www.samajalive.in
Sunday, December 7, 2025
15.1 C
Bhubaneswar

ଗୃହରେ ରଖନ୍ତୁ ହାତୀର ପ୍ରତିମା : ପ୍ରାପ୍ତି ହେବ ଶୁଭଫଳ

ବାସ୍ତୁ, ଜ୍ୟୋତିଷ ଶାସ୍ତ୍ରରେ ହାତୀ ଖୁବ ଶୁଭ ବୋଲି ମାନ୍ୟତା ରହିଛି। ଶାସ୍ତ୍ରରେ ହାତୀ ବିଘ୍ନହର୍ତ୍ତା ପ୍ରଭୁ ଗଣେଶ ଓ ଧନର ଦେବୀ ମା’ଲକ୍ଷ୍ମୀଙ୍କ ସହ ଜଡ଼ିତ ରହିଛନ୍ତି। ଜାଣନ୍ତୁ ହାତୀଙ୍କ ଫଟୋ, ଚିତ୍ର କିମ୍ବା ପ୍ରତିମା ଘରେ ରଖିବା ଦ୍ୱାରା କି କି ଶୁଭଫଳ ପ୍ରାପ୍ତି ହୋଇଥାଏ….
୧- ଶୟନ କକ୍ଷରେ ପିତ୍ତଳରେ ନିର୍ମିତ ହାତୀଙ୍କ ପ୍ରତିମା ରଖିବା ଦ୍ୱାରା କିମ୍ବା ହାତୀଙ୍କ ବଡ଼ ଫଟୋ ଲଗାଇଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
୨- ପିତ୍ତଳର ହାତୀ ଘରର ବୈଠକ ଘରେ ରଖିବା ଦ୍ୱାରା ଏହା ଶାନ୍ତି ଓ ସମୃଦ୍ଧି ଆଣିଥାଏ। ଜୀବନରେ ସଫଳତା ମଧ୍ୟ ଆସିଥାଏ।
୩- ଘରେ କିମ୍ବା ପର୍ସରେ ଛୋଟ ଚାନ୍ଦିର ହାତୀ ରଖିବା ଦ୍ୱାରା ସନ୍ତାନ କଷ୍ଟ ଦୂର ହୋଇଥାଏ ଓ ବେପାରରେ ଲାଭ ମିଳିଥାଏ।
୪ – ଚାନ୍ଦିରେ ନିର୍ମିତ ହାତୀ ଘରର ଉତ୍ତର ଦିଗରେ ରଖିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ। ଐଶ୍ଚର୍ଯ୍ୟ ପ୍ରାପ୍ତି ହୋଇଥାଏ ।
୫ – ପେଙ୍ଗସୁଇ ଅନୁଯାୟୀ ହାତୀର ଫଟୋ କିମ୍ବା ମୂର୍ତ୍ତି ଘରେ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଧନ ପ୍ରାପ୍ତି ହୋଇଥାଏ। ଘରେ ସୁଖଶାନ୍ତି ପ୍ରବେଶ କରିଥାଏ। ଶୁଣ୍ଢ ଉପରକୁ ହୋଇ ରହିଥିବା ହାତୀର ପ୍ରତିମା ରଖିବା ଦ୍ୱାରା ଧନସମ୍ପତ୍ତି ବୃଦ୍ଧି ଓ ବିଭିନ୍ନ କ୍ଷେତ୍ରରେ ଉନ୍ନତି ହୋଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories