www.samajalive.in
Monday, December 8, 2025
24.1 C
Bhubaneswar

ଧଳା ରଙ୍ଗର ମଇଁଷି ଦେଖିଛନ୍ତି କି ?

ଆପଣ କେବେ ଧଳା ରଙ୍ଗର ମଇଁଷି ଦେଖିଛନ୍ତି କିମ୍ବା ଶୁଣିଛନ୍ତି କି ? ଉତ୍ତରରେ ଆପଣ କହିବେ ମଇଁଷି କେବଳ କଳା ରଙ୍ଗର। ମାତ୍ର କଥାଟା ସତ। ସମ୍ପୂର୍ଣ୍ଣ ଧଳା ରଙ୍ଗର ଏକ ମଇଁଷି ଛୁଆ ଜନ୍ମ ହୋଇଛି ବୋଲି ଜଣାପଡ଼ିଛି।
ଏହି ଦୁର୍ଲ୍ଲଭ ଧଳା ରଙ୍ଗର ମଇଁଷି ଆମେରିକାର ମୋଣ୍ଟାନାରେ ଜନ୍ମ ହୋଇଛି।
ବିଶେଷଜ୍ଞଙ୍କ ମତରେ ଦଶଲକ୍ଷ ମଇଁଷି ଛୁଆରେ କେବଳ ଗୋଟିଏ ହିଁ ଧଳା ରଙ୍ଗ ମଇଁଷି ଛୁଆ ଜନ୍ମ ହୋଇଥାଏ। ଏହାସହ ଧିରେ ଧିରେ ବଡ଼ ହେବା ସହ ନିଜ ଧଳା ରଙ୍ଗ ହଜାଇ ଦେଇଥାଏ। ଏଠାକାର ଲୋକଙ୍କ ପାଇଁ ଏହି ଧଳା ମଇଁଷିର ସାଂସ୍କୃତିକ ମହତ୍ତ୍ୱ ରହିଛି ବୋଲି ମଧ୍ୟ କୁହାଯାଏ।
ଏହାସହ ଏହି ମଇଁଷି ଜନ୍ମ ହେବା ପରେ ଲୋକେ ଖୁସିରେ ଉତ୍ସବର ପାଳନ କରିଥିଲେ। ଏହି ମଇଁଷିର ଫଟୋ ଭାଇରାଲ ହେବା ପରେ ଲୋକେ ଏହାକୁ ଦେଖିବାକୁ ଖୁବ ପସନ୍ଦ କରିଛନ୍ତି।

 

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories