ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୨ ଯବାନ ମୃତ, ୨ ଆହତ

ରାଜସ୍ଥାନ : ଶନିବାର ସକାଳେ ରାଜସ୍ଥାନର ବିକାନେର-ଜୟପୁର ରାଷ୍ଟ୍ରୀୟ ରାଜପଥରେ ସେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ  ୨ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଏହାସହ ଅନ୍ୟ ୨  ଯବାନ ଆହତ ହୋଇଛନ୍ତି। ଆହତ…
Read More...

ବିଶ୍ୱକର୍ମା ପୂଜା ପାଳନ କରିବା ପଛରେ ରହିଛି ଏହି ରୋଚକ କାହାଣୀ, ଜାଣନ୍ତୁ ଏହାର ପୌରାଣିକ କଥା

ଆଶ୍ୱୀନ ମାସ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ଦିନ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଏ। ମାନ୍ୟତା ଅନୁଯାୟୀ, ଏହି ଦିନ ପ୍ରଭୁ ବିଶ୍ୱକର୍ମାଙ୍କ ଜନ୍ମ ହୋଇଥିଲା। ଚଳିତ ବର୍ଷ ୧୬ ସେପ୍ଟେବର ବିଶ୍ୱକର୍ମା ପୂଜା। ଏହି…
Read More...

ଦିଲ୍ଲୀର ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ ; କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ : ଦିଲ୍ଲୀର ଇନଦରଲୋକ୍‍ ର ଶାହଜାଦା ବାଗ ଅଞ୍ଚଳରେରେ ସ୍ଥିତ ଏକ ବହୁ ମହଲା ବିଶିଷ୍ଟ ପ୍ଲାଷ୍ଟିକ କାରଖାନାରେ ଶନିବାର ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ନିଆଁ ଲାଗିବା ମାତ୍ରେ ତୁରନ୍ତ ଏହା ବିଷୟରେ ଦମକଳ…
Read More...

ବିଶିଷ୍ଟ ସାମ୍ବାଦିକ ସ୍ବର୍ଗତ ରଣଜିତ ଗୁରୁ ସ୍ମାରକୀ ଆନ୍ତର୍ଜାତିୟ ସମ୍ପାନ ଉଦଘାଟିତ

ଭୁବନେଶ୍ୱର : ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ,ଜବାହରଲାଲ ନେହେରୁ ମହାବିଦ୍ୟାଳୟ , କୁଆଁପାଳ ଓ "ସେଣ୍ଟର ଫର ଆଦିବାସୀ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଓଡ଼ିଶା" ପକ୍ଷରୁ ବିଶିଷ୍ଟ ସାମ୍ବାଦିକ ସ୍ବର୍ଗତ ରଣଜିତ ଗୁରୁ…
Read More...

ଟୋକିଓରେ ଭୂକମ୍ପ ଝଟକା ; ତିବ୍ରତା ୬.୦ ରେକର୍ଡ଼

ଟୋକିଓ : ଜାପାନର ରାଜଧାନୀ ଟୋକିଓରେ ଶନିବାର ଭୂକମ୍ପ ଝଟକା ଅନୁଭବ ହୋଇଛି। ଭୂକମ୍ପ ଝଟକା ଟୋକିଓ ଠାରୁ ୪୦୭ କିଲୋମିଟର ଉତ୍ତର ଠାରୁ ଉତ୍ତର-ପୂର୍ବ ଅଞ୍ଚଳରେ ସକାଳ ୮ଟା୧୪ରେ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର…
Read More...

୨ହରିଣ ଶିକାରୀ ଗିରଫ ; ୪୦ କେଜି ମାଂସ ଜବତ

ସମ୍ବଲପୁର : ସମ୍ବଲପୁର ଜିଲା ବଡ଼ମାଳ ରେଞ୍ଜ ଜଙ୍ଗଲରେ ବନବିଭାଗ ଚଢାଉ କରିଥିବା ଶନିବାର ଜଣାପଡ଼ିଛି। ଚଢାଉ ବେଳେ ୨ ହରିଣ ଶିକାରୀଙ୍କୁ ଗିରଫ କରିବା ସହ ହରିଣ ମାଂସ ଜବତ କରିଛି। ହରିଣ ଶିକାର କରି ମାଂସ ଭାଗ ବେଳେ ୨…
Read More...

ରେକର୍ଡ଼ ଭାଙ୍ଗୁଛି କରୋନା ; ୨୪ ଘଣ୍ଟାରେ ୯୭,୫୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୧୨୦୧ ମୃତ

ନୂଆଦିଲ୍ଲୀ : ଦେଶରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି। ୨୪ ଘଣ୍ଟାରେ ୯୭,୫୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଦିନକରେ ୧୨୦୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା…
Read More...

ମୁଣ୍ଡଳୀ ନିକଟ ମହାନଦୀ ମଝି ପଠାରେ ଫସିରହିଛନ୍ତି ହାତୀପଲ

କଟକ : କଟକ ଜିଲା ଆଠଗଡ଼ ଅନ୍ତର୍ଗତ ମହାନଦୀ ମଝି ପଠାରେ ହାତୀପଲ ଫସିରହିଛନ୍ତି ବୋଲି ଶନିବାର ଜଣାପଡ଼ିଛି। ମୁଣ୍ଡଳୀ ନିକଟ ମହାନଦୀ ମଝି ପଠାରେ ପ୍ରାୟ ୧୮ ରୁ ୨୦ଟି ହାତୀ ଫସି ରହିଛନ୍ତି। ଗତକାଲି ବିଳମ୍ବିତ ରାତିରେ…
Read More...

ଗୋଲାପି ଓଠର ରହସ୍ୟ : ଦେଶୀ ଘିଅ

ଦେଶୀ ଘିଅରେ ଥିବା ପୋଷକ ତତ୍ତ୍ୱ ଓ ଗୁଣ ଓଠକୁ ପ୍ରାକୃତିକ ଉପାୟରେ ଗୋଲାପି କରିଥାଏ। ନିୟମିତ ରାତିରେ ଶୋଇବା ପୂର୍ବରୁ ୩ ରୁ ୫ ମିନିଟ ଦେଶୀ ଘିଅରେ ଓଠକୁ ମାଲିସ କରିବା ଦ୍ୱାରା ଓଠ ଗୋଲାପି ହୋଇଥାଏ। କୋମଳ ଓ ଓଠ ଫଟା…
Read More...

ବିଶ୍ୱକର୍ମା ପୂଜା : ଜାଣନ୍ତୁ ଏହା ସହ ଜଡ଼ିତ ବିଶେଷ ମହତ୍ତ୍ୱ

ହିନ୍ଦୁଧର୍ମରେ ପ୍ରତ୍ୟେକ ପୂଜାକୁ ବିଧି ପୂର୍ବକ ପାଳନ କରାଯାଏ। ଶାସ୍ତ୍ର ଅନୁଯାୟୀ ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ ଯନ୍ତ୍ରୀ ଏବଂ ବାସ୍ତୁକାରକ ବୋଲି କୁହାଯାଏ। ଏହି ପୂଜାର ନିତୀ ସୂର୍ଯ୍ୟଦେବତାଙ୍କୁ ଦର୍ଶନ କରି…
Read More...

ପିଜୁଳି ଖାଇବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଯେଉଁମାନଙ୍କୁ ଥଣ୍ଡା ଲାଗି ରହିଥାଏ, ସେମାନେ ଅଧିକ ପିଜୁଳି ଖାଇବା ଉଚିତ ନୁହେଁ। ଯେଉଁମାନଙ୍କର ଖାଦ୍ୟ ହଜମ ଜନିତ ସମସ୍ୟା ରହିଛି ସେମାନେ କମ ପରିମାଣର ମଞ୍ଜି ଥିବା ପିଜୁଳି ଖାଇପାରିବେ। ନିୟମିତ ସକାଳ ସମୟରେ ୨୦୦…
Read More...

ଦୁନିଆର ସବୁଠାରୁ ଛୋଟ ଦ୍ୱୀପ : ଜାଣନ୍ତୁ ଏହାସହ ଜଡ଼ିତ କିଛି ରୋଚକ କଥା

ଦ୍ୱୀପ ପାଣି ମଧ୍ୟରେ ସ୍ଥିତ ଏକ ସ୍ୱତନ୍ତ୍ର ସ୍ଥାନକୁ କୁହାଯାଏ। ଚାରି ପଟୁ ସମୁଦ୍ର ଘେରି ରହିଥିବା ଭୂ-ଭାଗ। ଦୁନିଆରେ ଏପରି କେତେକ ଦେଶ ରହିଛି, ଯାହା ଛୋଟ ବଡ଼ ଦ୍ୱୀପ ସହ ମିଶି ହୋଇଛି। ଏପରି ତ ଦେଖିବାକୁ ଗଲେ…
Read More...

ରାଜ୍ୟରେ ୩ ହଜାର ୯୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଦିନକୁ ଦିନ ରେକର୍ଡ଼ ଭାଙ୍ଗୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ୨୪ ଘଣ୍ଟାରେ ୩୦ ଟି ଜିଲାରୁ ସର୍ବାଧିକ ୩ ହଜାର ୯୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକଆନ୍ତଙ୍କ ମଧ୍ୟରୁ ୨…
Read More...

ବିଶ୍ୱକର୍ମା ପୂଜା : ରାଶି ଅନୁଯାୟୀ କରନ୍ତୁ ଏହି ଉପାୟ

ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଚଳିତ ବର୍ଷ ୧୬ ସେପ୍ଟେବର। ପ୍ରତିବର୍ଷ ବିଶ୍ୱକର୍ମା ପୂଜା ଆଶ୍ୱିନ ମାସର କୃଷ୍ଣପକ୍ଷର ଚତୁର୍ଦଶୀ ତିଥି ଦିନ ପାଳନ କରାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ଦିନ ପ୍ରଭୁ…
Read More...

ଆଜି ଘରେ ଘରେ ସ୍ୱସ୍ୱାଦୁ ଘାଣ୍ଟ ତରକାରୀ

ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଦିନ ଦ୍ୱିତୀୟା  ଓଷା ପାଳନ କରାଯିବାର ପରଦିନ ପ୍ରସ୍ତୁତ କରାଯାଏ ଘାଣ୍ଟ ତରକାରୀ। ଘାଣ୍ଟ ତରକାରୀର ଏକ ସ୍ୱତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଇଷ୍ଟଦେବୀ ଏବଂ…
Read More...

ମୁମ୍ବଇରେ ପୁଣି ଭୂକମ୍ପ ଝଟକା ; ରିକ୍ଟର ସ୍କେଲରେ ତିବ୍ରତା ୩.୫ ରେକର୍ଡ଼

ମୁମ୍ବଇ : ମହାରାଷ୍ଟ୍ରରେ ଲଗାତାର ଭୂକମ୍ପର ଝଟକା ଅନୁଭବ ହେଉଛି। ଆଜି ପୁଣି ମୁମ୍ବଇରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏନସିଏସଙ୍କ ସୂଚନା ଅନୁଯାୟୀ, ଭୋର ୫ଟା ୩୦ ମଧ୍ୟରେ ଭୂକମ୍ପ ଅନୁଭବ ହେବା ସହ ରିକ୍ଟର ସ୍କେଲରେ…
Read More...

ଝାଡୁ ସହ ଜଡ଼ିତ ଜଣାଅଜଣା କଥା

ଘରର ଗୁରୁଜନମାନଙ୍କୁ ଅନେକ ସମୟରେ ଝାଡୁ ସହ ଜଡ଼ିତ ବିଭିନ୍ନ କଥା କହିଥିବା ଶୁଣିବାକୁ ମିଳିଥାଏ। ଝାଡୁକୁ ଓଲଟା ରଖିବା ଅଶୁଭ ବୋଲି କୁହାଯାଏ। ଝାଡୁରେ ଗୋଡ଼ ଲଗାଇବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି ବୋଲି…
Read More...

ବିଏମସି ନିଷ୍ପତ୍ତି ; ରାଜଧାନୀରେ ଲାଗୁ ହେବ ଗଞ୍ଜାମର ନିୟମାବଳୀ

ଭୁବନେଶ୍ୱର : ଦିନକୁ ଦିନ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଗଞ୍ଜାମର ନିୟମାବଳୀ (ଫର୍ମୁଲା) ଲାଗୁ କରିବା ନେଇ ଗୁରୁବାର ବିଏମସି ନିଷ୍ପତ୍ତି ନେଇଥିବା…
Read More...

ପାଳଙ୍ଗ ଜୁସ ପିଇବାର ଆଶ୍ଚର୍ଯ୍ୟଜନକ ଲାଭ

ପାଳଙ୍ଗ ଶାଗ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ମାତ୍ର ପାଳଙ୍ଗକୁ ଜୁସ ଭାବେ ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ। ଏଥିରେ ଥିବା ଭିଟାମିନ ଓ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିବା ସହ ସତେଜ ଓ ଶକ୍ତି…
Read More...

ସମୁଦ୍ର କୂଳରେ ଅଜବ ସାମୁଦ୍ରିକ ଜୀବ ; ଭିଡ଼ିଓ ଭାଇରାଲ

ସମୁଦ୍ରରେ ଏପରି ବହୁ ଜୀବ ରହିଛନ୍ତି, ଯାହା ବିଷୟରେ ବର୍ତ୍ତମାନ ମଧ୍ୟ ମନୁଷ୍ୟଙ୍କୁ ଜଣାନାହିଁ। ଅନେକ ସମୟରେ ସମୁଦ୍ର ତଟରେ ଏପରି ଜୀବ ଆସିଥାଆନ୍ତି, ଯାହାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଥାଏ। ଏହି…
Read More...

ରାଜ୍ୟରେ ୩ ହଜାର ୯୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୦ ଟି ଜିଲାରୁ ୩ ହଜାର ୯୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକଆନ୍ତଙ୍କ ମଧ୍ୟରୁ ୨ ହଜାର ୩୧୫ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୬୭୬…
Read More...

ହାତୀ ଆକ୍ରମଣରେ ଚାଷୀ ମୃତ

ବନ୍ତଳା : ଅନୁଗୋଳ ଜିଲା ଜାତୀୟ ରାଜପଥ କଡରେ ଥିବା ମୂଷାପାପୁଲି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଗୁରୁବାର ଜଣାପଡ଼ିଛି। ମୃତକ ଜଣଙ୍କ ହେଉଛନ୍ତି ସେହି ଗାଁର ପାଣ୍ଡବ ସାହୁ । ସୂଚନା ଯୋଗ୍ୟ,…
Read More...

ଲୁଟ ପରେ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ ; ମାଆ-ପୁଅ ଜୀବନ୍ତ ଦଗ୍ଧ

କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ନନ୍ଦିପଦା ଥାନା ଅନ୍ତର୍ଗତ କଳିଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଗୁରୁବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଲୁଟ ପରେ ଦୁର୍ବୃତ୍ତମାନେ ଏକ ଘରେ ଲଗାଇଲେ ନିଆଁ…
Read More...

ରାଜଧାନୀରେ ହାତୀ ଉପଦ୍ରବ ; ଭାଙ୍ଗିଲା ଘର

ଭୁବନେଶ୍ୱର : ଗୁରୁବାର ରାଜଧାନୀରେ ଦନ୍ତା ହାତୀର ଉପଦ୍ରବ ଦେଖାଦେଇଛି। ଖଣ୍ଡଗିରିସ୍ଥିତି ଭରତପୁର ଜିଏ କଲୋନୀରେ ଦନ୍ତା ହାତୀ ପଶି ଘରର ପାଚେରୀ ଭାଙ୍ଗିବା ସହ କଦଳୀ ଗଛ ଓପାଡ଼ି ପକାଇଦେଇଥିବା ଜଣାପଡ଼ିଛି। ଖବର ପାଇ…
Read More...

ହେଲା ନାହିଁ କରୋନା ଆକ୍ରାନ୍ତଙ୍କ ଶବଦାହ: ଏଭଳି କାମକୁ ବିରୋଧ କରି ବରଗଡ଼ରେ ରାସ୍ତାରୋକ

ବରଗଡ଼ : କରୋନାରେ ଆକ୍ରାନ୍ତ ହୋଇ ଦେହାନ୍ତ ହେଲେ ମୃତଦେହକୁ ଦାହ କରିବା ପାଇଁ ଅନେକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ବରଗଡ଼ କୋଭିଡ ହସ୍ପିଟାଲରେ ଜଣେ ରୋଗୀଙ୍କ ଦେହାନ୍ତ ହେବା ପରେ ଶ୍ମଶାନରେ ତାଙ୍କ ଶବ ସତ୍କାର…
Read More...

ଗୃହରେ ରଖନ୍ତୁ ହାତୀର ପ୍ରତିମା : ପ୍ରାପ୍ତି ହେବ ଶୁଭଫଳ

ବାସ୍ତୁ, ଜ୍ୟୋତିଷ ଶାସ୍ତ୍ରରେ ହାତୀ ଖୁବ ଶୁଭ ବୋଲି ମାନ୍ୟତା ରହିଛି। ଶାସ୍ତ୍ରରେ ହାତୀ ବିଘ୍ନହର୍ତ୍ତା ପ୍ରଭୁ ଗଣେଶ ଓ ଧନର ଦେବୀ ମା’ଲକ୍ଷ୍ମୀଙ୍କ ସହ ଜଡ଼ିତ ରହିଛନ୍ତି। ଜାଣନ୍ତୁ ହାତୀଙ୍କ ଫଟୋ, ଚିତ୍ର କିମ୍ବା…
Read More...

ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର : ପୁଣି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି ବୋଲି ବୁଧବାର ଜଣାପଡ଼ିଛି। ପଶ୍ଚିମ – କେନ୍ଦ୍ର ବଙ୍ଗୋପସାଗର ଆନ୍ଧ୍ର ଉପକୂଳରେ ଏହି ଲଘୁଚାପ ଆସୁଛି। ଆସନ୍ତା ୧୩ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ନେଇ…
Read More...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର : ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳ ଆଜି କେନ୍ଦୁଝର ଗସ୍ତ କରିଛନ୍ତି। ବନ୍ୟାଂଚଳ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି। ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପାଟଣା ବ୍ଲକର କିଛି…
Read More...

ଜାଣନ୍ତୁ କେଉଁ କାରଣରୁ ଭାରତର ଏହି ଗାଁକୁ କୁହାଯାଏ ଜ୍ୱାଇଁଙ୍କ ଗାଁ

ସାଧାରଣତଃ ଝିଅମାନଙ୍କ ବିବାହ ପରେ ସେମାନେ ନିଜ ଶାଶୁ ଘରକୁ ଯାଆନ୍ତି ଓ ନିଜ ବାକି ଜୀବନ ସେଠାରେ ହିଁ ଅତିବାହିତ କରିଥାଆନ୍ତି। ମାତ୍ର ଆମ ଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ବିବାହ ପରେ ଝିଅମାନେ ଶାଶୁ ଘରକୁ…
Read More...

ସ୍ୱାସ୍ଥ୍ୟ ଉପକାରୀ ହଳଦୀ ତେଲ

ହଳଦୀ ସଭିଁଙ୍କ ଘରେ ଉପଲବ୍ଧ। ପ୍ରତ୍ୟେକ ରୋଷଇରେ ଏହା ମୁଖ୍ୟ ଭାବେ ବ୍ୟବହାର କରାଯାଇଥାଏ। ଏହାର ବହୁ ଔଷଧୀୟ ଗୁଣ ରହିଛି। ଯାହା ଅଳ୍ପେ ବହୁତେ ସଭିଏଁ ଜାଣନ୍ତି। ହଦଳୀ ଯେତେ ଉପକାରୀ ଏହାର ତେଲ ମଧ୍ୟ ସେତେ ଉପକାରୀ।…
Read More...

ହରିଣକୁ ଗିଳିଲା ଅଜଗର ; ଆଉ ତା’ପରେ….

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଅମରୋହରେ ଏକ ଆଖୁ କ୍ଷେତରେ ଅଜଗର ସାପ ଏକ ହରିଣକୁ ଗିଳିବା ପରେ ତା’ର ମଧ୍ୟ ମୃତ୍ୟୁ ହୋଇଥିଲା। ଏହି ସମ୍ପୂର୍ଣ୍ଣ ଘଟଣା ଅମଦପୁର ଥାନା ଅନ୍ତର୍ଗତ ମାଲୀପୁରା ଗାଁର। ଏଠାରେ ରହୁଥିବା ଏକ…
Read More...

ଆଜି ମୁମ୍ବଇରେ ପହଞ୍ଚିବେ ଅଭିନେତ୍ରୀ କଙ୍ଗନା ରଣାୱତ

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତ ଆଜି ମୁମ୍ବଇରେ ପହଞ୍ଚିବେ। ଏଥିପାଇଁ ସେ ମଣ୍ଡି ସ୍ଥିତ ନିଜ ପୈତୃକ ଘରରୁ ବାହାରିଛନ୍ତି। କଙ୍ଗନା ପୂର୍ବରୁ କହିଥିଲେ, ସେ ୯ ସେପ୍ଟେମ୍ବର ମୁମ୍ବଇରେ ପହଞ୍ଚିବି।…
Read More...

ଜମିବାଡ଼ି ବିବାଦକୁ ନେଇ ହତ୍ୟା ଅଭିଯୋଗ

ନୟାଗଡ଼ : ନୟାଗଡ଼ ଜିଲା ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡ଼ା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଥିବା ବୁଧବାର ଜଣାପଡ଼ିଛି। ଜମିବାଡ଼ି ବିବାଦକୁ ନେଇ ଭୋର ସମୟରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।…
Read More...

ଖାଦ୍ୟର ପସନ୍ଦ ଜଣାଏ ଆପଣଙ୍କ ଏହି ରହସ୍ୟ

ସଭିଏଁ ହୁଏତ ଜାଣିନଥିବେ , ବ୍ୟକ୍ତିଙ୍କର ଖାଦ୍ୟର ପସନ୍ଦକୁ ନେଇ ସେମାନଙ୍କ ଜୀବନ ସାଥି ବିଷୟରେ ଜାଣି ହୁଏ। ସ୍ୱାଦିଷ୍ଟ ଓ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ସଭିଁଙ୍କୁ ବେଶ ପସନ୍ଦ। କିଛି ଲୋକଙ୍କୁ ଖଟା-ମିଠା, ତ…
Read More...

ମାଛି ମାରୁ ମାରୁ ଜଳିଗଲା ଘର

ଫ୍ରାନ୍ସ : ଜଣେ ୮୦ ବର୍ଷର ବୃଦ୍ଧ ଜଣଙ୍କ ରାତି ସମୟରେ ଖାଇବାକୁ ବସିବା ସମୟରେ ଏକ ମାଛି ତାଙ୍କ ନିକଟରେ ଉଡ଼ିବା ସହ ତାଙ୍କୁ ଏପରି ବ୍ୟତିବ୍ୟସ୍ତ କରାଇଥିଲା ଯେ, ବୃଦ୍ଧ ଜଣଙ୍କ ମାଛିଟିକୁ ମାରିବାକୁ ଚେଷ୍ଟା କରିଥିଲେ।…
Read More...

ତଡ଼କା ଡ଼ାଲ୍‍ ଫ୍ରାଏ

ଆବଶ୍ୟଖକ ସାମଗ୍ରୀ ବୁଟ ଡ଼ାଲି – ୧କପ ପେଷା ଟମାଟୋ – ୧କପ ଅଦା ବଟା – ୧ଚାମଚ ରସୁଣ ବଟା – ୧ଚାମଚ ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ ଜିରା ଗୁଣ୍ଡ – ଆବଶ୍ୟକ ପରିମାଣରେ ଗରମ ମସଲା – ୧ ଚାମଚ କ୍ରିମ – ୧କପ…
Read More...

ଚୋରି କରିବା ପରେ ନିଜେ ଚୋର ଫେରସ୍ତ କଲା ମୋବାଇଲ ; ଜାଣନ୍ତୁ କାରଣ

ଅନେକ ଥର ଚୋରିର ଏପରି ଘଟଣା ସାମ୍ନାକୁ ଆସିଥାଏ, ଯାହା ସଭିଁଙ୍କ ପାଇଁ ଏକ ମଜାଳିଆ ଘଟଣା ପାଲଟି ଯାଏ। ଏଭଳି ଏକ ଘଟଣା ପଶ୍ଚିମବଙ୍ଗରରେ ଘଟିଥିବା ଜଣାପଡ଼ିଛି। ଘଟଣା କ୍ରମେ ଏଠାରେ ଏକ ଚୋର ପ୍ରାୟ ୪୫ ହଜାର ଟଙ୍କା ମୂଲ୍ୟର…
Read More...

ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତ ; କୋଭିଡ ହସ୍ପିଟାଲର କଲେ ପରିଦର୍ଶନ ଓ ସମୀକ୍ଷା

ରାଉରକେଲା: ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ଅଚାନକ ରାଉରକେଲା ଗସ୍ତ କରିଛନ୍ତି। ସେ ରାଉରକେଲା ଆସି ପହଞ୍ଚିବା ପରେ ରାଉରକେଲା ହାଇଟେକ ହସ୍ପିଟାଲ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି । ରୋଗୀଙ୍କ…
Read More...

ରାଜ୍ୟରେ ୨୪ ଘଣ୍ଟାରେ ୩ହଜାର ୪୯୦ ନୂଆ କରୋନା ଆକ୍ରାନ୍ତ ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟର ୩୦ଟି ଜିଲାରୁ ୨୪ ଘଣ୍ଟାରେ ୩ହଜାର ୪୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨,୦୯୪ ସଙ୍ଗରୋଧ କେନ୍ଦ୍ରରୁ ଓ ୧,୩୯୬ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।…
Read More...

ରେସ୍ତୋରାଁକୁ ପ୍ରବେଶ କଲା ଚିତାବାଘ ; ଲୋକଙ୍କ ନିକଟରେ ବୁଲିଲା, ଆଉ ତା’ପରେ….

ଆପଣଙ୍କ ରୋସ୍ତାରାଁରେ ଖାଦ୍ୟ ଖାଉଥିବେ ହଠାତ ସାମ୍ନାକୁ ଆସିଯିବ ବାଘ ; ତେବେ କଳ୍ପନା କରନ୍ତୁ ସେଭଳି ପରିସ୍ଥିତିରେ ଅବସ୍ଥା କ’ଣ ହେବ? ଭାବିବାକୁ ଭୟ ଲାଗିଲେ ମଧ୍ୟ ଏଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ…
Read More...

କାରଗିଲରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତିବ୍ରତା ୪.୪

ଜମ୍ମୁ : ଲଦାଖସ୍ଥିତ କାରଗିଲରେ ମଙ୍ଗଳବାର ଭୂକମ୍ପ ଝଟକା ଅନୁଭବ ହୋଇଥିବା ଜଣାପଡ଼ିଛି। ଆଜି ସକାଳ ୫ଟା୪୫ରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୪ ରେକର୍ଡ଼ କରାଯାଇଛି। ଏହି ଭୂକମ୍ପରେ…
Read More...

ଚଟପଟା ସିମେଇ

ସିମେଇ – ୨କପ ଦହି – ୧କପ କଟା ଆଳୁ – ୧ଟି ଲୁଣ - ଆବଶ୍ୟକ ପରିମାଣରେ ସିମଲା ଲଙ୍କା – ୧ଟି (କଟା ହୋଇଥିବା ) ଜୁଆଣି - ଅଳ୍ପ ଜିରା - ଅଳ୍ପ ଲଙ୍କା ଗୁଣ୍ଡ - ଅଳ୍ପ ହଳଦୀ ଗୁଣ୍ଡ - ଅଳ୍ପ ତେଲ - ଆବଶ୍ୟକ…
Read More...

ଆକର୍ଷଣୀୟ ଓ ଉଜ୍ଜ୍ୱଳ ତ୍ୱଚା ପାଇଁ ନିଶ୍ଚୟ ଆପଣାନ୍ତୁ ଏହି ଟିପ୍ସ

ସଭିଏଁ ଜାଣନ୍ତି ତ୍ୱଚା ପାଇଁ ମୁଲତାନୀ ମାଟି ଖୁବ ଲାଭଦାୟକ। ବିଶେଷ କରି ତେଲିଆ ତ୍ୱଚାମାନଙ୍କ ପାଇଁ ଖୁବ ଉପକାରୀ। ସମାନ ମାତ୍ରାରେ ମୁଲତାନୀ ମାଟି ଓ ଅମୁଲରେ ପାଣି, ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି…
Read More...

ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ପଜିଟିଭ

ଭୁବନେଶ୍ୱର : ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ପଜିଟିଭ ବୋଲି ସୋମବାର ଜଣାପଡ଼ିଛି। ଏନେଇ ନିଜେ ମନ୍ତ୍ରୀ ଟ୍ୱିଟ ଯୋଗେ ସ୍ପଷ୍ଟ କରିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ…
Read More...

ସ୍ଵାଭିମାନ ଅଞ୍ଚଳରେ ନକ୍ସଲଙ୍କ ବିରୋଧରେ ପ୍ରଜାମେଳି

ମାଲକାନଗିରି : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ନକ୍ସଲଙ୍କ ବିରୋଧରେ ପ୍ରଜାମେଳି ହୋଇଥିବା ସୋମବାର ଜଣାପଡ଼ିଛି। ପୂର୍ବରୁ ନକ୍ସଲଙ୍କ ନାଲି ଆଖି ତଳେ ବିଛିନ୍ନାଞ୍ଚଳର ହଜାର ହଜାର ଲୋକେ ରହି…
Read More...

ସୁସ୍ଥ ଶରୀର ପାଇଁ ସରଳ ଉପାୟ

ପ୍ରତ୍ୟେକ ଦିନ ସକାଳ ସମୟରେ ଜିରା ଓ ଜୁଆଁଣୀ ପାଣି ପିଇବା ଦ୍ୱାରା ଏସିଡ଼ିଟି, କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବ। ତେଣୁ ପେଟ ପାଇଁ ଏହା ଖୁବ ଉପକାରୀ। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଖାଦ୍ୟ ଭଲ ଭାବେ ହଜମ…
Read More...

ପାଣି ପିଇବା ଶିଖୁଛି ହାତୀଛୁଆ ; ଭିଡ଼ିଓ ଭାଇରାଲ

ଅନେକ ସମୟରେ ସୋସିଆଲ ମିଡ଼ିଆରେ ଏପରି କିଛି ଭିଡ଼ିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିବା ମାତ୍ରେ ମନ ପ୍ରସନ୍ନ ହୋଇଯାଏ। ଏବେ ଏପରି ହିଁ ଏକ ଭିଡ଼ିଓ ବେଶ ଭାଇରାଲ ହେଉଛି। ଭିଡ଼ିଓଟିରେ ଦେଖାଯାଉଛି ଗୋଟିଏ ହାତୀ ଛୁଆ ଏକ ପୋଖରୀ…
Read More...

ଆଜି ରାଜ୍ୟରୁ ୩ ହଜାର ୮୬୧କରୋନା ଆକ୍ରାନ୍ତ ଚିହ୍ନଟ ; ମୋଟ ପଜିଟିଭ ସଂଖ୍ୟା ୧,୨୭,୮୯୨କୁ ବୃଦ୍ଧି

ଭୁବନେଶ୍ୱର : ଦିନକୁ ଦିନ କରୋନା ମହାମାରୀ ଭୟଙ୍କର ରୂପ ନେବା ସହ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟର ୩୦ଟି ଜିଲାରୁ ସୋମବାର ୩ ହଜାର ୮୬୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ…
Read More...

ଜମ୍ମୁ-କାଶ୍ମୀର କୁପୱାରାରେ ଆତଙ୍କବାଦୀ ଆକ୍ରମଣ ଯୋଜନା ବିଫଳ ; ପୋଲ ତଳୁ ମିଳିଲା ବିସ୍ଫୋରକ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀର କୁପୱାରା ଜିଲାରେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ଏକ ବଡ଼ ଆକ୍ରମଣ ଯୋଜନାକୁ ବିଫଳ କରିଥିବା ଜଣାପଡ଼ିଛି। ଅରାମପୋରାରେ ସୋପୋର-କୁପୱାରା ପୋଲ ତଳେ ଆତଙ୍କବାଦୀମାନେ ବିସ୍ପୋରକ…
Read More...

ମୁମ୍ବଇରେ ପୁଣି ଭୂକମ୍ପ ଝଟକା ; ରିକ୍ଟର ସ୍କେଲରେ ତିବ୍ରତା ୩.୫ ରେକର୍ଡ଼

ମୁମ୍ବଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବଇରେ ସୋମବାର ସକାଳେ ପୁଣି ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୫ ରେକର୍ଡ଼ କରାଯାଇଛି। ଏନସିଏସ ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ସମୟରେ ଭୂକମ୍ପ…
Read More...

ଗୃହରେ ରଖନ୍ତୁ ଏହି ୪ଟି ଜିନିଷ ; ପ୍ରାପ୍ତି ହେବ ସୁଖସମୃଦ୍ଧି

ଲୋକେ ନିଜ ଘରକୁ ସାଜସଜ୍ଜାର ବିଭିନ୍ନ ଜିନିଷ ଦ୍ୱାରା ସଜାଇ ଥାଆନ୍ତି। ଘରର କଣ ସ୍ଥାନ ଗୁଡ଼ିକୁ ସଫାସୁତୁରା ରଖିବା ସହ ସେଠାରେ ମଧ୍ୟ ବିଭିନ୍ନ ଜିନିଷ ସଜାଇ ଥାଆନ୍ତି। ସୁନ୍ଦର ସୁନ୍ଦର ଫୁଲ ଓ ରଙ୍ଗର ମଧ୍ୟ ବ୍ୟବହାର…
Read More...

ଜାଣନ୍ତୁ ଉଷୁମ ପାଣି ପିଇବାର ଆଶ୍ଚର୍ଯ୍ୟଜନକ ଲାଭ

ସୁସ୍ଥ ରହିବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି। ମାତ୍ର ଏକ ସହଜ ଉପାୟ ହେଉଛି ଉଷୁମ ପାଣି। ଏହା ଆପଣଙ୍କୁ ସୁସ୍ଥ ରଖିବା ପାଇଁ ବେଶ ସହାୟକ ହୋଇଥାଏ। ନିୟମିତ ଉଷୁମ ପାଣି ପିଇବା ଦ୍ୱାରା ଏହା ଶରୀରକୁ ବହୁ…
Read More...

ସ୍ୱାଦିଷ୍ଟ ଚିକେନ ମସଲା

ଆବଶ୍ୟକ ସାମଗ୍ରୀ ଚିକେନ – ୫୦୦ ଗ୍ରାମ ତେଲ – ଆବଶ୍ୟକ ପରିମାଣରେ କଟା ପିଆଜ – ୨ଟି ପେଷା ଟମାଟୋ – ୧ଟି ଅଦା ରସୁଣ ବଟା – ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ – ଆବଶ୍ୟକ…
Read More...

ଟ୍ରେଲର , ଭ୍ୟାନ ଧକ୍କା ; ୭ ମୃତ

ରାଜସ୍ଥାନ : ରାଜସ୍ଥାନର ଭୀଲବାଡ଼ା ଜିଲାରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ ଓ ଟ୍ରେଲର ଧକ୍କା ହେବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ସୂଚନା ଅନୁଯାୟୀ, ମୃତକମାନେ…
Read More...

କ୍ୟାମେରାରେ କଏଦ ହେଲା ଦୁନିଆର ସବୁଠାରୁ ବଡ଼ ପ୍ରାଣୀର ଫଟୋ

ଅଷ୍ଟ୍ରେଲିଆ : ଅଷ୍ଟ୍ରେଲିଆର ସିଡ଼ନୀର ସମୁଦ୍ର ତଟ ନିକଟରେ ଦୁନିଆର ସବୁଠାରୁ ବଡ଼ ପ୍ରାଣୀର ଫଟୋ କ୍ୟାମେରାରେ କଏଦ ହୋଇଛି। ଯାହାର ଲମ୍ବ ୮୨ ଫିଟ୍‍ ଓ ଓଜନ ପ୍ରାୟ ୧ଲକ୍ଷ କିଲୋ। ଏକ ରିପୋର୍ଟ ଅନୁଯାୟୀ ଦୁନିଆର ସବୁଠାରୁ…
Read More...

ଜିଅନ୍ତା ସାପକୁ ଖାଇଲା ଏକ ବର୍ଷର ଶିଶୁ ; ଆଉ ତା’ପରେ….

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବରେଲୀ ଜିଲାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଏକ ଶିଶୁ ଖେଳୁଥିବା ସମୟରେ ଏକ ଜିଅନ୍ତା ସାପଟିକୁ ଗିଳି ଦେଲା। ମାତ୍ର ଠିକ ସମୟରେ…
Read More...

ଆଜି ଆଉ ୩ ହଜାର ୮୧୦ କରୋନା ପଜିଟିଭ ଚିହ୍ନଟ ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରୁ ରବିବାର ଆଉ ୩୮୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୮୬ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୫୨୪ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ…
Read More...

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ସମେତ ମହାରାଷ୍ଟ୍ରର ପାଲଘରରେ ଭୂକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ : ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରବିବାର ସକାଳ ୬.୩୮ରେ ଭୂକମ୍ପ ହୋଇଥିବା ଜଣାପଡ଼ିଛି। ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ଼ କରାଯାଇଛି। ଏନସିଏମ ଅନୁଯାୟୀ…
Read More...

ସଫଳତା ଓ ଧନ ଲାଭର ସଙ୍କେତ

ଅନେକ ସମୟରେ ଜୀବନରେ ଭିନ୍ନ ଭିନ୍ନ ସଙ୍କେତ ମିଳିଥାଏ। ମାତ୍ର ବହୁ ସମୟରେ ଆମେ ଏଥିପ୍ରତି ଧ୍ୟାନ ଦେଇ ନଥାଉ। କିଛି ସଙ୍କେତ ଆମକୁ ଶୁଭତ୍ୱର ପ୍ରତୀକ ଦେଇଥାଏ। କିଛି ଅଶୁଭର ମଧ୍ୟ। କିଛି ସଙ୍କେତ ସଫଳତା ଓ ଧନ ଲାଭ…
Read More...

ଜୁସ ପିଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବିଭିନ୍ନ ପ୍ରକାର ଫଳ ଜୁସ ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏହାର ସ୍ୱାସ୍ଥ୍ୟ ଉପକାରୀ ଅନେକ ଗୁଣ ରହିଛି। ମାତ୍ର ଆପଣ ଜାଣନ୍ତି କି କେଉଁ ସମୟରେ ଜୁସ ପିଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ। ଜୁସ ପିଇବାର ଏକ…
Read More...

ଆଳୁ ବର୍‍ଫି

ଆବଶ୍ୟକ ସାମଗ୍ରୀ ଆଳୁ – ୪ଟି ( ସିଝା ହୋଇଥିବା) ନଡ଼ିଆ କୋରା - ଆବଶ୍ୟକ ପରିମାଣରେ ଚିନି - ଆବଶ୍ୟକ ପରିମାଣରେ (ପେଷା ହୋଇଥିବା) ଘିଅ - ୩ ଚାମଚ ଗୁଜୁରାତି ଗୁଣ୍ଡ – ୧ ଚାମଚ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ…
Read More...

କଦଳୀ ଭେଳା ଓଲଟି ୨ ଭାଇ ମୃତ

ଯାଜପୁର: ଯାଜପୁର ଜିଲା ବରୀ ବ୍ଲକ ମେଦୁଆ କୂଳରୁ ପାଟରେ କଦଳୀ ଭେଳା ଓଲଟି ଶନିବାର ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମେଦୁଆକୂଳ ଗ୍ରାମର ମିତୁନି ବେହେରା (୨୮), ଶୁଭମ ବେହେରା…
Read More...

ଦୁନିଆର ସବୁଠାରୁ ମହଙ୍ଗା ସାପ

ସାପକୁ ଦେଖିବା ମାତ୍ରେ ଭୟଭୀତ ହେବା ସାଧାରଣ କଥା। ବିଷଧର ସାପକୁ ସହ ଜଡ଼ିତ ବହୁ କାହାଣୀ ମଧ୍ୟ ଶୁଣିବାକୁ ମିଳିଥାଏ। ମାତ୍ର ଆପଣ ଜାଣିଛନ୍ତି କି ଦୁନିଆରେ କିଛି ଏଭଳି ସାପ ମଧ୍ୟ ରହିଛନ୍ତି ଯାହାର ମୂଲ୍ୟ ହଜାର, ଲକ୍ଷ…
Read More...

ସହରରେ ୮ଫୁଟର କୁମ୍ଭୀର : ଉଦ୍ଧାର ପରେ ଶାନ୍ତିରେ ନିଶ୍ୱାସ ନେଲେ ସ୍ଥାନୀୟଲୋକେ

ଗୁଜୁରାଟ : ଗୁଜୁରାଟର ବଡ଼ୋଦରା ଜିଲାରେ ବନ୍ୟାଜଳରେ କୁମ୍ଭୀର ଭାସି ଆସିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। କାରଣ ବିଶ୍ୱାମିତ୍ରି ନଦୀରେ ଜଳସ୍ତର ଅଧିକ ରହିଛି। ଏହାସହ ଏହି ନଦୀରେ ଅଧିକ ସଂଖ୍ୟାରେ କୁମ୍ଭୀର…
Read More...

ଦିନିକିଆ ସମ୍ବଲପୁର ଗସ୍ତରେ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବ , ଡିଏମଇଟି ନିର୍ଦ୍ଦେଶକ

ସମ୍ବଲପୁର : ସମ୍ବଲପୁରରେ କୋଭିଡ ସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା ପାଇଁ ରାଜ୍ୟ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବ , ଡିଏମଇଟି ନିର୍ଦ୍ଦେଶକ ଆଜି ଦିନିକିଆସମ୍ବଲପୁର ଗସ୍ତ କରିଛନ୍ତି। ଏହି ବରିଷ୍ଠ ଅଧିକାରୀ ମାନେ ସମ୍ବଲପୁର…
Read More...

ଖାଇକୁ ଖସିଲା କାର ; ୪ ମୃତ, ୩ ଆହତ

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶର କିନ୍ନାଉର ଜିଲାର ସାଙ୍ଗଲା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୪ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୩ ଜଣ…
Read More...

ରାୟପୁରର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ…

ଛତିଶଗଡ : ଛତିଶଗଡ଼ ରାୟପୁରର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହାସହ…
Read More...

ଦେଶରେ ୪୦ ଲକ୍ଷ ଟପିଲା କରୋନା ପଜିଟିଭଙ୍କ ସଂଖ୍ୟା ; ୨୪ ଘଣ୍ଟାରେ ୧୦୮୯ ମୃତ

ନୂଆଦିଲ୍ଲୀ : ଦେଶରେ ୪୦ ଲକ୍ଷ ଟପିଲା କରୋନା ପଜିଟିଭଙ୍କ ସଂଖ୍ୟା। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ୨୩ ହଜାର ୧୭୯କୁ ବୃଦ୍ଧି ପାଇଛି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୯,୫୬୧ରେ ପହଞ୍ଚିଛି। ୨୪ ଘଣ୍ଟାରେ…
Read More...

ବନାନା ଷ୍ଟ୍ରବେରୀ ସାଲାଡ

କଦଳୀ – ୨କପ ଷ୍ଟ୍ରବେରୀ – ୧କପ କିୱି – ୧କପ ଗୋଲମରିଚ ଗୁଣ୍ଡ - ଅଳ୍ପ ଅଲିଭ ଅଏଲ – ସାମାନ୍ୟ ଚାର୍ଟ ମସଲା - ଅଳ୍ପ ଲେମ୍ବୁ ରସ - ଅଳ୍ପ ଲୁଣ – ସାମାନ୍ୟ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଏକ ପାତ୍ରରେ କଦଳୀ,…
Read More...

ଜାଣନ୍ତୁ ଜୀବନସାଥିଙ୍କ ବିଷୟରେ କିଛି ଜଣାଅଜଣା କଥା

ଜ୍ୟୋତିଷ ଶାସ୍ତ୍ରରେ ବର କନ୍ୟାକୁ ନେଇ ବହୁ କିଛି କଥା ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକଙ୍କର ଇଚ୍ଛା ଥାଏ ଯେ, ତାଙ୍କୁ ଉତ୍ତମ ଜୀବନ ସାଥି ମିଳୁ। ଏପରି ଜୀବନ ସାଥି ଯେ ତା’ର ସମ୍ମାନ କରୁ, ଯତ୍ନ ନେଉ, ଏହାସହ ତାଙ୍କ…
Read More...

ଚିକିତ୍ସାରେ ଅବହେଳା ଅଭିଯୋଗ ; ଧାରଣାରେ ବସିଲେ ଯୁବ ଗୋଷ୍ଠୀ

ବାଲିଗୁଡା :କନ୍ଧମାଳ ଜିଲା ବାଲିଗୁଡା ଅଂଚଳର ଜଣେ ଯୁବକଙ୍କ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ ହୋଇଛି। ଯୁବକ ହେଲେ ବିଜୟ କୁମାର ସାହୁ। ଏହି ଘଟଣାକୁ କେନ୍ଦ୍ର କରି ଉପଖଣ୍ଡ ଚିକତ୍ସାଳୟ ସମ୍ମୁଖରେ ରାସ୍ତା ଅବରୋଧ…
Read More...

ନାଳରୁ ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କଣ୍ଟିଆପଡା ନିକଟ ଜହ୍ନେଇ ନାଳରେ ଆଜି ସକାଳୁ ଏକ ମୃତଦେହ ଉଦ୍ଧାର ହୋଇଥିଲା। ମୃତକ ହେଲେ ପୁରୁଣିଆ ଗ୍ରାମର ନନ୍ଦ ମହନ୍ତ (୬୨)। ସୂଚନା ଯୋଗ୍ୟ ସକାଳେ ଗ୍ରାମର କିଛି ଲୋକ…
Read More...

ଛେଳି ଚୋରକୁ ନିସ୍ତୁକ ମାଡ଼ ; ଉଦ୍ଧାର କଲା ପୁଲିସ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଛେଳି ଚୋରଙ୍କୁ ନିସ୍ତୁକ ମାଡ଼ ହୋଇଥିବା ଜଣାପଡ଼ିଛି। ଧରା ପଡ଼ିଥିବା ଚୋର ଦୁଇ ଜଣ ନିକଟସ୍ଥ ଖଜୁରିଜୁଆଣି ଗ୍ରାମର…
Read More...

ତରଭୂଜ ଖଣ୍ଡରେ ସଙ୍ଗୀତ ବଜାଉଛନ୍ତି ବ୍ୟକ୍ତି

ଦୁନିଆରେ ବହୁତ କମ ଲୋକେ ଥିବେ ଯେ କି ସଙ୍ଗୀତ ଶୁଣିବାକୁ ପସନ୍ଦ କରୁନଥିବେ। ମାତ୍ର ସଙ୍ଗୀତ ଯନ୍ତ୍ର ବ୍ୟତୀତ ଆପଣ କେବେ ଫଳରେ ସଙ୍ଗୀତ ବଜାଉଥିବାର ଦେଖିଛନ୍ତି କି? ଏହା ଶୁଣି ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ ଏହା…
Read More...

ଦୁନିଆର ସବୁଠାରୁ ଦାମୀ ମେଣ୍ଢା : ମୂଲ୍ୟ ୩.୫୯ କୋଟି ଟଙ୍କା

ଆପଣ ଲକ୍ଷାଧିକ ଟଙ୍କାରେ ମେଣ୍ଢା କିଣା ଓ ବିକା ହୋଇଥାଏ ବୋଲି ଶୁଣିଥିବେ। ମାତ୍ର ଜାଣନ୍ତି କି ଦୁନିଆର ସବୁଠାରୁ ମହଙ୍ଗା ମେଣ୍ଢା ବିଷୟରେ। ସେହି ମେଣ୍ଢାକୁ କେତେ କୋଟି ଟଙ୍କାରେ ବିକ୍ରି କରାଯାଇଛି। କେଉଁ କାରଣରୁ…
Read More...

ଚାରି ପତ୍ର ବିଶିଷ୍ଟ ଗଛ ବିକ୍ରି ହେଲା ୬ଲକ୍ଷଟଙ୍କାରେ ; ଜାଣନ୍ତୁ ଏହାର କାରଣ

ଘରର ଭିତରେ ସ୍ୱଚ୍ଛ ପବନ ଓ ସାଜସଜ୍ଜା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଇବା ସହ ମହଙ୍ଗା ଗଛ ଆଣି ମଧ୍ୟ ଲଗାଇ ଥାଆନ୍ତି। ମାତ୍ର ଅତ୍ୟଧିକ ମହଙ୍ଗାରେ ବହୁ କମ ଲୋକେ ଗଛ କିଣି ଥାଆନ୍ତି। ଏହି ୪ ପତ୍ର ବିଶିଷ୍ଟ ଗୃହ ଭିତର…
Read More...

କରୋନା ବିପତ୍ତି କାଳେ ମାଗଣା ସ୍କୁଟି ଦେବା ନାଁରେ ଠକେଇ ; ୨ ଗିରଫ

ମାଲକାନଗିରି : ମାଗଣା ସ୍କୁଟି ଯୋଗାଇବା ନାଁ ରେ ଠକୁ ଥବା ଓ ସ୍କୁଟି ରେଜିଷ୍ଟ୍ରେସନ ଟଙ୍କା ଆଦାୟ କରୁ ଥିବା ବେଳେ ମାଲକାନଗିରି ପୁଲିସ ଦ୍ବାରା ଦୁଇ ଅନଲାଇନ ଲୁଟେରା ଗିରଫ ହୋଇଛନ୍ତି। ସୂଚନା ଯୋଗ୍ୟ, ଉକ୍ତ…
Read More...

ଟାଙ୍ଗନକଣା ଡ଼୍ୟାମରୁ ନିଖୋଜ ଡେପୁଟି ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

ଲାଞ୍ଜିଗଡ଼ : ଦୁଇଦିନ ଧରି ନିଖୋଜ ଥିବା କଳାହାଣ୍ଡି ଜିଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀର ଜଣେ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ମୃତଦେହ ନିକଟସ୍ଥ ଟାଙ୍ଗନକଣା ଡ଼୍ୟାମରୁ ଆଜି ଲାଞ୍ଜିଗଡ ପୁଲିସ ଉଦ୍ଧାର କରିଛି। ପୁଲିସ…
Read More...

କେଶ ଓ ତ୍ୱଚା ପାଇଁ କଖାରୁର ବ୍ୟବହାର

କଖାରୁର ବିଭିନ୍ନ ପ୍ରକାର ତରକାରୀ ଖାଇଥିବେ। ଏହାକୁ ରୋଷେଇ କରିବା ବ୍ୟତୀତ କଖାରୁର ଏପରି ୪ଟି ବ୍ୟବହାର ବିଷୟରେ ଜାଣନ୍ତୁ ଯାହା କେଶ ଠାରୁ ତ୍ୱଚା ସବୁ ପାଇଁ ବେଶ ଚମତ୍କାରୀ। ୧- କଖାରୁ ତେଲରେ ପୋଟାସିୟମ, ଆଇରନ,…
Read More...

ଗୁରୁଦିବସ : ଜାଣନ୍ତୁ ଏହି ପୌରାଣିକ କଥା

ଗୁରୁଦିବସ ଏକ ଶୁଭ ଓ ପବିତ୍ର ଦିବସ । ଗୁରୁ ହେଉଛନ୍ତି ଏପରି ଏକ ବ୍ୟକ୍ତି ଯେ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରେଇ ଜ୍ଞାନର ଆଲୋକ ପ୍ରଦାନ କରନ୍ତି। ସମାଜର ଏକ ବିଶେଷ ଭାର ବହନ କରୁଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଗୁରୁ।…
Read More...

କମୁଛି ବନ୍ୟା ; ବଢୁଛି ସାପ ଭୟ

କଟକ : କଟକ ଜିଲାରେ ଗତ କିଛି ଦିନ ହେବ ମହାନଦୀର ବନ୍ୟା ଜଳ ପ୍ରବାହିତ ହେବାରୁ ବାଙ୍କୀ ର ବହୁ ଅଞ୍ଚଳ ଏବେ ବି ଜଳ ବନ୍ଦୀ ହୋଇ ରହିଛି। ଆଜିକୁ ୪ ଦିନ ଅର୍ଥାତ ରବିବାର ବାଙ୍କୀ ନଦୀ କୁଣ୍ଡା ନାଳରେ ମହାନଦୀର ପଛୁଆ ଜଳ…
Read More...

ପତ୍ର ଏକ ଉପକାର ଅନେକ ;ଜାଣନ୍ତୁ କ’ଣ ରହିଛି ଏହି ପତ୍ରର ଔଷଧୀୟ ଗୁଣ

ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଭଳି ସମୟରେ ନିଜର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏକ ଶସ୍ତା…
Read More...

ପ୍ରଧାନମନ୍ତ୍ରୀ ଆବାସ ଅର୍ଥ ବାଟବଣା: କୁଡିଆରେ ବିତୁଛି ଜୀବନ

କାଶୀପୁର :ରାୟଗଡା ଜିଲା କାଶୀପୁର ବ୍ଲକରେ ଗରିବ ଗୁରବା ପରିବାର ଲୋକଙ୍କ ପାଇଁ ହେଉଥିବା ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସିଥିବା ଅର୍ଥ ହିତାଧାରିଙ୍କୁ ପ୍ରଦାନ ନକରାଯାଇ ହଡପ…
Read More...

ବାଘ ରୂପରେ କୁକୁର ; ଫଟୋ ଭାଇରାଲ

ବାଘର ରୂପରଙ୍ଗରେ ଗୋଟିଏ କୁକୁରର ଫଟୋ ଏବେ ସୋମସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ଫଟୋଟିକୁ ଦେଖି ଆପଣ ମଧ୍ୟ କିଛି କ୍ଷଣ ପାଇଁ ଆଶ୍ଚର୍ଯ୍ୟ ହୋଇଯିବେ ପ୍ରକୃତରେ ଏହା ବାଘ ନା କୁକୁର। ଏହି ଫଟୋ ଭାଇରାଲ ହେବା ପରେ…
Read More...

ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ସଚେତନ କରିବାକୁ ପୁଣେ ପୁଲିସର ଭିନ୍ନ ପ୍ରୟାସ

ପୁଣେ : କରୋନା ଭୂତାଣୁ ସାରା ଦୁନିଆରେ ନିଜର କାୟା ବିସ୍ତାର କରି ସାରିଛି। ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ନିୟମ ମଧ୍ୟ ଲାଗୁ ହୋଇଛି। ଯେପରି ଘରୁ ବାହାରିବା ମାତ୍ରେ ମାସ୍କ ବ୍ୟବହାର କରିବା,…
Read More...

ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୮୩, ୮୮୩ କରୋନା ପଜିଟିଭ ଚିହ୍ନଟ ; ମୋଟ ଆକ୍ରାନ୍ତ ସଂଖ୍ୟା ୩୮ ଲକ୍ଷ ୫୩ ହଜାର ୪୦୭କୁ…

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୮୩, ୮୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୪୩ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୭, ୩୭୬ରେ ପହଞ୍ଚିଛି। ଏହାସହ ମୋଟ ଆକ୍ରାନ୍ତଙ୍କ…
Read More...

ଗୁରୁଦିବସ : ଜାଣନ୍ତୁ କିଛି ପ୍ରେରଣାତ୍ମକ କଥା

ସେପ୍ଟେମ୍ବର ୫ ଗୁରୁଦିବସ। ଏହାକୁ ପାଳନ କରିବାର ମୁଖ୍ୟ କାରଣ ହେଉଛି ସମାଜର ମେରୁଦଣ୍ଡ ଭାବେ ପରିଚିତ ଗୁରୁଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା। ଯାହାଙ୍କର ଅବଦାନ ସମାଜ, ଦେଶ ଏବଂ ଶିକ୍ଷା ପାଇଁ ଏକ ଆଶୀର୍ବାଦ ଅଟେ।…
Read More...

ଗୁରୁଦିବସ : ଜ୍ଞାନର ଭଣ୍ଡାର ଗୁରୁ

ପ୍ରତିବର୍ଷ ସେପ୍ଟେମ୍ବର ୫ ଗୁରୁଦିବସ ଭାବେ ପାଳନ କରାଯାଏ। ଦେଶର ବହୁ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଏହିଦିନ। ତାଙ୍କ ଜନ୍ମଦିନକୁ ହିଁ ଗୁରୁଦିବସ ରୂପେ ପାଳନ କରାଯାଏ। । ଗୁରୁଙ୍କ…
Read More...

ବନ୍ୟାଜଳରେ ଅସ୍ତବ୍ୟସ୍ତ ଜନଜୀବନ: ଜଳରେ ଓଦା ହେଲା ଝିଅ ବାହାଘର ପାଇଁ ଥିବା ଟଙ୍କା

ମହାରାଷ୍ଟ୍ର : ମହରାଷ୍ଟ୍ର ଭଣ୍ଡାରାରେ ଆସିଥିବା ବନ୍ୟା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲୋକେ ନାନା ସମସ୍ୟା ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି। ମାତ୍ର ଜଣେ ଶ୍ରମିକଙ୍କ ପରିବାରରେ ଏକ ବଡ଼ ଅସୁବିଧାର…
Read More...

ଆଜି ଠାରୁ ପିତୃପକ୍ଷ ଆରମ୍ଭ : କାଉ ସହ ଜଡ଼ିତ ଏହି ବୈଜ୍ଞାନିକ ମହତ୍ତ୍ୱ

ଆଜି ଠାରୁ ଆରମ୍ଭ ହେଉଛି ପିତୃପକ୍ଷ। ପିତୃପକ୍ଷରେ ପ୍ରାୟତଃ କାଉ, କୁକୁର ଓ ଗାଈଙ୍କୁ ଭୋଜନ ଦିଆଯାଇଥାଏ। ମାତ୍ର ଆପଣ ଜାଣନ୍ତି କି ଶ୍ରାଦ୍ଧରେ କାଉର କେଉଁ ମହତ୍ତ୍ୱ ରହିଛି। ଜାଣନ୍ତୁ.... କାଉଙ୍କୁ ସଂରକ୍ଷଣ ଦେବା…
Read More...

ହୀରାକୁଦରେ ହ୍ରାସ ପାଉଛି ଜଳସ୍ତର : ୨୪ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ହୀରାକୁଦ : ବୁଧବାର ସକାଳ ୯ଟା ସୁଦ୍ଧା ହୀରାକୁଦ ଡ଼୍ୟାମରୁ ୨୪ଟି ଗେଟ ଦେଇ ଜଳ ନିଷ୍କାସନ ଚାଲୁ ରହିଛି। ବାମ ପଟରୁ ୧୫ ଟି ଓ ଡ଼ାହାଣ ପଟରୁ ୯ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ଡ଼୍ୟାମ ମଧ୍ୟକୁ ୩ ଲକ୍ଷ ୪୦ ହଜାର ୨୦୬…
Read More...

ଦୁର୍ଘଟଣାରେ ବାଇକ ଆରୋହୀ ମୃତ ; ବସ ଜାଳିଲେ ଉତ୍ତ୍ୟକ୍ତଲୋକେ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ୫ ନମ୍ବର ଜାତୀୟ ରାଜପଥ (କ) ହଳଦିଆପଡ଼ା ରାଧାଭାଟି ନିକଟରେ ବୁଧବାର ସକାଳେ ବସ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହଳଦିଆପଡ଼ା ଗ୍ରାମର ଜଣେ ୨୪ ରୁ ୨୮…
Read More...

ଲବଙ୍ଗର ରହିଛି ଏହି ଚମତ୍କାରୀ ଗୁଣ

ସାଧାରଣ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟାକୁ ଦୂର ପାଇଁ ଲବଙ୍ଗକୁ ବ୍ୟବହାର କରାଯାଇପାରିବ। ଏଥିରେ ଥିବା ପୋଷକ ତତ୍ତ୍ୱ ବହୁ ରୋଗକୁ ଶରୀରରୁ ଦୂରେଇ ରଖିବା ପାଇଁ ସହାୟକ ହୋଇଥାଏ। ସ୍ୱାଦରେ ସାମାନ୍ୟ ରାଗ ଥିବା ଲବଙ୍ଗର…
Read More...

ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୩ ନାବାଳିକା

ଲମତାପୁଟ / କୋରାପୁଟ : କୋରାପୁଟ ଜିଲା ଲମତାପୁଟ ବ୍ଲକ ବନମାଲିପୁଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେବଗନ୍ଧଣା ଗ୍ରାମରେ ଏକ ଅଘଟଣ ଘଟିଥିବା ମଙ୍ଗଳବାର ଜଣାପଡ଼ିଛି। ପୋଖରୀରେ ବୁଡ଼ି ୩ ଜଣ ନାବାଳିକା ପ୍ରାଣ ହରାଇଛନ୍ତି।…
Read More...

ଏଣିକି ପାର୍କିଂ ଫି ଆଦାୟ କରିବେ କିନ୍ନର

ବ୍ରହ୍ମପୁର: ଏଣିକି ବ୍ରହ୍ମପୁର ସହରରେ ବିଭିନ୍ନ ଛକରେ କିନ୍ନର ପାର୍କିଂ ଫି ଆଦାୟ କରିବେ । ବ୍ରହ୍ମପୁର ମହାନଗର ନିଗମ(ବିଏମସି) ପକ୍ଷରୁ ସେପ୍ଟେମ୍ବର ପହିଲାରୁ କିନ୍ନରଙ୍କ ୨ଟି ଗୋଷ୍ଠୀକୁ ଏହି ଦାୟିତ୍ୱ ଦିଆଯାଇଛି ।…
Read More...

ଭାରତରତ୍ନ ପ୍ରଣବ ମୁଖାର୍ଜୀ : ଜାଣନ୍ତୁ ତାଙ୍କ ବିଷୟରେ କିଛି ଜଣା ଅଜଣା କଥା

ନୂଆଦିଲ୍ଲୀ : ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କର ଗତକାଲି ପରଲୋକ ହୋଇଛି। ସେ ୧୯୩୫ ମସିହା ଡ଼ିସେମ୍ବର ୧୧ରେ ପଶ୍ଚିମବଙ୍ଗରେ ଜନ୍ମଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ ରାଜନୀତିଜ୍ଞ,…
Read More...

ମହାରାଷ୍ଟ୍ରର ସତାରାରେ ଭୂକମ୍ପ ଝଟକା ଅନୁଭୂତ

ମହାରାଷ୍ଟ୍ର : ମହାରାଷ୍ଟ୍ରର ସତାରା ଜିଲା ସ୍ଥିତ କୋୟନା ଡ଼୍ୟାମ ନିକଟ ଅଂଚଳରେ ମଙ୍ଗଳବାର ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତ୍ରିବତା ୨.୬ ରେକର୍ଡ଼ କରାଯାଇଛି। ସ୍ଥାନୀୟ ଅଧିକାରୀ ଏନେଇ…
Read More...

ଚିରସ୍ମରଣୀୟ ପ୍ରଣବ ଦା’ : ପସନ୍ଦ କରୁଥିଲେ ଏହି ଖାଦ୍ୟ

ନୂଆଦିଲ୍ଲୀ : ପରଲୋକରେ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀ। ତାଙ୍କ ଜନ୍ମ ୧୧ ଡ଼ିସେମ୍ବର ୧୯୩୫ରେ ପଶ୍ଚିମ ବଙ୍ଗରେ ହୋଇଥିଲା। ପ୍ରଥମରୁ ହିଁ ତାଙ୍କର ରାଜନିତୀରେ ବେଶ ରୁଚି ରହିଥିଲା। ସେ ଏକ ମହାନ…
Read More...

ଜାତୀୟ ଅନଲାଇନ ସାଇ କୁଇଜ ପ୍ରତିଯୋଗିତା

ଭୁବନେଶ୍ୱର : କରୋନା କଟକଣା ଯୋଗୁ ଘରେ ଗୃହବନ୍ଦୀ ଅବସ୍ଥାରେ ରହିଥିବା ପିଲାମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବାପାଇଁ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ବସନ୍ତପୁର, ଭୁବନେଶ୍ୱର ଓ ବେବି ବିଙ୍ଗୋ…
Read More...

ଦୀର୍ଘ ୫ ମାସ ପରେ ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟମନ୍ଦିର

କୋଣାର୍କ : କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରାୟ ଦୀର୍ଘ ୫ ମାସ ହେବ ବନ୍ଦ ରହିଥିବା କୋଣାର୍କ ସୂର୍ଯ୍ୟମନ୍ଦିର ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ଏହାକୁ…
Read More...