www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରତିଦିନ ସକାଳୁ ଉଠି ପ୍ରଥମେ ସୂର୍ଯ୍ୟଦେବଙ୍କ ଦର୍ଶନ ଓ ସ୍ମରଣ କରନ୍ତୁ

ନିୟମିତ ତମ୍ବା ପାତ୍ରରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ମାତ୍ର ସେହି ପାତ୍ରକୁ ଅନ୍ୟ କାର୍ୟ୍ୟରେ ବ୍ୟବହାର କରନ୍ତୁ ନାହିଁ।
ଘରର ସମସ୍ତ ସମସ୍ୟା ଓ ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ସର୍ବଦା ଲାଲ ବସ୍ତ୍ର ପରିଧାନ କରି ଜଳ ଅର୍ପଣ କରନ୍ତୁ।
ପ୍ରତିଦିନ ସକାଳୁ ଉଠି ପ୍ରଥମେ ସୂର୍ଯ୍ୟଦେବଙ୍କ ଦର୍ଶନ ଓ ସ୍ମରଣ କରନ୍ତୁ।
ପିଲାଙ୍କ ପାଠପଢା କକ୍ଷରେ ମଧ୍ୟ ସୂର୍ୟ୍ୟ କିରଣ ପଡ଼ିବା ନିତ୍ୟାନ୍ତ ଆବଶ୍ୟକ। ଏହାସହ ସେହି କକ୍ଷରେ ସୂର୍ୟ୍ୟଦେବଙ୍କ ଫଟୋ କିମ୍ବା ପ୍ରତିମା ଲଗାନ୍ତୁ।
ଘରର ପୂର୍ବ ଦିଗରେ ସାତ ଘୋଡ଼ାରେ ଥିବା ରଥରେ ସୂର୍ୟ୍ୟଦେବଙ୍କ ଚିତ୍ର ଲଗାନ୍ତୁ।
ପ୍ରତ୍ୟେକ ରବିବାର ସୂର୍ୟ୍ୟଦେବଙ୍କ ବ୍ରତ କରିବା ଦ୍ୱାରା ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇଥାଏ।
ସୂର୍ୟ୍ୟଙ୍କ ଉପାସନା କରିବା ଦ୍ୱାରା ନେତ୍ର ଓ ଚର୍ମ ରୋଗରୁ ମୁକ୍ତି ମିଳିଥାଏ।
ଘରର ସମସ୍ତ ଦିଗରେ ସୂର୍ୟ୍ୟଙ୍କ କିରଣ ପର୍ୟ୍ୟାପ୍ତ ପରିମାଣରେ ପଡ଼ିବା ଆବଶ୍ୟକ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories