www.samajalive.in
Saturday, December 6, 2025
14.1 C
Bhubaneswar

କଷା ଭେଣ୍ଡି

ଆବଶ୍ୟକ ସାମଗ୍ରୀ
ଭେଣ୍ଡି – ୨୫୦ ଗ୍ରାମ
ଅଦା,ପିଆଜ.ରସୁଣ ବଟା
ଲୁଣ
ତେଲ
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଭେଣ୍ଡିର ଶେଷ ଅଂଶକୁ କାଟି ଏହାକୁ ଅଧ ଫାଳ କରି କାଟନ୍ତୁ। ଏହା ପରେ ଅଦା,ରସୁଣ,ପିଆଜ ବଟାରେ ଲୁଣ,ହଳଦୀ,ଲଙ୍କା ଗୁଣ୍ଡ ପକାଇ ଗୋଳାନ୍ତୁ। ଏହି ମସଲାକୁ ଭେଣ୍ଡି ମଧ୍ୟରେ ଭର୍ତ୍ତି କରନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ପୂର୍ବ ପ୍ରସ୍ତୁତ ଭେଣ୍ଡିକୁ ପକାଇ ଏକ ପାତ୍ର ଘୋଡ଼ାଇ ଦିଅନ୍ତୁ। ୫ ରୁ ୧୦ ମିନିଟ ରଖି ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଷା ଭେଣ୍ଡି ମସଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories