www.samajalive.in
Sunday, December 7, 2025
23.1 C
Bhubaneswar

ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ଏହି ଉପାୟ

ଆଣ୍ଠୁଗଣ୍ଠି ବିନ୍ଧାରୁ ରକ୍ଷା ପାଇବା ପାଇଁ ଖାଦ୍ୟପାନୀୟ ଠାରୁ ଆରମ୍ଭ କରି ସମସ୍ତ ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ଉଚିତ।

ଆଣ୍ଠୁଗଣ୍ଠି ବିନ୍ଧାରୁ ରକ୍ଷା ପାଇବାର ଉପାୟ :
ଖାଦ୍ୟପାନରେ ସଚେତନ : ଭୋଜନ ଆମ ଶରୀରକୁ ସଠିକ ପରିମାଣରେ ପୋଷକ ତତ୍ତ୍ବ ଯୋଗାଇଥାଏ। ଉଚିତ ରୂପେ ଖାଦ୍ୟ ନ ଖାଇବା ଦ୍ବାରା ଆଣ୍ଠୁଗଣ୍ଠି ବିନ୍ଧା ହୋଇଥାଏ। ତେଣୁ ସମସ୍ତ ଋତୁ ଅନୁଯାୟୀ, ସଠିକ ପରିମାଣରେ ଖାଦ୍ୟ ଖାଇବା ଉଚିତ। ଆଣ୍ଠୁଗଣ୍ଠି ବିନ୍ଧାରୁ ରକ୍ଷା ପାଇବା ପାଇଁ ଫଳ ଓ ପନିପରିବା ସେବନ କରିବା ଉଚିତ।
ବ୍ୟାୟାମ : ନିୟମିତ ବ୍ୟାୟାମ କରିବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। ଏହାସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ସୁସ୍ଥ ଶରୀର ପାଇଁ ଉପଯୁକ୍ତ ଖାଦ୍ୟ ସହ ନିୟମିତ ରୂପେ ବ୍ୟାୟାମ କରିବା ଉଚିତ। ଏହାଦ୍ବାରା ଆଣ୍ଠୁଗଣ୍ଠି ଦରଜରୁ ମୁକ୍ତି ମିଳିପାରିବ। ବ୍ୟାୟାମ ଦ୍ବାରା ମାଂସପେଶୀୟ ମଜଭୂତ ହୋଇଥାଏ। ମଜଭୂତ ମାଂସପେଶୀୟ ଆଣ୍ଠୁଗଣ୍ଠି ବିନ୍ଧାରୁ ମୁକ୍ତି ଦେଇଥାଏ।

- Advertisement -

ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ : ନିଶାଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିମା​‌ନେ ଅନେକ ରୋଗର ଶିକାର ହୋଇଥାଆନ୍ତି। ସେମାନେ ଆଣ୍ଠୁଗଣ୍ଠି ରୋଗର ମଧ୍ୟ ଶିକାର ହୋଇଥାଆନ୍ତି। ନିଶାଦ୍ରବ୍ୟ ସେବନ କରିବା କାରଣରୁ ବ୍ୟକ୍ତିଙ୍କ ହାଡ ଗୁଡିକ ଦୁର୍ବଳ ହୋଇଯାଏ। ତେଣୁ ନିଶାଦ୍ରବ୍ୟ ଠାରୁ ଯଥେଷ୍ଟ ଦୂରେଇ ରହିବା ଉଚିତ।

ତେଲ ମାଲିଶ : ଆଣ୍ଠୁଗଣ୍ଠି ସମସ୍ୟା ଥିବା ବ୍ୟକ୍ତିମା​ନେ ନିୟମିତ ରୂପେ ତେଲ ମାଲିଶ କରିବା ଉଚିତ। ଏପରି କରିବା ଦ୍ବାରା ଆଣ୍ଠୁଗଣ୍ଠି ସମସ୍ୟା ଥିବା ବ୍ୟକ୍ତିଙ୍କୁ ଉପଶମ ମିଳିଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories