www.samajalive.in
Friday, December 12, 2025
19.1 C
Bhubaneswar

ଖାଦ୍ୟର ପସନ୍ଦ ଜଣାଏ ଆପଣଙ୍କ ଏହି ରହସ୍ୟ

ସଭିଏଁ ହୁଏତ ଜାଣିନଥିବେ , ବ୍ୟକ୍ତିଙ୍କର ଖାଦ୍ୟର ପସନ୍ଦକୁ ନେଇ ସେମାନଙ୍କ ଜୀବନ ସାଥି ବିଷୟରେ ଜାଣି ହୁଏ। ସ୍ୱାଦିଷ୍ଟ ଓ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ସଭିଁଙ୍କୁ ବେଶ ପସନ୍ଦ। କିଛି ଲୋକଙ୍କୁ ଖଟା-ମିଠା, ତ କିଛି ଲୋକଙ୍କୁ ଚଟପଟା ଖାଇବାକୁ ପସନ୍ଦ କରିଥାଆନ୍ତି। ଜାଣନ୍ତୁ ଝିଅ ମାନଙ୍କର ଖାଦ୍ୟ ପସନ୍ଦରୁ ସେମାନଙ୍କର ଜୀବନ ସାଥି ବିଷୟରେ ……
ମିଠାଦ୍ରବ୍ୟ –
ମିଠା ଖାଇବାକୁ ପସନ୍ଦ କରୁଥିବା ଝିଅମାନେ ଛୋଟ ଛୋଟ କଥାରେ କ୍ରୋଧ କରିଥାଆନ୍ତି। ମାତ୍ର ନିଜ ଜୀବନସାଥିଙ୍କୁ ଏମାନେ ଖୁବ ଭଲ ପାଆନ୍ତି।
ଚକୋଲେଟ –
ଚକୋଲେଟ ଖାଇବାକୁ ମଧ୍ୟ ଝିଅ ମାନଙ୍କୁ ଖୁବ ପସନ୍ଦ। ଏପରି ଝିଅମାନଙ୍କ ମନ ଖୁବ କୋମଳ ହୋଇଥାଏ। ମୂଲ୍ୟହୀନ କଥା କହି ନଥାଆନ୍ତି। ନିଜ ଜୀବନସାଥିଙ୍କୁ ସର୍ବଦା ବିଶ୍ୱାସ କରିବା ସହ ସମର୍ଥନ ମଧ୍ୟ କରିଥାଆନ୍ତି।
କଫି –
କଫି ପିଇବାକୁ ପସନ୍ଦ କରୁଥିବା ଝିଅମାନଙ୍କ ସ୍ୱଭାବ ରୋମାଣ୍ଟିକ। ନିଜ ଜୀବନସାଥିଙ୍କ ପ୍ରତି ସଚ୍ଚୋଟ ରହିଥାଆନ୍ତି। ଟଙ୍କାପଇସା ଖର୍ଚ୍ଚ କରିବାକୁ ମଧ୍ୟ ଖୁସି ହୋଇଥାଆନ୍ତି।
ଆଇସକ୍ରିମ –
ଆଇସକ୍ରିମର ନାଁ ଶୁଣି ସଭିଁଙ୍କୁ ଏହା ଖାଇବାକୁ ଇଚ୍ଛା ହୋଇଥାଏ। ବିଶେଷ କରି ଝିଅ ମାନଙ୍କୁ ଏହା ଖୁବ ପସନ୍ଦ। ଅଧିକାଂଶ ଝିଅଙ୍କୁ ଚକୋଲେଟ, ଷ୍ଟବେରୀ ଆଇସକ୍ରିମ ଖାଇବାକୁ ଭଲ ଲାଗିଥାଏ। ଏପରି ଝିଅମାନେ ସ୍ୱଭାବରେ ରୋମାଣ୍ଟିକ ଓ ଚଞ୍ଚଳ ଅଟନ୍ତି।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories