www.samajalive.in
Friday, December 5, 2025
20.1 C
Bhubaneswar

ମୋଡେଲ୍ ଚାଟଶାଳୀର ଶୁଭାରମ୍ଭ

ରେଙ୍ଗାଲି : ମହିଳା ସଂଗ୍ରାମ ସମିତି, ରେଙ୍ଗାଲି ତରଫରୁ ରେଙ୍ଗାଲିର ଟ୍ରକ ମାଲିକ ସଂଘ ଗୃହରେ ରେଙ୍ଗାଲି ବ୍ଲକ ଅନ୍ତର୍ଗତ ସମସ୍ତ ସାମ୍ୱ। ଦିକ ବନ୍ଧୁ , ମହିଳା ସଂଗ୍ରାମ ସମିତିର ସଦଶ୍ୟ , କାର୍ୟ୍ୟକର୍ତ୍ତା ଏବଂ ମୋ ଚାଟଶାଳୀ ସ୍ୱେଚ୍ଛାସେବୀମାନଂକୁ ନେଇ ଏକ ବ୍ଲକ ସ୍ତରୀୟ “ସାମ୍ୱାଦିକ ସମ୍ମିଳନି ସହିତ ମୋଡେଲ ଚାଟଶାଳୀ” ର ଶୁଭାରମ୍ଭ କରାଯାଇଥିଲା ।  ଏହି କାର୍ୟ୍ୟକ୍ରମର ମୁଖ୍ୟ ଳକ୍ଷ୍ୟ ହେଉଛି ସାମ୍ୱାଦିକ ବନ୍ଧୁ ମାନେ ଏହି ଚାଟଶାଳୀ ଶିକ୍ଷାର ମହତ୍ୱ ଓ ଗୁରୁତ୍ୱ କୁ ତୃଣମୂଳ ସ୍ତରରେ ସଚେତନତା ଏବଂ ସରକାର ସ୍ତରରେ ସ୍ୱିକୃତି ସକାଶେ ସହାୟକ ହେବେ । ରାଜ୍ୟ ସ୍ତରୀୟ ସଂଗଠନ ମହିଳା ଶ୍ରମଜିବୀ ମଂଚ ଓଡିଶା , ଶ୍ରମଜିବୀ ମଂଚ ଓଡିଶା ସହିତ ଓଡିଶାର ୧୭ ଗୋଟି ଜିଲ୍ଲାର ୮୪ ଗୋଟି ବ୍ଲକର ଲୋକ ସଂଗଠନ ସହିତ ଆମର ମହିଳା ସଂଗ୍ରାମ ସମିତି, ରେଙ୍ଗାଲିର ମିଲିତ ଉଦ୍ୟମରେ ମିଶନ ୩,୫,୮ ଏବଂ ମିଶନ ୧ ଲକ୍ଷ ର ସଫଲତାରୁ ପୁନର୍ବାର ମିଶନ ମଡେଲ ଚାଟଶାଳୀ (୧ଲକ୍ଷ ରୁ ୫ ଲକ୍ଷ ୧ମ ରୁ ୮ମ ଶ୍ରେଣୀର ଛାତ୍ର ଛାତ୍ରୀ) ନେଇ ୨୫୦୦୦ ଶିକ୍ଷା ସାଥି ସହଯୋଗରେ ସଂଗଠନ କାର୍ୟ୍ୟରତ ସମଗ୍ର ଓଡିଶାର ୧୭ ଗୋଟି ଜିଲ୍ଲାରେ ୮୪ଗୋଟି ବ୍ଲକ ସହିତ ମହିଳା ସଂଗ୍ରାମ ସମିତି ରେଗଂଗାଲି ରେ ମଧ୍ୟ କରିବାକୁ ଶୁଭାରମ୍ଭ କରିଅଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories