www.samajalive.in
Friday, December 5, 2025
20.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ସିବିଆଇକୁ ସ୍ୱାୟତ୍ତତା ପ୍ରଦାନ କର: କେନ୍ଦ୍ରକୁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ଜନିତ ୬୫ ଜଣଙ୍କର ମୃତ୍ୟୁ ; କଟକ ଜିଲାରୁ ସର୍ବାଧିକ ୧୫ , କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦୮୬

- Advertisement -

ରାଜ୍ୟରେ ଗୋଟିଏ ଦିନରେ ୯୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ବୟସର ୧୩୮ ଜଣ  ; ଏଥିସହିତ ସଂଗରୋଧରୁ ୫୭୮ ଓ ସ୍ଥାନୀୟ ସଂକ୍ରମିତ ୪୧୫

ରାଜ୍ୟରେ ମୋଟ ୧୭୨୦୮୨୪୮ ନମୁନା ପରୀକ୍ଷା କରାଯାଇସାରିଲାଣି ;  ତାହାସହିତ ମୋଟ ୯୮୦୪୭୧ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି

ରାଜ୍ୟରେ ସଂପ୍ରତି ୯୫୩୬ ଜଣ ସକ୍ରିୟ ସଂକ୍ରମିତ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫,୧୭୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଦିନକ ମଧ୍ୟରେ ଦେଶରେ ୪୪୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ; ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୩୨,୫୧୯କୁ ବୃଦ୍ଧି

ଗୋଟିଏ ଦିନରେ ୩୭,୧୬୯ ଜଣ ସୁସ୍ଥ ;  ଏପର୍ୟ୍ୟନ୍ତ ମୋଟ ୩,୧୪,୮୫,୯୨୩ ଜଣ କରୋନାରୁ ସୁସ୍ଥ

ସଂପ୍ରତି ଦେଶରେ ୩,୬୭,୪୧୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି, ଯାହା ୧୪୮ ଦିନ ମଧ୍ୟରେ ସର୍ବନିମ୍ନ ସ୍ତର

ଦେଶରେ ଦୈନିକ ସଂକ୍ରମଣ ହାର ୧.୯୬% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୯୫%

ଗୁରୁବାର ସଂଧ୍ୟା ସୁଦ୍ଧା ମୋଟ ୪୯.୮୪ କୋଟି ନମୁନା ପରୀକ୍ଷା

ଏଥିସହିତ ସେହି ସମୟ ମଧ୍ୟରେ ଦେଶବାସୀଙ୍କୁ ୫୬.୦୬ କୋଟି ପାନ କୋଭିଡ ଟିକା ଦିଆଯାଇଛି

ମହିଳାଙ୍କୁ ନିର୍ବାଚିତ କରାଇବା ପ୍ରଶ୍ନରେ ହସିଲେ ତାଲିବାନ ଆତଙ୍କବାଦୀ

ଦେଶରେ କୋଭିଡ ଟିକା ନେଲେଣି ୫୬ କୋଟି ୯୪ ହଜାର ୫୮୧

ସାବରିମାଳା ଦର୍ଶନ ପାଇଁ ପିତାଙ୍କ ସହ ନାବାଳିକାଙ୍କୁ ଅନୁମତି ଦେଲେ କେରଳ ହାଇକୋର୍ଟ

ତାଲିବାନି ବିଜୟ ଉତ୍ସବରେ ଦୁଇ ମାଲାୟଲମ ଅଧିବାସୀ ଥିବା ସନ୍ଦେହ କରୁଛନ୍ତି ଥରୁର

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories