ସୋର: ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ଧ୍ରୁବ ଚରଣ ବାରିକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା ସେ ଗତ କିଛିଦିନ ତଳେ କରୋନା ରୋଗରୁ ମୁକ୍ତ ହୋଇ ଘରକୁ ଫେରିଥିଲେ। ୧୯୭୫ ମସିହାରେ ଜନତା କଳା ପରିଷଦ ନାମରେ ଅନୁଷ୍ଠାନ କରି ସ୍ଥାନୀୟ ଅଞ୍ଚଳରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ଓଡିଶୀ ନୃତ୍ୟ ଶିକ୍ଷା ଦେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହି ଆସିଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Popular Categories



