଠି ପ୍ରଥମେ ସୂର୍ଯ୍ୟଦେବଙ୍କ ଦର୍ଶନ ଓ ସ୍ମରଣ କରନ୍ତୁ

ନିୟମିତ ତମ୍ବା ପାତ୍ରରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ମାତ୍ର ସେହି ପାତ୍ରକୁ ଅନ୍ୟ କାର୍ୟ୍ୟରେ ବ୍ୟବହାର କରନ୍ତୁ ନାହିଁ। ଘରର ସମସ୍ତ ସମସ୍ୟା ଓ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ସର୍ବଦା ଲାଲ ବସ୍ତ୍ର ପରିଧାନ…
Read More...

ଦହି ପାଉଁରୁଟି ସେକା

ପାଉଁରୁଟି – ୬ ଖଣ୍ଡ ଦହି – ୧କପ ଗାଜର - ଅଳ୍ପ ସିମଲା ଲଙ୍କା - ଅଳ୍ପ ଟମାଟୋ – ସାମାନ୍ୟ କଞ୍ଚାଲଙ୍କା - ଅଳ୍ପ ଲୁଣ - ଆବଶ୍ୟକ ଅନୁଯାୟୀ କଟା ଧନିଆ ପତ୍ର - ଆବଶ୍ୟକ ପରିମାଣରେ ଗୋଲମରିଚ ଗୁଣ୍ଡ - ଆବଶ୍ୟକ…
Read More...

ଜାଣନ୍ତୁ ଶ୍ରୀଫଳ ସହ ଜଡ଼ିତ ଏହି ରୋଚକ ତଥ୍ୟ

ହିନ୍ଦୁଧର୍ମରେ ନଡ଼ିଆର ବହୁ ମହତ୍ତ୍ୱ ରହିଛି। ନଡ଼ିଆ ବିନା କୌଣସି ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହୋଇନଥାଏ। ଶାସ୍ତ୍ରରେ ମଧ୍ୟ ନଡ଼ିଆକୁ ବେଶ ପବିତ୍ର ବୋଲି କୁହାଯାଏ। ଏହାର ଏକ ଅନ୍ୟ ନାମ ଶ୍ରୀ ଫଳ। ନଡ଼ିଆର ଉତ୍ପତ୍ତି…
Read More...

ଦୁର୍ଗା ପୂଜା ୨୦୨୦ : ନବରାତ୍ର ସମୟରେ କରନ୍ତୁ ନାହିଁ ଏହି କାର୍ଯ୍ୟ

ଶାରଦୀୟ ନବରାତ୍ର ପର୍ବ ହିନ୍ଦୁଧର୍ମର ପ୍ରମୁଖ ପର୍ବ। ଚଳିତ ବର୍ଷ ଏହି ପର୍ବ ୧୭ ଅକ୍ଟୋବର ରୁ ଆରମ୍ଭ ହୋଇ ୨୫ ଅକ୍ଟୋବରରେ ସମାପ୍ତ ହେବ। ନଅ ଦିନ ଯାଏଁ ପାଳନ ହେଉଥିବା ଏହି ପର୍ବ ମା’ଦୁର୍ଗାଙ୍କର ନଅ ସ୍ୱରୂପର ବିଶେଷ…
Read More...

ନବରାତ୍ର ୨୦୨୦ : ଆପଣାନ୍ତୁ ଏହି ଉପାୟ ପୂରଣ ହେବ ମନସ୍କାମନା

ଶାରଦୀୟ ନବରାତ୍ର ପର୍ବ ହିନ୍ଦୁଧର୍ମର ପ୍ରମୁଖ ପର୍ବ। ଚଳିତ ବର୍ଷ ଏହି ପର୍ବ ୧୭ ଅକ୍ଟୋବର ରୁ ଆରମ୍ଭ ହୋଇ ୨୫ ଅକ୍ଟୋବରରେ ସମାପ୍ତ ହେବ। ନଅ ଦିନ ଯାଏଁ ପାଳନ ହେଉଥିବା ଏହି ପର୍ବ ମା’ଦୁର୍ଗାଙ୍କର ନଅ ସ୍ୱରୂପର ବିଶେଷ…
Read More...

ସୁସ୍ଥ ଶରୀରର ମନ୍ତ୍ର : ନିୟମିତ ଖାଲି ପେଟରେ ପିଅନ୍ତୁ ଧନିଆପତ୍ର, ଧନିଆ ପାଣି

ଭାରତ ହେଉ ଅଥବା ଅନ୍ୟ ଦେଶରେ ଧନିଆପତ୍ରର ବ୍ୟବହାର ଏକ ସାଧାରଣ କଥା। ଏହାକୁ ଚଟଣୀ ଭାବେ ହେଉ ଅଥବା ସିଧାସଳଖ ଖାଇବାରେ ବହୁ ପରିମାଣରେ ମଧ୍ୟ ବ୍ୟବହାର କରାଯାଇଥାଏ। ବ୍ୟଞ୍ଜନରେ ଏହାକୁ ବ୍ୟବହାର କଲେ ଏହାର ସ୍ୱାଦ…
Read More...

ଟାୟାର ଫାଟି ଓଲଟିଲା ବସ ୩ ମୃତ ; ୧୨ରୁ ଅଧିକ ଆହତ

ଅଲୀଗଡ: ଉତ୍ତରପ୍ରଦେଶର ଅଲୀଗଡ ଜିଲାର ଥାନା ଅନ୍ତର୍ଗତ ଟପ୍ପଲ ଅଞ୍ଚଳରେ ୟମୁନା ଏକ୍ସପ୍ରେସ ରାସ୍ତାରେ ଶନିବାର ଭୋର ୫ଟା୩୦ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସର ଟାୟାର ଫାଟିଯିବାରୁ ଭାରସାସ୍ୟ ହରାଇ…
Read More...

ଆସନ୍ତା ୩ ଦିନ ବୁର୍ଲା ଭିସୁଟ ବନ୍ଦ

ସମ୍ବଲପୁର : ସମ୍ବଲପୁର ସ୍ଥିତ ବୁର୍ଲା ଭିସୁଟ ଆସନ୍ତା ୧୨ ତାରିଖ ସୋମବାର ଯାଏଁ ବନ୍ଦ ରହିବ। ପୂର୍ବ ଛୁଟି ଘୋଷଣା ଅନୁଯାୟୀ, ଶନିବାର ଓ ରବିବାର ମଧ୍ୟ ଭିସୁଟ ବନ୍ଦ ରହିବ। କରୋନା ସଂକ୍ରମଣ ଦୂର ପାଇଁ ଭିସୁଟ ପରିସରକୁ…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ୱଶୁର , ବୋହୂ ମୃତ

ରାୟଗଡା : ରାୟଗଡା ଜିଲା ବିଷମକଟକ ଥାନା ଅନ୍ତର୍ଗତ ଠଙ୍ଗପଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଘରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ୱଶୁର ଓ ବୋହୂଙ୍କ ମୃତ୍ୟୁ ହୋଇଛି। ବିଦ୍ୟୁତ ସଂସ୍ପର୍ଶରେ…
Read More...

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୭ହଜାର ୪୧୬କୁ ବୃଦ୍ଧି ; ଦିନକରେ ୭୩, ୨୭୨ଆକ୍ରାନ୍ତ

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ପୂର୍ବ ଅପେକ୍ଷା ଦେଶରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଦେଶରେ ୨୪ ଘଣ୍ଟାରେ ୭୩, ୨୭୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ…
Read More...

ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ; ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର କୁଲଗାମ ଚିଙ୍ଗାମ ସେକ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି।ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାସହ ଘଟଣାସ୍ଥଳରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ…
Read More...

କାଠି ଅଣ୍ଡା ଛଣା

ଆବଶ୍ୟକ ସାମଗ୍ରୀ ଅଣ୍ଡା – ୬ଟି ଘିଅ – ଅଳ୍ପ ତେଲ – ଆବଶ୍ୟକ ପରିମାଣରେ ବେସନ – ଅଳ୍ପ ମଇଦା – ଅଳ୍ପ ତେଲ – ଆବଶ୍ୟକ ପରିମାଣରେ ଲୁଣ – ଆବଶ୍ୟକ ପରିମାଣରେ ଗୋଲମରିଚ ଗୁଣ୍ଡ – ୧ଚାମଚ ଶୁଖିଲା ଲଙ୍କା ଖଣ୍ଡ –…
Read More...

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଆନ୍ତୁ ବ୍ରୋକୋଲି ,ରସୁଣ

ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ ଏହା ଆମ ଦୈନନ୍ଦିନ ଜୀବନ ଉପରେ ଖୁବ ପ୍ରଭାବ ପକାଇଥାଏ। ସ୍ୱାସ୍ଥ୍ୟର ଅବସ୍ଥା ଠିକ ନ ରହିଲେ କୌଣସି କାର୍ୟ୍ୟରେ ଆଗ୍ରହ ମଧ୍ୟ ଆସିନଥାଏ। ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହେବା ଦ୍ୱାରା…
Read More...

ମଳିପଡା ଦଲକ ରାସ୍ତା କଡ଼ରୁ ମୃତ ମାଈ ହାତୀ ଉଦ୍ଧାର

ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ଡ ଜାତୀୟ ରାଜପଥ କଡ଼ରୁ ୨୦୦ ମିଟର ମଳିପଡା ଦଲକ ରାସ୍ତା କଡରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ହାତୀର ବୟସ୧୫ବର୍ଷ ହେବ ବୋଲି ଜଣାପଡିଛି। ତେବେ ହାତୀର କେଉଁ କାରଣରୁ ମୃତ୍ୟୁ…
Read More...

ସାରଙ୍ଗଯୋଡି ବଜାରସ୍ଥିତ ଗୋପବନ୍ଧୁ ମଣ୍ଡପରେ ଉତ୍କଳମଣିଙ୍କ ସ୍ମୃତି ସମାରୋହ ଅନୁଷ୍ଠିତ

ସାକ୍ଷୀଗୋପାଳ : ଆଜି ପୂର୍ବାହ୍ନରେ ସାରଙ୍ଗଯୋଡି ବଜାରସ୍ଥିତ ଗୋପବନ୍ଧୁ ମଣ୍ଡପରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୩ତମ ଜୟନ୍ତୀ ଦିବସ ଅବସରରେ ଉତ୍କଳମଣିଙ୍କ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଛି। ଲୋକକଳା…
Read More...

ପୂର୍ବତନ ପୁଲିସ ଡିଜି ଜନ ନାୟକଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ପୁଲିସ ଡିଜି ଜନ ନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳେକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗତକାଲି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…
Read More...

ବାସ୍ତୁ ଉପାୟ : ଭୋଜନ ସମୟରେ ହାତରେ ଥାଳିକୁ ଉପରକୁ ଉଠାଇ କରନ୍ତୁ ନାହିଁ ଭୋଜନ

ପ୍ରତ୍ୟେକ ନିଜ ଦୈନନ୍ଦିନ ଜୀବନରେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ କିଛି ନା କିଛି କାର୍ଯ୍ୟ କରିଥାଆନ୍ତି। ଯେପରି ସେମାନେ ଭଲରେ ଖାଦ୍ୟ ଖାଇପାରିବେ ଓ ଭଲରେ ରହିପାରିବେ। ଭୋଜନ ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ଉପହାର,…
Read More...

ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଉଦ୍ୟାନ କୃଷି ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକଙ୍କ ଘରେ ଚଢାଉ

କଟକ : ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଉଦ୍ୟାନ କୃଷି ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ଶୁକ୍ରବାର ଜଣାପଡ଼ିଛି। ରମେଶଙ୍କ ପୈତୃକ ଓ ସମ୍ପର୍କୀୟଙ୍କ…
Read More...

ବାରିପଦାରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ବାରିପଦା : ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ। ଏହି ପବିତ୍ର ଦିବସ ଅବସରରେ ବାରିପଦାରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।ଜୟନ୍ତୀ ପାଳନ…
Read More...

ଭୁବନେଶ୍ୱର ସମାଜ କାର୍ଯ୍ୟାଳୟରେ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଦାସଙ୍କ ଜୟନ୍ତୀ। ଏହି ଅବସରରେ ଭୁବନେଶ୍ୱର ‘ସମାଜ’ ର ଶାଖା କାର୍ଯ୍ୟାଳୟରେ ଗୋପବନ୍ଧୁଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି। ଜନ୍ମ ଜୟନ୍ତୀ ପାଳନ ସହ…
Read More...

ଅନୁଗୁଳ ଓ ଉତ୍କଳବିଶ୍ୱ ବିଦ୍ୟାଳୟ ପରିସରରେ ଉତ୍କଳମଣିଙ୍କ ଜନ୍ମଜୟନ୍ତୀ ପାଳନ

ଅନୁଗୁଳ/ ଭୁବନେଶ୍ୱର : ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ। ଏହି ପବିତ୍ର ଦିବସ ଅବସରରେ ଅନୁଗୁଳ ସଂସ୍କରଣ କାର୍ଯ୍ୟାଳୟରେ ପୁଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ…
Read More...

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ଅଭିଯୋଗ

ମାଲକାନଗିରି : ମାଲକାନଗିରି ଜିଲା ପଡ଼ିଆ ଥାନା ଅନ୍ତର୍ଗତ କାଲଡ଼ାପାଲିରେ ଅଞ୍ଚଳରେ ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ମୃତକଙ୍କୁ ଘରୁ ଡ଼ାକି ନେଇ ହତ୍ୟା କରାଯାଇଛି।…
Read More...

୨୪ ଘଣ୍ଟାରେ ୭୦ ହଜାର ୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯ ଲକ୍ଷ ପାର ହୋଇଛି। ୨୪ ଘଣ୍ଟାରେ ୭୦ ହଜାର ୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଓ ୯୬୪ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ମୃତକଙ୍କ ସଂଖ୍ୟା ୧,୦୬,୪୯୦କୁ ବୃଦ୍ଧି…
Read More...

ପୁଣ୍ୟ ପ୍ରଣାମ ତୁମକୁ ‘ଦାସେ ଆପଣେ’

ଭୁବନେଶ୍ୱର : ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଦାସଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀଙ୍କ ସହ ତାଙ୍କ ସ୍ମୃତିପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ…
Read More...

ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ପିପିଲି : ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ପୁରୀ ଜିଲା ପିପିଲି ସ୍ଥିତ ଦାଣ୍ଡମୁକୁନ୍ଦପୁର ଠାରେ ଥିବା ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରିସରରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ…
Read More...

ଭୋଜନ ପରେ ସ୍ନାନ କଲେ ସୃଷ୍ଟି ହୁଏ ଏହି ସ୍ୱାସ୍ଥ୍ୟ ଜନିତ ସମସ୍ୟା

ହିନ୍ଦୁ ଧର୍ମରେ କୁହାଯାଇଛି, ସ୍ନାନ କରିବା ପରେ ଭୋଜନ କରିବା ଉଚିତ। ଭୋଜନ ଆମ ଶରୀରର ମୌଳିକ ଆବଶ୍ୟକତା ଅଟେ। ଭୋଜନ ଦ୍ୱାରା ଆମ ଶରୀରକୁ ଶକ୍ତି, କାର୍ଯ୍ୟ କରିବାକୁ ଆଗ୍ରହ, ସ୍ୱାସ୍ଥ୍ୟ ଉପଯୋଗୀ ପୋଷକ ତତ୍ତ୍ୱ ଯୋଗାଏ।…
Read More...

ଜାଣନ୍ତୁ ୫ଟି ସରଳ ଉପାୟ ; ଯାହା ପରିବାର ସଦସ୍ୟଙ୍କ ମଧ୍ୟରେ ବଜାୟ ରଖେ ମଧୁରତା

ଅନେକଙ୍କ ଘରେ କିଛି ନା କିଛି କାରଣରୁ ହେଉ ଅଥବା କଥାକୁ ନେଇ ଅଧିକାଂଶ ସମୟରେ କଳହ ହେଉଥିବା ଦେଖାଯାଏ। ଯାହା ଅନେକ ସମୟରେ ସମସ୍ୟା ସୃଷ୍ଟି କରିଥାଏ। ସଭିଏଁ ଇଚ୍ଛା କରିଥାଆନ୍ତି ତାଙ୍କ ଘରେ ସର୍ବଦା ହସଖୁସିର ବାତାବରଣ…
Read More...

ବାୟୁସେନାର ୮୮ତମ ପ୍ରତିଷ୍ଠା ଦିବସ ; ରାଫେଲ ଯୁଦ୍ଧ ବିମାନର ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ : ଅକ୍ଟୋବର ୮, ଦେଶର ବାୟୁସେନାର ପ୍ରତିଷ୍ଠା ଦିବସ। ଆଜି ୮୮ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସ୍‍ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି। ଏହି…
Read More...

ରାଜ୍ୟରେ ଖୋଲିପାରେ ମନ୍ଦିର : ୧୦ ଦିନ ମଧ୍ୟରେ ରିପୋର୍ଟ ଦେବେ ଜିଲ୍ଲାପାଳ

ଭୁବନେଶ୍ୱର : ରାଜ୍ୟରେ ମନ୍ଦିର ତଥା ପୁରୀ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ପ୍ରମୁଖ ମନ୍ଦିର ଖୋଲିବା ପାଇଁ କାର୍ଯ୍ୟପନ୍ଥା ସ୍ଥିର ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ଦିରର ପ୍ରଶାସନକୁ ଏନେଇ ସରକାରଙ୍କ…
Read More...

କଲଭର୍ଟ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା : ଖୋର୍ଦ୍ଧା ବୋଲଗଡ଼ ଥାନା ଅନ୍ତର୍ଗତ ଖଙ୍ଗୁରିଆ ପଞ୍ଚାୟତ ଇଚ୍ଛାପୁର କଲଭର୍ଟ ନିକଟରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ବୋଲି ଗୁରୁବାର ଜଣାପଡ଼ିଛି। ମହିଳାଙ୍କ ପରିଚୟ ମିଳିପାରି ନାହିଁ।…
Read More...

ମୋଦୀଙ୍କ ‘ଜନ ଆନ୍ଦୋଳନ’- ଔଷଧ ନ ଆସିବା ଯାଏଁ ଢିଲା ନାହିଁ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି , ଏହାକୁ ନେଇ ସଭିଁଙ୍କୁ ଅଧିକରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଠାରୁ ଏକ ‘ଜନ ଆନ୍ଦୋଳନ’ ଆରମ୍ଭ କରିଛନ୍ତି।…
Read More...

ଦିନକରେ ୭୮,୫୨୪ ନୂଆ ଆକ୍ରାନ୍ତ ଚିହ୍ନଟ ଓ ୯୭୧ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫ ହଜାର ୫୨୬

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫ ହଜାର ୫୨୬କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ୭୮,୫୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୭୧ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ମୋଟ କରୋନା ପଜିଟିଭ…
Read More...

ରାଜଭବନର ପେଟ୍ରୋଲପମ୍ପ ବିସ୍ଫୋରଣ ଘଟଣା ; ୨ ଗୁରୁତରଙ୍କ ମଧ୍ୟରୁ ଜଣେ ମୃତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ରାଜଭବନ ପେଟ୍ରୋଲପମ୍ପ ବିସ୍ଫୋରଣ ଘଟଣାରେ ୨ ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ଆଜି ଭୋର ସମୟରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଗଞ୍ଜାମ ଜିଲାର ବୋଲି ଜଣାପଡ଼ିଛି। ତାଙ୍କ ଶରୀରର ପ୍ରାୟ ୬୦…
Read More...

ରାଜଧାନୀ ରାଜଭବନର ପେଟ୍ରୋଲପମ୍ପ ଅଞ୍ଚଳ ବିପଦମୁକ୍ତ; ଟ୍ୱିଟ ଯୋଗେ ଅଗ୍ନିଶମ ଡ଼ିଜିଙ୍କ ସୂଚନା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ରାଜଭବନ ପେଟ୍ରୋଲପମ୍ପ ଅଞ୍ଚଳ ବିପଦମୁକ୍ତ। ଏନେଇ ଟ୍ୱିଟ ଯୋଗେ ଅଗ୍ନିଶମ ଡ଼ିଜି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଗତକାଲିର ବିସ୍ଫୋରଣ ପରେ ଟ୍ୟାଙ୍କରରୁ ଗ୍ୟାସ ବାହାର…
Read More...

ଚକ୍ଷୁର ଯତ୍ନ : ଆଳୁ ଗୋଲାପ ଜଳର ବ୍ୟବହାର

ଆଳୁର ବ୍ୟବହାର ଆଳୁରେ ପାଣି ଭାଗ ରହିବା ସହ ଭିଟାମିନ ସି ଓ ପୋଟାସିୟମ ଅଧିକ ପରିମାଣରେ ଥାଏ। ଏହାକୁ ନିୟମିତ ୧୦ ରୁ ୧୫ ମିନିଟ ଲଗାଇଲେ ଆଖି ପାଇଁ ଖୁବ ଲାଭଦାୟକ ଅଟେ। ଗୋଲାପ ଜଳ ଆଖିରେ ବିଶେଷ କରି ଆଖିର ତଳ ଭାଗରେ…
Read More...

ରୂପେଲୀ ସହର କଟକର ଦଶହରା ; ଚାନ୍ଦି ମେଢକୁ ସୁନା ମୁକୁଟ

ହିନ୍ଦୁ ପରମ୍ପରାରେ ବାର ମାସରେ ତେର ପର୍ବ ବୋଲି କୁହାଯାଏ। ପ୍ରତ୍ୟେକ ପର୍ବପର୍ବାଣୀର ଅନେକ ବିଶେଷତ୍ୱ ରହିଛି। ବିଭିନ୍ନ ସ୍ଥାନ ନିଜର କିଛି ସ୍ୱତନ୍ତ୍ରତା ପାଇଁ ପ୍ରସିଦ୍ଧି ଲାଭ କରିଥାଏ ତାହା ମନ୍ଦିର ହେଉ ଅଥବା…
Read More...

ବୁଧବାର ବିଶେଷ ; ସବୁଜ ରଙ୍ଗର କରନ୍ତୁ ଅଧିକ ବ୍ୟବହାର

ବୁଧବାର ଦିନଟି ବୁଧ ଗ୍ରହ ଓ ଭଗବାନ ଗଣେଶଙ୍କୁ ସମର୍ପିତ। ପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଘରର ସଦସ୍ୟଙ୍କୁ ଶୁଭଫଳ ମିଳିଥାଏ। ଘରେ ଧନସମ୍ପତ୍ତିର ଆଗମନ ହେବା ସହ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ପ୍ରଭୁ…
Read More...

ଆଇଜିଏଚର ଜଣେ ଅବସର ପ୍ରାପ୍ତ ଡାକ୍ତରାଣୀଙ୍କର କରୋନା ଜନିତ ମୃତ୍ୟୁ

ରାଉରକେଲା : ରାଉରକେଲା ଆଇଜିଏଚର ଜଣେ ଅବସର ପ୍ରାପ୍ତ ଡାକ୍ତରାଣୀଙ୍କର କରୋନା ଜନିତ ମୃତ୍ୟୁ ହୋଇଛି ବୋଲି ବୁଧବାର ଜଣାପଡ଼ିଛି। ହେଲେ ମେରୀ ବାରା (ଜଣାଶୁଣା ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର)। ତାଙ୍କର ଜୟପ୍ରକାଶ…
Read More...

୨ ହଜାର ୯୯୫ ନୂଆ କରୋନା ପଜିଟିଭ ଚିହ୍ନଟ ; ମୋଟ ଆକ୍ରାନ୍ତ ୨,୪୦,୯୯୮

ଭୁବନେଶ୍ୱର : କିଛି ସପ୍ତାହ ପୂର୍ବରୁ ରାଜ୍ୟରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ପାର ହେଉଥିବା ଗତ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ରାଜ୍ୟରେ ୨୪…
Read More...

ବ୍ୟାଙ୍କ ଲୁଟ ଉଦ୍ୟମ ବିଫଳ ;ଲୁଟେରା ଭାଙ୍ଗିଲେ ସିସିଟିଭି

ଦେବଗଡ଼ : ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲୁଟ ହେଉଥିବା ଭଳି ଘଟଣା ସାମ୍ନାକୁ ଆସୁଛି। ଦେବଗଡ଼ ଜିଲା ବଳମସ୍ଥିତ ଏକ ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଶାଖାରୁ ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ ଲୁଟ…
Read More...

୨୪ ଘଣ୍ଟାରେ ୭୨,୦୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ୯୮୬ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ସାମାନ୍ୟ ହ୍ରାସ ପାଇଛି। ଦେଶରେ ୨୪ ଘଣ୍ଟାରେ ୭୨,୦୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୮୬ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ କରୋନା ଜନିତ…
Read More...

ପୁଣି ରାଜଧାନୀରେ ଧରାପଡ଼ିଲା ଚୋରା ବନ୍ଧୁକ ; ୨ ଗିରଫ

ଭୁବନେଶ୍ୱର : ପୁଣି ରାଜଧାନୀର ଖଣ୍ଡଗିରି ଘାଟିକିଆରୁ ଚୋରା ବନ୍ଧୁକ ଧରାପଡିଥିବା ନେଇ ବୁଧବାର ଜଣାପଡ଼ିଛି। ସମ୍ପୃକ୍ତ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛ। ଗିରଫ ହୋଇଥିବା ୨ ଯୁବକଙ୍କ ଠାରୁ ଗୋଟିଏ ବନ୍ଧୁକ ଜବତ…
Read More...

ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମୟ ; ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୋପିଆନ ଜିଲାର ସୁଗନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ବର୍ତ୍ତମାନ ମଧ୍ୟ ତଲାସି…
Read More...

ଦଶହରାରେ ଘରେ ପ୍ରସ୍ତୁତ କରନ୍ତୁ ଏହି ସ୍ୱତନ୍ତ୍ର ମିଠା

ମୁଗଡ଼ାଲି ମିଠା ଆବଶ୍ୟକ ସାମଗ୍ରୀ ମୁଗଡ଼ାଲି – ୨କପ କ୍ଷୀର – ୩କପ ଗୁଜୁରାତି ଗୁଣ୍ଡ – ୧ଚାମଚ କେଶର – ଅଳ୍ପ ଚିନି – ୧କପ ଘିଅ – ଅଳ୍ପ ତେଲ – ଆବଶ୍ୟକ ପରିମାଣରେ ପ୍ରସ୍ତୁ୍‍ତି ପ୍ରଣାଳୀ – ପ୍ରଥମେ ଗ୍ୟାସ…
Read More...

ଏଭଳି କିଛି ସାଧାରଣ ଉପାୟ ; ଯାହା ଦୈନନ୍ଦିନ ଜୀବନରେ ଆଣେ ଶୁଭଫଳ

ଜ୍ୟୋତିଷ ଶାସ୍ତ୍ରରେ ଏପରି କେତେକ କଥା ବର୍ଣ୍ଣନା କରାଯାଇଛି, ଯାହାକୁ ବର୍ତ୍ତମାନ ସମୟରେ ମଧ୍ୟ ଲୋକେ ପାଳନ କରିଥାଆନ୍ତି। ସନ୍ଧ୍ୟା ପରେ କରୁଥିବା ଏହି କାର୍ଯ୍ୟ କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିବା ସହ ଜୀବନରେ…
Read More...

ଦୁର୍ଗା ପୂଜା : ନବରାତ୍ର ବ୍ରତ ସମୟରେ ଖାଦ୍ୟପେୟର ନିୟମ

ଦଶହରା ବା ଦୁର୍ଗାପୂଜା ସମୟରେ ମା’ଦଶଭୂଜାଙ୍କ ନବରାତ୍ର ପୂଜାର ଖୁବ ମହତ୍ତ୍ୱ ରହିଛି। ଏହି ପୂଜା ଯଥା ବିଧି ଓ ନୀତିନିୟମ ପୂର୍ବକ ପାଳନ କରାଯାଏ। ଏହାସହ ନବରାତ୍ର ବ୍ରତ ସମୟରେ ଖାଦ୍ୟପେୟ ପ୍ରତି ମଧ୍ୟ କିଛି ନୀତି ନିୟମ…
Read More...

ଦୁର୍ଗାପୂଜା ; ଘରେ ଘରେ ସ୍ୱାଦିଷ୍ଟ ବ୍ୟଞ୍ଜନ ମୁଖ୍ୟ ଆକର୍ଷଣ

ପ୍ରତିବର୍ଷ ଆଶ୍ୱନୀ ମାସରେ ଦୁର୍ଗା ପୂଜା ପାଳନ କରାଯାଏ। ଜଗତଜନନୀ ମା’ଙ୍କର ଏହି ଶାରଦୀୟ ପୂଜା ଆଶ୍ୱିନ ଶକ୍ଳ ଦଶମୀ ତିଥିରେ ପାଳନ କରାଯାଏ। ଦୁର୍ଗା ପୂଜା ବହୁ ଦିନର ପୂର୍ବରୁ ହିଁ ଲୋକେ ଏହାର ପ୍ରସ୍ତୁତି ଆରମ୍ଭ…
Read More...

ବିଡିଓଙ୍କ ନିର୍ଦ୍ଦେଶକୁ ଫୁ: ଡିଲରଙ୍କ ମନମାନୀରେ ରାସନ ଯୋଗାଣ ନେଇ ଅଭିଯୋଗ

ଗଡ଼ମଧୁପୁର : କଟକ ଜିଲା ଧର୍ମଶଳା ବ୍ଲକ ପାଖର ପଂଚାୟତରେ ଖାଦ୍ୟ ଯୋଗାଣ ସାମଗ୍ରୀ ବଣ୍ଟନରେ ଅନିୟମିତତାର ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଭାଗ ସାଧାରଣ ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ନଥିବା ଦେଖାଯାଇଛି। ଲୋକମାନଙ୍କ…
Read More...

ନାବାଳିକା ଅପହରଣ ଅଭିଯୋଗରେ ଜଣେ ଗିରଫ

ଗଡ଼ମଧୁପୁର  :  କଟକ ଜିଲା ଜେନାପୁର ଥାନା ଅନ୍ତର୍ଗତ ଅଣ୍ଟିଆ ପଂଚାୟତ ବାଉଁଶଅଂଟା ଗ୍ରାମର ମହେନ୍ଦ୍ର ମଳିକ(୨୦) ପି. ରାଘୁନାଥ ମଳିକକୁ ଜେନାପୁର ପୁଲିସ ନାବାଳିକା ଅପହରଣ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିବା…
Read More...

ନିର୍ମାଣାଧୀନ କାଟୁନ୍ କାରଖାନାରେ ଦୁର୍ଘଟଣା: କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

ରେଙ୍ଗାଲି : ସୋନପୁର ଜିଲାର ରେଙ୍ଗାଲି ନିକଟରେ ଥିବା କତରବଗା ଥାନା ଅନ୍ତର୍ଗତ ଗୋଲାମାଲ ଗ୍ରାମରେ ନିର୍ମାଣ ଚାଲିଥିବା କାଟୁନ୍ କାରଖାନାରେ ଅପରାହ୍ନ ପ୍ରାୟ ୩ଟା ସମୟରେ ଏକ ଦୁର୍ଘଟଣା ଘଟି ସୁରେନ୍ଦ୍ର ବଢେଇ (୨୧) ନାମକ…
Read More...

କୋଲ୍‍ ସ୍କାମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ : କୋଲ୍‍ ସ୍କାମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ପ୍ରଥମ ମନ୍ତ୍ରୀ ଭାବେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ…
Read More...

ହ୍ୱାଇଟ ହାଉସ ଫେରିଲେ ଟ୍ରମ୍ପ

ୱାଶିଂଟନ : କରୋନାରେ ଆକ୍ରାନ୍ତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡ଼୍ରୋନାଲ୍ଡ ଟ୍ରମ୍ପ ଆର୍ମି ହସ୍ପିଟାଲରେ ଭର୍ତ୍ତି ହେବା ପରେ ଏବେ ସୁସ୍ଥ ହୋଇ ହ୍ୱାଇଟ ହାଉସ ଫେରିଛନ୍ତି। ୪ ଦିନର ଜରୁରୀ ସେବା ପରେ ଟ୍ରମ୍ପ ଫେରିବା ସହ…
Read More...

୨୪ ଘଣ୍ଟାରେ ୬୧ ହଜାର ୨୬୭ ନୂଆ କରୋନା ପଜିଟିଭ ଚିହ୍ନଟ ; ୮୮୪ ଜଣ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି। ୨୪ ଘଣ୍ଟାରେ ୬୧ ହଜାର ୨୬୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮୮୪ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ କରୋନା…
Read More...

କେଶ ସହ ଜଡ଼ିତ ଏହି ଉପାୟ ବିଷୟରେ ଜାଣିଛନ୍ତି କି ?

ଅଁଳା ଗୁଣ୍ଡ ଓ ନଡ଼ିଆ ତେଲ – ନଡ଼ିଆ ତେଲରେ ଅଁଳାଗୁଣ୍ଡ ମିଶାଇ ଉଷୁମ କରିଦିଅନ୍ତୁ। ଏହାକୁ ସପ୍ତାହକୁ ୨ରୁ ୩ଥର ଲଗାଇଲେ ଏହା କେଶ ପାଇଁ ଖୁବ ଉପକାରୀ। ଅଣ୍ଡା – ଅଣ୍ଡାକୁ ଏକ ପାତ୍ରରେ ଭଲ ଭାବେ ଫେଣ୍ଟି କେଶରେ ଲଗାଇ…
Read More...

ଦୁର୍ଗାପୂଜାରେ ଏହି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ; ମିଳିଥାଏ ବହୁ ଶୁଭଫଳ

ଦୁର୍ଗା ପୂଜାରେ ମା’ଙ୍କ ପୂଜାରେ କନ୍ୟା ପୂଜାର ବହୁ ମହତ୍ତ୍ୱ ରହିଛି । ଏହାଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ନବରାତ୍ରରେ ଛୋଟ କନ୍ୟାମାନଙ୍କୁ ଦେବୀଙ୍କ ସ୍ୱରୂପ ବୋଲି ବିବେଚନା କରାଯାଇ ତାଙ୍କୁ ପୂଜାର୍ଚ୍ଚନା…
Read More...

ଦୁର୍ଗା ପୂଜା ସମୟରେ ଲାଗି କରାଯାଏ ଏହି ବିଶେଷ ଭୋଗ

ଯେକୌଣସି ପୂଜାପର୍ବର ମୁଖ୍ୟ ଆକର୍ଷଣ ସେହି ସମୟର ଭୋଗ ବୋଲି କୁହାଯାଏ। ସେହିପରି ଦଶହରା ବା ଦୁର୍ଗା ପୂଜା ସମୟରେ ବିଭିନ୍ନ ପ୍ରକାରର ଭୋଗ ଜଗତଜନନୀ ମା’ଦୁର୍ଗାଙ୍କୁ ଅର୍ପଣ କରାଯାଏ। ମା’ଙ୍କୁ ଏହି ଭୋଗ ସମର୍ପଣ…
Read More...

ଦଶହରା ପୂଜା ସମୟରେ ନବରାତ୍ରର ମହତ୍ତ୍ୱ ଓ ଭୋଗ

ଆସିଛି ଦଶହରା। ମା’ ଦଶଭୂଜା ଧରାପୃଷ୍ଠରେ ଅବତରଣ କରିଛନ୍ତି। ଏହି ଦଶହରା ପୂଜା ସମୟରେ ନବରାତ୍ରର ବିଶେଷ ମହତ୍ତ୍ୱ ରହିଛି। ଏହି ସମୟରେ ମା’ଜଗତଜନନୀ ଦେବୀଙ୍କର ଆରାଧନା କରିବା ସହ ବ୍ରତ ଉପବାସ ମଧ୍ୟ ପାଳନ କରାଯାଏ।…
Read More...

ଭାରସାମ୍ୟ ହରାଇ ଘର ଭିତରେ ପଶିଲା ହାଇୱା ; ୩ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲା ବଲାଣି ଥାନା ଅନ୍ତର୍ଗତ ଡ଼ର୍ବୀ ଛକରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ ଥିବା ଏକ ଘର ଭିତରକୁ ଭାରସାମ୍ୟ ହରାଇ ଏକ ହାଇୱା ପଶି ଯିବାରୁ ୩ ଜଣ ଭାଇଭଉଣୀ ଗୁରୁତର ଆହତ…
Read More...