www.samajalive.in
Saturday, December 6, 2025
26.1 C
Bhubaneswar

ବାସ୍ତୁ ଉପାୟ : ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବର୍ତ୍ତମାନର ଶୈଳୀ ଜୀବନ ଓ କାର୍ୟ୍ୟର ବ୍ୟସ୍ତତା  କାରଣରୁ ଏହାର କୁପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଉତ୍ତମ ସ୍ୱାସ୍ଥ୍ୟ ତଥା ଶରୀରକୁ ରୋଗ ଦାଉରୁ ରକ୍ଷା କରିବାକୁ ସଠିକ ଖାଦ୍ୟପେୟ ସହ ଅନ୍ୟ କେତେକ ଦିଗ ପ୍ରତି ଧ୍ୟାନ ଦେଲେ ,ଏହି ସମସ୍ୟାରୁ ମୁକ୍ତି ମିଳିପାରିବ। ରୋଗରୁ ମୁକ୍ତି ପାଇବା ପାଇଁ ପେଙ୍ଗସୁଇରେ କିଛି ସରଳ ଉପାୟ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ ଏହା ବିଷୟରେ …….
ଗୃହରୁ ନକରାତ୍ମକ ଶକ୍ତି ଦୂର କରିବା ପାଇଁ ପୂର୍ବ ଦିଗରେ ଏକ ମାଟି ପାତ୍ରରେ ଲୁଣ ଭରି ରଖି ଦିଅନ୍ତୁ।
ସ୍ନାନ କରିବା ସମୟରେ ପାଣିରେ କିଛି କ୍ଷୀର ମିଶାଇ ସ୍ନାନ କଲେ ଆୟୁ ବୃଦ୍ଧି ହୋଇଥାଏ।
ସ୍ନାନ କରିବା ସମୟରେ ପାଣିରେ କିଛି ଦହି ମିଶାଇ ସ୍ନାନ କଲେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
ଘରର ବୈଠକ ଘରେ ବଜାରରେ ମିଳୁଥିବା ଛୋଟ ବାଉଁଶର ଗଛ ଲଗାନ୍ତୁ।
ସମ୍ପୂର୍ଣ୍ଣ ପରିବାର ଗୋଟିଏ ଫଟୋରେ ଥିବା ଚିତ୍ର ଏକ କାଠରେ ଫ୍ରେମରେ ରଖି ଘରର ପୂର୍ବ ଦିଗ କାନ୍ଥରେ ଲଗାନ୍ତୁ। ଏପରି କରିବା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ସର୍ବଦା ମଧୁରତା ରହିଥାଏ।
ପେଙ୍ଗସୁଇରେ କଇଁଛକୁ ଖୁବ ଶୁଭ ବୋଲି ବିବେଚନା କରାଯାଏ। ଏହାକୁ ଗୃହରେ ରଖିବା ଦ୍ୱାରା ପରିବାର ସଦସ୍ୟ ଦୀର୍ଘାୟୁ ହୋଇଥାଆନ୍ତି। ସଦସ୍ୟଙ୍କ ମଧ୍ୟ ଉତ୍ତମ ସମ୍ପର୍କ ରହିଥାଏ।
ସଦସ୍ୟ ଉତ୍ତମ ସ୍ୱାସ୍ଥ୍ୟ ଓ ଆୟୁ ବୃଦ୍ଧି ପାଇଁ ଘରର ପୂର୍ବ ଦିଗରେ କ୍ରିଷ୍ଟଲରେ ତିଆରି ହୋଇଥିବା କଇଁଛ ରଖନ୍ତୁ।
ପରିବାର ଲୋକଙ୍କ ଦେହ ବାରମ୍ବାର ଖରାପ ହେଲେ ଘରେ ମାଟିରେ ତିଆରି କଇଁଛ ରଖନ୍ତୁ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories