www.samajalive.in
Tuesday, December 9, 2025
15.1 C
Bhubaneswar

ପିଜୁଳି ଖାଇବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଯେଉଁମାନଙ୍କୁ ଥଣ୍ଡା ଲାଗି ରହିଥାଏ, ସେମାନେ ଅଧିକ ପିଜୁଳି ଖାଇବା ଉଚିତ ନୁହେଁ।
ଯେଉଁମାନଙ୍କର ଖାଦ୍ୟ ହଜମ ଜନିତ ସମସ୍ୟା ରହିଛି ସେମାନେ କମ ପରିମାଣର ମଞ୍ଜି ଥିବା ପିଜୁଳି ଖାଇପାରିବେ।
ନିୟମିତ ସକାଳ ସମୟରେ ୨୦୦ ରୁ ୩୦୦ ଗ୍ରାମ ପିଜୁଳି ଖାଇବା ଦ୍ୱାରା ଶରୀରରୁ ବହୁ ରୋଗ ଦୂର ହୋଇଥାଏ।
ଯେଉଁମାନଙ୍କ ମୁଣ୍ଡ ବିନ୍ଧ୍ୟା (ଅର୍ଦ୍ଧ କପାଳୀ) ହେଉଥାଏ, ସେମାନେ କଞ୍ଚା ପିଜୁଳିକୁ ପେଷି ମଥାରେ ଲଗାଇଲେ ଏହି ସମସ୍ୟା ଦୂର ହୋଇଥାଏ।
ପିଜୁଳିରେ ୮୯.୯ କାର୍ବୋହାଇଡ଼୍ରେଡ଼, ୧୪.୯ ପ୍ରୋଟିନ, ୧.୨ ଖଣିଜ ଲବଣ ଥାଏ। ଏହାସହ ଏଥିରେ ଭରପୁର ମାତ୍ରାରେ ଭିଟାମିନ ସି, କ୍ୟାଲସିୟମ, ଫସଫରସ, ଆଇରନ ରହିଛି।
ଯେଉଁ ମାନଙ୍କର ପେଟ ଯନ୍ତ୍ରଣା ଲାଗି ରହିଥାଏ, ସେମାନେ ପାଚିଲା ପିଜୁଳି ସହ କମ କଳାଲୁଣ ମିଶାଇ ଖାଇବା ଉଚିତ।
ଯେଉଁମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟ ରହିଛି, ସେମାନେ ପିଜୁଳିରେ କଳା ଲୁଣ, ଅଦା, ଗୋଲମରିଚ ମିଶାଇ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସହ ଗ୍ୟାସଟିକ ଦୂର ହୋଇଥାଏ। ଭୋକ ମଧ୍ୟ ସଠିକ ସମୟରେ ହୋଇଥାଏ।
ଖାଦ୍ୟ ଖାଇବା ପରେ ପିଜୁଳି ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।
ଏହାସହ ଭୋଜନ ପୂର୍ବରୁ ଏହାକୁ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଗୋଲାପି, ଧଳା ମଞ୍ଜି, ବିନା ମଞ୍ଜି, ଅଳ୍ପ ଖଟାମିଠା, ମିଠା ଆଦି ପିଜୁଳି ସାଧାରଣତଃ ବଜାରରେ ଉପଲବ୍ଧ।
ଧଳା ଅପେକ୍ଷା ଲାଲ କିମ୍ବା ଗୋଲାପି ରଙ୍ଗର ପିଜୁଳି ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ ବୋଲି କୁହାଯାଏ। ମାତ୍ର ଧଳା ରଙ୍ଗର ପିଜୁଳିର ସ୍ୱାଦ ଅଧିକ ମିଠାଳିଆ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories