BJD Bijuli 480×75 Mob

ମହିଳା ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ୭୫ ତମ ସ୍ବାଧୀନତା ଦିବସ

BJD Bijuli 480×75 Mob

କଣ୍ଟାବାଞ୍ଜି : ମହିଳା ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ୭୫ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଅଛି । ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଯୁକ୍ତ ଦୁଇ ଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ମୁକ୍କୁଣ୍ଡିଲାଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଦାୟିତ୍ଵ ରେ ଥିବା ରମେଶ ଚନ୍ଦ୍ର ପୂଜାହରି , ଅଧ୍ୟାପକ ଦେବେନ୍ଦ୍ର ପଣ୍ଡା, ଭାସ୍କର ମେହେର ,ଅଧ୍ୟାପିକା ସସ୍ମିତା ପଟ୍ଟନାୟକ , ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଗିରିଶ ବେହେରା , ନେପାଳ ସେଠୀ , ଅଧ୍ୟାପିକା ଲିପନିତା ପାଧନ୍ ,ନିର ବତି ପ୍ରଧାନ , ଉଭୟ ଅନୁଷ୍ଠାନର ଗ୍ରନ୍ଥାଗାର ରକ୍ଷକ ଖେଳ ଶିକ୍ଷୟତ୍ରୀ ମନୋଜ ସାହୁ , ସନ୍ତୋଷ ମହାନ୍ତି , ରଞ୍ଜୁ ,  ଜ୍ୟୋତିରାନି ମହାନ୍ତି , ଗୀତା କୁମ୍ଭାର ଙ୍କ ସହିତ ସମସ୍ତ ଅନକର୍ମଚାରି ଉପସ୍ଥିତ ଥିଲେ ।

Comments are closed.