www.samajalive.in
Monday, December 8, 2025
20.1 C
Bhubaneswar

ଦୁର୍ଗା ପୂଜା : ନବରାତ୍ର ବ୍ରତ ସମୟରେ ଖାଦ୍ୟପେୟର ନିୟମ

ଦଶହରା ବା ଦୁର୍ଗାପୂଜା ସମୟରେ ମା’ଦଶଭୂଜାଙ୍କ ନବରାତ୍ର ପୂଜାର ଖୁବ ମହତ୍ତ୍ୱ ରହିଛି। ଏହି ପୂଜା ଯଥା ବିଧି ଓ ନୀତିନିୟମ ପୂର୍ବକ ପାଳନ କରାଯାଏ। ଏହାସହ ନବରାତ୍ର ବ୍ରତ ସମୟରେ ଖାଦ୍ୟପେୟ ପ୍ରତି ମଧ୍ୟ କିଛି ନୀତି ନିୟମ ରହିଛି। ଏହି ନବରାତ୍ର ସମୟରେ ସାତ୍ତ୍ୱିକ ଭୋଜନ ଗ୍ରହଣ କରାଯାଇଥାଏ। ଜାଣନ୍ତୁ ଏହି ଭୋଜନର ନିୟମ ବିଷୟରେ….
ଏହି ସମୟରେ ଆପଣ ଫଳ ନିଜ ଖାଦ୍ୟରେ ସାମିଲ କରନ୍ତୁ। ସେଓ, କଦଳୀ, ଚିକୁ, ଅମୃତଭଣ୍ଡା, ତରଭୂଜ, ଅଙ୍ଗୁର, ଆଦି ଖାଆନ୍ତୁ।
– ଦହି ସରବତ ପିଇପାରିବେ।
– ସାବୁଦାନାରେ ପ୍ରସ୍ତୁତ ଖାଦ୍ୟ, ପାଣି ସିଙ୍ଗଡ଼ା ଅଟାରେ ପ୍ରସ୍ତୁତ ଖାଦ୍ୟ, କନ୍ଦମୂଳ ଆଦି ଖାଇପାରିବେ।
– ତରଳ ଜାତୀୟ ପଦାର୍ଥ, ପଇଡ଼ ପାଣି , ଦହି, ଫଳ ରସ, ପନିପରିବାର ସୁପ, ଆଦି ନିଜ ଖାଦ୍ୟରେ ସାମିଲ କରନ୍ତୁ।
– ଖାଦ୍ୟ ପ୍ରସ୍ତୁତିରେ ଲୁଣ ବଦଳରେ ପାହାଡ଼ିଆ ଲୁଣ ଯାହାକୁ କୁହାଯାଏ ତାହାର ବ୍ୟବହାର କରନ୍ତୁ।
– ଅନ୍ନ ଓ ଛଣାଛଣି ଖାଦ୍ୟ ଖାଆନ୍ତୁ ନାହିଁ।
– ରସୁଣ , ପିଆଜର ଏହି ସମୟରେ ଆଦୌ ବ୍ୟବହାର କରାଯାଇନଥାଏ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories