www.samajalive.in
Saturday, December 6, 2025
23.1 C
Bhubaneswar

ରାଜ୍ୟରେ ୨ ହଜାର ୪୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ଖୋର୍ଦ୍ଧାରୁ ୩୬୮

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୪୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୪୬୨ଓ ୧୦୦୮ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୨,୦୧୧ରେ ପହଞ୍ଚିଛି। ୨,୩୫,୭୬୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୫,୧୦୬ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

- Advertisement -


୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩୬୮ ଓ କଟକରୁ ୧୮୬। ଅନୁଗୁଳରୁ ୧୭୦, ବାଲେଶ୍ୱର ୧୦୬, ବରଗଡ଼ ୬୯, ଭଦ୍ରକ ୬୭, ବଲାଙ୍ଗୀର ୯୧, ବୌଦ୍ଧ ୭୦, ଦେଓଗଡ଼ ୧୨, ଢେଙ୍କାନାଳ ୫୦, ଗଜପତି ୯, ଗଞ୍ଜାମ ୩୬, ଜଗତସିଂହପୁର ୬୪, ଯାଜପୁର ୭୨, ଝାରସୁଗୁଡ଼ା ୫୪, କଳାହାଣ୍ଡି ୫୫, କନ୍ଧମାଳ ୪୨, କେନ୍ଦ୍ରାପଡ଼ା ୮୭, କେନ୍ଦୁଝର ୪୨, କୋରାପୁଟ ୩୨, ମାଲକାନଗିରି ୩୦, ମୟୁରଭଞ୍ଜ ୧୩୪, ନବରଙ୍ଗପୁର ୫୮, ନୟାଗଡ଼ ୨୩, ନୂଆପଡ଼ା ୮୫, ପୁରୀ ୮୭, ରାୟଗଡ଼ା ୩୧, ସମ୍ବଲପୁର ୫୪, ସୋନପୁର ୫୩, ସୁନ୍ଦରଗଡ଼ ୧୬୧, ଷ୍ଟେଟ ପୁଲ ୭୨ ଚିହ୍ନଟ ହୋଇଛନ୍ତି।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories