www.samajalive.in
Tuesday, December 9, 2025
16.1 C
Bhubaneswar

ଦିନ ୧ଟା – ମୁଖ୍ୟ ଖବର

ଆଫଗାନ ଫେରନ୍ତାଙ୍କୁ ଦିଆଯିବ ପୋଲିଓ ଟିକା – ମାଣ୍ଡବୀୟ

ଏୟାର ଇଣ୍ଡିଆର ନିର୍ଦ୍ଦେଶ, ପାଇଲଟ୍-ଇନ୍-କମାଣ୍ଡକୁ ‘ସାର୍’ ନୁହେଁ ‘କ୍ୟାପଟେନ୍’ ସମ୍ବୋଧନ କରିବେ ସହ-ପାଇଲଟ

- Advertisement -

ଘରବାହୁଡା ଖୁସି, ଭାରତ ମାତା କି ଜୟ ଧ୍ୱନିରେ ପ୍ରକମ୍ପିତ ହେଲା ବିମାନ, ଦେଖନ୍ତୁ ଭିଡିଓ

ଦୁର୍ଦ୍ଦଶା ଅବର୍ଣ୍ଣନୀୟ – ୧୬୮ ଭାରତୀୟଙ୍କ ସହ ଦେଶ ଛାଡିଲେ ୨ ଆଫଗାନ ସାଂସଦ, ଦେଖନ୍ତୁ ଭିଡିଓ

ଜନ ଆଶୀର୍ବାଦ ଯାତ୍ରାର ଚତୁର୍ଥ ଦିନ, ଭବାନୀପାଟଣାରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ

ତାଲିବାନକୁ ସ୍ୱୀକୃତି ନାହିଁ – ୟୁରୋପୀୟ ସଂଘ

କାବୁଲ ଛାଡିଲା ଭାରତୀୟ ବାୟୁସେନା ବିମାନ ; ଦିନକ ଭିତରେ ୫୦୦ ଭାରତୀୟଙ୍କୁ ଆଣିବାକୁ ଲକ୍ଷ୍ୟ

ଆଜି ପବିତ୍ର ରକ୍ଷା ବନ୍ଧନ ; ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ; ଭାଇ ହାତରେ ଭଉଣୀର ସ୍ନେହର ଡୋର

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୮୫୩ କରୋନା ସଂକ୍ରମିତ ଚିହ୍ନଟ ; ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୦୦; ସଙ୍ଗରୋଧରୁ ୪୯୬,ସ୍ଥାନୀୟ ୩୫୭

ନୂଆଦିଲ୍ଲୀ : ଦେଶରେ ଆଜି ୩୦ ହଜାର ୯୪୮ ସଂକ୍ରମିତ ଚିହ୍ନଟ ; ୪୦୩ ମୃତ

ଦେଶରେ ଆଜି ୩୦ ହଜାର ୯୪୮ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୪ ଲକ୍ଷ ୨୪ ହଜାର ୨୩୪କୁ ବୃଦ୍ଧି

ଦିନକରେ ୪୦୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୪ ହଜାର ୩୬୭

ଏବେ ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୩ ହଜାର ୩୯୮ ରହିଛି

ରାଜ୍ୟରେ ଆଉ ୬୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ଦେଲେ ରାଜ୍ୟ ସରକାର

କଟକ ଓ ଜଗତସିଂହପୁରରୁ ୧୩ ଜଣ ଲେଖାଏଁ, ଢେଙ୍କାନାଳରୁ ୧୧ ଏବଂ ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ୮ ଜଣ ଲେଖାଏଁ ମୃତ

ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ୩୫୮କୁ ବୃଦ୍ଧି

ସଲମାନ୍‌ଙ୍କୁ ଶୃଙ୍ଖଳା ଜ୍ଞାନ ଶିଖାଇଲେ ଓଡ଼ିଆ ଯବାନ, ଦେଖନ୍ତୁ ଭିଡିଓ

ତାଲିବାନକୁ ସମର୍ଥନ କରି ୧୪ ଗିରଫ

ଖାଦ୍ୟ ସ୍ବାଦିଷ୍ଟ ନ ହେବାରୁ ମହିଳାଙ୍କୁ ଜାଳିଦେଲେ ତାଲିବାନ ଆତଙ୍କବାଦୀ

ଦୁଇ ଜାତୀୟ ଚେସ୍ ମହାସଂଘର ମିଶ୍ରଣ

୨୩ରୁ ନୂତନ ଗାଡ଼ି ଚାଳନା ଶିକ୍ଷଣୀୟ ଆବେଦନ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories