www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଜନ ଆଶୀର୍ବାଦ ଯାତ୍ରାର ଚତୁର୍ଥ ଦିନ, ଭବାନୀପାଟଣାରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ

ତାଲିବାନକୁ ସ୍ୱୀକୃତି ନାହିଁ – ୟୁରୋପୀୟ ସଂଘ

- Advertisement -

କାବୁଲ ଛାଡିଲା ଭାରତୀୟ ବାୟୁସେନା ବିମାନ ; ଦିନକ ଭିତରେ ୫୦୦ ଭାରତୀୟଙ୍କୁ ଆଣିବାକୁ ଲକ୍ଷ୍ୟ

ଆଜି ପବିତ୍ର ରକ୍ଷା ବନ୍ଧନ ; ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ; ଭାଇ ହାତରେ ଭଉଣୀର ସ୍ନେହର ଡୋର

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୮୫୩ କରୋନା ସଂକ୍ରମିତ ଚିହ୍ନଟ ; ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୦୦; ସଙ୍ଗରୋଧରୁ ୪୯୬,ସ୍ଥାନୀୟ ୩୫୭

ନୂଆଦିଲ୍ଲୀ : ଦେଶରେ ଆଜି ୩୦ ହଜାର ୯୪୮ ସଂକ୍ରମିତ ଚିହ୍ନଟ ; ୪୦୩ ମୃତ

ଦେଶରେ ଆଜି ୩୦ ହଜାର ୯୪୮ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୪ ଲକ୍ଷ ୨୪ ହଜାର ୨୩୪କୁ ବୃଦ୍ଧି

ଦିନକରେ ୪୦୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୪ ହଜାର ୩୬୭

ଏବେ ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୩ ହଜାର ୩୯୮ ରହିଛି

ରାଜ୍ୟରେ ଆଉ ୬୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ଦେଲେ ରାଜ୍ୟ ସରକାର

କଟକ ଓ ଜଗତସିଂହପୁରରୁ ୧୩ ଜଣ ଲେଖାଏଁ, ଢେଙ୍କାନାଳରୁ ୧୧ ଏବଂ ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ୮ ଜଣ ଲେଖାଏଁ ମୃତ

ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ୩୫୮କୁ ବୃଦ୍ଧି

ସଲମାନ୍‌ଙ୍କୁ ଶୃଙ୍ଖଳା ଜ୍ଞାନ ଶିଖାଇଲେ ଓଡ଼ିଆ ଯବାନ, ଦେଖନ୍ତୁ ଭିଡିଓ

ତାଲିବାନକୁ ସମର୍ଥନ କରି ୧୪ ଗିରଫ

ଖାଦ୍ୟ ସ୍ବାଦିଷ୍ଟ ନ ହେବାରୁ ମହିଳାଙ୍କୁ ଜାଳିଦେଲେ ତାଲିବାନ ଆତଙ୍କବାଦୀ

ଦୁଇ ଜାତୀୟ ଚେସ୍ ମହାସଂଘର ମିଶ୍ରଣ

୨୩ରୁ ନୂତନ ଗାଡ଼ି ଚାଳନା ଶିକ୍ଷଣୀୟ ଆବେଦନ

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories