www.samajalive.in
Sunday, December 7, 2025
14.1 C
Bhubaneswar

ଦିନ ୧ଟା – ମୁଖ୍ୟ ଖବର

ଜମ୍ମୁ-କାଶ୍ମୀରର କଟରାରେ ଭୂକମ୍ପ ଝଟକା

ଆମେରିକାର ସାମରିକ ବାୟୋମେଟ୍ରିକ ଉପକରଣକୁ ଜବତ କଲା ତାଲିବାନ ;ଓସାମା ବିନ ଲାଡେନକୁ ଚିହ୍ନଟ କରିବାରେ ବ୍ୟବହାର ହୋଇଥିବା ଏହି ଉପକରଣ

- Advertisement -

ପରଲୋକରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନା

ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସତ୍ୟବାଦୀ ଗସ୍ତ

ଖୋର୍ଦ୍ଧା ବାଣପୁରରେ ଅଘଟଣ ; ଗ୍ୟାସ ଟାଙ୍କି ଫାଟି ପୋଡି ହୋଇ ୭ ଗୁରୁତର

ଡେଲଟା ପ୍ରକରଣ ଉଭୟ ଟିକା ନେଇନଥିବା ଓ ନେଇଥିବା ଲୋକଙ୍କୁ ସଂକ୍ରମିତ କରୁଛି: ରିପୋର୍ଟ

ପୁଣି ମୁଣ୍ଡ ଟେକିଲା କୋଭିଡ ସଂକ୍ରମଣ; ଦିନକରେ ରାଜ୍ୟରେ ୧୦୪୧ ସଂକ୍ରମିତ ; ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ବୟସର ୧୨୮ ଜଣ  ସଂଗରୋଧରୁ ୬୦୫ ଏବଂ ସ୍ଥାନୀୟ ସଂକ୍ରମିତ ୪୩୬

ଅନୁଗୁଳ ଜିଲାରୁ ୨୯, ବାଲେଶ୍ୱର ୨୨, ବରଗଡ , ଭଦ୍ରକ ୧୫ ଓ ବଲାଙ୍ଗିରରୁ ୨ ଜଣ ଚିହ୍ନଟ

ବଉଦରୁ ୧, କଟକ ୧୭୬, ଦେବଗଡ ୭, ଢେଙ୍କାନାଳ ୧୫ ଓ ଗଜପତିରୁ ଜଣେ

ଗଞ୍ଜାମ ୫, ଜଗତସିଂହପୁର ୪୩, ଯାଜପୁର ୫୬, ଝାରସୁଗୁଡା ୧, କଳାହାଣ୍ଡିରୁ ୪ ଜଣ ଚିହ୍ନଟ

କନ୍ଧମାଳରୁ ୨, କେନ୍ଦ୍ରାପଡା ୩୭, କେନ୍ଦୁଝର ୧୨, ଖୋର୍ଦ୍ଧା ୩୯୮, କୋରାପୁଟ ୨ ଓ ମାଲକାନଗିରିରୁ ୩

ମୟୁରଭଞ୍ଜରୁ ୩୬, ନବରଙ୍ଗପୁର ୩, ନୟାଗଡ ୧୩, ନୂଆପଡା ୧, ପୁରୀ ୩୪ ଓ ରାୟଗଡାରୁ ୫ ଜଣ ଚିହ୍ନଟ

ସମ୍ବଲପୁର ୯, ସୋନପୁର ୧, ସୁନ୍ଦରଗଡ ୧୩ ଏବଂ ଷ୍ଟେଟପୁଲରୁ ୮୮ ଜଣ ଚିହ୍ନଟ

ସଂପ୍ରତି ୯୬୬୪ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି

ରାଜ୍ୟରେ ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ; କଟକ ଜିଲାରେ ସର୍ବାଧିକ ୧୮ ; ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୧୫୪

ସେପ୍ଟେମ୍ବର ୧ରୁ କୋଭିଡ କଟକଣା ମଧ୍ୟରେ ଖୋଲିବ ଲିଙ୍ଗରାଜ ମନ୍ଦିର, ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି

ଭାରତରୁ ରପ୍ତାନି ଆମଦାନୀ ବନ୍ଦ କଲା ତାଲିବାନ

ଦେଶରେ ୨୪ ଘଣ୍ଟାରେ ୩୬ ହଜାର ୪୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଆଉ ୫୩୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୩୩,୦୪୯

ଦିନକରେ ଆଉ ୩୯,୧୫୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୩,୧୫,୨୫,୦୮୦ ସୁସ୍ଥ

ଦିନକରେ ୫୬,୩୬,୩୩୬ ଟିକା ନେଇଥିବା ବେଳେ ମୋଟ ୫୬,୬୪,୮୮,୪୩୩ ଟିକା ନେଇ ସାରିଛନ୍ତି

ଦେଶରେ ୩,୬୪,୧୨୯ ସକ୍ରିୟ ଆକ୍ରାନ୍ତ

ମୁଁ ଦେଶରୁ ଟଙ୍କା ନେଇ ପଳାଇ ଆସିଥିବା ଖବର ମିଛ, ରହିଥିଲେ ତାଲିବାନ ମୋତେ ହତ୍ୟା କରିଥାନ୍ତେ- ଘନି

୨୦୨୨ ଆଇପିଏଲ୍‌ରେ ୧୦ଟି ଦଳ: ଧୁମଲ

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories