www.samajalive.in
Saturday, December 6, 2025
16.1 C
Bhubaneswar

କୂଅରେ ପଡ଼ି ୫ ବର୍ଷର ଶିଶୁ ପୁତ୍ର ମୃତ

ପାଟଣା :  ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ନିକଟ ଛତିଆ ଗ୍ରାମରେ ଗତ ସନ୍ଧ୍ୟାରେ ଜଣେ ଶିଶୁ ଖେଳୁଥିବା ସମୟରେ ଘର ପଛ ପଟ କୂଅରେ ଖସି ପଡ଼ିବାରୁ ତାହାର ଶୋଚନୀୟ ମୃତ୍ୟୁ ଘଟିଛି। ଛତିଆ ଗ୍ରାମର ବସନ୍ତ ସିଂହ ଙ୍କ ପୁଅ ଆଦିତ୍ୟ କୁମାର ସିଂହ (୫) ଗତ ସନ୍ଧ୍ୟାରେ ଖେଳୁଥିବା ବେଳେ ଅସାବଧାନତା ବଶତଃ କୂଅରେ ଖସି ପଡ଼ିଥିଲା। ଘର ଲୋକେ ଖୋଜା ଖୋଜି ସମୟରେ ଘଟଣା ସମ୍ପର୍କରେ ଜାଣି ଘରଲୋକେ ଢେଙ୍କିକୋଟ ଫାଣ୍ଡି କୁ ଜଣାଇଥିଲେ। ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଶିଶୁ ର ଶବ କୁ କୂଅରୁ ଉଦ୍ଧାର କରାଇଥିଲେ। ଆଜି ପାଟଣାରେ ମୃତ ଶିଶୁ ର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories