www.samajalive.in
Sunday, December 7, 2025
14.1 C
Bhubaneswar

ଦିନ ୨ଟା – ମୁଖ୍ୟ ଖବର

ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ; ବିଧିବଦ୍ଧ ଭାବେ ପରୀକ୍ଷା ଫଳ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

କଳାରେ ରେଗୁଲାରରେ ପାସ ହାର ୯୮.୫୮%

- Advertisement -

୧ ଲକ୍ଷ ୮୯ ହଜାର ୩୬୩ରୁ ୧ଲକ୍ଷ ୮୬ହଜାର ୬୫୮ ପାସ

ରେଗୁଲାରରେ ପ୍ରଥମ ଶ୍ରେଣୀରେ ୩୦ ହଜାର ୫୧୦ ପାସ ହୋଇଥିବା ବେଳେ ୨ୟ ଶ୍ରେଣୀରେ ୪୬ ହଜାର ୧୦୧ ପରୀକ୍ଷାର୍ଥୀ ପାସ ; ୩ୟ ଶ୍ରେଣୀରେ ୧ ଲକ୍ଷ ୧୯ ହଜାର ୫୦୫ ପରୀକ୍ଷାର୍ଥୀ ପାସ

୯୦% ଉପରକୁ ୯୫ ଜଣ ପରୀକ୍ଷାର୍ଥୀ ନମ୍ବର ରଖିଛନ୍ତି। ରେଗୁଲାର ଓ ଏକ୍ସରେଗୁଲାରକୁ ମିଶାଇ ପାସ ହାର ୮୯.୪୯%

କଳା ପରୀକ୍ଷାଫଳରେ ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ। ଛାତ୍ରଙ୍କ ପାସ ହାର ୮୫.୯୮% ଓ ଛାତ୍ରୀଙ୍କ ପାସ ହାର ୯୨.୩୪%

ମଦ୍ରାସାରେ ୪୦୫ରୁ ୩୯୨ ଜଣ ପାସ କରିଥିବା ବେଳେ ଉତ୍ତୀଣ୍ଣ ହାର ୯୬.୭%

ଧନ୍ଦାମୂଳକରେ ୫ ହଜାର ୩୩୧ ପାସ କରିଥିବା ବେଳେ ଉତ୍ତୀର୍ଣ୍ଣ ହାର ୮୬.୦୨%

ପରୀକ୍ଷାଫଳ ନେଇ କୌଣସି ଅଭିଯୋଗ ଥିଲେ ପରୀକ୍ଷାର୍ଥୀ ଅଗଷ୍ଟ ୨୩ ସୁଦ୍ଧା ପ୍ରିନ୍ସପାଲଙ୍କୁ ପ୍ରମାଣ ସହ ଇ-ମେଲ ଜରିଆରେ ଜଣାଇପାରିବେ – ସିଏଚଏସଇ

ପୁରୀ : ଆସନ୍ତା ୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ସ୍ୱର୍ଗଦାର ; ଜିଲା ବାହାର ଲୋକେ ଶବଦାହ କରିପାରିବେ ; କୋଭିଡ କଟକଣା ମଧ୍ୟରେ ୧୦ ଜଣ ଉପସ୍ଥିତ ରହିବେ ; ମୃତକଙ୍କ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ , ଏନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସୂଚନା

‘ରାଷ୍ଟ୍ର ପ୍ରଥମ, ସର୍ବଦା ପ୍ରଥମ’- ଚଳିତ ବର୍ଷ ସ୍ୱାଧୀନତା ଦିବସର ଶୀର୍ଷକ

ସ୍ୱତନ୍ତ୍ରତା ଦିବସକୁ ନଜରରେ ରଖି ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ମହାରାଷ୍ଟ୍ରରେ ଡେଲଟା ପ୍ଲସରେ ୬୬ ସଂକ୍ରମିତ ; ୫ ମୃତ

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ; ଏନେଇ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା

ଚଳିତ ବର୍ଷ ରେକର୍ଡ ଭାଙ୍ଗିଲା ଜୁଲାଇ ତାପମାତ୍ରା ; ଆମେରିକା ସଂସ୍ଥା ଏନଓଏଏ ପକ୍ଷରୁ ତଥ୍ୟ ; ସମୁଦ୍ର ପୃଷ୍ଠ ଓ ଭୂପୃଷ୍ଠର ତାପାମାତ୍ରାରେ ୧.୬୭ ଫାରେନାହାଇଟ୍‍ ବୃଦ୍ଧି

ପଶ୍ଚିମବଙ୍ଗ ଚାଲାଣ ବେଳେ ବାଲେଶ୍ୱର ବସ୍ତା ଅଞ୍ଚଳରୁ ଟ୍ରକ ସହ ୯୯୦ କେଜି ଗଞ୍ଜେଇ ଜବତ

ବୁର୍ଲା ଭିମସାରରେ ୨ ଶିଶୁ କରୋନା ପଜିଟିଭ

କେନ୍ଦ୍ରାପଡା : ରାଜକନିକା ଭାରିଗଦା ଭଙ୍ଗାରୁଜା ଘଟଣା ପରେ ଚାପା ଉତ୍ତେଜନା ; ହଜାରେ ଲୋକଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ

ରାଜ୍ୟରେ ଶୁକ୍ରବାର ଦିନକ ମଧ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ;  ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୮୨୩କୁ ବୃଦ୍ଧି ;  କଟକ ଜିଲାରେ ସର୍ବାଧିକ ୧୫

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୬୫୭ ଓ ସ୍ଥାନୀୟ ସଂକ୍ରମିତ ୪୭୫

ଦିନକ ମଧ୍ୟରେ ରାଜ୍ୟରେ ୧୨୪୩ ଜଣ କରୋନାରୁ ସୁସ୍ଥ ; ସଂପ୍ରତି ରାଜ୍ୟରେ ୧୦୬୩୨ ଜଣ ସକ୍ରିୟ ସଂକ୍ରମିତ

ଆଜି +୨ କଳା ଓ ଧନ୍ଦାମୂଳକ ଫଳ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮,୬୬୭ ଜଣ ନୂଆ କରୋନା ସଂକ୍ରମିତ

ଦିନକ ମଧ୍ୟରେ ୩୫,୭୪୩ ଜଣ ସୁସ୍ଥ ; ଦେଶରେ ଆରୋଗ୍ୟ ହାର ୯୭.୪୫%

ଦେଶରେ ମୋଟ ୩,୧୩,୩୮,୦୮୮ ଜଣ ସୁସ୍ଥ

ଦେଶରେ ଦୈନିକ ସଂକ୍ରମଣ ହାର ୧.୭୩% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୦୫%

ଗତ ଶୁକ୍ରବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୪୯.୧୭ କୋଟି ନମୁନା ପରୀକ୍ଷା କରାଯାଇଛି

ଏହି ସମୟ ମଧ୍ୟରେ ୫୩.୬୧ କୋଟି ଟିକା ଦିଆଯାଇଛି

ଆଫଗାନ ଜନସାଧାରଣଙ୍କୁ ସହାୟତା ପାଇଁ ଭାରତର କାର୍ୟ୍ୟକୁ ତାରିଫ କଲେ ତାଲିବାନ ମୁଖପାତ୍ର
ଆଫଗାନରେ ଭାରତର ସାମରିକ ଉପସ୍ଥିତି ଗ୍ରହଣୀୟ ନୁହେଁ; ପାକିସ୍ତାନ ଆତଙ୍କି ଗୋଷ୍ଠୀ ସହ ସଂପର୍କକୁ ଅସ୍ୱୀକାର

କାବୁଲ ଟଳମଳ, ଇସ୍ତଫା ଦେବେ ଘନି

୧୭୫୫ ଅମ୍ଳଜାନ ଉତ୍ପାଦନ କେନ୍ଦ୍ର ସ୍ଥାପନ ପାଇଁ ୭୩୦୦ କୋଟି ଅନୁମୋଦନ

ଟିକାକୁ ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ପ୍ରଚାର, ୩୦୦ ଆକାଉଣ୍ଟ ବନ୍ଦ କଲା ଫେସବୁକ୍‌

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories