Browsing Tag

Jammu news

ଘାଟିରେ ଖସିଲା ଯବାନଙ୍କ ବସ୍‍ ; ୪ ଯବାନ ଶହୀଦ୍‍

ଜମ୍ମୁ : ଜମ୍ମୁ-କାଶ୍ମୀରର ପହଲଗାମରେ ଏକ ବଡ ଅଘଟଣ ଘଟିଛି। ଘାଟିରେ ଖସି ପଡିଛି ଆଇଟିବିିପି ଯବାନଙ୍କ ବସ୍‍। ପହଲଗାମର ଚନ୍ଦନବାଡିରେ ଆଇଟିବିିପି ଯବାନଙ୍କ ବସ ଖସି ଯାଇ ଏଯାଏଁ ୪ ଜଣ ଯବାନ ଶହୀଦ ହୋଇଥିବା ନେଇ ସୂଚନା…
Read More...

ସୁରକ୍ଷାକର୍ମୀ – ଆତଙ୍କବାଦୀ ଗୁଳିବିନିମୟ ; ୨ ଆତଙ୍କୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀର ଅବନ୍ତୀପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟମ ଘଟିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଏଯାଏଁ ୨ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଗୁଳିବିନିମୟ ଜାରି ରହିଥିବା ନେଇ ଖବର…
Read More...

ଜମ୍ମୁ-କାଶ୍ମୀର ; ଡ୍ରୋନ ଉପରେ ଗୁଳିଚାଳନା ,ପିଲାଙ୍କ ଟିଫିନ୍‍ ବକ୍ସରୁ ଆଇଇଡି ଜବତ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ପାକିସ୍ତାନର ଏକ ବିସ୍ଫୋରଣ ଯୋଜନାକୁ ସୁରକ୍ଷାକର୍ମୀ ପଣ୍ଡ କରିଛନ୍ତି ବୋଲି ଖବର ମିଳିଛି। ବିଏସଏଫର ଯବାନମାନେ ମଙ୍ଗଳବାର ଜମ୍ମୁ ଜିଲାରେ ଭାରତ-ପାକିସ୍ତାନ ସୀମାରେ ଡ୍ରୋନ ଦେଖିଥିଲେ।…
Read More...

ଆତଙ୍କୀଙ୍କ ଟାର୍ଗେଟରେ ହିନ୍ଦୁ ; ଜମ୍ମୁ-କାଶ୍ମୀରରେ ବ୍ୟାଙ୍କ ପ୍ରବନ୍ଧକଙ୍କୁ ଗୁଳିକରି ହତ୍ୟା

ଶ୍ରୀନଗର : ଗୁରୁବାର ପୁଣି ଆତଙ୍କବାଦୀଙ୍କ ନୃଂଶସକାଣ୍ଡ ଦେଖାଯାଇଛି । ଆଉ ଜଣେ ହିନ୍ଦୁଙ୍କୁ ଗୁଳିକରି ଆତଙ୍କବାଦୀ ହତ୍ୟା କରିଛନ୍ତି । ମୃତକ ଜଣକ ଜଣେ ବ୍ୟାଙ୍କ ପ୍ରବନ୍ଧକ ହୋଇଥିବା ବେଳେ ସେ ରାଜସ୍ଥାନର ବାସିନ୍ଦା…
Read More...

ଜମ୍ମୁରେ ପୁଣି ଆତଙ୍କବାଦୀଙ୍କ ନୃଂଶସକାଣ୍ଡ ; ହିନ୍ଦୁ ମହିଳା ଶିକ୍ଷୟତ୍ରୀଙ୍କୁ କଲେ ହତ୍ୟା

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀଙ୍କ ନୃଂଶସକାଣ୍ଡ ଦେଖାଯାଇଛି । ଆତଙ୍କବାଦୀଙ୍କ ଆକ୍ରମଣରେ ମଙ୍ଗଳବାର ଜଣେ ହିନ୍ଦୁ ମହିଳା ଶିକ୍ଷୟତ୍ରୀଙ୍କ ମୃତ୍ୟୁ ଘଟିଛି । କୁଲଗାମ ଜିଲ୍ଲାର ଗୋପାଳପୋରା ଅଞ୍ଚଳର…
Read More...

ଅବନ୍ତିପୋରା ଓ ଶ୍ରୀନଗରରେ ଗୁଳିବିନିମୟ ; ୪ ଆତଙ୍କୀ ନିପାତ

ଶ୍ରୀନଗର : ଅବନ୍ତିପୋରା ଓ ଶ୍ରୀନଗରରେ ଦୁଇଟି ସ୍ଥାନରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ଚାରି ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି ବୋଲି ଜଣାପଡିଛି। ଦକ୍ଷିଣ କଶ୍ମୀରର ପୁଲୱାମାର ଅବନ୍ତିପୋରାରେ…
Read More...

ଜମ୍ମୁରେ ଗଭୀର ଖାଇକୁ ଖସିଲା ଗାଡି ; ସାତ ମୃତ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଜୋଜିଲା ନିକଟରେ ଏକ ଟବେରା ଗାଡି ଗଭୀର ଖାଇକୁ ଖସି ପଡିଛି। ଦୁର୍ଘଟଣାରେ ଟବେରାରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ସାତ ଜଣଙ୍କ ମୃତ୍ୟୁ…
Read More...

ସୁରକ୍ଷାକର୍ମୀ -ଆତଙ୍କବାଦୀ ଗୁଳିବିନିମୟ ; ଜଣେ ଆତଙ୍କବାଦୀ ନିହତ

ଜମ୍ମୁ: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ବର୍ତ୍ତମାନ ମଧ୍ୟ…
Read More...

ସିଆରପିଏଫ ବଙ୍କର ଉପରେ ଆକ୍ରମଣ ଘଟଣା ; ବୁର୍ଖାପିନ୍ଧି ଆକ୍ରମଣ କରିଥିଲେ ମହିଳା ; ତଲାସି ଜାରି

ଜମ୍ମୁ : ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ସୋପୋର ସହରରେ ବୁର୍ଖା ପିନ୍ଧି ସିଆରପିଏଫ ବଙ୍କର ଉପରେ ଆକ୍ରମଣ କରିଥିବା ମହିଳାଙ୍କ ପରିଚୟ ମିଳିଛି। ସେ ଲଶ୍କର-ଇ-ତାଇବା ସହିତ ଜଡିତ ବୋଲି ଜଣାପଡିଛି । ବୁଧବାର…
Read More...

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ; ତିନି ଆତଙ୍କବାଦୀ ନିହତ

ଜମ୍ମୁ : ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି। ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାସହ ଘଟଣାସ୍ଥଳରୁ ଅନେକ ଗୋଳା ବାରୁଦ, ଆପତ୍ତିଜନକ…
Read More...