www.samajalive.in
Friday, December 5, 2025
26.1 C
Bhubaneswar

କରୋନାକୁ ହରାଇଲେ ୧୧୦ ବର୍ଷୀୟ ବୃଦ୍ଧ ମହିଳା

କେରଳ : କେରଳରେ ଜଣେ ୧୧୦ ବର୍ଷୀୟ ବୃଦ୍ଧ ମହିଳା କରୋନା ଭୂତାଣୁକୁ ହରାଇ ସୁସ୍ଥ ହୋଇଛନ୍ତି। ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ହସ୍ପିଟାଲରୁ ଘରକୁ ଫେରିଛନ୍ତି।
ଡ଼ାକ୍ତରଙ୍କ ସୂଚନା ଅନୁଯାୟୀ, ଉକ୍ତ ମହିଳା ଜଣଙ୍କ ନିଜ ଠାରେ କରୋନା ଭୂତାଣୁର ଲକ୍ଷଣ ଦେଖିବା ପରେ ଅଗଷ୍ଟ ୧୮ରେ ସେ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଏହାସହ ଚିନ୍ତା ଓ ସାହସର ସହ ନିଜ ଚିକିତ୍ସା କରାଇଥିଲେ।
ସ୍ୱାସ୍ଥ୍ୟମନ୍ତ୍ରୀ ଏହି ବୟସ୍କା ମହିଳାଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଓ ତାଙ୍କ ଚିକିତ୍ସା ପାଇଁ ଡ଼ାକ୍ତର ଓ ମେଡ଼ିକାଲ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଏହା ଗର୍ବର କଥା ଯେ, ସାରା ରାଜ୍ୟ ଏବେ କରୋନା ମାରାମାରୀ ସହ ସାହସର ଲଢୁଛି।
ଉକ୍ତ ମହିଳା ଓ ତାଙ୍କ ପରିଜନ ମାନେ ଡ଼ାକ୍ତର ଓ ମେଡ଼ିକାଲ କର୍ମଚାରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇବା ସହ ମହିଳାଙ୍କୁ ଘରେ ଆହୁରି ୧୪ ଦିନ ଧ୍ୟାନରେ ରଖିବାକୁ କହିଛନ୍ତି।
ଏହା ପୂର୍ବରୁ ମଧ୍ୟ କେରଳରେ ୧୦୫ ବର୍ଷୀୟ ମହିଳା ଓ ୧୦୩ ବର୍ଷୀୟ ବ୍ୟକ୍ତି କରୋନାରୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories