Browsing Tag

kerala

କେରଳରେ ଭୟଙ୍କର ଭୂସ୍ଖଳନ: ବଢୁଛି ମୃତ୍ୟୁସଂଖ୍ୟା, ମାଟି ତଳେ ଫସିଛନ୍ତି ଶତାଧିକ

ନୂଆଦିଲ୍ଲୀ: କେରଳର ଓ୍ବାଇନାଡରେ ଲଗାଣ ବର୍ଷା ପରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇ ରହିଥିବା ସୂଚନା ମିଳିଛି।  ପ୍ରଥମେ ରାତି ୨ଟାରେ ଓ ପରେ…
Read More...

ଜୁନ୍‌‌ ୧ସୁଦ୍ଧା କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଚଳିତ ଥର ସଅଳ ଆସିବ ମୌସୁମୀ। ଆଗାମୀ ୫ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ। ଜୁନ ୧ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ପାଗ ଅନୁକୂଳ ଥିବାରୁ…
Read More...

ରହିମଙ୍କୁ ନୂଆ ଜୀବନ ଦେଲା ହିନ୍ଦୁ-ମୁସଲିମ ଭାଇଚାରା

ନୂଆଦିଲ୍ଲୀ: ଦେଶରେ ଧର୍ମକୁ ନେଇ ଅନେକ ସ୍ଥାନରେ ହିଂସା ଏବଂ ବିଭାଜନ ଦେଖାଦେଉଥିବାବେଳେ କେରଳରେ ହିନ୍ଦୁ ଏବଂ ମୁସଲିମ ଭାଇଚାରା ଜଣେ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇଛି। ଯାହା ଫଳରେ ବ୍ୟକ୍ତି ଜଣକ କେବଳ ବଞ୍ଚିବାର ନୂଆ…
Read More...

ବଦଳିଯିବ କେରଳର ନାଁ, ବିଧାନସଭାରେ ପ୍ରସ୍ତାବ ଗୃହୀତ

ତିରୁଅନନ୍ତପୁରମ: ବଦଳିବ ଦକ୍ଷିଣ ଭାରତୀୟ ରାଜ୍ୟ କେରଳର ନାଁ। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ବୁଧବାର ବିଧାନସଭାରେ ରାଜ୍ୟର ନାମ ପରିବର୍ତ୍ତନ ସମ୍ବନ୍ଧୀୟ ପ୍ରସ୍ତାବ ଆଗତ କରିଛନ୍ତି। ସେ କହିଛନ୍ତି କେରଳର ନାମ…
Read More...

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟଦାନ୍ ମହମ୍ମଦଙ୍କ ପରଲୋକ

ତିରୁଅନନ୍ତପୁରମ୍: କେରଳର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟଦାନ୍ ମହମ୍ମଦଙ୍କ ପରଲୋକ ଘଟିଛି। ରବିବାର କୋଝିକୋଡସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ୮୭ ବର୍ଷୀୟ ଆର୍ଯ୍ୟଦାନ୍ ​‌ଶେଷ ନିଃଶ୍ବାସ ତ୍ୟାଗ…
Read More...

ରାତି ସିଫ୍ଟ ଆଳରେ ମହିଳାଙ୍କୁ ନିଯୁକ୍ତି ପାଇଁ ମନାକରାଯିବା ଉଚିତ ନୁହେଁ: କେରଳ ହାଇକୋର୍ଟ

ତିରୁଅନନ୍ତପୁରମ୍‍: ରାତି ସିଫ୍ଟ ଆଳଦେଖାଇ ମହିଳାଙ୍କୁ ନିଯୁକ୍ତି ଦେବାନିମନ୍ତେ ମନା କରାଯିବା ଉଚିତ ନୁହେଁ ବୋଲି କେରଳ ହାଇକୋର୍ଟ କହିଛନ୍ତି। ମାନ୍ୟବର ଉଚ୍ଚ ନ୍ୟାୟାଳୟ କହିଛନ୍ତି, ସବୁ ସମୟରେ ମହିଳାଙ୍କ ପାଇଁ ଏକ…
Read More...

୪ ରାଜ୍ୟ ଓ ପୁଡ଼ୁଚେରୀରେ ୬ ତାରିଖରେ ଭୋଟଗ୍ରହଣ ପାଇଁ ପ୍ରଚାର ଶେଷ

ନୂଆଦିଲ୍ଲୀ :  ତାମିଲନାଡ଼ୁ, କେରଳ ଓ ପୁଡ଼ୁଚେରୀରେ ଆସନ୍ତା ୬ ତାରିଖ ମଙ୍ଗଳବାର ଦିନ ଗୋଟିଏ ପର୍ଯ୍ୟାୟରେ ଏବଂ ଆସାମ ଓ ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ଭୋଟ୍‍ଗ୍ରହଣ ପାଇଁ ପ୍ରଚାର କାର୍ଯ୍ୟ ରବିବାର ସନ୍ଧ୍ୟାରେ ଶେଷ…
Read More...

ନିର୍ଭୟା କେନ୍ଦ୍ରରେ ନାବାଳିକାଙ୍କ ଚାଞ୍ଚଲ୍ୟକର ତଥ୍ୟ: ୫ ବର୍ଷରେ ୪୪ ଜଣ କରିଛନ୍ତି ଗଣଦୁଷ୍କର୍ମ, ୨୦ ଗିରଫ

କେରଳର ମଲପୁରମ ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ସହିତ ୪୪ ଜଣ ଗଣଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। ବିଗତ ୫ ବର୍ଷ ଭିତରେ ନାବାଳିକା ଜଣକ ବାରମ୍ବାର ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ…
Read More...

କରୋନାକୁ ହରାଇଲେ ୧୧୦ ବର୍ଷୀୟ ବୃଦ୍ଧ ମହିଳା

କେରଳ : କେରଳରେ ଜଣେ ୧୧୦ ବର୍ଷୀୟ ବୃଦ୍ଧ ମହିଳା କରୋନା ଭୂତାଣୁକୁ ହରାଇ ସୁସ୍ଥ ହୋଇଛନ୍ତି। ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଡ଼ାକ୍ତରଙ୍କ ସୂଚନା ଅନୁଯାୟୀ, ଉକ୍ତ ମହିଳା ଜଣଙ୍କ…
Read More...

କେରଳ ସଚିବାଳୟରେ ଅଗ୍ନିକାଣ୍ଡ, ସୁନା ଚୋରା ଚାଲାଣର ପ୍ରମାଣ ନଷ୍ଟ କରିବାକୁ ଷଡଯନ୍ତ୍ର – ବିରୋଧୀ

ଥିରୁଅନନ୍ତପୁରମ : ଥିରୁଅନନ୍ତପୁରମ ସ୍ଥିତ କେରଳ ସଚିବାଳୟରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ କେହି ମୃତାହତ ହୋଇନଥିବାବେଳେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡି ନଷ୍ଟ ହୋଇଥିବା ଜଣାପଡିଛି। ସୁନା…
Read More...