ରାଉରକେଲା : ସଡକ ଦୁର୍ଘଟଣାରେ ଜଣେ କୋଭିଡ ଯୋଦ୍ଧାଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି। ମୃତକ ହେଲେ ରଞ୍ଜନ କୁମାର ମଲ୍ଲିକ। ଆଜି ସକାଳ ପ୍ରାୟ ୧୧ଟା ରେ ପ୍ଲାଣ୍ଟ ସାଇଟ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସେ ରାଉରକେଲାର ଏକ କୋଭିଡ କେନ୍ଦ୍ରରେ କାର୍ଯ୍ୟ କରୁଥିଲେ ବୋଲି ସୂଚନା ମିଳିଛି।
Popular Categories



