www.samajalive.in
Saturday, December 6, 2025
16.1 C
Bhubaneswar

ମୁଣ୍ଡଳୀ ନିକଟ ମହାନଦୀ ମଝି ପଠାରେ ଫସିରହିଛନ୍ତି ହାତୀପଲ

କଟକ : କଟକ ଜିଲା ଆଠଗଡ଼ ଅନ୍ତର୍ଗତ ମହାନଦୀ ମଝି ପଠାରେ ହାତୀପଲ ଫସିରହିଛନ୍ତି ବୋଲି ଶନିବାର ଜଣାପଡ଼ିଛି। ମୁଣ୍ଡଳୀ ନିକଟ ମହାନଦୀ ମଝି ପଠାରେ ପ୍ରାୟ ୧୮ ରୁ ୨୦ଟି ହାତୀ ଫସି ରହିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଜଙ୍ଗଲରୁ ଫେରୁଥିବା ବେଳେ ଫସି ରହିଛନ୍ତି ବୋଲି ସନ୍ଦେହ କରାଯାଉଛି। ଆଠଗଡ଼ର ସୁଜାସନ ଜଙ୍ଗଲରୁ ଚନ୍ଦକା ଜଙ୍ଗଲକୁ ଫେରୁଥିଲେ। ମହାନଦୀର ଦାସପୁର ଘାଟରୁ ଭଗିପୁର ଆଡ଼କୁ ଯିବାବେଳେ ହାତୀପଲ ଫସି ରହିଛନ୍ତି ବୋଲି ସୂଚନା ମିଳିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories