www.samajalive.in
Saturday, December 6, 2025
16.1 C
Bhubaneswar

ଦିନ ୧ଟା – ମୁଖ୍ୟ ଖବର

ମହିଳାଙ୍କ ସମେତ ସମସ୍ତ କର୍ମଚାରୀ କାର୍ୟ୍ୟକ୍ଷେତ୍ରକୁ ଫେରିବାକୁ ତାଲିବାନର ଆହ୍ୱାନ

ଦେଶରେ ଗୋଟିଏ ଦିନରେ ରେକର୍ଡ ପାନ କୋଭିଡ ଟିକାକରଣ ;  ଦିନକରେ୮୮,୧୩,୯୧୯ ପାନ ଟିକା

- Advertisement -

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ;  ସେମାନଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ବ୍ରସର ୯୬ ଜଣ, ସଂଗରୋଧରୁ ୪୨୧ ଏବଂ ସ୍ଥାନୀୟ ସଂକ୍ରମିତ ୨୯୯

ରାଜ୍ୟରେ ଦିନକରେ ୧୧୬୭ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ସଂପ୍ରତି ୯୬୭୨ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦିନକ ମଧ୍ୟରେ ରାଜ୍ୟରେ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ; କଟକ ଜିଲାରୁ ସର୍ବାଧିକ ୧୪ ; ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୦୨୧

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ରୂପ : ୩.୫ କୋଟିଙ୍କୁ ସ୍କାର୍ଟ ହେଲ୍‍ଥ କାର୍ଡ

ଆଜି ଭାରତୀୟ ପୁରୁଷ, ମହିଳା ହକି ଦଳକୁ ସମ୍ବର୍ଦ୍ଧନା

ଆମେରିକା ସମର୍ଥକଙ୍କୁ ଖୋଜୁଛନ୍ତି ତାଲିବାନ ଆତଙ୍କି

ଦେଶରେ ୨୪ ଘଣ୍ଟାରେ ଆଉ ୨୫,୧୬୬ ନୂଆ ଆକ୍ରାନ୍ତ ଚିହ୍ନଟ
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୫୦,୬୭୯କୁ ବୃଦ୍ଧି
ଆଉ ୪୩୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୩୨,୦୭୯ ; ମୃତ୍ୟୁହାର ୧.୩୪%

ଦିନକରେ ଆଉ ୩୬,୮୩୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୧୪,୪୮,୭୫୪ ସୁସ୍ଥ

୩,୬୯,୮୪୬ ସକ୍ରିୟ ଆକ୍ରାନ୍ତ ଚିକିସôାଧୀନ ; ସକ୍ରିୟ ଆକ୍ରାନ୍ତ ହାର ୧.୧୫%

୮୮,୧୩,୯୧୯ ଦିନକରେ ଟିକା ନେଇଥିବା ବେଳେ ମୋଟ ୫୫,୪୭,୩୦,୬୦୯ ଟିକା ନେଇ ସାରିଛନ୍ତି

୨୪ ଘଣ୍ଟାରେ ଆଉ ୧୫,୬୩,୯୮୫ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୪୯,୬୬,୨୯,୫୨୪ ନମୁନା ପରୀକ୍ଷା କରାଯାଇଛି

ଆଫଗାନିସ୍ତାନରୁ ୧୨୦ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଫେରିଲା ବାୟୁସେନା ବିମାନ

ଆଫଗାନ ଶରଣାର୍ଥୀ ଓ ସେମାନଙ୍କ ଦେଶାଟନ ପାଇଁ ୫୦୦ ନିୟୁତ ଜରୁରୀକାଳୀନ ସହାୟତା ଘୋଷଣା କଲା ଆମେରିକା

ଏକ ରାଷ୍ଟ୍ରର ନେତୃବୃନ୍ଦ ପଛଘୁଞ୍ଚା ଦେଉଥିବାବେଳେ ସେହି ରାଷ୍ଟ୍ରକୁ ସୁରକ୍ଷା ଦେଇହେବ ନାହିଁ- ବାଇଡେନ

ଟୋକିଓ ପାରାଅଲିମ୍ପିକ୍ସ : ଭାରତୀୟ ଦଳ ସହ ଆଜି କଥା ହେବେ ମୋଦୀ

ଅଲିମ୍ପିଆନ୍‌ଙ୍କୁ ପ୍ରାତଃଭୋଜନରେ ଆପ୍ୟାୟିତ କଲେ ପ୍ରଧାନମନ୍ତ୍ରୀ

ଆତଙ୍କବାଦ ରୋକିବାକୁ ସବୁ ରାଷ୍ଟ୍ର ଏକାଠି ହୁଅନ୍ତୁ : ଗୁଟେରସ୍‌

ଫେରିଲା ତାଲିବାନ ; ବଦଳିଲା ଦେଶର ନାମ ; ଇସ୍‌ଲାମିକ ଏମିରେଟ୍ସ ଅଫ ଆଫଗାନିସ୍ତାନ

ସତ୍ୟବାଦୀ ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କଲେ ପୁରୀ ଜିଲାପାଳ

କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥ ର ସ୍ବାମ ନାଳ ନିକଟରେ ଭାରସାମ୍ୟ ହରାଇ ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ

ସାପ କାମୁଡାରେ ନାବାଳିକା ମୃତ

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories