ରାଜ୍ୟରେ ୨ ହଜାର ୪୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ଖୋର୍ଦ୍ଧାରୁ ୩୬୮
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୪୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୪୬୨ଓ ୧୦୦୮ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୨,୦୧୧ରେ ପହଞ୍ଚିଛି। ୨,୩୫,୭୬୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୫,୧୦୬ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 14th October
New Positives Cases: 2470
In quarantine: 1462
Local contacts: 1008(Details of local contacts will be shared by concerned District Administration)
District Wise Cases
1. Angul: 170
2. Balasore: 106
3. Bargarh: 69
4. Bhadrak: 67
5. Balangir: 91— I & PR Department, Odisha (@IPR_Odisha) October 15, 2020
22. Mayurbhanj: 134
23. Nawarangpur: 58
24. Nayagarh: 23
25. Nuapada: 85
26. Puri: 87
27. Rayagada: 31
28. Sambalpur: 54
29. Sonepur: 53
30. Sundargarh: 161
31. State Pool: 72New Recoveries: 2775
Cumulative Tested: 3921140
Positive: 262011
Recovered: 235763
Active Cases: 25106— I & PR Department, Odisha (@IPR_Odisha) October 15, 2020
୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩୬୮ ଓ କଟକରୁ ୧୮୬। ଅନୁଗୁଳରୁ ୧୭୦, ବାଲେଶ୍ୱର ୧୦୬, ବରଗଡ଼ ୬୯, ଭଦ୍ରକ ୬୭, ବଲାଙ୍ଗୀର ୯୧, ବୌଦ୍ଧ ୭୦, ଦେଓଗଡ଼ ୧୨, ଢେଙ୍କାନାଳ ୫୦, ଗଜପତି ୯, ଗଞ୍ଜାମ ୩୬, ଜଗତସିଂହପୁର ୬୪, ଯାଜପୁର ୭୨, ଝାରସୁଗୁଡ଼ା ୫୪, କଳାହାଣ୍ଡି ୫୫, କନ୍ଧମାଳ ୪୨, କେନ୍ଦ୍ରାପଡ଼ା ୮୭, କେନ୍ଦୁଝର ୪୨, କୋରାପୁଟ ୩୨, ମାଲକାନଗିରି ୩୦, ମୟୁରଭଞ୍ଜ ୧୩୪, ନବରଙ୍ଗପୁର ୫୮, ନୟାଗଡ଼ ୨୩, ନୂଆପଡ଼ା ୮୫, ପୁରୀ ୮୭, ରାୟଗଡ଼ା ୩୧, ସମ୍ବଲପୁର ୫୪, ସୋନପୁର ୫୩, ସୁନ୍ଦରଗଡ଼ ୧୬୧, ଷ୍ଟେଟ ପୁଲ ୭୨ ଚିହ୍ନଟ ହୋଇଛନ୍ତି।
Comments are closed.