nua o banner

ଦିନ ୧ଟା – ମୁଖ୍ୟ ଖବର

BSKY banner  750×100

ଉତ୍ତରପ୍ରଦେଶର ବସ୍ତି ଜିଲାରେ ଗୋଟବା ବଜାର ନଗର ଥାନା ଅନ୍ତର୍ଗତ ରାଷ୍ଟ୍ରୀୟ ରାଜପଥରେ ସ୍ଥିତ କଟୟା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ

‘ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକୁ ନିଜର ଏକ ବ୍ରାଣ୍ଡ୍‍ ତିଆରି କରିବାକୁ ପଡିବ’ – ବିର୍ଲା ଗ୍ଲୋବାଲ ୟୁନିଭରସିଟିର କୁଳପତି ପ୍ରଫେସର (ଡଃ) ପି ପି ମାଥୁର

କଂଗ୍ରେସର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ବନ୍ଦ ଅଭିଯୋଗ

କେନ୍ଦ୍ରାପଡା : ଖରସ୍ରୋତା ପ୍ରକଳ୍ପ ବିବାଦ ; ପୁଲିସ-ବିରୋଧୀ ମୁହାଁମୁହିଁ, ପୁଲିସ ବିରୋଧୀଙ୍କୁ ଅଟକାଇବାରୁ ଘଟଣାସ୍ଥଳରେ ଉତ୍ତେଜନା

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ( ସତ୍ୟବାଦୀ ବନ ବିଦ୍ୟାଳୟ )ର ୧୧୩ତମ ପ୍ରତିଷ୍ଠା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ; ମଞ୍ଚାସିନ ଅତିଥି, ବୃକ୍ଷ ରୋପଣ, ପଞ୍ଚସଖାଙ୍କୁ ମାଲ୍ୟାର୍ପଣ ଓ ଉତ୍କଳମଣିଙ୍କ ଶେଷ ନିଶ୍ୱାସ ତ୍ୟାଗସ୍ଥଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ଆଜି ଠାରୁ ସେବାୟତଙ୍କ ପରିବାରଙ୍କ ଶ୍ରୀଜିଉଙ୍କ ଦର୍ଶନ ; ଆସନ୍ତା ୨୩ ରୁ ସମସ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ

ରାଜ୍ୟରେ ଦିନକରେ  ୬୭ କରୋନା ସଂକ୍ରମିତଙ୍କର ମୃତ୍ୟୁ ;  ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୬୯୭ ;  ମୃତକଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୧୮

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୭ ନୂଆ କରୋନା ସଂକ୍ରମିତଙ୍କ ଚିହ୍ନଟ ; ସଂଗରୋଧରୁ ୬୪୬ ଏବଂ ସ୍ଥାନୀୟ ସଂକ୍ରମିତ ୪୬୧

ବୁଧବାର ଦିନକ ମଧ୍ୟରେ ରାଜ୍ୟରେ ୮୬୯ ଜଣ ସୁସ୍ଥ ; ରାଜ୍ୟରେ ଏପର୍ୟ୍ୟନ୍ତ ମୋଟ ୯୭,୩୫୭୯ ଜଣ କରୋନାରୁ ସୁସ୍ଥ

ସଂପ୍ରତି ରାଜ୍ୟରେ ୧୦୮୫୩ ସକ୍ରିୟ ସଂକ୍ରମିତ

ଦିଲ୍ଲୀରେ ଗଡିଲା ବିଦ୍ୟୁତ ଚାଳିତ ବସ

ଆଫଗାନ ସରକାରଙ୍କୁ ଭାରତ ଦାନ କରିଥିବା ହେଲିକପ୍ଟରକୁ ତାଲିବାନ ନେଇଗଲା

କିନ୍ନାଉର ଭୂସ୍ଖଳନ: ୧୫ ମୃତଦେହ ଉଦ୍ଧାର, ଆଉ ୨୦ ଏବେ ବି ନିଖୋଜ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୯୫ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଦିନକ ମଧ୍ୟରେ ୩୯,୦୬୯ ଜଣ କରୋନାରୁ ସୁସ୍ଥ ; ମୋଟ ୩,୧୨,୬୦,୦୫୦ ଜଣ କରୋନା ରୋଗୀ ସୁସ୍ଥ

ଦେଶରେ ଆରୋଗ୍ୟ ହାର ୯୭.୪୫% ;  ଦେଶରେ ଦୈନିକ ସଂକ୍ରମଣ ହାର ୧.୯୪% ଓ ସାପ୍ତାହିକ ସଂକ୍ରମଣ ହାର ୨.୨୩%

ସଂପ୍ରତି ଦେଶରେ ୩,୮୭,୯୮୭ ଜଣ ସକ୍ରିୟ କରୋନା ସଂକ୍ରମିତ

ବୁଧବାର ସଂଧ୍ୟା ସୁଦ୍ଧା ଦେଶରେ ୪୮.୭୩ କୋଟି ନମୁନା ପରୀକ୍ଷା କରାଯାଇସାରିଥିବାବେଳେ ସେହି ସମୟ ମଧ୍ୟରେ ୫୨.୩୬ କୋଟି ପାନ ଟିକା ଦିଆଯାଇସାରିଛି

ଇଓଏସ-୦୩ ଉପଗ୍ରହ ଅଭିଯାନ ବିଫଳ; ଭୂସ୍ଥିର କକ୍ଷପଥରେ ପହଞ୍ଚିପାରିଲା ନାହିଁ

୧୬ ସୁଦ୍ଧା ମୌସୁମି ସ୍ବାଭାବିକ

ଆଜିଠାରୁ +୨ ନାମଲେଖା ଆବେଦନ

୨ ଲକ୍ଷ ୩୯ ହଜାର ହିତାଧିକାରୀଙ୍କୁ ଟିକା

ଶୀଘ୍ର କାବୁଲ ଅକ୍ତିଆର କରିପାରେ ତାଲିବାନ

ଆଜିଠାରୁ ଭାରତ-ଇଂଲଣ୍ଡ ୨ୟ ଟେଷ୍ଟମ୍ୟାଚ୍

୧୦୦ ପୁଲିସ କର୍ମଚାରୀ ମହାନିର୍ଦେଶକଙ୍କ ସମ୍ମାନ ପାଇଁ ମନୋନୀତ

୩୦ ସୁଦ୍ଧା ସବୁ ଜିଲାରେ ଆରଟି-ପିସିଆର ପରୀକ୍ଷାଗାର

ଆଜି ବିଶ୍ବ ହାତୀ ଦିବସ, ଦଶନ୍ଧିରେ ଗଲାଣି ୮୬୦ ହାତୀ ଓ ୯୨୧ ମଣିଷ ଜୀବନ

 

Comments are closed.