ଦିନ ୧୧ଟା – ମୁଖ୍ୟ ଖବର

ନଭେମ୍ବରରେ ଭାରତର ରପ୍ତାନି ୨୬% ବୃଦ୍ଧି; ବାଣିଜ୍ୟ ନିଅଣ୍ଟ ୨୩.୨୭ ବିଲିଅନ ଡଲାର

୨୦୨୪ ନିର୍ବାଚନରେ କଂଗ୍ରେସ ୩୦୦ ଆସନ ପାଇବ କି ନାହିଁ ସେ ସମ୍ପର୍କରେ ନିଶ୍ଚିତ ନୁହଁ- ଗୁଲାମ ନବୀ

ପେଙ୍ଗ ଶୁଆଇଙ୍କ ପ୍ରତି ଦୁର୍ବ୍ୟବହାରର ପ୍ରତିବାଦ: ଚୀନରେ ସମସ୍ତ ମ୍ୟାଚ ସ୍ଥଗିତ ରଖିଲା ବିଶ୍ୱ ଟେନିସ ଆସୋସିଏସନ

ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ୧୨ ଘଣ୍ଟା ମଧ୍ୟରେ ଅବପାତ ରୂପ ନେବ; ୨୪ ଘଣ୍ଟାରେ ବାତ୍ୟା ରୂପନେଇ ଉପକୂଳମୁହାଁ ହେବ; ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ୩ ତାରିଖରୁ ପବନର ବେଗ ବଢିବ; ୪ ତାରିଖରେ ପବନ ବେଗ ଘଣ୍ଟା ପ୍ରତି ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭାବନା; ବାତ୍ୟା ଜୱାଦ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ

ରାଜ୍ୟରେ ୨୫୨ ନୂଆ କରୋନା ରୋଗୀ; ୨ ମୃତ

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଓ ଯାଜପୁର ଜିଲାର ଜଣେ ଲେଖାଏଁ ରହିଛନ୍ତି

ସଂଗରୋଧରୁ ୧୪୮ ଓ ସ୍ଥାନୀୟ ସଂକ୍ରମିତ ୧୦୪ ଜଣ

ମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୫୪ ଜଣ ଅଛନ୍ତି

ବାଲେଶ୍ୱର ଜିଲାରେ ୫, ଭଦ୍ରକ ୨, ବଲାଙ୍ଗିର ୫, ବଉଦ ୧, କଟକ ୧୯, ଢେଙ୍କାନାଳ ୩, ଗଞ୍ଜାମ ୧ ଓ ଜଗତସିଂହପୁରରେ ୩ ଜଣ ଚିହ୍ନଟ

ଯାଜପୁରରେ ୮, ଝାରସୁଗୁଡା ୪, କେନ୍ଦ୍ରାପଡା ୩, କେନ୍ଦୁଝର ୧, ଖୋର୍ଦ୍ଧା ୧୧୩, ମୟୁରଭଞ୍ଜ ୮, ନୟାଗଡ ୨, ସମ୍ବଲପୁର ୧୩, ସୁନ୍ଦରଗଡ ୧୬ ଓ ଷ୍ଟେଟପୁଲରୁ ୨୭ ଚିହ୍ନଟ ହୋଇଛନ୍ତି

ଦିନକ ମଧ୍ୟରେ ୧୮୬ ଜଣ ସୁସ୍ଥ ହୋଇଛନ୍ତି

ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୩୮୬୯୫ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି

ସଂପ୍ରତି ୨୪୩୪ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦେଶରେ ୯୭୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଦିନକରେ ୮୫୪୮ ସୁସ୍ଥ ହେଲେ

ଏପର୍ଯ୍ୟନ୍ତ ମୋଟ ୩,୪୦,୩୭,୦୫୪ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି

ଦେଶରେ ଦୈନିକ ସଂକ୍ରମଣ ହାର ୦.୮୯% ଏବଂ ସାପ୍ତାହିକ ହାର ୦.୮୫% ରହିଛି

କରୋନାରୁ ଆରୋଗ୍ୟ ହାର ୯୮.୩୫%

ଏପର୍ଯ୍ୟନ୍ତ ମୋଟ ୬୪.୩୫ କୋଟି ନମୁନା ପରୀକ୍ଷା କରାଯାଇସାରିଛି

ବୁଧବାର ସଂଧ୍ୟା ସୁଦ୍ଧା ୧୨୪.୯୬ କୋଟି ପାନ ଟିକା ଦିଆଯାଇସାରିଛି

ଦେଶରେ ସଂପ୍ରତି ୯୯,୭୬୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି

ପୁରୀ ପୁଲିସ ଏସଟିଏଫ ଓ ଟାଉନ ଥାନା ଦ୍ୱାରା ୧୪୦ ଗ୍ରାମ ଧଳାଜହର ଜବତ ; ଆନୁମାନିକ ମୂଲ୍ୟ ୧୪ ଲକ୍ଷ,୨ ଆନ୍ତଃଜିଲା ଚାଲାଣକାରୀ ଗିରଫ

Comments are closed.