ଜମ୍ମୁ : ଜମ୍ମୁ-କାଶ୍ମୀରର ଅବନ୍ତୀପୋରାର ପାମ୍ପୋରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି ବୋଲି ଶୁକ୍ରବାର ଖବର ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତବବାଦୀ ନିହତ ହୋଇଛି। ଏଯାଏଁ ନିହତ ହୋଇଥିବା ଆତବଙ୍କବାଦୀର ପରିଚୟ ମିଳିନଥିବା ବେଳେ ବର୍ତ୍ତମାନ ମଧ୍ୟ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି।
- Advertisement -



