ବୈଜ୍ଞାନିକ କାରଣ ସହ ଜଡିତ ଗୋଡ ମୁଦି

ବିବାହିତ ମହିଳାମାନେ ପାଦର ଆଙ୍ଗୁଠୀରେ ମୁଦି ପିନ୍ଧି ଥାଆନ୍ତି। ଏହାକୁ ପାଦର ଦୁଇଟି କିମ୍ବା ତି​‌ନୋଟି ଆଙ୍ଗୁଠୀରେ ପିନ୍ଧାଯାଏ। ଏହା ସଧବା ନାରୀଙ୍କ ଆଭୂଷଣ ଅଟେ। କେବେ ପାଦ ଆଙ୍ଗୁଠୀରେ ସୁନା ଧାରଣ କରିବା ଉଚିତ…
Read More...

ଜମ୍ମୁ-କାଶ୍ମୀରର କୁଲଗାମରେ ବିଏସଏଫଙ୍କ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ

ଜମ୍ମୁ : ଜମ୍ମୁ-କାଶ୍ମୀରର କୁଲଗାମର କାଜିଗୁଣ୍ଡ ଅଞ୍ଚଳର ମୀର ବଜାରେ ବିଏସଏଫଙ୍କ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି ବୋଲି ଗୁରୁବାର ଖବର ମିଳିଛି । ଆକ୍ରମଣ ହେବା ସମୟରେ ବିଏସଏଫଙ୍କ ଗାଡି ସେହି ରାସ୍ତା ଦେଇ…
Read More...

୧୪ ମାସର ବକେୟା ଦରମା ନ ମିଳିଲେ ଆତ୍ମହୁତି ଦେବୁ ବୋଲି ଧମକ ଦେଲେ ଜିଆରଏସ ଦମ୍ପତି 

ନବରଙ୍ଗପୁର :  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟୁବାଇ ପଂଚାୟତ ରେ କାର୍ୟ୍ୟରତ ଜିଆରଏସ ଦିଲୀପ ପାତ୍ର ଓ ତାଙ୍କ ସ୍ତ୍ରୀ ଉଭୟେ ଆଜି ପାପଡାହାଣ୍ଡି ବ୍ଲକ କାର୍ୟ୍ୟାଳୟ ରେ ପହଂଚି ତାଙ୍କର ବକେୟା ୧୪ ମାସର ଦରମା…
Read More...

ଏଭଳି ଭାବେ ବାଦାମର ସେବନ ହୋଇଥାଏ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

ବାଦାମ ଖାଇବାକୁ ଯେପରି ସ୍ୱାଦିଷ୍ଟ,ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତେ ଉପକାରୀ । ଅଧିକାଂଶ ଲୋକେ ଏହାକୁ ଖାଇବାକୁ ମଧ୍ୟ ପସନ୍ଦ କରିଥାଆନ୍ତି । ବାଦାମରେ ପ୍ରଚୁର ପରିମାଣରେ ପ୍ରୋଟିନ ମିଳିଥାଏ । ଏଥିରେ ପର୍ଯ୍ୟାପ୍ତ…
Read More...

ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାରର ଏକ ନୂତନ ଅତ୍ୟାଧୁନିକ ଅଟ୍ଟାଳିକା ଉଦ୍‌ଘାଟିତ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ରସୁଲଗଡ ପରିସର ମଧ୍ୟରେ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାରର ଏକ ନୂତନ ଅତ୍ୟାଧୁନିକ ଅଟ୍ଟାଳିକା ଆଜି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କର କର କମଳରେ ଉଦ୍‌ଘାଟିତ ହୋଇଯାଇଛି ।  ଏହି…
Read More...

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଗୋଟିଏ ପରିବାରର ୫ ମୃତ

ବସ୍ତି : ଉତ୍ତରପ୍ରଦେଶର ବସ୍ତି ଜିଲାରେ ଗୋଟବା ବଜାର ନଗର ଥାନା ଅନ୍ତର୍ଗତ ରାଷ୍ଟ୍ରୀୟ ରାଜପଥରେ ସ୍ଥିତ କଟୟା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଗୁରୁବାର ଖବର…
Read More...

ଦିନ ୧ଟା – ମୁଖ୍ୟ ଖବର

ଉତ୍ତରପ୍ରଦେଶର ବସ୍ତି ଜିଲାରେ ଗୋଟବା ବଜାର ନଗର ଥାନା ଅନ୍ତର୍ଗତ ରାଷ୍ଟ୍ରୀୟ ରାଜପଥରେ ସ୍ଥିତ କଟୟା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ‘ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକୁ ନିଜର…
Read More...

ସଫାରୀ ବାହାରେ କାମ କରୁଥିଲେ ମହିଳା ; ବାଘ ଆକ୍ରମଣରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ଚିଲୀରେ ଏକ ସଫାରୀ ପାର୍କରେ ଏଭଳି ଏକ ଭୟାବହ ଘଟଣା ଘଟିଛି ,ଯାହା ଶୁଣିବା ମାତ୍ରେ ସଭିଏଁ ଭୟରେ ଥରିବାକୁ ଲାଗିବେ ।ସଫାରୀ ପାର୍କରେ କାମ କରୁଥିବା ଜଣେ ମହିଳାଙ୍କ ଉପରେ ହଠାତ ଏକ ବାଘ ଆକ୍ରମଣ କରିଥିଲା ।…
Read More...

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ୧୧୩ତମ ପ୍ରତିଷ୍ଠା ଦିବସ ପାଳିତ

ସୁଆଣ୍ଡୋ : ଉତ୍କଳୀୟ ଜନଜୀବନର ମାର୍ଗଦର୍ଶକ, ସମାଜର ପ୍ରତିଷ୍ଠାତା, ନବଉତ୍କଳର ଅନ୍ୟତମ ନିର୍ମାତା, ଉତ୍କଳମଣି ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟର ୧୧୩ତମ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଆଜି ଠାରୁ ସେବାୟତଙ୍କ ପରିବାରଙ୍କ ଶ୍ରୀଜିଉଙ୍କ ଦର୍ଶନ ; ଆସନ୍ତା ୨୩ ରୁ ସମସ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ରାଜ୍ୟରେ ଦିନକରେ  ୬୭ କରୋନା ସଂକ୍ରମିତଙ୍କର ମୃତ୍ୟୁ ;  ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୬୯୭ ; …
Read More...

ଆଜି ଠାରୁ ସେବାୟତଙ୍କ ପରିବାରଙ୍କ ଶ୍ରୀଜିଉଙ୍କ ଦର୍ଶନ

ପୁରୀ : କରୋନା ୨ୟ ତରଙ୍ଗ ବୃଦ୍ଧି ପରେ ସମସ୍ତ ଧାର୍ମିକ ଅନୁଷ୍ଠାନ ସହ ପୁରୀ ଶ୍ରୀମନ୍ଦିର ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହୋଇଥିଲା । ଦୀର୍ଘଦିନର ଅପେକ୍ଷା ପରେ ଆଜି ଜଗତରନାଥ ଜଗନ୍ନାଥଙ୍କୁ ଦର୍ଶନର ସୁଯୋଗ ମିଳିଛି ।…
Read More...

ଜଳ ସମସ୍ୟା ନେଇ ଦେଉଳା ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ରାମନାଗୁଡା : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ବାଙ୍ଗି ଛକ ଠାରୁ ବାଙ୍ଗି ଗ୍ରାମ ପର୍ୟ୍ୟନ୍ତ ବିବାଦୀୟ ରାସ୍ତାର ଜନ ଶୁଣାଣି କରିବା ପାଇଁ ଗୁଣୁପୁର ଉପଜିଲ୍ଲାପାଳ ଜେ. ସୋନାଲ କୁମାର ଗସ୍ତ କରିଛନ୍ତି ।…
Read More...

ତ୍ବଚା ପାଇଁ ଲାଭଦାୟକ ରୁଟି

ରୁଟିରେ ଭିଟାମିନ୍ସ, ମିନେରାଲ୍ସ, କ୍ୟାଲସିୟମ, ଫସଫୋରସ, ମ୍ୟାଗ୍ନେଶିୟମ ଏବଂ ପୋଟାସିୟମ ଭଳି ପୋଷାକ ତତ୍ତ୍ବ ଭରପୁର ମାତ୍ରାରେ ରହିଥାଏ । ବିନା ତେଲରେ ରୁଟି ପ୍ରସ୍ତୁତ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପକାରୀ ଅଟେ…
Read More...

ଅତାବିରାରେ ଜବାହର ନବୋଦୟ ବିଦ୍ୟାଳୟ ଚୟନ ପରୀକ୍ଷା ଦେଲେ ୬୫୨ଛାତ୍ରଛାତ୍ରୀ

ରେଙ୍ଗାଲିକ୍ୟାମ୍ପ : ସି ବି ଏ ସି  ନବୋଦୟ  ଆୟୁକ୍ତ ଦିଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ସାରା ଭାରତରେ ଗୋଟିଏ  ନିର୍ଦ୍ଧାରିତ ସମୟରେ ଜବାହର ନବୋଦୟ ବିଦ୍ୟାଳୟ ମନୋନୟନ ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି । ସାରା ଭାରତରେ…
Read More...

ମଧ୍ୟମ ଦୂରଗାମୀ କ୍ରୁଜ କ୍ଷେପଣାସ୍ତ୍ର ନିର୍ଭୟର ପରୀକ୍ଷା

ବାଲେଶ୍ୱର : ଚାନ୍ଦିପୁର ସମନ୍ବିତ ପରୀକ୍ଷା କେନ୍ଦ୍ରର ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ମଧ୍ୟମ ଦୂରଗାମୀ କ୍ରୁଜ କ୍ଷେପଣାସ୍ତ୍ର ‘ନିର୍ଭୟ’ର ପରୀକ୍ଷା କରାଯାଇଛି। ସକାଳ ୯ଟା ୫୩ ମିନିଟରେ ଏହି ପରୀକ୍ଷା କରାଯାଇଥିବା…
Read More...

ଦହି ମସଲା ମଟନ

ଆବଶ୍ୟକ ସାମଗ୍ରୀ ମଟନ – ୫୦୦ ଗ୍ରାମ ତେଲ – ଆବଶ୍ୟକ ପରିମାଣରେ କଟା ପିଆଜ – ୩ଟି ତେଜପତ୍ର – ୩ଟି ଗୋଟା ଜିରା, ଧନିଆ, ଡ଼ାଲଚିନି, ବଡ଼ ଅଳେଇଚ, ଗୁଜୁରାତି, ଜାଇତ୍ରି ଫଳ ଲୁଣ – ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ –…
Read More...

ହିମାଚଳପ୍ରଦେଶରେ ଭୂସ୍ଖଳନ ; ଜଣେ ମୃତ ; ୩୦ରୁ ଅଧିକ ନିଖୋଜ

କିନୌର : ଆଜି ହିମାଚଳପ୍ରଦେଶରେ ହୋଇଥିବା ଭୂସ୍ଖଳନରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି । ଏବେ ମଧ୍ୟ ୩୦ରୁ ଅଧିକ ଲୋକେ ନିଖୋଜ ରହିଛନ୍ତି ।ଏନଡିଆରଏଫ,ସେନା,ସ୍ଥାନୀୟଲୋକେ ଉଦ୍ଧାର କାର୍ୟ୍ୟ କରୁଥିବା ସମୟରେ…
Read More...

ହିମାଚଳପ୍ରଦେଶରେ ଭୂସ୍ଖଳନ ; ୪୦ ରୁ ଅଧିକ ଲୋକେ ଚାପି ହୋଇରହିଥିବା ଆଶଙ୍କା

କିନୌର : ଆଜି ହିମାଚଳପ୍ରଦେଶରେ ଭୂସ୍ଖଳନ ହୋଇଥିବା ନେଇ ଖବର ମିଳିଛି । କିନୌର ଜିଲାର ନିଗୁଲସେରୀ ୫ ନମ୍ବର ଜାତୀୟ ରାଜପଥରେ ଚୀଲ ଜଙ୍ଗଲ ନିକଟରେ ପାହାଡ ଧସିବା ଫଳରେ ଯାଉଥିବା ସରକାରୀ ବସ,ଟ୍ରକ ଅନ୍ୟ କିଛି ଗାଡି ସହ…
Read More...

ରାଜସ୍ଥାନରେ ଏହି ଶିବ ମନ୍ଦିରରେ ପ୍ରତ୍ୟେକ ଦିନ ତିଆରି ହୁଏ ୭ ହଜାର ଶିବଲିଙ୍ଗ

ରାଜସ୍ଥାନ : ରାଜସ୍ଥାନର ପାଲୀରେ ଶ୍ରାବଣ ମାସରେ ଭକ୍ତମାନେ ବିଭିନ୍ନ ଶୈଳୀରେ ପ୍ରଭୁ ଶଙ୍କରଙ୍କ ପୂଜାର୍ଚ୍ଚନା କରିଥାଆନ୍ତି । ଭଗବାନ ଶିବଙ୍କର ପୂଜା ପାଇଁ ଧାର୍ମିକ ମାନ୍ୟତା ଅନୁଯାୟୀ ବିିଭିନ୍ନ ନିୟମ ପାଳନ…
Read More...

ଦିନ ୨ଟା – ମୁଖ୍ୟ ଖବର

ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ; ରାଜ୍ୟସରକାରଙ୍କ ତରଫରୁ ଖେଳାଳୀଙ୍କ ପାଇଁ ଆର୍ଥିକ ପୁରସ୍କାର ପୁରୀ ଶ୍ରୀମନ୍ଦିର ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ନୂଆ ଏସଓପି ଜାରି…
Read More...

ପୁରୀ ଶ୍ରୀମନ୍ଦିର ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ନୂଆ ଏସଓପି ଜାରି

ପୁରୀ : ପୁରୀ ଶ୍ରୀମନ୍ଦିର ଖୋଲିବା ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଏସଓପି ଜାରି କରାଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ  ଦର୍ଶନ ବ୍ୟବସ୍ଥାବଳୀ ଜାରି  ............. ଚଳିତ ମାସ ୧୨…
Read More...

ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଉଭୟ ମହିଳା ଓ ପୁରୁଷ ୪ ହକି ତାରକାଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧିତ କରିଛନ୍ତି…
Read More...

ଘାଟିରେ ଓଲଟିଲା ପିଆଜ ବୋଝେଇ ଟ୍ରକ ; ୨ ମୃତ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ୧୦୦ ଫୁଟ ତଳକୁ ଏକ ପିଆଜ ବୋଝେଇ ଟ୍ରକ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ବୁଧବାର ଖବର ମିଳିଛି । ଏହି…
Read More...

ଦିନ ୧୧ଟା – ମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ;  କରୋନା ଜନିତ ମୃତ୍ୟୁସଂଖ୍ୟା ୬୬୩୦, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୦ ରାଜ୍ୟରେ ମଙ୍ଗଳବାର ଗୋଟିଏ ଦିନରେ ୧୦୭୮ ନୂଆ ସଂକ୍ରମିତ ଚିହ୍ନଟ ;…
Read More...

ତ୍ୱଚା ପାଇଁ ବରଦାନ ଆଳୁ ଓ ଗୋଲାପଜଳ

ଚେହେରାରେ ଚମକ ଆଣିବାକୁ ଚାହୁଁଥିଲେ, ପ୍ରଥମେ ଏକ ଆଳୁର ପେଷ୍ଟ ତିଆରି କରନ୍ତୁ । ସେଥିରେ ୩ରୁ ୪ ଚାମଚ ମୁଲତାନି ମାଟି ଓ କିଛି ବୁନ୍ଦା ଗୋଲାପ ଜଳ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ । ଅଧଘଣ୍ଟା ପରେ ଧୋଇ ହୋଇ ପଡନ୍ତୁ ।…
Read More...

ଦୀର୍ଘ ବର୍ଷ ଦାବୀ ହେବ ପୁରଣ ; ବେହେରେନସିଲେଟ ଗାଁକୁ ହେବ ପକ୍କା ରାସ୍ତା 

କଣ୍ଟାବାଞ୍ଜି : ଦୀର୍ଘ ବର୍ଷର ଦାବି ପୂରଣ ହେବ । ଗାଁକୁ ହେବ ପକ୍କା ରାସ୍ତା । ଆଉ ଗାଁ ଲୋକଙ୍କୁ ରାସ୍ତା ପାଇଁ ହିନସ୍ତା ହେବାକୁ ପଡିବ ନାହିଁ । ଲୋକେ ପକ୍କା ରାସ୍ତା ଦେଇ ଆରାମରେ ସହରକୁ ଯିବା ଆସିବା କରିବେ ।…
Read More...

ଉତ୍କଳମଣିଙ୍କ କର୍ମପୀଠ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ କାଦୁଆ ଆଶ୍ରମ ପରିସରରେ ସଫେଇ କାର୍ଯ୍ୟକ୍ରମ

ସାକ୍ଷୀଗୋପାଳ:  ଉତ୍କଳମଣିଙ୍କ କର୍ମପୀଠ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ କାଦୁଆ ଆଶ୍ରମ ପରିସରରେ ସ୍କାଉଟ ଓ ଗାଇଡ଼, ପୁରୀ ତରଫରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥି, ଶିକ୍ଷକ,…
Read More...

ଝରକା ଭାଙ୍ଗି ଲୁଟିନେଲେ ୮ ଭରି ସୁନାଗହଣା ସହ ନଗଦ ଟଙ୍କା

ବୁର୍ଲା:  ବୁର୍ଲା ସହରର ଗୋଲଗୁଣ୍ଡା ଅଞ୍ଚଳରେ ଏକ ଘରୁ ଡ଼କାୟତ ଦଳ ସଶସ୍ତ୍ର ଡକାୟତି କରିଥିବା ଅଭିଯୋଗ ହୋଇଛି । ବୁର୍ଲା ସହର ଗୋଲଗୁଣ୍ଡାରେ ରହୁଥିବା ପୂର୍ଣ୍ଣଚନ୍ଦ୍ର ହୋତାଙ୍କ ଘରେ ୬ ରୁ ୭ ଜଣ ଦୁର୍ବୁତ୍ତ ପଶିବା ସହିତ…
Read More...

କଲ୍ୟାଣମଣ୍ଡପ ସଙ୍ଘ ପକ୍ଷରୁ ୭ଦଫା ଦାବିପତ୍ର ପ୍ରଦାନ

ନବରଙ୍ଗପୁର :  : କରୋନା ମହାମାରୀ ଜନିତ ତାଲାବନ୍ଦ ହେତୁ କଲ୍ୟାଣମଣ୍ଡପ ମାଲିକ , ଟେଣ୍ଟ ଲାଇଟ ଏଣ୍ଡ ସାଉଣ୍ଡ , କ୍ୟାଟରିଂ ଏବଂ ଫ୍ଲାବାର ମାଲିକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆର୍ଥିକ ସମସ୍ୟାର ତୁରନ୍ତ ସମାଧାନ…
Read More...

ଉତ୍କଳମଣିଙ୍କ କର୍ମପୀଠ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ କାଦୁଆ ଆଶ୍ରମ ପରିସରରେ ସଫେଇ କାର୍ଯ୍ୟକ୍ରମ

ସାକ୍ଷୀଗୋପାଳ :  ଉତ୍କଳମଣିଙ୍କ କର୍ମପୀଠ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ କାଦୁଆ ଆଶ୍ରମ ପରିସରରେ ସ୍କାଉଟ ଓ ଗାଇଡ଼, ପୁରୀ ତରଫରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଗୋପବନ୍ଧୁ ଦରିଦ୍ର ନାରାୟଣ…
Read More...

କରୋନା ମଧ୍ୟରେ ଜିକା ଭାଇରସର ଭୟ ; ୭୯ଟି ଗାଁରେ ସଂକ୍ରମଣ ଆଶଙ୍କା

ପୁଣେ : ଏବେ ମଧ୍ୟ କରୋନା ମହାମାରୀର କାୟା ଜାରି ରହିଛି । ମାତ୍ର କରୋନା ମହାମାରୀ ମଧ୍ୟରେ ଏବେ ମହାରାଷ୍ଟ୍ରରେ ଜିକା ଭାଇରସ ଧୀରେ ଧୀରେ ନିଜର କାୟା ବିସ୍ତାର କରୁଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି…
Read More...

ରେଙ୍ଗାଲି ବ୍ଳକ୍ ରେ ମରୁଡିର ପଦଧ୍ୱନି ; ଖାଲି ପଡିଛି ଭେଡେନ ନଦୀ , ଫାଟି ଆଁ କଲାଣି ଚାଷ ଜମି

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଳକ୍ ଅଞ୍ଚଳରେ ଅନିୟମିତ ବର୍ଷା ତଥା ଅନାବୃଷ୍ଟି ଯୋଗୁଁ ଚଳିତ ଖରିଫ ଋତୁ ରେ ମରୁଡି ଆଶାଙ୍କା ରେ ଚାଷୀ ମାନେ ଆତଙ୍କିତ ହୋଇ ପଡିଛନ୍ତି । ସାଧାରଣତଃ ଶ୍ରାବଣ ମାସରେ…
Read More...

ମା ବଢେଇଶୁଣି କ୍ରିକେଟ ପ୍ରତିଯୋଗିତା ଉଦଯାପିତ

ପାଟଣା :  ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର ଠାରେ ମା ବଢ଼େଇଶୁଣି କ୍ରିକେଟ କ୍ଳବ ଦ୍ୱାରା ଆୟୋଜିତ କ୍ରିକେଟ ପ୍ରତିଯୋଗିତା ରବିବାର ଦିନ ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତା ରେ ରାଜ୍ୟର ବିଭିନ୍ନ…
Read More...

ପୃଥକ ସ୍ଥାନରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ

କେନ୍ଦୁଝର / ପୁରୀ : ପୁରୀ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସଂଖ୍ୟାନ ସହାୟକ କୃଷ୍ଣ ଚନ୍ଦ୍ର ଜେନାଙ୍କ ବାସ ଭବନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଆୟ ବର୍ହିଭୂତ ସମ୍ପତ୍ତି…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୪ ଜଣଙ୍କର ଜୀବନ ନେଇଛି କରୋନା ; ଖୋର୍ଦ୍ଧାରୁ ସର୍ବାଧିକ ୨୦ ; କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୫୬୫କୁ ବୃଦ୍ଧି ରାଜ୍ୟରେ ଦୈନିକ ସଂକ୍ରମଣ ପୁଣି ବଢିଲା; ୧୦୪୧ ନୂଆ ସଂକ୍ରମିତ…
Read More...

ଅଙ୍କୁରାରେ କୁକୁଡ଼ା ଫାର୍ମ କରାଇ ନ ଦେବାକୁ ଗ୍ରାମବାସୀ ବିରୋଧ

ପାଟଣା :  ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡ଼ା ପଞ୍ଚାୟତ ଅଙ୍କୁରା ଗ୍ରାମରେ ସାଧାରଣ ଜନ ଜୀବନ ପ୍ରଭାବିତ ନହେବା ପାଇଁ ଏଠାରେ କୁକୁଡ଼ା ଫାର୍ମ ସ୍ଥାପନକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି…
Read More...

ମଦ ଜବତ , ତିନି ଗିରଫ

ପାଟଣା :  ଘଟଗାଁ ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଥାନାଧିକାରୀ କୃଷ୍ଣ ଚନ୍ଦ୍ର ପରିଡାଙ୍କ ନେତୃତ୍ୱରେ ରବିବାର ଢେଙ୍କିକୋଟ ଫାଣ୍ଡି ଅଞ୍ଚଳର କେତେକ ଗ୍ରାମରେ ଅବକାରୀ ଚଢ଼ାଉ ସମୟରେ ମୋଟ ୬୧ ଲିଟର ମହୁଲି ମଦ ଜବତ…
Read More...

କରୋନା ଟୀକା ନେବା ପାଇଁ ଯାଇ ଖରାରେ ଲୋକେ ହନ୍ତସନ୍ତ

ପାଟଣା  :  ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପିପିଳିଆ ମହାବିଦ୍ୟାଳୟ ପରିସରରେ କରୋନା ଟୀକା ଦାନ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଟୀକା ଦାନ କେନ୍ଦ୍ର ଆଗରେ କୌଣସି ତମ୍ବୁ ଲଗା ଯାଇନଥିବାରୁ ଲୋକ…
Read More...

ଲେମ୍ବୁ ଓ ମହୁ ମିଶାଇ କେଶ ମୂଳରେ ଲଗାନ୍ତୁ

ଯଦି ଆପଣ ତୁରନ୍ତ ରୂପି ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି ତେବେ ଦହିରେ ଅଣ୍ଡାର ଧଳା ଅଂଶକୁ ମିଶାଇ ଏହାକୁ କେଶ ମୂଳରେ ମାଲିସ କରି ୩୦ ମିନିଟ ରଖନ୍ତୁ। ୩୦ ମିନିଟ ପରେ କେଶ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହାକୁ…
Read More...

ପରିତ୍ୟକ୍ତ ଅବସ୍ଥାରେ ଟ୍ରେଜେରୀ ଅଫିସ ନୂତନ ଗୃହ 

କଣ୍ଟାମାଳ  :  କଣ୍ଟାମାଳ କାର୍ଯ୍ୟାଳୟରେ ଦୀର୍ଘ ୨୦ ବର୍ଷରୁ ଉଦ୍ଧ୍ୱର୍ ଧରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ଅସ୍ଥାୟୀଭାବେ କାର୍ଯ୍ୟ କରୁଥିବା ସବୁ ଟ୍ରେଜେରୀ କାର୍ଯ୍ୟାଳୟ ପାଇଁ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇ…
Read More...

ନବରଙ୍ଗପୁର ସହରରେ ସୁଧୁରୁନି ପରିମଳ ବ୍ୟବସ୍ଥା ; ଡେଙ୍ଗୁକୁ ନିମନ୍ତ୍ରଣ କରୁଛି ସହରର ଛବି 

ନବରଙ୍ଗପୁର : ନବରଙ୍ଗପୁର ସହରରେ ସୁଧୁରୁନି ପରିମଳ ସମସ୍ୟା । ସହରର ଅଧିକାଂଶ ଜନଗହଳି ଅଂଚଳରେ କୁଢ଼ କୁଢ଼ ଆବର୍ଜନା ସହ ନାଳ ନର୍ଦ୍ଧମାରେ ମଇଳା ଜମି ରହି ପରିବେଶକୁ ଦୂଷିତ କରୁଅଛି । ଡେଙ୍ଗୁକୁ ହାତଠାରି ନିମନ୍ତ୍ରଣ…
Read More...

ଏକ କେଜିରୁ ଅଧିକ ବ୍ରାଉନସୁଗାର ଜବତ ; ୬ ଗିରଫ

କଟକ : କଟକରୁ ଏକ କେଜି ୧୫୯ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଛି । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ସୂଚନା…
Read More...

କେବେ ସରିବ ଉଦେପୁର ଅଙ୍ଗନବାଡି କେନ୍ଦ୍ର ଗୃହ ?

କଣ୍ଟାମାଳ  : ସଂପ୍ରତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମନରେଗା ଯୋଜନାର ଅନୁଦାନରୁ ନିର୍ମାଣ ହେବାକୁ ଥିବା ଅଙ୍ଗନବାଡି ଗୃହ ଗୁଡିକର ନିର୍ମାଣରେ ମନ୍ଥରତା ଯୋଗୁଁ ଏକ ବିପଦ ସଙ୍କୁଳ କେନ୍ଦ୍ରରେ ଅଙ୍ଗନବାଡି କର୍ମୀ…
Read More...

କଣ୍ଟାମାଳରେ ଆମେ ସାଂସ୍କୃତିକ ପରିଷଦ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ

କଣ୍ଟାମାଳ  : କଣ୍ଟାମାଳରେ କାର୍ଯ୍ୟରତ ସାମାଜିକ ଅନୁଷ୍ଠାନ ଏବଂ ଆମେ ସାଂସ୍କୃତିକ ପରିଷଦ ଦ୍ୱାରା ବିଭିନ୍ନ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପରିଷଦର ସଂପାଦକ ରାଜକିଶୋର ବାଘଙ୍କ…
Read More...

ଜଳବନ୍ଦୀରେ ପୋଡାପଦର ସରକାରୀ ବିଦ୍ୟାଳୟ ଓ ଅଙ୍ଗନବାଡି 

କଣ୍ଟାମାଳ  : କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ ପୋଡାପଦର ଗ୍ରାମର ଏକ ପୋଖରୀ ଖନନ ପରେ ବାହାରିଥିବା ମାଟି ଦ୍ୱାରା ବିଦ୍ୟାଳୟ ଓ ଅଙ୍ଗନବାଡି ଜଳବନ୍ଦୀ ହୋଇ ପଡିଥିବା ଦେଖିବାକୁ ମିଳିଛି । ସୂଚନା…
Read More...

ଦିନ ୧ଟା – ମୁଖ୍ୟ ଖବର

ଅମ୍ଳଜାନ ସଂରକ୍ଷଣ ଓ ସଚେତନତା ବୃଦ୍ଧି ପାଇଁ ନୂତନ ପ୍ରୟାସ ‘ଭାରତ ଯୋଡୋ’ କାର୍ୟ୍ୟକ୍ରମରେ ସାମ୍ପ୍ରଦାୟିକ ସ୍ଲୋଗାନ ଗୁଜରାଟରେ ମର୍ମନ୍ତୁଦ ଦୁର୍ଘଟଣା ; ରାସ୍ତା କଡରେ ଶୋଇଥିବା ଲୋକଙ୍କ ଉପରେ ମାଡିଗଲା ଟ୍ରକ ,…
Read More...

ପାଟଣା ବ୍ଲକର ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବ୍ଲକ ସ୍ତରୀୟ କର୍ମଶାଳା

ପାଟଣା :  ପାଟଣା ବ୍ଲକ ସ୍ତରୀୟ ବିଜୁ ଛାତ୍ର ଜନତା ଦଳର ବ୍ଲକ ସ୍ତରୀୟ କର୍ମଶାଳା ଏହି ବ୍ଲକ ଅନ୍ତର୍ଗତ ଟାଙ୍ଗରପଡ଼ା କଲ୍ୟାଣ ମଣ୍ଡପ ଠାରେ ବ୍ଲକ ବିଜୁ ଛାତ୍ର ଜନତା ସଭାପତି ଅଭିଜିତ ରଣାଙ୍କ ସଭାପତିତ୍ବ ତଥା ଜିଲା ବିଜୁ…
Read More...

ଖୁଦପୁଟୁଳି ଓ ସିଲିପଦା ଗ୍ରାମରୁ ସୁନା ଟଙ୍କା ଚୋରୀ

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ଖୁଦପୁଟୁଳି ଗ୍ରାମରେ ଗତକାଲି ଦିନବେଳା ଚୋରୀ ହୋଇଛି। ଚୋର ମାନେ ବୁଦ୍ଧଦେବ ମହାନ୍ତ ଙ୍କ ଘରେ କଳା କନା ବୁଲେଇଛନ୍ତି। ଘରେ କେହି ନଥିବା ବେଳେ ଚୋର ମାନେ…
Read More...

୬୦ ଲିଟର ଚୋରା ମହୁଲି ଜବତ ; ୩ ଗିରଫ

ପାଟଣା : ପାଟଣା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୬୦ ଲିଟର ଚୋରା ମହୁଲି ମଦ ଜବତ କରାଯିବା…
Read More...

ସାହାରପଡା ବନାଞ୍ଚଳରେ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ ; ନଷ୍ଟ କଲେ ଏକର ଏକର ଧାନ ଫସଲ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା ବିଭାଗ ଉଦୟପୁର ଅଞ୍ଚଳରେ ଗତ ଦୁଇ ଦିନ ଧରି ୨୨ ଟିକିଆ ହାତୀପଲ ପଶି ଅଞ୍ଚଳରେ ବ୍ୟାପକ ଉପଦ୍ରବ ଚଳାଇଛନ୍ତି । ଏହି ହାତୀପଲ କରଞ୍ଜିଆ ବନାଞ୍ଚଳ ସାନଦେଉଳି ପଟୁ ଦେଓ…
Read More...

ଅଲିମ୍ପିକ ପଦକ ବିଜେତାଙ୍କୁ ଅଭିନନ୍ଦନ

ରେଙ୍ଗାଲି :  ଟୋକିଓ ଅଲିମ୍ପିକ ପ୍ରତିଯୋଗିତାରେ ଦେଶ ପକ୍ଷରୁ ବିଭିନ୍ନ କ୍ରିଡା ରେ ଅଂଶ ଗ୍ରହଣ କରି ସ୍ୱର୍ଣ,ରୌପ୍ୟ ଏବଂ କାଂସ୍ୟ ପଦକ ସମସ୍ତ ବିଜେତା ଖେଳାଳି ମାନଙ୍କୁ ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ…
Read More...

ଗୁଜରାଟରେ ମର୍ମନ୍ତୁଦ ଦୁର୍ଘଟଣା ; ରାସ୍ତା କଡରେ ଶୋଇଥିବା ଲୋକଙ୍କ ଉପରେ ମାଡିଗଲା ଟ୍ରକ , ୮ ମୃତ

ଗୁଜରାଟ : ଗୁଜରାଟର ଅମରେଲୀରେ ସୋମବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ରାସ୍ତା କଡରେ ଶୋଇଥିବା ପ୍ରାୟ ୧୦ ଜଣ ଶ୍ରମିକଙ୍କୁ ଉପରେ ମାଡି ଯାଇଛି । ଏହି ଦୁର୍ଘଟଣାରେ ପ୍ରାୟ ୮…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୯ ; ରାଜ୍ୟରେ କରୋନା ଜନିତ ମୃତ୍ୟୁ ୬୫୦୧ ରାଜ୍ୟରେ ଦିନକ ମଧ୍ୟରେ ୮୮୬ ନୂଆ ସଂକ୍ରମିତ ; ସଂଗରୋଧରୁ ୫୧୨…
Read More...

 ଏଟିଏମରୁ ବାହାରିଲା ଚିରା ଓ କାଗଜ ପେଷ୍ଟ ଥିବା ୫୦୦ ଟଙ୍କିଆ ନୋଟ୍

ହରଭଙ୍ଗା : ପୁଣି ବୌଦ୍ଧ ଜିଲ୍ଲା ଚାରିଛକ ଏସ.ବି.ଆଇ ଏଟିଏମରୁ ବାହାରିଲା ଚିରା ଓ କାଗଜ ପେଷ୍ଟ ଥିବା ୫୦୦ ଟଙ୍କିଆ ନୋଟ୍ । ବୌଦ୍ଧ ଜିଲ୍ଲା ଚାରିଛକ ସ୍ଥିତ ଏସ.ବି.ଆଇ ଏଟିଏମରୁ ଗତ ୬ ମାସ ତଳେ କରଡାକୋଠା ଗ୍ରାମର ଆନନ୍ଦ…
Read More...

ସ୍ୱାମ ଶାସନରେ ବିଶ୍ଵଶାନ୍ତି ଗୀତା ଯଜ୍ଞ

ପାଟଣା :  ସମଗ୍ର ବିଶ୍ୱର କଲ୍ୟାଣ ଓ ମହାମାରୀ ଦୁର କରିବା ପାଇଁ ପାଟଣା ପଞ୍ଚାୟତ ସମିତି ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସ୍ୱାମ ଶାସନ ଶିବ ମନ୍ଦିର ପ୍ରାଙ୍ଗଣରେ ବିଶ୍ଵଶାନ୍ତି ଗୀତା ଯଜ୍ଞ ଧୁମଧାମରେ ଆଧ୍ୟାତ୍ମିକ…
Read More...

ଲାଦେର ପାଲି ଯୁବ ସମାଜ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ରେଙ୍ଗାଳିକେମ୍ପ : ବରଗଡ଼ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ଲାଦେର ପାଲି ଠାରେ ଯୁବ ସମାଜ ଓ ବୁର୍ଲା ରକ୍ତ ଭଣ୍ଡାରର ମିଳିବ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୬ୟୁନିଟ…
Read More...

ଛୋଟ ଜିନିଷର ବଡ କରାମତି

ଘର ସଫା କରିବା ନିମନ୍ତେ ଝାଡ଼ୁ ଆବଶ୍ୟକ ହୋଇଥାଏ। ଏହା ବିନା ଘର ଦ୍ୱାର ସଫା ସୁତୁରା କରିବା ଯେପରି ଅସମ୍ଭବ। ମାତ୍ର ଏହି ଝାଡ଼ୁ ଘରେ ରଖିବା ଓ ବ୍ୟବହାରରେ କିଛି ନିୟମ ରହିଛି। ଯାହାକୁ ମାନିଲେ ଆପଣଙ୍କ ମଙ୍ଗଳ ହେବା ସହ…
Read More...

କରୋନା ଯୁଦ୍ଧରେ କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ରିତ ପାନରେ ଆଇସିଏମଆର ସୂଚନା

ନୂଆଦିଲ୍ଲୀ : ଦେଶରେ କରୋନାର କାୟା ଏବେ ମଧ୍ୟ ରହିଛି। ଏଭଳି ସମୟରେ କରୋନାର ସମସ୍ତ ନିୟମକୁ ପାଳନ ସହ ଟିକାକରଣରକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଟିକାକରଣ ସଂକ୍ରମଣକୁ ରୋକିବାରେ ମଧ୍ୟ ଏକ ମୁଖ୍ୟ ବିକଳ୍ପ ବୋଲି…
Read More...

କରୋନା ମୁକାବିଲା ଦିଗରେ ଆୟୁର୍ବେଦ ଔଷଧ ସେବନ ଉପରେ ସଚେତନତା

ବଡ଼ମ୍ବା  : ଅନ୍ତେବାସୀ କରୋନା ପୀଡ଼ିତ,ଚିକିତ୍ସା ସେବା ଯୋଗାଉଥିବା ଡାକ୍ତରୀ ଏବଂ ସେବିକା ଦଳ,ନିୟୋଜିତ କର୍ମଚାରୀ ତଥା ସ୍ଥାନୀୟ ସଚେତନ ନାଗରିକଙ୍କ ଉପସ୍ଥିତିରେ ବଡ଼ମ୍ବାସ୍ଥିତ କୋଭିଡ ଯତ୍ନ କେନ୍ଦ୍ରରେ ଶତାଧିକ…
Read More...

ଦିଲ୍ଲୀ ବିମାନବନ୍ଦରକୁ ବିସ୍ଫୋରଣରେ ଉଡାଇବାକୁ ଧମକ ;ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରକୁ ବିସ୍ଫୋରଣରେ ଉଡାଇବାକୁ ଧମକ ଦିଆଯାଇଛି। ଦିଲ୍ଲୀ ପୁଲିସକୁ ଅଲକାଏଦାର ଇ-ମେଲ୍‍ ଯୋଗେ ଧମକ ଦେଇଥିବା ନେଇ ଆଜି ସୂଚନା ମିଳିଛି। ଏହାପରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ…
Read More...

ଦିନ ୧ଟା – ମୁଖ୍ୟ ଖବର

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରକୁ ବିସ୍ଫୋରଣରେ ଉଡାଇବାକୁ ଧମକ ; ଦିଲ୍ଲୀ ପୁଲିସକୁ ଅଲକାଏଦାର ଇ-ମେଲ୍‍ ଯୋଗେ ଧମକ ଦେଇଥିବା ସୂଚନା ଉତ୍ତରପ୍ରଦେଶର ମାଉ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୩ ଜଣ ଶିଶୁ ସମେତ…
Read More...

ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଘର ଓ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁଚଢାଉ

ନୂଆପଡ଼ା  : ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତ୍ରିଲୋଚନ ଧଲଙ୍କ ଘର, କାର୍ଯ୍ୟାଳୟ ଓ କଟକ ନରାଜ ସ୍ଥିତ ପୈତୃକ ଘର ଉପରେ ଏକକାଳୀନ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ସୂଚନା…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୩ ଜଣ ଶିଶୁ ସମେତ ୫ ମୃତ

ମାଉ : ଉତ୍ତରପ୍ରଦେଶର ମାଉ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ରବିବାର ଖବର ମିଳିଛି। ଏଥିରେ ଏକ କାର ଦୁର୍ଘଟଣାରେ ୩ ଜଣ ଶିଶୁ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ୨ ଜଣ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଦେଶରେ ସଂକ୍ରମିତ ତୁଳନାରେ ବୃଦ୍ଧି ଆରୋଗ୍ୟ ସଂଖ୍ୟା ; ନୂଆ ସଂକ୍ରମିତ ୩୯,୦୭୦ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୩୪,୪୫୫କୁ ବୃଦ୍ଧି ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୯୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ…
Read More...

ଦେଶରେ ସଂକ୍ରମିତ ତୁଳନାରେ ବୃଦ୍ଧି ଆରୋଗ୍ୟ ସଂଖ୍ୟା ; ନୂଆ ସଂକ୍ରମିତ ୩୯,୦୭୦

ନୂଆଦିଲ୍ଲୀ : ଦେଶରେ କିଛି ଦିନ ତଳେ ଆକ୍ରାନ୍ତ ସଂଖ୍ୟା ୪୦ ହଜାର ଅତିକ୍ରମ କରିଥିବା ବେଳେ ଏବେ ଏଥିରେ ସାମାନ୍ୟ ହ୍ରାସ ଘଟିଛି। ୨୪ ଘଣ୍ଟାରେ ଆଉ ୩୯,୦୭୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ…
Read More...

ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪୩୫ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୧,…
Read More...

ରାଜ୍ୟରେ ଆଉ ନୂଆ ପଜିଟିଭ ୧୨୪୩

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୨୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୧୮ , ସ୍ଥାନୀୟ ୫୨୫। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୮୭,୦୭୦କୁ ବୃଦ୍ଧି ପାଇଛି। ୯,୬୮,୪୫୩…
Read More...

ମୁହଁରେ ଲଗାନ୍ତୁ ଚନ୍ଦନ ପାଉଡ଼ର ଓ ଗୋଲାପ ଜଳ

ଚନ୍ଦନ ପାଉଡ଼ର ଓ ଗୋଲାପ ଜଳ: ଗୋଟିଏ ପାତ୍ରରେ ଚନ୍ଦନ ପାଉଡ଼ର ନିଅନ୍ତୁ । ସେଥିରେ ଅଳ୍ପ ଗୋଲାପ ଜଳ ପକାଇ ମିଶାନ୍ତୁ । ତାପରେ ୧ଛୋଟ ଚାମଚ ହଳଦି ପକାଇ ଭଲ ଭାବରେ ମିଶାନ୍ତୁ । ମିଶ୍ରଣକୁ ୧୫ମିନିଟ ପର୍ୟ୍ୟନ୍ତ ମୁହଁରେ…
Read More...

ବିଦ୍ୟୁତ ଆଘାତରେ ଚାଷୀଙ୍କ ମୃତ୍ୟୁ

ବାଲେଶ୍ୱର : ବିଦ୍ୟୁତ ଆଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ନେଇ ଆଜି ଖବର ମିଳିଛି। ମୃତକ ହେଲେ କସବାଜୟପୁର ଗ୍ରାମର ଗଣେଶ ଜେନା (୪୧)। ବିଦ୍ୟୁତ ଆଘାତରୁ ଚାଷୀଙ୍କ ମୃତ୍ୟୁରେ କ୍ଷତିପୂରଣ ଦାବିରେ ୧୬ ନମ୍ବର ଜାତୀୟ…
Read More...

କରୋନାରୁ ମୁକ୍ତ ନବରଙ୍ଗପୁର; ପ୍ରଥମ ଥର ପାଇଁ ସଂକ୍ରମିତ ସଂଖ୍ୟା ଶୂନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣରେ ରହିଥିବା ବେଳେ କରୋନା କବଳରୁ ମୁକ୍ତ ହୋଇଛି ନବରଙ୍ଗପୁର ଜିଲ୍ଲା | ପ୍ରଥମ ଥରପାଇଁ ଜିଲ୍ଲାରେ ଆଜି ସଂକ୍ରମଣ ସଂଖ୍ୟା ଶୂନ ହୋଇଅଛି | ନବରଙ୍ଗପୁର…
Read More...

ଲୋକଙ୍କୁ ମିଳୁନି ସେବା ; ଖତ ଖାଉଛି ଆମ୍ବୁଲାନ୍ସ

ବେଗୁନିଆ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଲୋକମାନଙ୍କୁ ସେବା ଯୋଗାଇଦେବା ପାଇଁ ସରକାର ପ୍ରତି ଡାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି । କିନ୍ତୁ ଲୋକମାନେ ଜରୁରୀକାଳୀନ ଚିକିସ୍ଥା…
Read More...

ମଞ୍ଚେଶ୍ୱର ମୁଣ୍ଡାସାହି ଗୋଷ୍ଠୀ ସଂଘର୍ଷ ଘଟଣା ; ୨୧ ଗିରଫ

ଭୁବନେଶ୍ୱର : ରାଜଧାନୀ ମଞ୍ଚେଶ୍ୱର ମୁଣ୍ଡାସାହି ଗୋଷ୍ଠୀ ସଂଘର୍ଷ ଘଟଣାରେ ମଞ୍ଚେଶ୍ୱର ପୁଲିସ ୨୧ ଜଣଙ୍କୁ ଗିରଫ କରିଛି ବୋଲି ଆଜି ଜଣାପଡିଛି। ଗିରଫ ମାନଙ୍କ ମଧ୍ୟରେ ୪ ଜଣ ନାବାଳକ ରହିଛନ୍ତି। ଏହି ଘଟଣାରେ ବେସବଲ…
Read More...

ବିଭିନ୍ନ ଦାବୀନେଇ ଓଡିଶା ଡ୍ରାଇଭର ମହାସଙ୍ଘର ବୈଠକ

ଗଡମଧୁପୁର :  ଧର୍ମଶାଳା ବ୍ଲକ ଅଣ୍ଟିଆ ମଙ୍ଗଳା ଠାକୁରାଣି ପୀଠରେ ଓଡିଶା ଡ୍ରାଇଭର ମହାସଙ୍ଘର ଏକ ସାଧାରଣ ବୈଠକ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ କୈଳାଶ ଚନ୍ଦ୍ର ସ୍ୱାଇଁ ସଭାପତିତ୍ୱ…
Read More...

ଦିନ ୨ଟା – ମୁଖ୍ୟ ଖବର

ରାଜସ୍ଥାନରେ ବର୍ଷା ; ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ତାଲିବାନର କାର୍ୟ୍ୟକଳାପ ତାକୁ ଆନ୍ତର୍ଜାତିକ ସ୍ତରରେ ବୈଧତା ଦେବନାହିଁ: ଆମେରିକା ମୁମ୍ବଇରେ ବୋମା ଆତଙ୍କ; ୩ଟି ଷ୍ଟେସନ ଓ ଅମିତାଙ୍କ ବାସଭବନରେ…
Read More...

ପଞ୍ଚାୟତ କାର୍ଯ୍ୟlଳୟରୁ ନାଗସାପ ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କାର୍ଯ୍ୟlଳୟରୁ ଏକ ନାଗ ସାପକୁ  ଉଦ୍ଧାର କରାଯାଇଛି। ସେହି ସାପଟିକୁ ଗଞ୍ଜାମ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ଉଦ୍ଧାର କରି ନେଇ ନିକଟସ୍ଥ ଜଙ୍ଗଲରେ ଛାଡି…
Read More...

ସିନ୍ଧ୍ରିମାଲ କସ୍ତୁରବାଗାନ୍ଧୀ ବିଦ୍ୟାଳୟରେ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରିବା ଘଟଣାର ତଦନ୍ତ ଆରମ୍ଭ

ମାଲକାନଗିରି :  କେନ୍ଦ୍ର ତଥା ରାଜ୍ୟ ସରକାର ଆଦିବାସୀ ତଥା ପଛୁଆ ଅଂଚଳ ମାନଙ୍କର ଶିକ୍ଷାର ବିକାଶ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରି କରିଛନ୍ତିା ବିଶେଷ କରି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଠ…
Read More...

ରାଜସ୍ଥାନରେ ବର୍ଷା ; ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି

ରାଜସ୍ଥାନ : ମୌସୁମୀ ବର୍ଷାର ପ୍ରଭାବ ରାଜସ୍ଥାନରେ ମଧ୍ୟ ଦେଖାଯାଇଛି। ଏଠାରେ ୧୨ଟି ଜିଲାରେ ଗତକାଲି ହୋଇଥିବା ବର୍ଷା ପ୍ରଭାବରେ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ କାରଣରୁ ଜନଜୀବନ…
Read More...

କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବଲାଙ୍ଗୀର : ବଲାଙ୍ଗୀର ପୁଇନ୍ତଳା ବ୍ଲକ କରିଷ୍ଠ କିରାଣୀ ରବୀନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଆଜି ଚଢାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାକାଳୀନ ୫ଟି ସ୍ଥାନରେ ବଲାଙ୍ଗୀର ସାଗରପଡା…
Read More...

ଦିନ ୧୨ଟା – ମୁଖ୍ୟ ଖବର

ମୁମ୍ବଇରେ ବୋମା ଆତଙ୍କ; ୩ଟି ଷ୍ଟେସନ ଓ ଅମିତାଙ୍କ ବାସଭବନରେ ସୁରକ୍ଷା କଡାକଡି ତୁରନ୍ତ ଆଫଗାନିସ୍ତାନ ଛାଡିବାକୁ ବ୍ରିଟେନ ନାଗରିକଙ୍କୁ ନିର୍ଦ୍ଦେଶ ଆଜି ରାଜ୍ୟରେ ୧୦୯୬ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ,…
Read More...

ଏମକେସିଜି କୋଭିଡ ହସ୍ପିଟାଲରୁ କଏଦୀ ଚମ୍ପଟ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣେ କଏଦୀ ଆଜି ଭୋରୁ ଚମ୍ପଟ ମାରିଛି । ଫେରାର କଏଦୀ ଜଣଙ୍କ ହେଲେ ବାଲିଗୁଡା ଉପ କାରାଗାରର କୀର୍ତ୍ତି ସିଂ(୩୭) ।  କୋଭିଡ…
Read More...

ଜାଣନ୍ତୁ ଶ୍ରାବଣ ଶନିବାର ପାଇଁ କିଛି ସ୍ୱତନ୍ତ୍ର ଉପାୟ

ଶ୍ରାବଣ ମାସରେ ଶିବଙ୍କୁ ଉପାସନା କରି ଗ୍ରହନକ୍ଷତ୍ରକୁ ସହଜରେ ଶାନ୍ତ କରା ଯାଇପାରିବ । ରାଶିରେ ଥିବା ଗ୍ରହ ସମସ୍ୟାକୁ ଦୂର କରିବା ପାଇଁ ଏହି ମାସରେ ଶିବଙ୍କୁ ପୂଜା କରନ୍ତୁ । ସୂର୍ୟ୍ୟ ଦେବତାଙ୍କୁ କିପରି ଶାନ୍ତ…
Read More...

ଏମ୍ସିଏଲ ର ନିଶିଗନ୍ଧା କ୍ଲବ ଗୃହରେ ଭୟାବହ ଅଗ୍ନିକାଣ୍ଡ

ବୁର୍ଲା  : ବୁର୍ଲା ଆନନ୍ଦ ବିହାର ସ୍ଥିତ ଏମ୍ସିଏଲ ର ନିଶିଗନ୍ଧା କ୍ଲବ ଗୃହରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ଶନିବାର ଖବର ମିଳିଛି। ନିଆଁ କୁ ଆୟତ୍ତ କରିବା ପାଇଁ ଘଟଣା ସ୍ଥଳରେ ବୁର୍ଲା ଅଗ୍ନିଶମ ବାହିନୀ ର ଦୁଇଟି…
Read More...

ଶ୍ରାବଣ ମାସ ; ନିୟମିତ ଭାବରେ ଶିବଲିଙ୍ଗରେ ଅର୍ପଣ କରନ୍ତୁ ଜଳ

ଶ୍ରାବଣ ମାସ ମାହାଦେବ ଶିବଙ୍କର ପ୍ରିୟ ମାସ ବୋଲି ମାନ୍ୟତା ମିଳିଛି । ଏହି ମାସରେ ଶିବ ଭକ୍ତମାନେ ବ୍ରତ ରଖିଥାଆନ୍ତି । ଏହି ମାସରେ ପୂଜାର ପାଠର ମହତ୍ତ୍ବ ଯେତିକି ରହିଥାଏ, ପୋଷାକର ରଙ୍ଗକୁ ନେଇ ମଧ୍ୟ ସେତିକି…
Read More...

ଥଣ୍ଡାପାଗରେ ଆପଣାନ୍ତୁ ଏହି ଉପାୟ

ଥଣ୍ଡାପାଗରେ ଶରୀର ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଏହି ସମୟରେ ଥଣ୍ଡା କାଶ ଆଦି ହେବାର ଆଶଙ୍କା ଥାଏ। ତେଣୁ ଥଣ୍ଡା ପାଗରେ ଖାଦ୍ୟ-ପାନୀୟ ପ୍ରତି ସଚେତନ ରହିବାକୁ ପଡିଥାଏ। ତେବେ ଥଣ୍ଡା ପାଗରେ କେଉଁ ଖାଦ୍ୟ…
Read More...

ମହିଳା ହକି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ମହିଳା ହକି ଟିମ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି । ଭିଡିଓ କନଫରେନସିଂରେ ନବୀନ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରେଟ ବ୍ରିଟେନ ବିରୋଧରେ…
Read More...

ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ଧନକଉଡା ବ୍ଲକର କୁଦଗୁଣ୍ଡେରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଅମଳ ହୋଇଥିବା ସବୁ ଧାନ ବିକ୍ରି କରିବାକୁ ଟୋକନ ନ ମିଳିବାରୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।…
Read More...

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ; ୩ ଗିରଫ

ଭୁବନେଶ୍ୱର : ରାଜଧାନୀର କଳିଙ୍ଗଷ୍ଟୁଡିଓ ଛକ ନିକଟରୁ ଏସଟିଏଫ ଟିମ ୩ ବଜ୍ରକାପ୍ତା ବେପାରୀଙ୍କୁ ଗିରଫ କରିଛି । ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍‌ ଚାଲିଥିବା ସମୟରେ ଏସଟିଏଫ ଟିମ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ…
Read More...

ଦିନ ୧ଟା – ମୁଖ୍ୟ ଖବର

ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ଼ ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ଆୱାର୍ଡ଼ ନାମରେ ନାମିତ, ନାମ ପରିବର୍ତ୍ତନ ନେଇ ପ୍ରଧାନମନ୍ତ୍ରୀଙ୍କ ସୂଚନା ଅଗଷ୍ଟ ୧୬ରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ ରେପୋ ରେଟ୍‍ ୪%,…
Read More...

୨୪ ଘଣ୍ଟାରେ ଏହି ସ୍ଥାନରେ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ : ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଲଘୁଚାପର ପ୍ରଭାବ ଦେଖାଦେଇଛି । ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ପୂର୍ବ ରାଜସ୍ଥାନ,ଗଙ୍ଗୀୟ ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶର କିଛି ସ୍ଥାନ,…
Read More...

ଶପିଙ୍ଗ କରି ବ୍ୟକ୍ତି ଫେରିବା ସମୟରେ କାରରେ ଥିଲା ସାପ ; ଆଉ ତା’ପରେ….

ଚିନ୍ତା କରନ୍ତୁ ଆପଣ କାରରେ କୌଣସି ସ୍ଥାନକୁ ଯିବା ପାଇଁ ବାହାରିଛନ୍ତି, ମାତ୍ର ସେହି ସମୟରେ କାର ଭିତରେ ଏକ ବଡ ସାପ ରହିଛି । ଆପଣଙ୍କ ଅବସ୍ଥା କିପରି ହେବ । ଏଭଳି ହିଁ ଏକ ଘଟଣା ଆମେରିକାର ଉତ୍ତର ଟେକ୍ସାସ ଅଞ୍ଚଳର ।…
Read More...

ଲୋକଙ୍କ କାନ୍ଧରେ ବନ୍ୟାଜଳରେ ଭାସୁଥିବା କୁମ୍ଭୀର 

ନୂଆଦିଲ୍ଲୀ : ଅନେକ ସମୟରେ ଏଭଳି ବହୁ ଭିଡିଓ ଭାଇରାଲ ହୋଇଥାଏ, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ମଧ୍ୟପ୍ରଦେଶର ଶିବପୁରୀର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଦେଖାଯାଉଛି ଲୋକମାନେ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଠାରୁ ଖୋଲିଲା ମା’ଶାରଳା , ବାବା ଗୋରଖନାଥ, ଧବଳେଶ୍ୱରଙ୍କ ମନ୍ଦିର ରାଜ୍ୟରେ ଗୁରୁବାର ଦିନକ ମଧ୍ୟରେ ୬୬ କରୋନା ରୋଗୀଙ୍କର ମୃତ୍ୟୁ ; ଖୋର୍ଦ୍ଧାରୁ ସର୍ବାଧିକ ୧୯, ରାଜ୍ୟରେ କରୋନା ଜନିତ…
Read More...

ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଠାରୁ ଖୋଲିଲା ମା’ଶାରଳା , ବାବା ଗୋରଖନାଥ, ଧବଳେଶ୍ୱରଙ୍କ ମନ୍ଦିର

କଟକ/ ଜଗତସିଂହପୁର: କୋଭିଡ ଗାଇଡଲାଇନ ଅନୁଯାୟୀ ଆଜି ଠାରୁ ଜଗତସିଂହପୁର ସ୍ଥିତ ମା’ଶାରଳା ଓ ବାବା ଗୋରଖନାଥଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । ସକାଳେ ୭ଟାରେ ମନ୍ଦିର ଖୋଲାଯିବା ବେଳେ ଆଳତୀ ପୂର୍ବରୁ ସନ୍ଧ୍ୟା…
Read More...

କିଛି ସହଜ ଉପାୟ ; ଦୂର କରେ କେଶ ଜନିତ ଅନେକ ସମସ୍ୟା

ଭିଟାମିନରେ ଭରପୁର ଅଣ୍ଡା କେଶର ବିକାଶ ଓ ସ୍ୱାସ୍ଥ୍ୟ ପାଇଁ ହିତକାର । ଅଣ୍ଡାରେ ଅଲିଭ ତେଲ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ, ପରେ ଏହାକୁ ମୁଣ୍ଡରେ ଲଗାନ୍ତୁ। ପାଳଙ୍ଗ ଶାଗରେ ବହୁ ମାତ୍ରାରେ ଆଇରନ ଥାଏ । ଯାହା…
Read More...

ପଲ୍ଲୀ ଅଂଚଳର ୯୧ପ୍ରତିଶତ ମାର୍କ ରଖିଥିବା ମେଧାବୀ ଛାତ୍ରଙ୍କୁ ଭେଟିଲେ ଉମରକୋଟ ବିଧାୟକ 

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ର ସାନ ଡ଼ାଇଭଟା ଏକ ପଲ୍ଲୀ ଅଂଚଳର ମେଧାବୀ ଛାତ୍ର ଯିଏକି +୨ବିଜ୍ଞାନ ରେ ୯୧ ପ୍ରତିଶତ ମାର୍କ ରଖି ନିଜ ଅଞ୍ଚଳ ଏବଂ ବାପା ମା ଙ୍କ ନାମକୁ ଟେକ ରଖିବାରେ ସକ୍ଷମ…
Read More...

ରୋଗୀଣା ଗୋଡ ସହ ଦୁର୍ଭାଗ୍ୟ , ଦୋହଲାଇଛି ଚାର୍ଲେଶଙ୍କ ବଞ୍ଚିବାର ଆଶା

ରେଙ୍ଗାଲିକ୍ୟାମ୍ପ  : କୁହାଯାଏ ସ୍ବାସ୍ଥ୍ୟ ହିଁ ସମ୍ପଦ।।ଶରୀର ଓ ମନ ସୁସ୍ଥ ଥିଲେ ବୟସ ବି ମଣିଷକୁ ବାର୍ଦ୍ଧକ୍ୟ କରିପାରେ ନାହିଁ। କିନ୍ତୁ ଶରୀର ଯେତେବେଳେ ରୋଗଗ୍ରସ୍ତ ହୋଇଯାଏ ବଡ ବଡ ବାହୁବଳି ଧରାଶାୟୀ ହୋଇଯାଆନ୍ତି।…
Read More...

ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତିରେ ନିୟମ କୋହଳ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ବୌଦ୍ଧ  : ରାଜ୍ୟର ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ପାଇଁ ସରକାର ନିୟମ କୋହଳ କରିଛନ୍ତି । ଏହା ଦ୍ୱାରା ପଦୋନ୍ନତି ନେଇ ଆଶା ଓ ଆଶଙ୍କାରେ ଥିବା ଶିକ୍ଷକମାନେ ରାଜ୍ୟ ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିବା ସହିତ…
Read More...

ବାଇକ ଧକ୍କାରେ ବାଟୋଇଙ୍କ ସହ ଚାଳକ ଗୁରୁତର

ପାଟଣା : ଆଜି ପାଟଣା - କେନ୍ଦେଇପଶି ରାସ୍ତା ର ପୁଟୁଳିଆ ପେଟ୍ରୋଲ ପମ୍ପ ନିକଟରେ ସାନ ଜାମୁପଶି ଗ୍ରାମକୁ ଚାଲିଚାଲି ଯାଉଥିବା ଶମ୍ଭୁନାଥ ପାତ୍ର ଙ୍କୁ ଏକ ବାଇକ୍ ଧକ୍କା ଦେବାରୁ ସେ ଗୁରୁତର ହେବା ସହ ବାଇକ୍ ରୁ ପଡି…
Read More...

ବିବାହ ଭୋଜି ସମୟରେ ଆକାଶରୁ ଖସିଲା ମୃତ୍ୟୁ ; ଚାଲିଗଲା ୧୭ ଜୀବନ

ଢାକା : ଏମିତି ମଧ୍ୟ ମୃତ୍ୟୁ  ଆସେ । ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ବିବାହ ଆୟୋଜନ ଚାଲିଥିବା ସମୟରେ ଆକାଶରୁ ଖସିଲା ମୃତ୍ୟୁ , ଚାଲିଗଲା ୧୭ ଜଣଙ୍କ ଜୀବନ । ଏଭଳି କି ବର ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।…
Read More...

ଦିନ ୧ଟା – ମୁଖ୍ୟ ଖବର

ମୁମ୍ବଇରେ ୯୦ ହଜାରରୁ ଅଧିକଙ୍କୁ ବିନା ଟିକେଟ ରେଳଯାତ୍ରୀଙ୍କୁ ଜରିମାନା ଅଲିମ୍ପିକ୍ସ ପୁରୁଷ ହକିରେ ଭାରତକୁ କାଂସ୍ୟ ପଦକ; ଜର୍ମାନୀକୁ ୫-୪ ଗୋଲରେ ହରାଇଲା ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳର…
Read More...