ଶ୍ରାବଣରେ ବର୍ଷାର ଅଭାବ ; ମରୁଡି କବଳରେ ହରଭଙ୍ଗା ବ୍ଲକ 

ହରଭଙ୍ଗା :  ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଚଳିତବର୍ଷ ଧାର୍ଯ୍ୟ ପରିମାଣଠାରୁ ଶତକଡା ୬୭ ପ୍ରତିଶତ କମ୍ ବର୍ଷା ଯୋଗୁଁ ମରୁଡି କବଳରେ ହରଭଙ୍ଗା ରହିଥିବା ଜଣାପଡିଛି । ଆସନ୍ତା ୭ଦିନ ମଧ୍ୟରେ ଭଲ ବର୍ଷା ହେଲେ ତଳିଘାରି…
Read More...

ଜାଣନ୍ତୁ କିଛି ସ୍ୱତନ୍ତ୍ର ଖାଦ୍ୟ ବିଷୟରେ କିଛି ଜାଣିବା କଥା

ସୁସ୍ଥ ରହିବା ପାଇଁ ଆମକୁ ପ୍ରତିଦିନ ସନ୍ତୁଳିତ ଆହାରର ସେବନ କରିବାକୁ ପଡିଥାଏ। ଭିଟାମିନ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀରକୁ ଆବଶ୍ୟକ ପରିମାଣର ଶକ୍ତି ମିଳିଥାଏ। କିନ୍ତୁ ଖାଦ୍ୟକୁ ସର୍ବଦା ସଠିକ ସମୟ ଖାଇବା ଦ୍ବାରା…
Read More...

ଆସନ୍ତାକାଲି ଠାରୁ ଜଗା ଦର୍ଶନ

ପୁରୀ : କରୋନାର ୨ୟ ତରଙ୍ଗ ବୃଦ୍ଧି ପରେ ଦୀର୍ଘ ୪ ମାସ ହେବ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ। ମାତ୍ର ଆସନ୍ତାକାଲି ଠାରୁ କୋଭିଡ ଗାଇଡ ଲାଇନ ଅନୁଯାୟୀ ଶ୍ରଦ୍ଧାଳୁମାନେ…
Read More...

ଦିନ ୧ଟା – ମୁଖ୍ୟ ଖବର

ଆଫଗାନ ଫେରନ୍ତାଙ୍କୁ ଦିଆଯିବ ପୋଲିଓ ଟିକା – ମାଣ୍ଡବୀୟ ଏୟାର ଇଣ୍ଡିଆର ନିର୍ଦ୍ଦେଶ, ପାଇଲଟ୍-ଇନ୍-କମାଣ୍ଡକୁ ‘ସାର୍’ ନୁହେଁ ‘କ୍ୟାପଟେନ୍’ ସମ୍ବୋଧନ କରିବେ ସହ-ପାଇଲଟ ଘରବାହୁଡା ଖୁସି, ଭାରତ ମାତା କି ଜୟ…
Read More...

ନନ୍ଦନକାନରେ ନୂଆ ଅତିଥି

ଭୁବନେଶ୍ୱର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛି ନୂଆ ଅତିଥି। ଖୁଆଡ ନଂ ୬୩ରେ ରହୁଥିବା ଜଳହସ୍ତୀ ଶନିବାର ଏକ ଶାବକକୁ ଜନ୍ମ ଦେଇଛି। ଏବେ ନନ୍ଦନକାନନରେ ଜଳହସ୍ତୀଙ୍କ ସଂଖ୍ୟା ୧୨କୁ…
Read More...

ସେହ୍ନ ଓ ଆନ୍ତରିକତାର ବନ୍ଧନ : ରକ୍ଷା ବନ୍ଧନ

ପ୍ରତ୍ୟେକ ଧର୍ମରେ ପାଳନ ହେଉଥିବା ପର୍ବର ଧାର୍ମିକ ପରମ୍ପରା,ରୀତି-ନୀତି ମନୁଷ୍ୟକୁ କୌଣସି ନା କୌଣସି ଆଧ୍ୟତ୍ମିକ ସତ୍ତା ସହ ଜଡ଼ିତ କରି ରଖେ। ଏଭଳି ଏକ ସ୍ନେହ ଓ ପ୍ରେମ ଭିତ୍ତିକ ପର୍ବ ହେଉଛି ରାକ୍ଷୀ ପୂର୍ଣ୍ଣିମା।…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଜନ ଆଶୀର୍ବାଦ ଯାତ୍ରାର ଚତୁର୍ଥ ଦିନ, ଭବାନୀପାଟଣାରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ତାଲିବାନକୁ ସ୍ୱୀକୃତି ନାହିଁ – ୟୁରୋପୀୟ ସଂଘ କାବୁଲ ଛାଡିଲା ଭାରତୀୟ ବାୟୁସେନା ବିମାନ ; ଦିନକ ଭିତରେ ୫୦୦ ଭାରତୀୟଙ୍କୁ…
Read More...

ରାଜ୍ୟରେ ଦିନକରେ ଆଉ ୬୯ ମୃତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲଗାତାର ୬୦ ଅତିକ୍ରମ କରୁଛି। ୨୪ ଘଣ୍ଟାରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କଟକ ଓ ଜଗତସିଂହପୁରରୁ ୧୩ ଲେଖାଏଁ,…
Read More...

ପବିତ୍ର ରାକ୍ଷୀ ; ସ୍ନେହର ସାକ୍ଷୀ

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । କେଉଁ ରାଶି ପାଇଁ କିଭଳି ରାକ୍ଷୀ ପିନ୍ଧିଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଓ ଭାଇର ଆୟୁ ବୃଦ୍ଧି ଓ ଉନ୍ନତି ହୋଇଥାଏ।ଜାଣନ୍ତୁ ତାହା କ’ଣ..... ରାଶୀ ଅନୁସାରେ ରାକ୍ଷୀର ରଙ୍ଗ –…
Read More...

ରାଜ୍ୟରେ ଆଉ ନୂଆ ସଂକ୍ରମିତ ୮୫୩

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ୧ ହଜାର ତକଳୁ ରହୁଛି। ୨୪ ଘଣ୍ଟାରେ ଆଉ ୮୫୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୦୦। ସଙ୍ଗରୋଧରୁ ୪୯୬,ସ୍ଥାନୀୟ ୩୫୭। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
Read More...

ସୁନ୍ଦର ଓଠର ରହସ୍ୟ ଲବଙ୍ଗ

ସୌନ୍ଦର୍ୟ୍ୟ ପାଇଁ ଓଠରେ ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ସହ ଓଠର ଯତ୍ନ ନେବା ନିହାତି ଆବଶ୍ୟକ । ଯାହା ଦ୍ବାରା ଓଠର ପ୍ରାକୃତିକ ରଙ୍ଗ ବଜାୟ ରହିବ । ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଓଠର ଯତ୍ନ ନେବାର ଉପାୟ ।…
Read More...

ବାଘ ପାଟିରୁ ନିଜ ନାତୁଣୀକୁ ଏପରି ରକ୍ଷା କଲେ ବୃଦ୍ଧଦମ୍ପତି

ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ଜେଜେବାପା-ଜେଜେମାଆ ନିଜ ୨ ବର୍ଷର ନାତୁଣୀର ଜୀବନ ରକ୍ଷା କରିବାକୁ ଯାଇ ଚିତାବାଘ ସହ ଲଢେଇ କରିବାକୁ ପଛ ଘୁଞ୍ଝା ଦେଇ ନାହାନ୍ତି। ଖୁବ ସାହସ ଦେଖାଇ ହିଂସ୍ର ଜନ୍ତୁ…
Read More...

କାଲିଗାଡୁ ହିଲଟପ୍ ର ମନୋରମ ଦୃଶ୍ୟକୁ ମୋବାଇଲରେ କଏଦ୍ କଲେ କନ୍ଧମାଳ ଜିଲ୍ଲାପାଳ

ଜି.ଉଦୟଗିରି : ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ସ୍ଥିତ ରାଜାଗାଡା ଜଳପ୍ରପାତ ପର୍ଯ୍ୟଟନ ସ୍ଥଳ ଭାବେ ମାନ୍ୟତା ଦେବାକୁ ଦାବୀ ଜୋର ହେଉଥିବାର ଏକ ବର୍ଷ ନ ପୁରୁଣୁ ଏହି ପଞ୍ଚାୟତ ସମିତି…
Read More...

ଦିନ ୧ଟା – ମୁଖ୍ୟ ଖବର

ସୁରକ୍ଷାକର୍ମୀ -ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୩ ଆତଙ୍କବାଦୀ ନିହତ ଭାରତ ପାଇଁ ବିପଦ ତାଲିବାନ : ହିଜବୁଲ ମୁଜାହିଦ୍ଦିନର ଅଡିଓ ବାର୍ତ୍ତା ଜାରି ; ଭାରତ ଉପରେ ଆକ୍ରମଣ ପାଇଁ ତାଲିବାନ ସହାୟତା ଲୋଡିଲା…
Read More...

ସୁରକ୍ଷାକର୍ମୀ -ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୩ ଆତଙ୍କବାଦୀ ନିହତ

ଜମ୍ମୁ : ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଶନିବାର ଏକ ବଡ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ବର୍ତ୍ତମାନ…
Read More...

ବିଦ୍ୟୁତ ଖୁଣ୍ଟ ପଡି ଭାଙ୍ଗିଲା ଘର ଓ ଗାଡି

ବ୍ରହ୍ମପୁର: ପୁରୁଣା ବ୍ରହ୍ମପୁର, ମେଣ୍ଟୁଛକ ନିକଟ ନୀଳକଣ୍ଠନଗର ସାହିରେ ଆଜି ସକାଳୁ ହଠାତ ଦୁଇଟି ବିଦ୍ୟୁତ ଖୁଣ୍ଟ ମୂଳରୁ ଭାଙ୍ଗି ରାସ୍ତାରେ ପଡି ଯାଇଛି । ଖୁଣ୍ଟ ଦୁଇଟି ତଳେ ପଡିବା ଯୋଗୁ ସେହି ଅଂଚଳରେ ବିଦ୍ୟୁତ…
Read More...

କୂଅରେ ପଡ଼ି ୫ ବର୍ଷର ଶିଶୁ ପୁତ୍ର ମୃତ

ପାଟଣା :  ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ନିକଟ ଛତିଆ ଗ୍ରାମରେ ଗତ ସନ୍ଧ୍ୟାରେ ଜଣେ ଶିଶୁ ଖେଳୁଥିବା ସମୟରେ ଘର ପଛ ପଟ କୂଅରେ ଖସି ପଡ଼ିବାରୁ ତାହାର ଶୋଚନୀୟ ମୃତ୍ୟୁ ଘଟିଛି। ଛତିଆ ଗ୍ରାମର ବସନ୍ତ ସିଂହ ଙ୍କ ପୁଅ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ରାଜ୍ୟରେ ଆଉ ୯୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୧୬ ; ସଙ୍ଗରୋଧରୁ ୫୩୧ ଓ ସ୍ଥାନୀୟ ସଂକ୍ରମଣ ୩୮୦ ୨୭ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୩, ବାଲେଶ୍ୱର…
Read More...

ମାଆ ଓ ପୁଅଙ୍କ ହୃଦୟସ୍ପର୍ଶୀ ଫଟୋ ; ଡିଏସପି ପୁଅ – ଏଏସଆଇ ମାଆ ପରସ୍ପରକୁ କରୁଛନ୍ତି ସାଲ୍ୟୁଟ

ଗୁଜରାଟ : ଗୁଜରାଟ ପୁଲିସରେ କାର୍ଯ୍ୟ କରୁଥିବା ଜଣେ ମାଆ ଓ ପୁଅଙ୍କ ହୃଦୟସ୍ପର୍ଶୀ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଗୁଜରାଟ ଜନସେବା ଆୟୋଗର ଅଧ୍ୟକ୍ଷ ଦୀନେଶ ଦସା ଟ୍ୱିଟରରେ ଏହି ଫଟୋ ପୋଷ୍ଟ କରିଛନ୍ତି।…
Read More...

ସ୍କୁଟିକୁ ଧକ୍କା ଦେବା ପରେ ଜଳିଗଲା କଣ୍ଟେନର ; ଜଣେ ମୃତ

ଜଳେଶ୍ୱର : ବାଲେଶ୍ୱର ଜିଲା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥ ଜମାଲପୁର ନିକଟରେ ସଡ଼କ ଦୁର୍ଘଟଣା ଘଟିଥିବା ନେଇ ଶନିବାର ଖବର ମିଳିଛି। ଏକ ସ୍କୁଟିକୁ ଏକ କୁରକୁରେ ଭର୍ତି କଣ୍ଟେନର ଧକ୍କା ଦେବା ପରେ କଣ୍ଟେନରଟି…
Read More...

ରାଜ୍ୟରେ ଆଉ ୬୬ ଆକ୍ରାନ୍ତ ମୃତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ମୃତକଙ୍କ ସଂଖ୍ୟା ୬୦ ଅତିକ୍ରମ କରୁଛି। ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଗତସିଂହପୁରରୁ ସର୍ବାଧିକ ୧୧। କଟକରୁ ୧୦,…
Read More...

ରାଜ୍ୟରେ ୧୦ ଲକ୍ଷ ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ୧୦ ଲକ୍ଷ ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଆଉ ୯୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୧୬ । ସଙ୍ଗରୋଧରୁ ୫୩୧ ଓ ସ୍ଥାନୀୟ…
Read More...

ବାର ଜଣାଏ ଏହି ରହସ୍ୟ

ଆସନ୍ତୁ ଜାଣିବା ବାର ଅନୁସାରେ ଜନ୍ମ ହୋଇଥିବା ବ୍ୟକ୍ତି କେତେ ଭାଗ୍ୟଶାଳୀ ଓ ତାଙ୍କ ସ୍ୱଭାବ କିପରି ହୋଇଥାଏ.. ରବିବାର: ରବିବାର ଦିନ ଜନ୍ମ ହୋଇଥବା ବ୍ୟକ୍ତି ସାମାନ୍ୟ ତେଜସ୍ୱୀ,ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ଦୀର୍ଘ…
Read More...

ଏହି ୨ଟି ଜିନିଷ ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟାର କରେ ସମାଧାନ

ସ୍ବାସ୍ଥ୍ୟ ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ। କିଛି ଘରୋଇ ଉପାୟ ମଧ୍ୟ ଆପଣେଇ ଥାଉ। ଆପଣଙ୍କ ରୋଷେଇ ଘରେ ସର୍ବଦା ଜିରା ଓ ଗୁଡର ବ୍ୟବହାର କରାଯାଇଥାଏ। ଜିରାକୁ ମସଲା ରୂପେ ବ୍ୟବହାର କରୁଥିବା ବେଳେ ଗୁଡକୁ…
Read More...

ଦିନ ୧ଟା – ମୁଖ୍ୟ ଖବର

ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ସୋମନାଥ ମନ୍ଦିର ଆମ ବିଶ୍ବାସର ପ୍ରେରଣାରସ୍ଥଳ : ମୋଦୀ ଆତଙ୍କ ଦ୍ୱାରା ବିଶ୍ୱାସକୁ କ୍ଷୁର୍ଣ୍ଣ କରାଯାଇ ପାରିବ ନାହିଁ ୧୮ ବର୍ଷ ବୟସରୁ କମ୍…
Read More...

ସଡ଼କ ଦୁର୍ଘଟଣା ; ସାଇକେଲ ଆରୋହୀଙ୍କ ଗୋଡ଼ ଉପରେ ଚଢ଼ିଗଲା ଟ୍ରକ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥର ମଲିପଶୀ ଗ୍ରାମ ଦାରା ସିଂ ଛକ ନିକଟରେ ଆଜି ପୂର୍ବାହ୍ନ ୧୧ଟା ରେ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ତାଙ୍କ ଗୋଡ଼ ଉପରେ ଏକ ୧୨ ଚକିଆ ଟ୍ରକ ଚଢି…
Read More...

ରାଜଧାନୀରେ ଦିନକରେ ଚିହ୍ନଟ ହେଲେ ଆଉ ୮୨ ଡେଙ୍ଗୁ ରୋଗୀ

ଭୁବନେଶ୍ୱର : ରାଜ୍ୟରେ କରୋନାର କାୟା ଏବେ ମଧ୍ୟ ରହିଛି। ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ପ୍ରତିଦିନ ଡେଙ୍ଗୁ ରୋଗୀ ମଧ୍ୟ ଚିହ୍ନଟ ହେଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ରାଜଧାନୀରେ ଆଉ ୮୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ…
Read More...

ଅନ୍ଧ ବିଶ୍ୱାସ ; ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ

ଚିକିଟି : ଗଂଜାମ ଜିଲାର ଚିକିଟି ବ୍ଲକ ସମୁଦ୍ର ଉପକୂଳ ସୁନାପୁର ଗ୍ରାମରେ ଅନ୍ଧ ବିଶ୍ୱାସର ଶିକାର ହୋଇଛନ୍ତି ଜଣେ ୬୫ ବର୍ଷର ବୃଦ୍ଧ । ଗୁଣିଆ ସନ୍ଦେହରେ ଦିନ ଦି ପହରରେ ଗାଁ ମଝି ଘର ବାରଣ୍ଡାରେ ହୋଇଛି ମରଣାନ୍ତକ…
Read More...

ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଆଜି ଠାରୁ ପାଗରେ ପରିବର୍ତ୍ତନ ଘଟିବ। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଦୁର୍ବଳ ହେଉଥିବା ବେଳେ ମୌସୁମୀ ଟ୍ରପଲାଇନ ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ ବର୍ଷା ରାଜ୍ୟର…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଓଡ଼ିଶାରେ ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲୀ, ଭୁବନେଶ୍ବରରେ ନବନିର୍ମିତ ଦକ୍ଷତା ବିକାଶ କେନ୍ଦ୍ରର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଜ୍ୟରେ ଦିନକରେ ଆଉ ୯୮୬ କୋରୋନା ଆକ୍ରାନ୍ତ ଚିହ୍ନଟ…
Read More...

ଏହି ସରଳ ଉପାୟରେ ପ୍ରସନ୍ନ ହୋଇଥାଆନ୍ତି ମା’ଲକ୍ଷ୍ମୀ

ଧନ ଦେବୀ ମା’ଲକ୍ଷ୍ମୀଙ୍କ ପୂଜା କରିବାର କିଛି ସ୍ୱତନ୍ତ୍ର ନିୟମ ରହିଛି। ଯାହାକୁ ମାନିବା ଦ୍ୱାରା ଆମର ବହୁ ଉନ୍ନତି ହେବା ସହ ପରିବାରରେ ମଧ୍ୟ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଲକ୍ଷ୍ମୀଙ୍କର ମୂର୍ତ୍ତି ବା ଫଟୋକୁ ଏକ…
Read More...

ରାଜ୍ୟରେ ଆଖି ବୁଜିଲେ ଆଉ ୬୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ଚିକିତ୍ସାଧୀନ ଅବସ୍ଥାରେ ୬୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୨୨୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଗତସିଂହପୁରରୁ ସର୍ବାଧିକ ୧୨ ଜଣ।…
Read More...

ସୁରକ୍ଷାକର୍ମୀ – ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ଜଣେ ଆତଙ୍କବାଦୀ ନିହତ

ଜମ୍ମୁ : ଜମ୍ମୁ-କାଶ୍ମୀରର ଅବନ୍ତୀପୋରାର ପାମ୍ପୋରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି ବୋଲି ଶୁକ୍ରବାର ଖବର ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତବବାଦୀ ନିହତ ହୋଇଛି। ଏଯାଏଁ ନିହତ…
Read More...

ରାଜ୍ୟରେ ୯୮୬ ନୂଆ ସଂକ୍ରମିତ ଚିହ୍ନଟ, ୧୮ ବର୍ଷରୁ କମ୍‌ ୧୨୮

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୯୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ଯାଏଁ ୧୨୮ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୫୭୪ ଓ ସ୍ଥାନୀୟ ସଂକ୍ରମଣ ୪୧୨। ରାଜ୍ୟରେ…
Read More...

ବାସ୍ତୁ ଉପାୟ : ଗୃହର ଆଲମିରା ନିକଟରେ ଝାଡ଼ୁ ରଖନ୍ତୁ ନାହିଁ

ଏହି ଉପାୟ ଦ୍ୱାରା ଦୂର ହୋଇଥାଏ ବାସ୍ତୁ ସମସ୍ୟା । ଯେଉଁ ପାନିଆ ସାମାନ୍ୟ ମଧ୍ୟ ଭାଙ୍ଗିଯାଇଛି, ସେଥିରେ କେଶ କୁଣ୍ଡାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ବାସ୍ତୁଦୋଷ ସୃଷ୍ଟି ହୋଇଥାଏ। ଗୃହର ଆଲମିରା ନିକଟରେ…
Read More...

ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ଏହି ଉପାୟ

ଆଣ୍ଠୁଗଣ୍ଠି ବିନ୍ଧାରୁ ରକ୍ଷା ପାଇବା ପାଇଁ ଖାଦ୍ୟପାନୀୟ ଠାରୁ ଆରମ୍ଭ କରି ସମସ୍ତ ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ଉଚିତ। ଆଣ୍ଠୁଗଣ୍ଠି ବିନ୍ଧାରୁ ରକ୍ଷା ପାଇବାର ଉପାୟ : ଖାଦ୍ୟପାନରେ ସଚେତନ : ଭୋଜନ ଆମ ଶରୀରକୁ…
Read More...

ଜନଜାତି ଗାଁ ପାଦପଥରରେ କରୋନା ଟୀକା ପ୍ରଦାନ

ଗୁରୁଡିଝାଟିଆ : ରାଧାକୃଷ୍ଣପୁର ପଞ୍ଚାୟତର ଜନଜାତି ଗାଁ ପାଦପଥରରେ  କରୋନା ଟୀକା ପ୍ରଦାନ କରାଯାଇଛି । ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ୧୮୦ଜଣଙ୍କୁ ୧ମ ପାନ କରୋନା ଟୀକା ପ୍ରଦାନ କରାଯାଇଛି ।…
Read More...

କୁଚିଣ୍ଡାର ବିକାଶ ପାଇଁ ଆଲୋଚନା ଚକ୍ର

କୁଚିଣ୍ଡା : କୁଚିଣ୍ଡା ଅଞ୍ଚଳରେ ଉପୁଜୁଥିବା ନାନା ସମସ୍ୟାର ପ୍ରତିକାର ପାଇଁ ଏକ ବୈଠକ ସ୍ଥାନୀୟ ଏକ ଲଜରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଅଧ୍ୟକ୍ଷ ଗଗନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସହରର ସମସ୍ୟା…
Read More...

ଦିନ ୧ଟା – ମୁଖ୍ୟ ଖବର

ଜମ୍ମୁ-କାଶ୍ମୀରର କଟରାରେ ଭୂକମ୍ପ ଝଟକା ଆମେରିକାର ସାମରିକ ବାୟୋମେଟ୍ରିକ ଉପକରଣକୁ ଜବତ କଲା ତାଲିବାନ ;ଓସାମା ବିନ ଲାଡେନକୁ ଚିହ୍ନଟ କରିବାରେ ବ୍ୟବହାର ହୋଇଥିବା ଏହି ଉପକରଣ ପରଲୋକରେ ପୂର୍ବତନ ଯୁବ କଂଗ୍ରେସ…
Read More...

ଜମ୍ମୁ-କାଶ୍ମୀରର କଟରାରେ ଭୂକମ୍ପ ଝଟକା

ଜମ୍ମୁ : ଜମ୍ମୁ-କାଶ୍ମୀରର କଟରାରେ ଆଜି ଭୂକମ୍ପ ଝଟକା ଅନୁଭବ ହୋଇଛି । ଭୋର ୫ଟା ୮ରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୬ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ କଟରା…
Read More...

ପରଲୋକରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନା

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ତଥା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ୪୪ ବର୍ଷ ବୟସରେ ଆଜି ପରଲୋକ ଘଟିଛି । ଏନେଇ ତାଙ୍କ ସାନ ଭାଇ ସୂଚନା ଦେଇଛନ୍ତି । ଦୀର୍ଘ କିଛିଦିନ ହେବ…
Read More...

ଓଡିଶା ଗସ୍ତରେ ୨ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ଗସ୍ତରେ ୨ କେନ୍ଦ୍ର ମନ୍ତ୍ରୀ । ବିଜେପିର ଜନ ଆଶୀର୍ବାଦ ଯାତ୍ରା ଅବସରରେ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଖୋର୍ଦ୍ଧା ବାଣପୁରରେ ଅଘଟଣ ; ଗ୍ୟାସ ଟାଙ୍କି ଫାଟି ପୋଡି ହୋଇ ୭ ଗୁରୁତର ଭୁବନେଶ୍ୱରରେ ପହଞ୍ଚିଲେ ୨ କେନ୍ଦ୍ର ମନ୍ତ୍ରୀ , ଅଶ୍ୱନୀ କୁମାର ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ; ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା…
Read More...

ଦେଶରେ ଦିନକରେ ନୂଆ ଆକ୍ରାନ୍ତ ୩୬,୪୦୧ ; ୫୩୦ ମୃତ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ୩୬ ହଜାର ୪୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୨୨,୨୫୮କୁ ବୃଦ୍ଧି ପାଇଛି । ଚିକିସôାଧୀନ ଅବସ୍ଥାରେ ଆଉ ୫୩୦ ଆକ୍ରାନ୍ତଙ୍କ ମୃତ୍ୟୁ…
Read More...

ଗ୍ୟାସ ଟାଙ୍କି ଫାଟି ପୋଡି ହୋଇ ୭ ଗୁରୁତର

ଖୋର୍ଦ୍ଧା :ଖୋର୍ଦ୍ଧା ଜିଲା  ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡାରେ ଆଜି ସକାଳେ ଏକ ଅଘଟଣ ଘଟିଛି । ଜଣଙ୍କ ଘରେ ଗ୍ୟାସ ଟାଙ୍କି ଫାଟି ଯିବାରୁ ପୋଡି ହୋଇ ୭ ଗୁରୁତର ହୋଇଛନ୍ତି । ୩ ଜଣ ଆହତ ମଧ୍ୟ ହୋଇଛନ୍ତି ।…
Read More...

ଜାଣନ୍ତୁ ସ୍ୱାସ୍ଥ୍ୟ ସହ ଜଡିତ ଏହି ଉପାୟ

ଆବଶ୍ୟକତା ଠାରୁ ଦିନଯାକ ଅଧିକ ହେକୁଟି ହେଉଥିଲେ,  ଏହାର କାରଣ କ’ଣ। ଜାଣନ୍ତୁ ଏହା ବିଷୟରେ …. ଭୁଲ ଖାଦ୍ୟପେୟ – ଅଧିକ ପରିମାଣରେ ବାହାର ଖାଦ୍ୟ, ମୃଦୁ ପାନୀୟ ଆଦି ଖାଇବା ଦ୍ୱାରା ଏସିଡ଼ିଟି ଓ କୋଷ୍ଠାକାଠିନ୍ୟ …
Read More...

ଜୀବନସାଥୀ ସହ ଜଡ଼ିତ କିଛି ଜଣାଅଜଣା କଥା

ଯେଉଁ ବ୍ୟକ୍ତିଙ୍କ ହସ୍ତର ଆଙ୍ଗୁଠି ସୁନ୍ଦର ଓ ଆକର୍ଷଣ ଯୁକ୍ତ ହୋଇଥାଏ , ସେମାନଙ୍କ ଜୀବନସାଥୀ ସୁନ୍ଦର ଓ ବୈବାହିକ ଜୀବନ ସୁଖମୟ ହୋଇଥାଏ। ଯେଉଁ ବ୍ୟକ୍ତିମାନଙ୍କ ହସ୍ତର ଆଙ୍ଗୁଠି ଲମ୍ବା ଓ ପ୍ରତ୍ୟେକ ଆଙ୍ଗୁଠି ଗୁଡ଼ିକ…
Read More...

ମୋଡେଲ୍ ଚାଟଶାଳୀର ଶୁଭାରମ୍ଭ

ରେଙ୍ଗାଲି : ମହିଳା ସଂଗ୍ରାମ ସମିତି, ରେଙ୍ଗାଲି ତରଫରୁ ରେଙ୍ଗାଲିର ଟ୍ରକ ମାଲିକ ସଂଘ ଗୃହରେ ରେଙ୍ଗାଲି ବ୍ଲକ ଅନ୍ତର୍ଗତ ସମସ୍ତ ସାମ୍ୱ। ଦିକ ବନ୍ଧୁ , ମହିଳା ସଂଗ୍ରାମ ସମିତିର ସଦଶ୍ୟ , କାର୍ୟ୍ୟକର୍ତ୍ତା ଏବଂ ମୋ…
Read More...

ବିଜେପି ଲଇଡା ମଣ୍ଡଲ ପକ୍ଷରୁ ବାଜପେୟୀଙ୍କ ପୁଣ୍ୟତିଥି ପାଳନ

ରେଙ୍ଗାଲି : ବିଜେପି ଲଇଡା ମଣ୍ଡଲ ପକ୍ଷରୁ ୧୬ ତାରିଖ ସୋମବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀ ଙ୍କ ପୁଣ୍ୟତିଥି ପାଳନ କରାଯାଇଥିଲା ।  ସଭାପତି ପ୍ରକାଶ ପୃଷ୍ଟି ଙ୍କ ସଭାପତିତ୍ୱ ରେ…
Read More...

ଜୟ ଆଦିବାସୀ କପ୍ ଫୁଟବଲ ; କବରାପାଲି ଚମ୍ପିଆନ୍

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ର ବାରଡୁଙ୍ଗୁରୀ ଖେଳ ପଡିଆରେ ଚାଲିଥିବା ଦ୍ୱିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ ହୋଇଯାଇଛି । ଫାଇନାଲ୍ ରେ କବରାପାଲି ଦଳ କୁରେଟୋଲା ଦଳ କୁ ପରାସ୍ତ କରି ଚମ୍ପିଆନ୍ ଅଖ୍ୟା ଅର୍ଜନ…
Read More...

ଦିନ ୧ଟା – ମୁଖ୍ୟ ଖବର

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରୁ ମୁକ୍ତ ହେଲେ ଶଶି ଥରୁର ଆସାମ-ମିଜୋରାମ ସୀମାରେ ପୁଣି ଗୁଳି ଚାଳନା: ବଢିଲା ଉତ୍ତେଜନା ସିବିଆଇକୁ ସ୍ୱାୟତ୍ତତା ପ୍ରଦାନ କର: କେନ୍ଦ୍ରକୁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ…
Read More...

ସୁରକ୍ଷାମଞ୍ଚ ପ୍ରତିନିଧି ଦଳର ଜିଲ୍ଲାପାଳଙ୍କ ଠାରେ ଦାବୀପତ୍ର ପ୍ରଦାନ

ରେଙ୍ଗାଲି : ଏନ୍.ଏଲ୍.ସି କୋଇଲା ଖଣି ଯୋଗୁଁ ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତ ଙ୍କ ସମସ୍ୟାର ସମାଧାନ ପାଇଁ ଆର୍.ପି.ଡିଏସି ବୈଠକ ଡକାଯିବା ସହ ସୁରକ୍ଷାମଞ୍ଚର ପ୍ରତିନିଧି ଦଳ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ ଠାରେ…
Read More...

ଆଜି ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଓଡିଶା ଉପକୂଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଗୁଚାପ ସକ୍ରିୟ ହୋଇ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଲଘୁଚାପ କାରଣରୁ…
Read More...

ଶିଳ୍ପ ଉନ୍ନୟନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପୁରୀ : ପୁରୀ ଜିଲା ଶିଳ୍ପ ଉନ୍ନୟନ ଅଧିକାରୀ ସୀତାରାମ ସାହୁଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଏକାକାଳୀନ ପୁରୀ,ଭୁବନେଶ୍ୱର ଓ ନୟାଗଡର ୫ଟି ସ୍ଥାନରେ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ସିବିଆଇକୁ ସ୍ୱାୟତ୍ତତା ପ୍ରଦାନ କର: କେନ୍ଦ୍ରକୁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ଜନିତ ୬୫ ଜଣଙ୍କର ମୃତ୍ୟୁ ; କଟକ ଜିଲାରୁ ସର୍ବାଧିକ ୧୫ , କରୋନା ଜନିତ ମୃତ୍ୟୁ ସଂଖ୍ୟା…
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ “ଭାରତ ରତ୍ନ” ପାଇଁ ରେଙ୍ଗାଲିରେ ଦସ୍ତଖତ ଅଭିଯାନ 

ରେଙ୍ଗାଲି : ସୋସିଆଲ ଆଣ୍ଡ କଲଚରାଲ ଏଡ଼ଭାନ୍ସ ନେଟୱାର୍କ (ସ୍କାନ) ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତର ସର୍ବଶ୍ରେଷ୍ଠ ସମ୍ମାନ " ଭାରତ ରତ୍ନ" ଉପାଧି ପ୍ରଦାନ କରାଯିବା ପାଇଁ ସ୍ୱାଧୀନତା ଦିବସ ଅଗଷ୍ଟ…
Read More...

କାନର ପିନ୍ଧିବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ

ମହିଳାଙ୍କ ଷୋହଳ ଶୃଙ୍ଗାର ........... କାନର – କାନର ପିନ୍ଧିବା ଦ୍ୱାରା ମାନସିକ ଦୁଶ୍ଚିତା ଦୂର ହୋଇଥାଏ। କାନ ଫୋଡାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ। ମୁଣ୍ଡ ବିନ୍ଧା ଦୂର ହୋଇଥାଏ। ମଥାରେ ସିନ୍ଥି –…
Read More...

ଉଠା ଜଳସେଚନ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ପଞ୍ଚାୟତ କିଆପଡା ବୈତରଣୀ କୂଳରେ ରାଜ୍ୟ ସରକାରଙ୍କ ବିଜୁ କୃଷକ ବିକାଶ ଯୋଜନା ରେ ପାଖାପାଖି ୨୫ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ କିଆପଡା ୧ ନମ୍ବର ଉଠା ଜଳସେଚନ ପ୍ରକଳ୍ପକୁ…
Read More...

ସୁଜି ମକା ଛଣା

ଖିର – ୧କପ ସୁଜି – ୧କପ ମକା ମଞ୍ଜି – ୩ ଚାମଚ କଞ୍ଚାଲଙ୍କା – ୨ ରୁ ୩ଟି ଶୁଖିଲା ଲଙ୍କା – ୨ଟି ଲୁଣ - ଆବଶ୍ୟକ ଅନୁଯାୟୀ ତେଲ - ଆବଶ୍ୟକ ଅନୁଯାୟୀ ପାଉଁରୁଟି ମାଟିଆ ଅଂଶର ଗୁଣ୍ଡ – ୩ ଚାମଚ ଗୋଲମରିଚ ଗୁଣ୍ଡ…
Read More...

ଶ୍ୱଶୁରକୁ ହାଣି ହତ୍ୟା କଲା ବୋହୂ

ଯାଜପୁର : ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ରଣପାଳ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଖବର ମିଳିଛି । ଜଣେ ବୋହୂ ଶ୍ୱଶୁରଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।…
Read More...

୨ ଟ୍ରେଲର ମୁହାଁମୁହିଁ ଧକ୍କା ; ୪ ଜୀବନ୍ତ ଦଗ୍ଧ

ରାଜସ୍ଥାନ : ରାଜସ୍ଥାନର ଅଜମେରରେ ଏକ ବଡ ଧରଣର ଦୁର୍ଘଟଣା ଘଟିଥିବା ନେଇ ମଙ୍ଗଳବାର ଜଣାପଡିଛି । ୮ ନମ୍ବର ଜାତୀୟ ରାଜପଥରେ ୨ଟି ଟ୍ରେଲର ମଧ୍ୟରେ ଖୁବ ଜୋରରେ ଧକ୍କା ହୋଇଛି । ଖୁବ ଜୋରରେ ଦୁର୍ଘଟଣା ଘଟିବାରୁ କିଛି ସମୟ…
Read More...

ଦିନ ୧ଟା – ମୁଖ୍ୟ ଖବର

ମହିଳାଙ୍କ ସମେତ ସମସ୍ତ କର୍ମଚାରୀ କାର୍ୟ୍ୟକ୍ଷେତ୍ରକୁ ଫେରିବାକୁ ତାଲିବାନର ଆହ୍ୱାନ ଦେଶରେ ଗୋଟିଏ ଦିନରେ ରେକର୍ଡ ପାନ କୋଭିଡ ଟିକାକରଣ ;  ଦିନକରେ୮୮,୧୩,୯୧୯ ପାନ ଟିକା ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨୦…
Read More...

ମଦ ବିରୋଧରେ ତାତିଲେ ମହିଳା ; ଢାଳିଦେଲେ ଦେଶୀ ମଦ

ତେଲକୋଇ : ମଦ ବିରୋଧରେ ତାତିଲେ ସାଧାରଣ ମହିଳା। ପଞ୍ଚାୟତର ବିଭିନ୍ନ ଗ୍ରାମରେ କଲେ ପଦଯାତ୍ରା । ଦେଶୀ ମଦ ନଷ୍ଟ କରିବା ସହ ଘରେ ପଶି ମଦ ବ୍ୟବସାୟୀଙ୍କୁ ଚେତାବନୀ ଦେଇଛନ୍ତି । ତେଲକୋଇ ବ୍ଲକ ଓରିଆ ପଞ୍ଚାୟତ ମୁଖ୍ୟାଳୟର…
Read More...

ସତ୍ୟବାଦୀ ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କଲେ ପୁରୀ ଜିଲାପାଳ

ସୁଆଣ୍ଡୋ : ପୁରୀଜିଲା ସତ୍ୟବାଦୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକ ମଙ୍ଗଳବାର ଜିଲାପାଳ ସମର୍ଥ ବର୍ମା ପରିଦର୍ଶନ କରିବା ସହିତ ସମୀକ୍ଷା କରିଛନ୍ତି ।  ଜିଲାପାଳଙ୍କ ସହିତ…
Read More...

ସାପ କାମୁଡାରେ ନାବାଳିକା ମୃତ

ତେଲକୋଇ : ସାପ କାମୁଡାରେ ୧୨ ବର୍ଷର ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ହେଲେ ଡିମିରିମୁଣ୍ଡା ଗାଁର ହୃଦାନନ୍ଦ ପ୍ରଧାନଙ୍କ ଝିଅ ଶ୍ରୀୟା ପ୍ରଧାନ (୧୨) । ଗତକାଲି ବିଳମ୍ବିତ ରାତି ୪ଟା ରେ ଘର…
Read More...

ଭାରସାମ୍ୟ ହରାଇ ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥ ର ସ୍ବାମ ନାଳ ନିକଟରେ ଆଜି ଭୋର ରୁ ଏକ ମିନିଟ୍ରକ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ମିନିଟ୍ରକଟି ଜାମସେଦପୁର…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ;  ସେମାନଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ବ୍ରସର ୯୬ ଜଣ, ସଂଗରୋଧରୁ ୪୨୧ ଏବଂ ସ୍ଥାନୀୟ ସଂକ୍ରମିତ ୨୯୯ ରାଜ୍ୟରେ ଦିନକରେ ୧୧୬୭ ଜଣ କରୋନାରୁ…
Read More...

ଦେଶରେ ହ୍ରାସ ଦୈନିକ ସଂକ୍ରମଣ ; ନୂଆ ଆକ୍ରାନ୍ତ ୨୫,୧୬୬ , ମୃତ୍ୟୁହାର ୧.୩୪%

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ସଂକ୍ରମଣ ୩୦ ହଜାର ତଳକୁ ହ୍ରାସ ପାଇଛି । ଆଉ ୨୫,୧୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୫୦,୬୭୯କୁ ବୃଦ୍ଧି ପାଇଛି । ଚିକିସôାଧୀନ…
Read More...

ଦିନଯାକ ସୁସ୍ଥବାନ ଓ ହାଲିଆ ନହେବା ପାଇଁ ଜୀବନ ଶୈଳୀରେ କରନ୍ତୁ କିଛି ପରିବର୍ତ୍ତନ

ଦୈନନ୍ଦିନ ଜୀବନର କାର୍ୟ୍ୟ କରିବା ପରେ ଦିନ ସରିବା ବେଳକୁ ଆପଣ ଖୁବ ହାଲିଆ ଅନୁଭବ କରିଥାଆନ୍ତି। ଏହାର ପ୍ରମୁଖ କାରଣ କାମର ପ୍ରଭାବ ଓ ଚିନ୍ତା। ମାତ୍ର ଯଦି ଆପଣ ଦିନ ଭିତରେ ଅଧିକ ହାଲିଆ ଓ ଅସୁସ୍ଥ ଅନୁଭବ କରୁଛନ୍ତି…
Read More...

ନବରଙ୍ଗପୁର ଜିଲ୍ଲା ବାରିକ ସଙ୍ଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନବରଙ୍ଗପୁର :  ୭୫ତମ ସ୍ଵାଧୀନତା ଦିବସ ଅବସରରେ ନବରଙ୍ଗପୁର ଗାନ୍ଧିନଗର ସ୍ଥିତ ନବରଙ୍ଗପୁର ଜିଲ୍ଲା ବାରିକ ସଙ୍ଘର ନିଜସ୍ୱ କମୁନିଟି ଗୃହ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।  ସଙ୍ଘର ସଭାପତି ଏନ. ଗଣେଶ…
Read More...

ଜାଣନ୍ତୁ କେଉଁ ପ୍ରକାର ଭୋଜନ ଲାଭଦାୟକ

ଭୋଜନକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଉଛି ଆମିଷ ଓ ଅନ୍ୟଟି ନିରାମିଷ। ଭୋଜନ ଆମ ସ୍ୱଭାବରେ ମଧ୍ୟ ପ୍ରଭାବ ପକାଇଥାଏ। ନିଜର ସ୍ୱଭାବ ଅନୁଯାୟୀ ଆପଣ କେଉଁ ପ୍ରକାରର ଭୋଜନ କରିବା ଆବଶ୍ୟକ ତାହା ହୁଏତ…
Read More...

ଗଡ଼ମଧୁପୁରରେ ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

ଗଡ଼ମଧୁପୁର : ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଗଡମଧୁପୁର ଅଂଚଳର ବିଭିନ୍ନ ସ୍ଥାନରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଚଢେଇଧରା ତଳ ଛକ ଠାରେ ଧର୍ମଶାଳା ମିଡିଆ କ୍ଲବ ଓ କଳ୍ପତ୍ତରୁ ଦାସ ନେସନାଲ…
Read More...

ମହିଳା ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ୭୫ ତମ ସ୍ବାଧୀନତା ଦିବସ

କଣ୍ଟାବାଞ୍ଜି : ମହିଳା ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ୭୫ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଅଛି । ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଯୁକ୍ତ ଦୁଇ…
Read More...

ବଜ୍ରପାତରେ ଯୁବକ ମୃତ

ଖଇରା : ବାଲେଶ୍ୱରର ଖଇରା ବ୍ଳକ ମାଣୀତ୍ରୀ ଗ୍ରାମରେ ଜଣେ ଯୁବକ ବିଲରୁ ଚାଷ କାମ ସାରି ଘରକୁ ଫେରୁଥିବ । ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଛି ।ମୃତକ ହେଲେ ମାଣିତ୍ରୀ ଗ୍ରାମର ସନ୍ତୋଷ ଦାସ । ଆଜି ସକାଳେ ବିଲକୁ…
Read More...

ଦେବଗିରୀରେ ବୋଲବମ ଭକ୍ତଙ୍କ ଜଳାଭିଷେକ

କଲ୍ୟାଣସିଂହପୁର : ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଦିନ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପ୍ରାୟ ୨ କିମି ଦୂରରେ ଥିବା ଦେବଗିରୀ ପାହାଡ଼ରେ ବୋଲବମ ଭକ୍ତ ମାନେ ଜଳାଭିଷେକ କରୁଥିବା ଦେଖିବାକୁ ମିଳିଛି ।…
Read More...

ଦିନ ୧ଟା – ମୁଖ୍ୟ ଖବର

ଇଣ୍ଡିଆଲ୍ ଆଇଡଲ୍‌ ସିଜନ୍‌-୧୨: ବାଜି ମାରିଲେ ପୱନ ଅନ୍‍ ଲାଇନରେ ଆସିଥିବା ରେଫ୍ରିଜେରେଟର ଭିତରୁ ମିଳିଲା ୯୬ ଲକ୍ଷ ଟଙ୍କା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ; …
Read More...

୭୫ତମ ସ୍ୱାଧୀନତା ଅମୃତ ମହୋତ୍ସବ ପାଳନ

କଣ୍ଟାବାଞ୍ଜି : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର , କଣ୍ଟାବାଞ୍ଜି ପରିସରରେ ୭୫ତମ ସ୍ୱାଧୀନତା ଅମୃତ ମହୋତ୍ସବ କୋଭିଡ-୧୯ ନିୟମ ପରିପାଳନ ପୂର୍ବକ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ୍ୟୁକ୍ତ ଶ୍ୟାମ ସୁନ୍ଦର…
Read More...

ଜଙ୍ଗଲ ମଞ୍ଚ ପକ୍ଷରୁ ଆଶା କର୍ମୀଙ୍କୁ କରୋନା କିଟ୍ ପ୍ରଦାନ

କଣ୍ଟାମାଳ : ବ୍ଳକ ସ୍ତରୀୟ ସ୍ୱାଧୀନତା ଦିବସର ପତକା ଉତ୍ତୋଳନ ଉତ୍ସବ ଅବସରରେ ଆଶା କର୍ମୀ ମାନଙ୍କୁ କରୋନା କିଟ୍ ର ବଣ୍ଟନର ଶୁଭାରମ୍ଭ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଯଜେ୍ଞଶ୍ୱରୀ ପ୍ରଧାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇ ଯାଇଛି…
Read More...

କଣ୍ଟାମାଳ ଏବଂ ଆମେରେ ଆଜାଦି କା ଅମୃତ ମହୋତ୍ସବ 

କଣ୍ଟାମାଳ : ଅଗ୍ରଣୀ ଯୁବ ଅନୁଷ୍ଠାନ ଏବଂ ଆମେ ସାଂସ୍କୃତିକ ପରିଷଦ ତରଫରୁ ଗତକାଲି ଆଜାଦି କା ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶାତ୍ମକବୋଧକ ପ୍ରବନ୍ଧ ଲିଖନ ଓ…
Read More...

କଣ୍ଟାମାଳରେ ବିଭିନ୍ନ ସ୍ଥାନରେ ଉଡିଲା ତ୍ରିରଙ୍ଗା 

କଣ୍ଟମାଳ : ୭୫ ତମ ସ୍ୱାଧୀନତା ଦିବସ କଣ୍ଟାମାଳ ବ୍ଳକର ପୁରପଲ୍ଲୀରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଭାତ ଫେରି ସହ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତକା ଉତ୍ତୋଳନ ଅନୁଷ୍ଠିତ ହୋଇ ଯାଇଛି । କରୋନା ମହାମାରୀ…
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ

ନୂଆଦିଲ୍ଲୀ : ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ସମଗ୍ର ଦେଶ ତାଙ୍କ ସ୍ମୃତିଚାରଣ କରୁଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ-ରାଷ୍ଟ୍ରପତି…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଦେଶରେ ୨୪ ଘଣ୍ଟାରେ ଆଉ ୩୨,୯୩୭ନୂଆ କରୋନା ସଂକ୍ରମିତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୨୫,୫୧୩କୁ ବୃଦ୍ଧି ଆଉ ୪୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୩୧,୬୪୨ ; ମୃତ୍ୟୁହାର…
Read More...

ଦେଶରେ ଆଉ ନୂଆ ସଂକ୍ରମିତ ୩୨,୯୩୭ ; ଆରୋଗ୍ୟ ହାର ୯୭.୪୮%

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୩୨,୯୩୭ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୨୫,୫୧୩କୁ ବୃଦ୍ଧି ପାଇଛି । ଚିକିସôାଧୀନ ଅବସ୍ଥାରେ ଆଉ ୪୧୭ ଆକ୍ରାନ୍ତଙ୍କ ମୃତ୍ୟୁ…
Read More...

ଦେବଗିରି ପାହାଡ଼ ପାଦଦେଶରୁ ଆହତ ଭାଲୁ ଉଦ୍ଧାର

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଗୋଡିଖୋଳା ଗାଁ ରୁ ଏକ ଆହତ ରାମ ଭାଲୁକୁ (Honey badger )ଉଦ୍ଧାର କରାଯାଇଛି। କୁଲଡ଼ିହା ଅଭୟାରଣ୍ୟର ଦେବଗିରି ପାହାଡ଼ ପାଦରେ ଉକ୍ତ ଗାଁ ଟି ଅବସ୍ଥିତ ଥିବାରୁ…
Read More...

ଜାଣନ୍ତୁ କିଛି ଜଣା ଅଜଣା କଥା

କୌଣସି ବ୍ୟକ୍ତିର କଥା କହିବା ଶୈଳୀରୁ ମଧ୍ୟ ତା’ର ସ୍ୱଭାବ ବିଷୟରେ ଜାଣି ହୋଇଥାଏ। ପ୍ରତ୍ୟେକ ମନୁଷ୍ୟର କହିବା ଶୈଳୀ ପରସ୍ପର ଠାରୁ ଭିନ୍ନ ଅଟେ। ଜାଣନ୍ତୁ କଥା କହିବା ଶୈଳୀରୁ ମନୁଷ୍ୟର ସ୍ୱଭାବ କିଭଳି ଧୀର ସ୍ୱରରେ…
Read More...

ଜମ୍ମୁରେ ସନ୍ଦିଗ୍ଧ ବ୍ୟାଗ୍‍ ଜବତ ; ରାଜମାର୍ଗରେ ଦେଖାଗଲେ ୪ ଜଣ ସନ୍ଦିଗ୍ଧ

ଜମ୍ମୁ : ଜମ୍ମୁର ସତବାରୀ ଅଞ୍ଚଳରେ ଶନିବାର ଏକ ସନ୍ଦିଗ୍ଧ ବ୍ୟାଗ୍‍ ମିଳିବା ଫଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ପୁଲିସର ଏକ ଟିମ ତଦନ୍ତ ଆରମ୍ଭ କରିଛି। ଏହାସହ କିଶତୱାର ଜିଲାରେ ବିସ୍ଫୋରଣର ଉପକରଣ ମଧ୍ୟ ଜବତ…
Read More...

ଦିନ ୨ଟା – ମୁଖ୍ୟ ଖବର

ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ; ବିଧିବଦ୍ଧ ଭାବେ ପରୀକ୍ଷା ଫଳ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ କଳାରେ ରେଗୁଲାରରେ ପାସ ହାର ୯୮.୫୮% ୧ ଲକ୍ଷ ୮୯ ହଜାର ୩୬୩ରୁ ୧ଲକ୍ଷ ୮୬ହଜାର ୬୫୮ ପାସ…
Read More...

୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ସ୍ୱର୍ଗଦାର

ପୁରୀ : କରୋନାର ୨ୟ ତରଙ୍ଗ ବୃଦ୍ଧି ପରେ ତାଲାବନ୍ଦ , ସଟଡାଉନ ସହ ବିଭିନ୍ନ କଟକଣା ଲାଗୁ କରାଯାଇଥିଲା। ଏହି କଟକଣା ମଧ୍ୟରେ ପୁରୀର ସ୍ୱର୍ଗଦ୍ୱାରରେ ଜିଲା ବାହାର ଲୋକଙ୍କୁ ଶବଦାହ ପାଇଁ ବାରଣ କରାଯାଇଥିଲା। ମାତ୍ର…
Read More...

ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର : ଆଜି ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ। ସିଏଚଏସଇ କାର୍ଯ୍ୟାଳୟରେ ପରୀକ୍ଷାଫଳ ପ୍ରକାଶ ପାଇଛି। ଏନେଇ ବିଧିବଦ୍ଧ ଭାବେ ପରୀକ୍ଷା ଫଳ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ। କଳାରେ…
Read More...

ଅଢ଼େଇଶ ଫୁଟ ଲମ୍ବର ତ୍ରିରଙ୍ଗା ଧରି ନୀଳଗିରିରେ ପଦଯାତ୍ରା

ନୀଳଗିରି: ବାଲେଶ୍ୱର ଜିଲ୍ଲା ଅଧୀନ ଐତିହାସିକ ମାଟି ନୀଳଗିରିରେ ଅଢ଼େଇଶ ଫୁଟ ଲମ୍ବର ତ୍ରିରଙ୍ଗା ଧରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସହର ପରିକ୍ରମା କରାଯାଇଛି। ସମର ଶଙ୍କର କାନୁନଗୋ, ଜୀବନଜ୍ୟୋତି ରାଉତ,…
Read More...

ବୁର୍ଲା ଭିମସାରରେ ୨ ଶିଶୁ କରୋନା ପଜିଟିଭ

ସମ୍ବଲପୁର : ସମ୍ବଲପୁରର ବୁର୍ଲା ଭିମସାରରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ଶୁକ୍ରବାର ଜଣାପଡିଛି। ଏନେଇ ଭୀମସାର ଅଧୀକ୍ଷକ ଡା.ଲାଲମୋହନ ନାୟକ ସୂଚନା ଦେଇଛନ୍ତି। ଜଣେ ୮ ମାସର ଓ ଅନ୍ୟ ଜଣେ ୫ ବର୍ଷର…
Read More...

ଦିନ ୧୨ଟା – ମୁଖ୍ୟ ଖବର

‘ରାଷ୍ଟ୍ର ପ୍ରଥମ, ସର୍ବଦା ପ୍ରଥମ’- ଚଳିତ ବର୍ଷ ସ୍ୱାଧୀନତା ଦିବସର ଶୀର୍ଷକ ସ୍ୱତନ୍ତ୍ରତା ଦିବସକୁ ନଜରରେ ରଖି ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ମହାରାଷ୍ଟ୍ରରେ ଡେଲଟା ପ୍ଲସରେ ୬୬ ସଂକ୍ରମିତ ;…
Read More...

ସ୍ୱତନ୍ତ୍ରତା ଦିବସକୁ ନଜରରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ : ୭୫ ତମ ସ୍ୱତନ୍ତ୍ରତା ଦିବସ ୧୫ ଅଗଷ୍ଟ ପୂର୍ବରୁ ଆତଙ୍କବାଦୀ ଦେଇଥିବା ଧମକକୁ ନଜରରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। କିଛି ଦିନ ପୂର୍ବରୁ ଦିଲ୍ଲୀ ବିମାନବନ୍ଦରକୁ ବିସ୍ଫୋରଣରେ…
Read More...

ମହାରାଷ୍ଟ୍ରରେ ଡେଲଟା ପ୍ଲସରେ ୬୬ ସଂକ୍ରମିତ ; ୫ ମୃତ

ମୁମ୍ବଇ : ମହାରାଷ୍ଟ୍ରରେ କରୋନାର ଡେଲଟା ପ୍ଲସରେ ଏଯାଏଁ ୬୬ ଜଣ ସଂକ୍ରମିତ ହୋଇଥିବା ନେଇ ଖବର ମିଳିଛି। ଏହାସହ ସେମାନଙ୍କ ମଧ୍ୟରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଉକ୍ତ ୬୬ ସଂକ୍ରମିତଙ୍କ ମଧ୍ୟରୁ କିଛି ଜଣ ଟିକାର ୨ଟ ଯାକ…
Read More...

ଦିନ ୧୦ଟା – ମୁଖ୍ୟ ଖବର

ରାଜ୍ୟରେ ଶୁକ୍ରବାର ଦିନକ ମଧ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ;  ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୮୨୩କୁ ବୃଦ୍ଧି ;  କଟକ ଜିଲାରେ ସର୍ବାଧିକ ୧୫ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୨ ଜଣ ନୂଆ…
Read More...

ଆଶ୍ଚର୍ଯ୍ୟଜନକ ଘଟଣା ; ବ୍ୟକ୍ତିଙ୍କୁ ଦଂଶନ କଲା ସାପ ; ସାପ ମୃତ , ବ୍ୟକ୍ତି ଜୀବିତ

ଯାଜପୁର : ରାଜ୍ୟର ଯାଜପୁର ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ସାପ ଦଂଶନ କରିବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ମଧ୍ୟ ସାପକୁ କାମୁଡି ଦେଇଛନ୍ତି । ସାପଟିର ମୃତ୍ୟୁ ମଧ୍ୟ ହୋଇଯାଇଥିବା…
Read More...

ସୁରକ୍ଷାକର୍ମୀ – ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ଜଣେ ଆତଙ୍କବାଦୀ ନିହତ

ଜମ୍ମୁ : ଜମ୍ମୁ-କାଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ବୋଲି ଶୁକ୍ରବାର ଖବର ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଯେଉଁ କୋଠାରେ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ମୁମ୍ବଇରେ ଡେଲଟା ପ୍ଲସ ପ୍ରକରଣରେ ପ୍ରଥମ ମୃତ୍ୟୁ; ଦୁଇଟି ଟିକା ନେଇସାରିଥିଲେ ମୃତ ମହିଳା ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦,୧୨୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ଦିନକ ମଧ୍ୟରେ ୪୨,୨୯୫ ଜଣ କରୋନା ସଂକ୍ରମିତ…
Read More...

ପ୍ରତିଶ୍ରୁତି ପାଳନ କଲେ ବିଧାୟକ ; ନିଜେ ଉପସ୍ଥିତ ରହି ଚାଷୀଙ୍କୁ ସାର ଯୋଗାଇଲେ 

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ ୟୁରିୟା ସାର ଅଭାବ ପ୍ରତିବାଦ କରି ସାର ଯୋଗାଇଦେବା ଦାବିରେ ରାସ୍ତାରୋକ କରିଥିଲେ ଚାଷୀ | ଗତକାଲି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଡାବୁଗାଁ ବୃହତ ସମବାୟ…
Read More...